Home

ସଡ଼କ ଦୁର୍ଘଟଣାରେ ଆଖିବୁଜିଲେ ଏହି ପୂର୍ବତନ କ୍ରିକେଟର

ବ୍ରିଜଟାଉନ, ୮।୨: ୧୯୯୦ରେ ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ କରିଥିବା ଓ୍ବେଷ୍ଟଇଣ୍ଡିଜ୍‌ର ପୂର୍ବତନ ଦ୍ରୁତ ବୋଲର ଇଜ୍ରା ମୋସଲିଙ୍କର ଶନିବାର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସକାଳେ ମୋସଲି ରାଜପଥରେ ସାଇକେଲ ଚଲାଉଥିବା ବେଳେ ବ୍ରିଜଟାଉନର ଖ୍ରୀଷ୍ଟଚର୍ଚ ନିକଟରେ ଏକ ଦ୍ରୁତ…

ସଚିନ, ଲତା, କୋହଲିଙ୍କ ଟୁଇଟ‌ ଯାଞ୍ଚ୍‌ କରିବେ ଉଦ୍ଧବ ସରକାର

ମୁମ୍ବାଇ,୮।୨: କୃଷକ ଆନ୍ଦୋଳନ ଉପରେ ପପ୍‌ ଗାୟିକା ରିହାନ୍ନାଙ୍କ ଟୁଇଟର ଜବାବ ଦେଇଛନ୍ତି ଅନେକ ଭାରତୀୟ ସେଲିବ୍ରିଟି। କଂଗ୍ରେସ ନେତାମାନେ ଲତା ମଙ୍ଗେଶକର, ସଚିନ ତେନ୍ଦୁଲକର ଏବଂ ଅକ୍ଷୟ କୁମାରଙ୍କ ଭଳି ସେଲିବ୍ରିଟି ଭାଜପା ସରକାରଙ୍କ ଚାପରେ ଏଭଳି ଟୁଇଟ୍‌ କରିଥିବା…

ମାତ୍ର ୧୬ ବର୍ଷ ବୟସରେ ସଲମାନଙ୍କୁ ହୃଦୟ ଦେଇ ବସିଥିଲେ ଏହି ପାକିସ୍ତାନ ଅଭିନେତ୍ରୀ, ବିବାହ ପାଇଁ ଦେଶ ଛାଡି ଆସିଥିଲେ ମୁମ୍ବାଇ

ପାକିସ୍ତାନୀ ଅଭିନେତ୍ରୀ ସୋମି ଅଲି ପୁଣି ଚର୍ଚ୍ଚାରେ ଅଛନ୍ତି। ୧୯୯୧ରେ ସେ ମୁମ୍ବାଇ ବଲିଉଡର ଭେଟେରାନ ସଲମାନ ଖାନଙ୍କୁ ବିବାହ କରିବା ପାଇଁ ନିଜ ଦେଶରୁ ମୁମ୍ବାଇ ଆସିଥିଲେ। ସୋମି ଅଲିଙ୍କୁ ସେତେବେଳେ ମାତ୍ର ୧୬ ବର୍ଷ ହୋଇଥିଲ।ସେ କେବଳ ମୁମ୍ବାଇ…

ବଲିଉଡ୍‌ ଫିଲ୍ମରେ ପ୍ରେମ ନିବେଦନ, ଏହି ଗୀତ ଗାଇ ସାଥୀଙ୍କୁ ମନାନ୍ତୁ

ମୁମ୍ବାଇ: ପ୍ରେମୀଯୁଗଳଙ୍କ ପାଇଁ ଫେବୃୟାରୀ ମାସଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଫେବୃୟାରୀ ୭ରୁ ୧୪ ପର୍ଯ୍ୟନ୍ତ ପ୍ରେମୀଯୁଗଳ ଏହି ଦିନକୁ ସ୍ମରଣୀୟ କରିବା ପାଇଁ କେତେ କ’ଣ କରିଥାନ୍ତି। ପ୍ରଥମ ଦିନକୁ ରୋଜ୍‌ ଡେ’ ଭାବରେ ପାଳନ କରୁଥିବା ବେଳେ ଦ୍ୱିତୀୟ ଦିନକୁ…

୧୧୪ ବର୍ଷ ପରେ କ୍ରିକେଟ୍‌ରେ ଏମିତି କାରନାମା କଲେ ଅଶ୍ୱିନ୍‌

ଚେନ୍ନାଇ,୮।୨:ଭେଟେରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଭାରତୀୟ ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମ ସ୍ପିନର ଭାବେ   ଇନିଂସର ପ୍ରଥମ ବଲରେ ଉଇକେଟ ନେଇଛନ୍ତି। ଚେନ୍ନାଇ ଟେଷ୍ଟରେ ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ଅଶ୍ୱିନ ଓପନର୍‌ ରୋରୀ ବର୍ନସଙ୍କ ଉଇକେଟ ନେଇଥିଲେ। ଜଣେ ସ୍ପିନର ଇନିଂସର…

ନିଆରା ରେକର୍ଡ ହାସଲ କଲେ ଏହି କ୍ରିକେଟର୍‌

ଚେନ୍ନାଇ,୮।୨:ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚାରି ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ଦେଖିବାକୁ ମିଳୁଛି। ଏହି ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ସାମ୍ନାରେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି। ଇଂଲଣ୍ଡ…

ବାର୍‌ରେ ମଦ ପିଇବା ସମୟରେ ହେଲା ଝଗଡ଼ା, ରାଗରେ ଜଣଙ୍କ ଗୁପ୍ତାଙ୍ଗ କାମୁଡ଼ିଦେଲେ ଅନ୍ୟ ଜଣେ

ଥିରୁଭାନନ୍ତପୁରମ୍‌,୮।୨: କେରଳର ଏକ ବାର୍‌ରେ ଅଜବ ଘଟଣା ଘଟିଛି। ଜଣେ ଯୁବକ ଆଉ ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗକୁ କାମୁଡ଼ି ଦେଇଛନ୍ତି। ପୋଲିସ ସୂଚନା ଅନୁଯାୟୀ, ଏହି ଘଟଣା କୁନ୍ନାଥୁରରେ ଘଟିଛି। ଏଠାରେ ଥିବା ବାର୍‌ ମଧ୍ୟକୁ ଜଣେ ୨୮ ବର୍ଷୀୟ ଯୁବକ…

ଜୁଏଲାରୀ ଦୋକାନରୁ ଚୋରି ଘଟଣାରେ ୪ ଗିରଫ, ଲକ୍ଷାଧିକ ଟଙ୍କାର ଅଳଙ୍କାର ଜବତ

ପାଟଣା,୮।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ମୁଖ୍ୟାଳୟସ୍ଥିତ ପାଟଣା ମୁଖ୍ୟ ବଜାରର ଅଜୟ କୁମାର ପରିଡାଙ୍କ ‘ପ୍ରମିଳା ଜୁଏଲାରୀ’ ଦୋକାନରୁ ଗତ ଜାନୁୟାରୀ ୧୫ ରେ ଲକ୍ଷାଧିକ ମୂଲ୍ୟର ସୁନା ଓ ରୁପା ଗହଣା ଚୋରି ହୋଇଥିଲା। ଏହି ଘଟଣାରେ ପାଟଣା…

ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହୃତ: ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର, ୮।୨(ବ୍ୟୁରୋ): ବିଭିନ୍ନ ବର୍ଗରୁ ବିରୋଧ ପରେ ଶେଷରେ ସୋମବାର ପ୍ରତ୍ୟାହୃତ ହୋଇଛି ଶ୍ରୀମନ୍ଦିର ପ୍ରସ୍ତାବିତ ବାଇ-ଲ। ଏହାକୁ ପ୍ରତ୍ୟାହାର କରି ନିଆଯାଇଥିବା ନେଇ ଟୁଇଟ୍‌କରି ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ। ସେ କହିଛନ୍ତି, ଜାତୀୟ…

ମହିଳା ବିଚାରପତିଙ୍କୁ ପ୍ରେମ ନିବେଦନ କଲେ ଅଭିଯୁକ୍ତ…

ଓ୍ବାଶିଂଟନ, ୮।୨: ଏବେ ସୋସିଆଲ୍‌ ମିଡ଼ିଆରେ ଜଣେ ଅଭିଯୁକ୍ତଙ୍କ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଆମେରିକାର ଫ୍ଲୋରିଡ଼ାସ୍ଥିତ ବ୍ରୋଓ୍ବାଡ଼ା କାଉଣ୍ଟି କୋର୍ଟରେ ଏକ ଚୋରି ମାମଲାର ବିଚାର ଅନ୍‌ଲାଇନ୍‌ରେ ଜୁମ୍‌ କଲ୍‌ ମାଧ୍ୟମରେ ଚାଲିଥିବାବେଳେ ଅଭିଯୁକ୍ତ ଡେମେଟ୍ରିୟସ୍‌ ଲୁଇସ୍‌ ମହିଳା ବିଚାରପତି…

ସବ୍ୟସାଚୀ, ନିବେଦିତାଙ୍କୁ ‘କଳିଙ୍ଗ ରତ୍ନ’ ସମ୍ମାନ

ଭୁବନେଶ୍ୱର,୮।୨(ବ୍ୟୁରୋ): କରୋନା ମହାମାରୀ ସମୟରେ ରାଜ୍ୟ ତଥା ରାଜ୍ୟ ବାହାରେ ବହୁ ଲୋକଙ୍କୁ ସହାୟତାର ହାତ ବଢ଼ାଇ ଚର୍ଚ୍ଚାକୁ ଆସିଥିବା ଓଲିଉଡ୍‌ ସୁପରଷ୍ଟାର ସବ୍ୟସାଚୀ ମିଶ୍ରଙ୍କୁ ‘କଳିଙ୍ଗ ରତ୍ନ’ ସମ୍ମାନରେ ସମ୍ମାନିତ କରାଯାଇଛି। ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ କଳିଙ୍ଗ ଚାରିଟେବୁଲ…

ରୋଜ୍‌ ଡେ’ରେ ଏହି ଅଭିନେତାଙ୍କୁ ମିଳିଲା ଗୋଲାପ

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ମହିଳା ପ୍ରଶଂସକଙ୍କ ତାଲିକା କ୍ରମାଗତ ବଢ଼ିବାରେ ଲାଗିଛି। ଭାଲେଣ୍ଟାଇନ୍ସ ସପ୍ତାହର ପ୍ରଥମ ଦିନ ଅର୍ଥାତ୍‌ ରୋଜ୍‌ ଡେ’ରେ ଜଣେ ଝିଅ ତାଙ୍କୁ ଏକ ଲାଲ ଗୋଲାପ ଦେଇଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri