Home

ବନ ବିଭାଗ ମୁରବି ଶୂନ୍ୟ

ଭୁବନେଶ୍ୱର, ୧୧।୨(ବ୍ୟୁରୋ):ରାଜ୍ୟ ବନ ବିଭାଗ ଏବେ ଏକପ୍ରକାର ମୁରବୀ ଶୂନ୍ୟ ହେଇପଡ଼ିଛି। ପିସିସିଏଫ୍‌ (ଜେନେରାଲ) ଏବଂ ପିସିସିଏଫ୍‌ (ବନ୍ୟପ୍ରାଣୀ) ଭଳି ଦୁଇଟି ମୁଖ୍ୟ ପଦବୀ ଖାଲିପଡ଼ିଛି। ଗତ ଜାନୁୟାରୀ ୩୧ରେ ପିସିସିଏଫ୍‌ ଜେନେରାଲ ତଥା ହେଡ୍‌ ଅଫ୍‌ ଫରେଷ୍ଟ ଫୋର୍ସ ସନ୍ଦୀପ…

ସ୍ତ୍ରୀଙ୍କ ପ୍ରତାରଣା ସହି ନ ପାରି ସ୍ବାମୀ ନେଲେ ଏମିତି ପଦକ୍ଷେପ

ଅହମ୍ମଦାବାଦ,୧୧।୨: ପାରିବାରିକ ହିଂସା ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଫଳସ୍ବରୂପ ଅନେକ ଲୋକ ଆତ୍ମହତ୍ୟା କରୁଛନ୍ତି। ଅହମ୍ମଦାବାଦ ସହରରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀଙ୍କ ପ୍ରତାରାଣା ସହି ନ ପାରି ସ୍ବାମୀ ଆତ୍ମହତ୍ୟା କରିଛନ୍ତି। ଫଳରେ…

ଟୁଇଟର ବିରୋଧରେ ପାତର ଅନ୍ତର ଅଭିଯୋଗ ଆଣିଲା ଭାରତ

ନୂଆଦିଲ୍ଲୀ,୧୧।୨: ଭାରତ ସରକାର ଏବଂ ଟୁଇଟର ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଟୁଇଟର ପାତର ଅନ୍ତର କରୁଥିବା ଅଭିଯୋଗ ସରକାରଙ୍କ ପକ୍ଷରୁ କରାଯାଇଛି। ଜାନୁୟାରୀ ୨୬ରେ ଦିଲ୍ଲୀରେ ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ହୋଇଥିବା ଟ୍ରାକ୍ଟର ରାଲି ହିଂସା ପରେ ଭାରତ ସରକାର…

ମୁଣ୍ଡବିହୀନ ମହିଳାଙ୍କ ମିଳିଲା ପରିଚୟ

ଭୁବନେଶ୍ୱର,୧୧।୨(ବ୍ୟୁରୋ): ଭୁବନେଶ୍ୱର ବହୁଚର୍ଚ୍ଚିତ ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ମିଳିବା ଘଟଣା ନେଇ ଏବେ ଖୋଳତାଡ ହେଉଛି। ମୃତ ମହିଳାଙ୍କ ପରିବଚୟ ମିଳିଥିବା ସୂଚନା ଦେଇଛି କମିଶନରେଟ୍‌ ପୋଲିସ। ତେବେ ଏପର୍ଯ୍ୟନ୍ତ ମହିଳାଙ୍କ ମୁଣ୍ଡ ମିଳିପାରି ନାହିଁ। ଏବେ ମହିଳାଙ୍କ ପରିଚୟ ପ୍ରକାଶ…

ଗ୍ଲେସିୟର ବିପତ୍ତିକୁ ଦୈବୀ ଦଣ୍ଡ କହିଲେ ରାଇନି ଗ୍ରାମବାସୀ

ନୂଆଦିଲ୍ଲୀ, ୧୧।୨: ଗ୍ଲେସିୟର ଭାଙ୍ଗି ଉତ୍ତରାଖଣ୍ଡର ଚାମୋଲିରେ ବିପର୍ଯ୍ୟୟ ସୃଷ୍ଟି କରିଥିବାବେଳେ ରାଇନି ଗ୍ରାମର ସ୍ଥାନୀୟ ଲୋକେ ଓ ବରିଷ୍ଠ ବ୍ୟକ୍ତିମାନେ ଏହାକୁ ଦୈବୀ ଦଣ୍ଡ କହିଛନ୍ତି। ଗାଁ ମନ୍ଦିର ଉଚ୍ଛେଦରୁ ଏଭଳି ବିପର୍ଯ୍ୟୟ ହେଲା ବୋଲି ସେମାନେ ମତ ଦେଇଛନ୍ତି।…

ପାଙ୍ଗୋଙ୍ଗ୍‌ରୁ ସେନା ପ୍ରତ୍ୟାହାର ଆରମ୍ଭ

ନୂଆଦିଲ୍ଲୀ, ୧୧।୨(ପି.ଟି.): ପୂର୍ବ ଲଦାଖ ଅନ୍ତର୍ଗତ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ସୀମା ବିବାଦକୁ ନେଇ ୯ ମାସ ହେଲା ଅଚଳାବସ୍ଥା ଲାଗି ରହିଥିବା ବେଳେ ବୁଧବାର ପାଙ୍ଗୋଙ୍ଗ୍‌ ହ୍ରଦ ଉଭୟ ପାର୍ଶ୍ୱରୁ ଭାରତ ଓ ଚାଇନା ସେମାନଙ୍କ ସୈନ୍ୟ ପ୍ରତ୍ୟାହାର…

