Posted inଜାତୀୟ

ଦିଦି ନେଲେ କଡ଼ା ପଦକ୍ଷେପ: ଡିଜିପି-ଏଡିଜିଙ୍କୁ କଲେ ବଦଳି…

କୋଲକାତା,୫।୫: ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ମମତା ବାନାର୍ଜୀ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ସେ ଡିଜିପି ଏବଂ ଏଡିଜିଙ୍କୁ ବଦଳି କରିବା ସହିତ କରୋନା ସଂକ୍ରମଣକୁ ରୋକିବା ଲାଗି ରାଜ୍ୟରେ କଟକଣା ଜାରି କରିଛନ୍ତି। ରାଜ୍ୟରେ ଘଟୁଥିବା ହିଂସା ରୋକିବା ପାଇଁ ସେ ସମସ୍ତ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିଯୁକ୍ତ ହୋଇଥିବା ଡିଜିପି ନୀରଜ ଜୟନ ପାଣ୍ଡେଙ୍କୁ ଦମକଳ ବିଭାଗକୁ ପଠାଇ ଦିଆଯାଇଛି। ସେହିପରି ଏଡିଜି ଜଗମୋହନଙ୍କୁ ସିଭିଲ୍‌ ଡିଫେନ୍ସକୁ ପଠାଇ ଦିଆଯାଇଛି। ବିରେନ୍ଦ୍ରଙ୍କୁ ନୂଆ ଡିଜିପି ଏବଂ ଜାଭେଦ୍‌ ଶମିମ୍‌ଙ୍କୁ ଏଡିଜି ନିଯୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇ ବିସ୍ଫୋରଣର ଅଭିଯୁକ୍ତ ଅବଦୁଲ ଗନି ମୃତ

ମୁମ୍ବାଇ,୨୫।୪: ୧୯୯୩ରେ ମୁମ୍ବାଇରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣର ଅଭିଯୁକ୍ତ ଅବଦୁଲ ଗନି ତୁର୍କଙ୍କ ମୃତ୍ୟୁ ହୋଇଛି। ଗୁରୁବାର ନାଗପୁରର ଜିଏମ୍‌ସି ହସ୍ପିଟାଲରେ ତାଙ୍କର ମୃତ୍ୟୁ...

ଚାଇନା ଗୋଇନ୍ଦାକୁ ପ୍ରତିରକ୍ଷା ତଥ୍ୟ ଯୋଗାଣ

ନୂଆଦିଲ୍ଲୀ,୨୧।୯(ପି.ଟି.): ଚାଇନା ଗୋଇନ୍ଦା ଅଧିକାରୀଙ୍କୁ ପ୍ରତିରକ୍ଷା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯୋଗାଇବା ଅଭିଯୋଗରେ ଦିଲ୍ଲୀ ପୋଲିସ ଜଣେ ସାମ୍ବାଦିକଙ୍କୁ ଗିରଫ କରିଛି। ଗିରଫ ରାଜୀବ ଶର୍ମା...

ଖୁସି ଖବର: ୬ ଦେଶରେ କମିଲା ଓମିକ୍ରନ୍ ସଂକ୍ରମଣ

ନୂଆଦିଲ୍ଲୀ,୧୬ ।୧: ଦୀର୍ଘ ୩ ମାସ ପରେ ବିଶ୍ୱର ପ୍ରାୟ ୬ଟି ଦେଶରେ ୟୁଟର୍ଣ୍ଣ ନେଲାଣି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ । ଅର୍ଥାତ୍ ସଂକ୍ରମଣ...

ମୃତ୍ୟୁଦଣ୍ଡାଦେଶ ୨୦ ବର୍ଷ କାରାଦଣ୍ଡରେ ବଦଳିଲା…

ନୂଆଦିଲ୍ଲୀ,୨୧।୩ : ଜଣେ ସାତ ବର୍ଷର ଶିଶୁଙ୍କୁ ଅପହରଣ ଓ ହତ୍ୟା ମାମଲାରେ ତାମିଲନାଡୁର ଜଣେ ବ୍ୟକ୍ତିଙ୍କୁ ଦିଆଯାଇଥିବା ମୃତ୍ୟୁଦଣ୍ଡର ଶୁଣାଣି ସୁପ୍ରିମକୋର୍ଟ ମଙ୍ଗଳବାର କରିଛନ୍ତି।...

ଆର୍‌ଜେଡ଼ିରୁ କଟିଲା ଟିକଟ: ନେତାଙ୍କ କାନ୍ଦୁଥିବା ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ପାଟନା, ୧୭।୧୦: ବିହାର ବିଧାନସଭା ନିର୍ବାଚନକୁ ନେଇ ପ୍ରତିଦିନ ନୂଆ ନୂଆ ଖବର ଆସିବାରେ ଲାଗିଛି। ୧୫ ବର୍ଷ ଧରି ଆର୍‌ଜେଡ଼ିରେ ଥିବା ନେତା ସୁରେଶ...

ଝାଡ଼ଖଣ୍ଡ ଭିଡ଼ହିଂସା: ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ରିପୋର୍ଟରୁ ଫିଟିଲା ଗୁମର:ତବ୍‌ରେଜ୍‌ଙ୍କୁ ଚିକିତ୍ସା ପାଇଁ ମନାକରିଥିଲା ପୋଲିସ

ନୂଆଦିଲ୍ଲୀ,୨୮।୬:ଝାଡ଼ଖଣ୍ଡ ଭିଡ଼ହିଂସାରେ ପ୍ରାଣ ହରାଇଥିବା ମୁସ୍‌ଲିମ୍‌ ଯୁବକ ତବ୍‌ରେଜ୍‌ ଅନ୍‌ସାରୀଙ୍କୁ ଆକ୍ରମଣ ପରେ ପୋଲିସ ଚିକିତ୍ସା କରାଇ ନ ଥିଲା। ରାତିସାରା ମାଡ଼ଖାଇବା ପରେ ଲହୁଲୁହାଣ...

ମହାରାଷ୍ଟ୍ରରେ ୧୨୭୩ ପୋଲିସ କରୋନା ପଜିଟିଭ୍‌

ମୁମ୍ବାଇ,୧୮।୫: କରୋନା ସଂକ୍ରମଣ ଭାରତରେ ଥମିବାର ନାଁ ଧରୁନି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ସାମାଜିକ ଦୂରତା ବଜାୟ ରଖିବା ଲାଗି ଲକ୍‌ଡାଉନ୍‌...

ବାଂଲାଦେଶକୁ ୨୦ ଘୋଡା, ୧୦ କୁକୁର ଉପହାର ଦେଲା ଭାରତ

ନୂଆଦିଲ୍ଲୀ,୧୨।୧୧:ଭାରତ ଏବଂ ପଡୋଶୀ ବାଂଲାଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜଭୁତ କରିବା ପାଇଁ ପ୍ରୟାସ ଚାଲିଛି। ଏହି କ୍ରମରେ ଭାରତୀୟ ସେନା ପକ୍ଷରୁ ବାଂଲାଦେଶ ସେନାକୁ...

Advertisement
Archives

Model This Week