Home

ଅକ୍ସଫୋର୍ଡ ୟୁନିଭର୍ସିଟିରେ ପଢ଼ି ବି ବେରୋଜଗାର: ମା’ବାପା ଚଳିବାକୁ ଟଙ୍କା ନ ଦେବାରୁ କୋର୍ଟରେ ପହଞ୍ଚିଲେ ଏହି ବ୍ୟକ୍ତି

ପିଲାଟିଏ ସକ୍ଷମ ନ ହେବା ପର୍ଯ୍ୟନ୍ତ ତାର ଖର୍ଚ୍ଚ ମା’ବାପା ଉଠାଇଥାନ୍ତି। ହେଲେ ଯଦି ଉଚ୍ଚଶିକ୍ଷିତ ହେବା ପରେ କେହି ନିଜ ଗୋଡ଼ରେ ଛିଡ଼ା ହେବା ପରିବର୍ତ୍ତେ ମା’ବାପାଙ୍କୁ ସହାୟତା କରିବାକୁ ଜିଦ୍‌ ଧରି ବସେ, ଏପରିକି ତାଙ୍କ ବିରୋଧରେ ଥାନାରେ…

ଅରଖକୁଦ ସୈରାତରୁ ବେଆଇନ ବାଲି ଚାଲାଣ

ନାଉଗାଁ,୧୨।୩ (ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ନାଉଗାଁ ତହସିଲ ଅଧୀନ ଦେବୀ ନଦୀରେ ୬ଟି ବାଲି ସୈରାତକୁ ୨୦୨୦ ଡିସେମ୍ବର ୧୬ରେ ନିଲାମ କରାଯାଇଛି। ଏହି ଘାଟ ମଧ୍ୟରେ ରହିଛି ଶିଖର, ଏରେଡା, ବଛାଳୋ, ଅରଖକୁଦ, ଅଲଣା-୨ ଓ ଗଳଦାରୀ ବାଲି ସୈରାତ।…

୪୩ ବର୍ଷରେ ପୃଥିବୀରୁ ନଷ୍ଟ ହୋଇଯିବ ଜଙ୍ଗଲ, ଏହି ବୈଜ୍ଞାନିକ କଲେ ଭବିଷ୍ୟବାଣୀ

ଦୁନିଆର ସବୁଠୁ ବଡ଼ ଜଙ୍ଗଲ ଆମାଜନ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ସୂଚନା ସାମ୍ନାକୁ ଆସିଛି। ଏକ ଅନୁସନ୍ଧାନରୁ ଜଣାପଡ଼ିଛି, ଆସନ୍ତା ୪୩ ବର୍ଷ ମଧ୍ୟରେ ଅର୍ଥାତ୍‌ ୨୦୬୪ ବର୍ଷ ସୁଦ୍ଧା ଏହି ଜଙ୍ଗଲ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯିବ। ଏହାର ମୁଖ୍ୟ…

ଆଗ୍ନେୟଗିରି ଅତିକ୍ରମ କରି ବିଶ୍ୱ ରେକର୍ଡ ସୃଷ୍ଟି କଲେ ଏହି ମହିଳା

ବିଶ୍ୱ ରେକର୍ଡ ସୃଷ୍ଟି କରିବାକୁ ଲୋକମାନେ କିଛି ନା କିଛି କରିବସନ୍ତି। କିଏ କେଶ ବଢ଼ାଇ ରେକର୍ଡ କରନ୍ତି ତ ଆଉ କିଏ ନଖ ବଢ଼ାଇ ରେକର୍ଡ ସୃଷ୍ଟି କରନ୍ତି। ଏମିତି ଏକ ରେକର୍ଡପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି ଆଫ୍ରିକାର ଇଥିଓପିଆରେ।…

ବନ୍ଦ ହେଲା ବିଜୁ ଯୁବ ବାହିନୀ

ଭୁବନେଶ୍ୱର,୧୨।୩(ବ୍ୟୁରୋ): ସାଧାରଣ ନିର୍ବାଚନ ପୂର୍ବରୁ ସୃଷ୍ଟ ବିଜୁ ଯୁବ ବାହିନୀ ବର୍ତ୍ତମାନ କାର୍ଯ୍ୟକ୍ଷମ ନାହିଁ। ଚଳିତ ବର୍ଷ ବିଜୁ ଯୁବ ବାହିନୀ ପାଇଁ ବଜେଟରେ ଅର୍ଥ ବ୍ୟବସ୍ଥା ହୋଇନାହିଁ। ବିଧାୟକ ଭବାନୀ ଭୋଇଙ୍କ ପ୍ରଶ୍ନରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ସୂଚନା…

କୋରାପୁଟରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ,୧୨।୩,(ସ୍ବ.ପ୍ର): କୋରାପୁଟ ଜିଲା ପୋଲିସକୁ ଶୁକ୍ରବାର ବଡ ସଫଳତା ମିଳିଛି। ଜିଲାର ପୃଥକ ପୃଥକ ଦୁଇଟି ସ୍ଥାନରୁ ପୋଲିସ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ କରିଛି । ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ୧ କୋଟି ୯ ଲକ୍ଷ ଟଙ୍କା…