୧୮ରେ ଚାଷୀଙ୍କ ରେଳରୋକୋ

ନୂଆଦିଲ୍ଲୀ, ୧୧।୨(ପି.ଟି.): କୃଷି ଆଇନ ବିରୋଧରେ ଆନ୍ଦୋଳନକୁ ବଢ଼ାଇବା ପାଇଁ କୃଷକ ସଂଗଠନଗୁଡ଼ିକ ଫେବୃୟାରୀ ୧୮ରେ ଦେଶବ୍ୟାପୀ ୪ ଘଣ୍ଟିଆ ରେଳରୋକୋ ପାଇଁ ଡାକରା ଦେଇଛନ୍ତି। ଏଥିସହିତ ୧୨ ତାରିଖରୁ ରାଜସ୍ଥାନରେ ଟୋଲ୍‌ ଆଦାୟ କରିବାକୁ ଦିଆଯିବନି ବୋଲି ସଂଯୁକ୍ତ କିଷାନ…

ୟୁପିରେ କନଷ୍ଟେବଳଙ୍କୁ ପିଟି ହତ୍ୟା

କାସ୍‌ଗଞ୍ଜ, ୧୧।୨: ମଦ ମାଫିଆ କିଙ୍ଗ୍‌ପିନ୍‌ଙ୍କୁ ଓ୍ବାରେଣ୍ଟ ଦେବାକୁ ମଙ୍ଗଳବାର ସନ୍ଧ୍ୟାରେ ଉତ୍ତରପ୍ରଦେଶର କାସ୍‌ଗଞ୍ଜ ଜିଲା ଅନ୍ତର୍ଗତ ଏକ ଗ୍ରାମକୁ ଯାଇଥିବା ପୋଲିସ ଟିମ୍‌ ଉପରେ ନିସ୍ତୁକ ମାଡ଼ ହୋଇଥିଲା। ଏଥିରେ ଜଣେ କନଷ୍ଟେବଳଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ଜଣେ…

ଓସ୍କାର ନୋମିନି ‘ବିଟ୍ଟୁ’

ନୂଆଦିଲ୍ଲୀ, ୧୧ା୨: ଭାରତୀୟ ଶର୍ଟ ଫିଲ୍ମ ‘ବିଟ୍ଟୁ’ ଓସ୍କାର ଦୌଡ଼ରେ ସାମିଲ ହୋଇଛି। କରିସ୍ମା ଦେବଙ୍କ ନିର୍ଦ୍ଦେଶିତ ଏକତା କପୁର, ଗୁନୀତ ମୋଙ୍ଗା, ତାହିରା କଶ୍ୟପ୍‌ଙ୍କ ଅଭିନୀତ ଏହି କ୍ଷୁଦ୍ର ଚଳଚ୍ଚିତ୍ର ଲାଇଭ ଆକ୍ସନ ଶର୍ଟଫିଲ୍ମ କାଟାଗୋରୀ ପାଇଁ ଓସ୍କାର ପୁରସ୍କାର…

ସିନେଟରେ ମହାଭିଯୋଗ ବିଚାର

ଓ୍ବାଶିଂଟନ,୧୧ା୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ମଙ୍ଗଳବାର ସିନେଟରେ ମହାଭିଯୋଗ ଶୁଣାଣି ଆରମ୍ଭ ହୋଇଛି। ହ୍ବାଇଟ୍‌ ହାଉସ୍‌ ଛାଡ଼ିବା ପୂର୍ବରୁ ଟ୍ରମ୍ପ୍‌ ଘଟାଇଥିବା ବଡ଼ ଅପରାଧ ନେଇ ଉଚ୍ଚ ସଦନରେ ବିଚାର ଚାଲିଛି। ସିନେଟରେ ଉଭୟ ପକ୍ଷଙ୍କ ପଲା…

ଏମ୍‌ଏସ୍‌ପି, ମଣ୍ଡି ରହିବ

ନୂଆଦିଲ୍ଲୀ,୧୧ା୨(ଆଇଏଏନ୍‌ଏସ୍‌): କେନ୍ଦ୍ର ସରକାରଙ୍କ ୩ ବିବାଦୀୟ କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ବୁଧବାର ୭୭ ଦିନରେ ପହଞ୍ଚତ୍ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା ଜରିଆରେ ଏହି ପ୍ରସଙ୍ଗର ସମାଧାନ ପାଇଁ ସେମାନଙ୍କୁ ଆମନ୍ତ୍ରଣ କରିଛନ୍ତି। କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ…

ଫେମିନା ମିସ୍‌ ଇଣ୍ଡିଆ ଜିତିଲେ ମାନସା ବାରାଣସୀ

ମୁମ୍ବାଇ,୧୧।୨: ୨୦୨୦ ବର୍ଷ ପାଇଁ ଭିଏଲ୍‌ସିସି ଫେମିନା ମିସ୍‌ ଇଣ୍ଡିଆ ଜିତିଛନ୍ତି ମାନସା ବାରାଣସୀ। ଫେମିନା ମିସ୍‌ ଇଣ୍ଡିଆ ଇନ୍‌ଷ୍ଟାଗ୍ରାମରେ ଏହା ଘୋଷଣା କରାଯାଇଛି। ଫେବୃୟାରୀ ୧୦ ଆୟୋଜିତ ଗ୍ରାଣ୍ଡ ଫାଇନାଲରେ ତେଲେଙ୍ଗାନାର ମାନସା ବାଜି ମାରିନେଇଛନ୍ତି। ମାନ୍ୟା ସିଂ ଦ୍ୱିତୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri