ରାଶି ଅନୁଯାୟୀ ପ୍ରେମ: ଜାଣନ୍ତୁ କାହାକୁ ମିଳେ ଧୋକା, କିଏ ଏକାଧିକ ଥର ପଡ଼ନ୍ତି ପ୍ରେମରେ…
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମନୁଷ୍ୟର ବ୍ୟବହାର ତାର ରାଶି ଅନୁଯାୟୀ ଜଣାପଡ଼ିଥାଏ। ସବୁ ରାଶିର ଗୁଣ-ଦୋଷ ଭିନ୍ନଭିନ୍ନ ଥାଏ। କିଛି ରାଶିର ବ୍ୟକ୍ତି ଅତ୍ୟନ୍ତ କ୍ରୋଧି ସ୍ବଭାବର ହୋଇଥିବା ବେଳେ କିଛି ହୃଦୟବାନ(ପ୍ରେମୀ ସ୍ବଭାବର) ହୋଇଥାନ୍ତି। ଆସନ୍ତୁ ଜାଣିବା ରାଶି ଅନୁଯାୟୀ…
‘ଫଟା ଜିନ୍ସ ପିନ୍ଧୁଥିବା ମହିଳା ସଂସ୍କାରୀ ନୁହନ୍ତି’
ଡେରାଡୁନ୍, ୧୮ା୩: ଫଟା ଜିନ୍ସ ପିନ୍ଧୁଥିବା ମହିଳା ସଂସ୍କାରୀ ନୁହଁନ୍ତି। ସେମାନେ ନିଜ ପିଲାଙ୍କୁ କିପରି ସଂସ୍କାର ଶିକ୍ଷା ଦେବେ ବୋଲି କହିଛନ୍ତି ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାଓ୍ବତ। ତିରଥଙ୍କ ଏଭଳି ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି।…
ଧୋନୀଙ୍କୁ ବୋଲ୍ଡ କଲେ କଡପାର ‘ବାହୁବଳୀ’
ଚେନ୍ନାଇ,୧୮।୩: ଆଇପିଏଲ ୨୦୨୧ ପାଇଁ ପ୍ରସ୍ତୁତ ହେଉଛନ୍ତି ଚେନ୍ନାଇ ସୁପର୍ କିଙ୍ଗ୍ସର ଅଧିନାୟକ ଏମଏସ ଧୋନୀ। ଚେନ୍ନାଇରେ ଏକ ଅଭ୍ୟାସ ଶିବିରରେ ଧୋନୀ ପ୍ରସ୍ତୁତି କରୁଛନ୍ତି। ଏକ ଅଭ୍ୟାସ ମ୍ୟାଚରେ ୨୨ ବର୍ଷୀୟ ଦ୍ରୁତ ବୋଲର ହରିଶଙ୍କର ରେଡ୍ଡୀ ଧୋନୀଙ୍କ ଉଇକେଟ୍…
୨ ମିନିଟ୍ ପୂର୍ବରୁ ସରକାରୀ କର୍ମଚାରୀ ଅଫିସ ଛାଡ଼ିଲେ, କଟିଲା ମୋଟା ଅଙ୍କର ଦରମା; ଜାଣିଲେ…
ଭାରତରେ ସରକାରୀ କର୍ମଚାରୀ ନିଜ ଅଫିସକୁ କେତେବେଳେ ଆସନ୍ତି କେତେବେଳେ ଯା’ନ୍ତି ତାର କୌଣସି ଠିକଣା ନ ଥାଏ। ଅଫିସକୁ ବିଳମ୍ବରେ ଆସି ଘରକୁ ଶୀଘ୍ର ଚାଲିଯିବାର ଅନେକଙ୍କ ନିତିଦିନିଆ ଅଭ୍ୟାସ। ମାତ୍ର ଜାପାନରେ ନିୟମ କିନ୍ତୁ ଅଲଗା। ଏଠାରେ ସରକାରୀ…
ହାଇକୋର୍ଟ ବିଚାରପତିଙ୍କ ଅବସର ବୟସ ୬୫କୁ ବୃଦ୍ଧି ଲାଗି ସୁପାରିସ
ନୂଆଦିଲ୍ଲୀ,୧୮।୩(ଆଇଏଏନ୍ଏସ୍): ଦେଶର ହାଇକୋର୍ଟଗୁଡ଼ିକରେ ଅନେକ ବିଚାରପତି ପଦବୀ ଖାଲି ପଡ଼ିଥିବାବେଳେ ବିଚାରାଧୀନ ମାମଲା ସଂଖ୍ୟା ବଢ଼ିଚାଲିଛି। ତେଣୁ ହାଇକୋର୍ଟ ବିଚାରପତିମାନଙ୍କ ଅବସର ବୟସସୀମା ୬୨ରୁ ୬୫ ବର୍ଷକୁ ବୃଦ୍ଧି କରିବା ଲାଗି ସଂସଦୀୟ କମିଟି ସୁପାରିସ କରିଛି। ସୁପ୍ରିମକୋର୍ଟର ବିଚାରପତି ୬୫…
କେବଳ ବୁମ୍ରା ନୁହେଁ, ପୂର୍ବରୁ ସ୍ପୋର୍ଟସ ଆଙ୍କରଙ୍କ ପ୍ରେମରେ ଏହିସବୁ କ୍ରିକେଟର୍
ଭାରତୀୟ ଦ୍ରୁତ ବୋଲର୍ ଯଶପ୍ରୀତ ବୁମ୍ରା ନିକଟରେ ସ୍ପୋର୍ଟସ ଆଙ୍କର ସଞ୍ଜନା ଗଣେଶନଙ୍କୁ ବିବାହ କରିଛନ୍ତି। ଗୋଆରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ତେବେ କେବଳ ବୁମ୍ରା ନୁହେଁ ପୂର୍ବରୁ ମଧ୍ୟ ଅନେକ କ୍ରିକେଟ୍ ସ୍ପୋର୍ଟସ ଆଙ୍କରଙ୍କ ପ୍ରେମରେ ପଡିଛନ୍ତି।…