ସିରିୟଲ କିଲର: ୮ ବର୍ଷର ନାବାଳକ ୩ ଜଣଙ୍କୁ କଲେ ହତ୍ୟା

ପାଟଣା,୧୨।୩: ବିଶ୍ୱରେ ଏମିତି କିଛି ସିରିୟଲ କିଲର ଅଛନ୍ତି,ଯେଉଁମାନେ ବେଶ୍‌ ପରିଚିତ। କାହାକୁ ନ ଚିହ୍ନି ନ ଜାଣି ବିନା କାରଣରେ ହତ୍ୟା କରିଥାନ୍ତି ଏମାନେ। ଏମାନଙ୍କ ମଧ୍ୟରୁ କେତେଜଣ ଧରା ପଡ଼ିଥିବା ବେଳେ ଆଉ କେତେକଙ୍କୁ ଆଜି ବି ପୋଲିସ…

ଆହତ ହେଲେ ତୈମୁର, ରାଗିଗଲେ କରୀନା

ପିଲାମାନେ ଅପରିପକ୍ୱ। କ’ଣ ଠିକ୍‌, କ’ଣ ଭୁଲ ସେମାନେ ଜାଣିପାରନ୍ତି ନାହିଁ। ନିଜ ମନକୁ ଯାହା ଆସେ ସେମାନେ ତାହା କରନ୍ତି। ନିକଟରେ ବଡ଼ ଭାଇ ହୋଇଥିବା ତୈମୁର ଅଲ୍ଲୀ ଖାନ୍‌ ସେମିତି କିଛି କରିଛନ୍ତି। ଏହାପରେ ମା’ କରୀନା କପୁର…

ସ୍ପଷ୍ଟ କଲେ ଗଞ୍ଜାମ ଜିଲାପାଳ: କୋଭିଡ ନିୟମରେ ହେବ ତାରାତାରିଣୀ ଯାତ୍ରା; ସେବାୟତଙ୍କ ହେବ କରୋନା ଟେଷ୍ଟ

ଛତ୍ରପୁର, ୧୨।୩(ଡି.ଏନ.ଏ.)- ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ତାରାତାରିଣୀ ଚୈତ୍ର ମଙ୍ଗଳବାର ଯାତ୍ରା କୋଭିଡ ଗାଇଡ୍‌ଲାଇନରେ ପାଳିତ ହେବ। ଏଥିପାଇଁ ସମସ୍ତ ସେବାୟତଙ୍କ କୋଭିଡ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଶୁକ୍ରବାର ଛତ୍ରପୁରସ୍ଥିତ ଜ଼ିଲାପାଳଙ୍କ କାର୍ଯ୍ୟାଳୟରେ ଯାତ୍ରା ସମ୍ବନ୍ଧୀୟ ପ୍ରସ୍ତୁତି ନେଇ ଜିଲ୍ଲାପାଳ…

୨୦୨୫ରେ ବିଶ୍ୱର ଶ୍ରେଷ୍ଠ କ୍ରିକେଟର କିଏ ହେବେ? ଏହି ପ୍ରଶ୍ନର ଏପରି ମଜାଳିଆ ଉତ୍ତର ଦେଲେ ଜାଡେଜା

ଆଗାମୀ ମାସ ଅର୍ଥାତ୍‌ ଏପ୍ରିଲରୁ ଆଇପିଏଲ୍‌ (ଆଇପିଏଲ୍‌ ୨୦୨୧) ଆରମ୍ଭ ହେବ। ଏହାକୁ ନେଇ ପ୍ରଶଂସକ ଉତ୍ସାହିତ ହୋଇପଡ଼ିଛନ୍ତି। ଏପରିକି କିଛି ଖେଳାଳି ଅଭ୍ୟାସ କରିବା ଆରମ୍ଭ କରିଦେଇଛନ୍ତି। ପୂର୍ବ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ ଏବି ଡେଭିଲିୟର୍ସ ଏବଂ ଭାରତର ପୂର୍ବତନ…

ଜୀବନରେ ୩୦୮ ଝିଅଙ୍କୁ ଡେଟ୍‌ କରିଛନ୍ତି ଏହି ଅଭିନେତା, ଏକଦା ୧୬ ବର୍ଷ ସାନ ସୁସ୍ମିତାଙ୍କୁ ଭଲପାଇ ବସିଥିଲେ; ସ୍ତ୍ରୀ ଜାଣିବା ପରେ..

ବମ୍ବେ: ୧୯୮୧ରେ ସୁପରହିଟ୍‌ ଫିଲ୍ମ ‘ରକି’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତା ସଞ୍ଜୟ ଦତ୍ତ। ଦୀର୍ଘ ବର୍ଷ ବିତିଥିଲେ ହେଁ ଏଯାବତ ସେ ଆକ୍ଟିଭ୍‌ ଅଛନ୍ତି। ତେବେ କେବଳ ଯେ କାମ ତାହା ନୁହେଁ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ…

ଆଜି ରାଜ୍ୟରୁ ୬୪ ପଜିଟିଭ୍‌ ଚିହ୍ନଟ, ୩,୩୮,୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୧୨ା୩(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୬୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୦୫୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୩୭ ଜଣ ଚିହ୍ନଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri