ଏହିସବୁ ବଲିଉଡ୍‌ ସେଲିବ୍ରିଟିଙ୍କ ପାଖରେ ଅଛି ନିଜର ବିମାନ

ସାଧାରଣତଃ ବଲିଉଡ ସେଲିବ୍ରିଟିମାନେ ବିଳାଶପୂର୍ଣ୍ଣ ଜୀବନଯାପନ କରନ୍ତି। ସେମାନଙ୍କ ପାଖରେ କେବଳ କୋଟି କୋଟି ଟଙ୍କାର କାର୍‌ ନାହିଁ, ନିଜଶ୍ୱ ବିମାନ ମଧ୍ୟ ଅଛି। ଜାଣନ୍ତୁ ସେହିସବୁ ସେଲିବ୍ରିଟିମାନଙ୍କ ବିଷୟରେ…

ଅଜୟ ଦେବଗନ: ବଲିଉଡ୍‌ ଅଭିନେତା ଅଜୟ ଦେବଗନଙ୍କ ୬ସିଟ ବିଶିଷ୍ଟ ଜେଟ୍‌ ବିମାନ ଅଛି। ପ୍ରମୋସନ ଇଭେଣ୍ଟ ଏବଂ ଶୁଟ ପାଇଁ ସେ ଏହା ବ୍ୟବହାର କରନ୍ତି।

ଅକ୍ଷୟ କୁମାର: ଭାରତରେ ସର୍ବାଧିକ ଆୟ କରୁଥିବା ଅଭିନେତା ଅକ୍ଷୟ କୁମାରଙ୍କ 260 କୋଟି ଟଙ୍କା ମୂଲ୍ୟର ଏକ ଘରୋଇ ବିମାନ ଅଛି।

ଅମିତାଭ ବଚ୍ଚନ: ଅମିତାଭ ବଚ୍ଚନ ବିମାନବନ୍ଦରରେ କ୍ୱଚିତ୍‌ ଦେଖାଯାନ୍ତି, କାରଣ ସେ ପ୍ରାୟତଃ ତାଙ୍କ ବ୍ୟକ୍ତିଗତ ଜେଟରେ ଯାତ୍ରା କରନ୍ତି। କିଛି ବର୍ଷ ପୂର୍ବେ ଅଭିଷେକ ବଚ୍ଚନ ତାଙ୍କ ବିମାନର ଫଟୋ ଶେୟାର କରିଥିଲେ।

ପ୍ରିୟଙ୍କା ଚୋପ୍ରା ଜୋନାସ: ପ୍ରିୟଙ୍କା ଚୋପ୍ରା ଜୋନାସ ଜଣେ ବିଶ୍ୱସ୍ତରୀୟ ସେଲିବ୍ରିଟି। ସେ ନିଜ କାର୍ଯ୍ୟ ପାଇଁ ପ୍ରାୟତଃ ଭାରତରୁ ନ୍ୟୁୟର୍କ କିମ୍ବା ଲଣ୍ଡନ ଯାତ୍ରା କରନ୍ତି। ତେଣୁ ସେ ତାଙ୍କ ବ୍ୟକ୍ତିଗତ ଜେଟରେ ଯାତ୍ରା କରିବାକୁ ଭଲ ପାଆନ୍ତି।୍ର

ଶିଳ୍ପା ସେଟ୍ଟୀ: ଶିଳ୍ପା ସେଟ୍ଟୀ କୁନ୍ଦ୍ରା ଏବଂ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରା ଏକ ସୁନ୍ଦର ଜୀବନଯାପନ କରନ୍ତି। ବିଶ୍ୱର ଅନେକ ସ୍ଥାନରେ ତାଙ୍କର ସମ୍ପତ୍ତି ଅଛି। ତାଙ୍କର ନିଜର ଏକ ବ୍ୟକ୍ତିଗତ ବିମାନ ମଧ୍ୟ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରିଲିଜ୍‌ ହେବ ବହୁ ପ୍ରତୀକ୍ଷିତ ଫିଲ୍ମ‘ବଚ୍ଚନ ପାଣ୍ଡେ’

ବହୁ ପ୍ରତୀକ୍ଷିତ ଫିଲ୍ମ‘ବଚ୍ଚନ ପାଣ୍ଡେ’ଆଜି ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମରେ ଅଭିନେତା ଅକ୍ଷୟ କୁମାର ଏବଂ ଅଭିନେତ୍ରୀ କ୍ରିତି ସାନନଙ୍କୁ ଦେଖିବାକୁ ପାଇବେ ଦର୍ଶକ।...

୨ ଦିନ ପରେ ବିବାହ କରିବେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଛୋଟ ପରଦାରେ ପ୍ରସାରିତ ଧାରାବାହିକ ‘ଚିଡିୟାଘର’ ଏବଂ ‘ଉଡାନ’ରେ କାମ କରିସାରିଥିବା ଅଭିନେତ୍ରୀ ଶୀତଲ ପାଣ୍ଡ୍ୟା ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଛନ୍ତି। ଶୀତଲ ତାଙ୍କର...

ସ୍ବାମୀଙ୍କ କେଶ କାଟିଲେ ପ୍ରୀତି ଜିଣ୍ଟା

ଲକଡାଉନ ସେଲିବ୍ରିଟିଙ୍କୁ ଏମିତି କିଛି କାମ କରିବା ଶିଖାଇଛି, ଯାହା ହୁଏତ ପୂର୍ବରୁ କେହି କରି ନ ଥିବେ। ଏବେ ଘରେ ରହି ରୋଷେଇ କରିବାଠାରୁ...

ଅସୁସ୍ଥ ‘ମିଶନ ମଙ୍ଗଲ’ର ନିର୍ଦ୍ଦେଶକ

ମୁମ୍ବାଇ,୨୬।୧: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ମିଶନ ମଙ୍ଗଲ’ର ନିର୍ଦ୍ଦେଶକ ଅସୁସ୍ଥ ଥିବା ସୂଚନା ମିଳିଛି। ନିର୍ଦ୍ଦେଶକ ଜଗନ ଶକ୍ତି ମୁମ୍ବାଇରେ ତାଙ୍କ...

ସନି ଲିଓନଙ୍କ ପାଖରେ ରହିଛି ଏସବୁ ଦାମୀ ଗାଡ଼ି

ମୁମ୍ବାଇ: ସନି ଲିଓନଙ୍କୁ କିଏ ବା ନ ଜାଣେ। ପିଲାଙ୍କଠାରୁ ଆରମ୍ଭ କରି ଯୁବପିଢ଼ି ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଉଣା ଅଧିକେ ଜାଣିଛନ୍ତି। ତାଙ୍କ ଗୀତ...

ମନୋଜ ବାଜପେୟୀ ଜଣେ ଅଶାଳୀନ, ଅଭଦ୍ର ବ୍ୟକ୍ତି; ମୁଁ ତାଙ୍କୁ ଘୃଣା କରେ: ସୁନୀଲ ପାଲ୍‌

ବମ୍ବେ: ଅଶ୍ଳିଳ ଭିଡିଓ ମାମଲାରେ ଛନ୍ଦି ହୋଇ ଚର୍ଚ୍ଚାରେ ରହିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା। ଏହି ଖବର ଜଣାପଡ଼ିବା ପରେ...

ଗୋଟିଏ ଫିଲ୍ମ କରିବାକୁ ଏତିକି କୋଟି ଚାର୍ଜ କରନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ନିଜର ସୁନ୍ଦର ଚେହେରା ଏବଂ ବଳିଷ୍ଠ ଅଭିନୟ ପାଇଁ ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ବେଶ୍‌ ପରିଚିତ। କାଜଲ କେବଳ ସାଉଥ୍‌...

ପ୍ରେମ ସପ୍ତାହରେ ଭାଙ୍ଗିଲା ସନାଙ୍କ ମନ: ମେଲଭିନ୍‌ଙ୍କଠାରୁ ଅଲଗା ହେଲେ

ବମ୍ବେ: ଚାରିଆଡ଼େ ପ୍ରେମ ସପ୍ତାହକୁ ନେଇ କ୍ରେଜ୍‌ ଥିବା ବେଳେ ପସନ୍ଦର ସାଥୀଙ୍କୁ ମନକଥା କହୁଛନ୍ତି ପ୍ରେମୀଯୁଗଳ। ହେଲେ ପ୍ରେମଦିବସ ଆସିବା ପୂର୍ବରୁ ଅଭିନେତ୍ରୀ ସନା...

Advertisement
Archives

Model This Week