ବିରାଟ ସେନାଙ୍କ ପାଇଁ ଆଜି ଅଗ୍ନିପରୀକ୍ଷା: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍
ଅହମଦାବାଦ,୧୮।୩: ପାଞ୍ଚ ମ୍ୟାଚ ବିଶିଷ୍ଟ ଟି -୧୦ ସିରିଜ ଏବେ ନିର୍ଣ୍ଣାୟକ ମୋଡରେ ଅଛି। ଇଂଲଣ୍ଡ ପ୍ରଥମ ଏବଂ ତୃତୀୟ ମ୍ୟାଚ ଜିତି ସିରିଜ ଜିତିବା ନିକଟତର ହୋଇଛି। ଯଦି ଭାରତ ଚତୁର୍ଥ ମ୍ୟାଚରେ ପରାସ୍ତ ହୁଏ, ତେବେ ଟି-୨୦ ସିରିଜ…
ଗରିବଙ୍କୁ ସର୍ବନିମ୍ନ ଆୟ ପ୍ରତିଶ୍ରୁତି
କୋଲକାତା,୧୮।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ତୃଣମୂଳ କଂଗ୍ରେସ (ଟିଏମ୍ସି)ର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିଛନ୍ତି। ଏଥିରେ ପଛୁଆ ବର୍ଗର ଲୋକମାନଙ୍କ ଲାଗି ବାର୍ଷିକ ସର୍ବନିମ୍ନ ରୋଜଗାର ପ୍ରତିଶ୍ରୁତି ସାଙ୍ଗକୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଛାତ୍ରୀଛାତ୍ରଙ୍କ ପାଇଁ ୧୦ ଲକ୍ଷ ଟଙ୍କା…
୩ କୋଟି ରାଶନ କାର୍ଡ ରଦ୍ଦ
ନୂଆଦିଲ୍ଲୀ,୧୮ା୩ : ଆଧାର କାର୍ଡ ନ ଥିଲେ ମଧ୍ୟ କୌଣସି ଶିଶୁଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍ଏଫ୍ଏସ୍ଏ) ବଳରେ ସୁବିଧାରୁ ବଞ୍ଚତ୍ତ କରାଯାଇପାରିବ ନାହିଁ ବୋଲି ୨୦୧୮ରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ। ଏହା ସତ୍ତ୍ୱେ ଆଧାର କାର୍ଡ ସହ ରାଶନ…
ଭାଜପା ଏମ୍ପିଙ୍କ ଘର ନିକଟରେ ବୋମା ବିସ୍ଫୋରଣ
କୋଲକାତା,୧୮।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟର ଅନେକ ସ୍ଥାନରେ ହିଂସା ଘଟଣା ସାମ୍ନାକୁ ଆସିଛି। ବୁଧବାର ବିଳମ୍ବିତ ରାତିରେ ଉତ୍ତର ୨୪ ପ୍ରଗଣା ଜିଲାରେ ଦେଶୀ ବୋମା ବିସ୍ଫୋରଣରେ ଜଣେ ଛୋଟ ପିଲା ସମେତ ତିନିଜଣ ବ୍ୟକ୍ତି ଆହତ ହୋଇଛନ୍ତି।…
ରାଷ୍ଟ୍ରପତି ଭବନରୁ ଚିଠି ପାଇ ଆଶାବାଦୀ ସୋମ୍ୟାଶ୍ରୀ
ନିଶ୍ଚିନ୍ତକୋଇଲି, ୧୮ା୩ (ସ୍ବ.ପ୍ର.):ଆମ ଗାଁ ସ୍କୁଲରେ ପଢ଼ିବାକୁ ମୋର ଇଚ୍ଛା। କିନ୍ତୁ ଗାଁ ସ୍କୁଲରେ ଆବଶ୍ୟକ ଅଭିଜ୍ଞ ଶିକ୍ଷକ ନ ଥିବା ଓ ଶିକ୍ଷା ବ୍ୟବସ୍ଥା ଠିକ୍ ନ ଥିବାରୁ ମାଆବାପା ମୋତେ ଏକ ପବ୍ଲିକ୍ ସ୍କୁଲରେ ପାଠ ପଢ଼ାଇବାକୁ ବାଧ୍ୟ…
ପରିଚୟ ନିକଟରେ ଅଟକିଯାଉଛି ତଦନ୍ତ
ଭୁବନେଶ୍ୱର,୧୮।୩(ବ୍ୟୁରୋ):ଜଟଣୀ ଥାନା ଅନ୍ତର୍ଗତ ଯଁାଳା ଫାଣ୍ଡି ପରିସରରେ ଥିବା ଜବତ କାର୍ରୁ ମହିଳାଙ୍କ କଙ୍କାଳ ଜବତ ଘଟଣାର ମାସେରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଏଯାଏ ପରିଚୟ ଖୋଜି ପାଉନି। ମାସେ ଧରି ଘଟଣାକୁ ଚାପି ଦେଇଥିବାରୁ ଖୋଦ୍ ପୋଲିସ…
Archives


