ବେକାବୁ କରୋନା: ଦିନକରେ ୭୨ ହଜାରରୁ ଅଧିକ ସଂକ୍ରମିତ,୪୫୯ ମୃତ
ନୂଆଦିଲ୍ଲୀ,୧।୪: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ୫୦ ହଜାରରୁ ଅଧିକ ନୂତନ କରୋନା ମାମଲା ଆସୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ର, ପଞ୍ଜାବ, କେରଳ, କର୍ନଟକ, ଛତିଶଗଡ ଏବଂ…
ଝିଅକୁ ବାକ୍ସ ଭିତରେ ପୂରାଇ ଘରଘର ବୁଲି ସାମଗ୍ରୀ ଡେଲିଭରି କଲେ ପିତା, ଜାଣିଲେ…
ସୋସିଆଲ ମିଡିଆରେ କେତେବେଳେ କ’ଣ ଭାଇରାଲ ହେଉଛି ତାହା କହିହେବ ନାହିଁ। ଏବେ ଏମିତି ଏକ ଭିଡିଓ ଖୁବ୍ ତୀବ୍ର ବେଗରେ ଭାଇରାଲ ହେଉଛି। ଚାଇନାର ଲି ୟୁଆନୁଆନ୍ ନାମକ ଜଣେ ଡେଲିଭରି ବୟ ତାଙ୍କ ଛୋଟ ଝିଅକୁ ସ୍କୁଟି ଭିତରେ…
୭୨ ହଜାର ଟପିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା
ନୂଆଦିଲ୍ଲୀ,୧।୪: ଦେଶରେ କରୋନାର ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ବଢ଼ିବାରେ ଲାଗିଛି। ଦେଶରେ ଲଗାତାର ଗତ ୬ ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାରରୁ ଅଧିକ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ…
ରାଜସ୍ଥାନ ରୟାଲ୍ସ ପାଇଁ ଖୁସି ଖବର: ଦଳକୁ ଫେରିବେ ଏହି ଗୁରୁତ୍ୱପୂର୍ଣ୍ଣ ଖେଳାଳି
ରାଜସ୍ଥାନ ରୟାଲ୍ସକୁ ଏକ ବଡ଼ ଖୁସି ଖବର ମିଳିଛି। ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି ଜୋଫ୍ରା ଆର୍ଚର ଦଳକୁ ଫେରିବେ ବୋଲି ଜଣାପଡିଛି। ଭାରତ ବିପକ୍ଷ ଏକଦିବସୀୟ ସିରିଜ ପୂର୍ବରୁ ଇଂଲଣ୍ଡ ବୋଲର୍ ଜୋଫ୍ରା ଆର୍ଚର ସ୍ବଦେଶ ଫେରି ଥିଲେ। ସେଠାରେ ତାଙ୍କ…
ସୁଧୁରୁଛି ସମ୍ପର୍କ
ନୂଆଦିଲ୍ଲୀ/ଇସ୍ଲାମବାଦ,୧ା୪: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିପକ୍ଷ ଇମ୍ରାନ ଖାନଙ୍କୁ ମାର୍ଚ୍ଚ ୨୨ରେ ଚିଠି ଲେଖି ପାକିସ୍ତାନ ଦିବସର ଶୁଭକାମନା ଜଣାଇବା ସହ କରୋନାରୁ ଶୀଘ୍ର ଆରୋଗ୍ୟ ହେବାକୁ କାମନା କରି ଟୁଇଟ୍ କରିଥିଲେ। ମୋଦିଙ୍କ ଶୁଭେଚ୍ଛାର ଉତ୍ତର ରଖିଛନ୍ତି ଇମ୍ରାନ।…
କୃଷି ଆଇନ: ରିପୋର୍ଟ ଦାଖଲ କଲା ବିଶେଷଜ୍ଞ କମିଟି
ନୂଆଦିଲ୍ଲୀ,୧।୪(ଆଇଏଏନ୍ଏସ୍): ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ୩ ଜଣିଆ ବିଶେଷଜ୍ଞ କମିଟି କେନ୍ଦ୍ରର ବିବାଦୀୟ କୃଷି ଆଇନ ଉପରେ ବୁଧବାର ସର୍ବୋଚ୍ଚ ଅଦାଲତରେ ରିପୋର୍ଟ ଦାଖଲ କରିଛି। କମିଟି ସର୍ବସାଧାରଣ ବିଜ୍ଞପ୍ତି ଜରିଆରେ ବିଭିନ୍ନ ଲୋକଙ୍କ ମତାମତ ଓ ପ୍ରସ୍ତାବ ସଂଗ୍ରହ କରିଥିଲା।…
ଚେନ୍ନାଇକୁ ଲାଗିଲା ବଡ଼ ଝଟ୍କା: ଏହି ଖେଳାଳି ଟୁର୍ନାମେଣ୍ଟରୁ ପ୍ରତ୍ୟାହାର କଲେ ନାଁ
ଚେନ୍ନାଇ,୧।୪: କ୍ରିକେଟରଙ୍କ ପାଇଁ ବାୟୋ ବବଲର ପରିବେଶ ସହଜ ନୁହେଁ । ଖେଳାଳିମାନେ ଗୋଟିଏ ସିରିଜରୁ ଅନ୍ୟ ସିରିଜକୁ ବିନା ବିରତିରେ ଯାଉଛନ୍ତି। ଏପରି ପରିସ୍ଥିତିରେ ଖେଲାଳିଙ୍କର ମାନସିକ ଏବଂ ଶାରୀରିକ ଅବସ୍ଥା ବହୁତ ପ୍ରଭାବିତ ହେଉଛି। ବାୟୋ ବବୁଲ ଭୟ…
ଶେଷ ୩ ଅଭିଯୁକ୍ତ ଦୋଷମୁକ୍ତ
ଅହମ୍ମଦାବାଦ, ୧ା୪: ଇସ୍ରତ ଜହାଁ ଏନକାଉଣ୍ଟର ମାମଲାରେ ଗୁଜରାଟର ଅହମ୍ମଦାବାଦସ୍ଥିତ ସ୍ବତନ୍ତ୍ର ସିବିଆଇ କୋର୍ଟ ଶେଷ ତିନି ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ଜଜ୍ ଭି. ଆର୍ ରାଓ୍ବଲ ବୁଧବାର ଏହା ଫେକ୍ ଏନ୍କାଉଣ୍ଟର ନୁହେଁ ବୋଲି ଦର୍ଶାଇବା ସହ ଅଭିଯୁକ୍ତ ଜି.…
୧୨ରୁ ୧୫ ବର୍ଷ ପିଲାଙ୍କ ପାଇଁ ଫାଇଜର ୧୦୦% ଫଳପ୍ରଦ
ବର୍ଲିନ,୧।୪: ବାୟୋଟେକ୍-ଫାଇଜର କମ୍ପାନୀ ପ୍ରସ୍ତୁତ କୋଭିଡ୍ ଟିକା ୧୨ରୁ ୧୫ ବର୍ଷର ପିଲାଙ୍କ କ୍ଷେତ୍ରରେ ୧୦୦ ପ୍ରତିଶତ ଫଳପ୍ରଦ ବୋଲି କମ୍ପାନୀ ପକ୍ଷରୁ ବୁଧବାର ଦାବି କରାଯାଇଛି। ଆଗାମୀ ଶିକ୍ଷାବର୍ଷ ପୂର୍ବରୁ ଏହି କିଶୋର କିଶୋରୀଙ୍କୁ କୋଭିଡ୍ ଟିକା ଦେବା ନିମନ୍ତେ…
ଟିକା ଅପଚୟ ରୋକିବାକୁ ପରାମର୍ଶ
ନୂଆଦିଲ୍ଲୀ,୧।୪(ପି.ଟି.): ଏପ୍ରିଲ ୧ରୁ ଦେଶରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ପ୍ରତ୍ୟେକ ବ୍ୟକ୍ତି କୋଭିଡ୍ ଟିକା ନେବେ। ଏଥିପାଇଁ ବୁଧବାର କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହ ଟିକାକରଣ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଅଧିକ ସଂକ୍ରମିତ ହେଉଥିବା ଜିଲାଗୁଡ଼ିକରେ ଯେଉଁଠି…
ନିଷ୍ପତ୍ତି ନେବ ନନ୍ଦିଗ୍ରାମ
କୋଲକାତା/ଗୁଆହାଟୀ,୧ା୪ : ପଶ୍ଚିମବଙ୍ଗ ଓ ଆସାମରେ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ଏଥିପାଇଁ ନିର୍ବାଚନ କମିଶନ (ଇସି) ଏବଂ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପଶ୍ଚିମବଙ୍ଗର ୩୦ ଆସନ ଲାଗି ୧୦,୬୨୦ ସମ୍ବେଦନଶୀଳ ପୋଲିଂ…
୩୦ ବର୍ଷ ଧରି ଖୋଲୁ ନ ଥିଲା ଏହି ମହିଳାଙ୍କ ମୁହଁ, ସଫଳ ଅପରେଶନ କଲେ ଡାକ୍ତର
ଦିଲ୍ଲୀର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ସିନିୟର ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କ ଏକ ନିଆରା ଅପରେଶନ ହୋଇଛି। ଏହି ମହିଳାଙ୍କ ପାଟି ଦୀର୍ଘ ୩୦ ବର୍ଷ ଧରି ଖୋଲୁ ନ ଥିଲା। ତେବେ ଡାକ୍ତରମାନଙ୍କ ସଫଳ ଅପରେଶନ ପରେ…
Archives


