ମହାଭାରତର ‘ଭୀମ’ ଚରିତ୍ର ପାଇଁ ବିଏସ୍ଏଫ୍ ଚାକିରି ଛାଡ଼ିଦେଇଥିଲେ ଏହି ଅଭିନେତା, ଏବେ ଭାଜପାର…
ବମ୍ବେ: ରାମାନନ୍ଦ ସାଗରଙ୍କ ରାମାୟଣ, ବିଆର୍ ଚୋପ୍ରାଙ୍କ ମହାଭାରତ ଲୋକପ୍ରିୟ ଧାରାବାହିକ ମଧ୍ୟରୁ ଅନ୍ୟତମ। ପୌରାଣିକ ପୃଷ୍ଠଭୂମିକୁ ନେଇ ଏହା ଦର୍ଶକଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିପାରିଥିଲା। ମହାଭାରତରେ ଶ୍ରୀକୃଷ୍ଣଙ୍କ ଭୂମିକା ନିର୍ବାହ କରିଥିବା ନୀତିଶ ଭାରଦ୍ୱାଜଙ୍କୁ ଲୋକେ ଭଗବାନଙ୍କ ଭଳି…
ଖଣ୍ଡା ଧରି ପୋଲିସକୁ ଗୋଡାଇଲେ କୃଷକ
ନୂଆଦିଲ୍ଲୀ,୨୬।୧: ମଙ୍ଗଳବାର ସାରା ଦେଶରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଦିଲ୍ଲୀ ସୀମାରେ ଦୀର୍ଘ ଦୁଇ ମାସ ହେବ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା କୃଷକମାନେ ଏକ ଟ୍ରାକ୍ଟର ରାଲି ଆରମ୍ଭ କରିଥିଲେ। ପୋଲିସ…
ଫିଲ୍ମ ପାଇଁ ରିୟଲରେ କ୍ୟାମେରା ସମ୍ମୁଖରେ ପ୍ରସବ କରିଥିଲେ ଏହି ଅଭିନେତ୍ରୀ
ଫିଲ୍ମକୁ ସୁପରହିଟ୍ କରିବା ପାଇଁ କଳାକାରଙ୍କଠାରୁ ଆରମ୍ଭ କରି ନିର୍ମାତା, ନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ସମେସ୍ତ କଠିନ ପରିଶ୍ରମ କରିଥାନ୍ତି। ତେବେ ୯୦ ଦର୍ଶକର ଅଭିନେତ୍ରୀ ଶ୍ୱେତା ମେନନ ଏହି କାରଣ ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ଏକ ମଜାଦାର କଥା…
ବିବାହ ପରେ ଅନ୍ୟ ଅଭିନେତ୍ରୀଙ୍କ ସହ କାମ କରିବେ ନାହିଁ ବରୁଣ!
ବଲିଉଡ୍ର ଚକଲେଟ୍ ବଏ ବରୁଣ ଧାଓ୍ବନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଦୀର୍ଘଦିନର ପ୍ରେମିକା ନତାଶା ଦଲାଲଙ୍କୁ ନିଜ ଜୀବନ ସାଥୀ ଭାବେ ବାଛିଛନ୍ତି ସେ। ବିବାହ ପରେ ତାଙ୍କୁ ସାଥୀ କଳାକାରମାନେ ତାଙ୍କୁ ବିବାହ ଶୁଭେଚ୍ଛା ଜଣାଇଛନ୍ତି। ଏହି କ୍ରମରେ…
ଦିଲ୍ଲୀରେ ରାତ୍ର ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ !
ନୂଆଦିଲ୍ଲୀ, ୨୬/୧: କୃଷି ଆଇନକୁ ବିରୋଧ କରି ମଙ୍ଗଳବାର ଦିଲ୍ଲୀରେ ଅନ୍ନଦାତା ଏବଂ ପୋଲିସ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀର କେତେକ ଅଞ୍ଚଳରେ ରାତ୍ର ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବାକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି। ସିଙ୍ଘୁ…
କୃଷି ଆଇନ ନ ହଟିବା ପଛରେ ଅଦୃଶ୍ୟ ଶକ୍ତି: ସଞ୍ଜୟ ରାଉତ
ନୂଆଦିଲ୍ଲୀ, ୨୬/୧: କୃଷି ଆଇନକୁ ବିରୋଧ କରି ଅନ୍ନଦାତାଙ୍କ ପକ୍ଷରୁ ଦିଲ୍ଲୀରେ ଟ୍ରାକ୍ଟର ରାଲି ସମୟରେ ସ୍ଥିତି ଅଣାୟତ ହୋଇଛି। ଆନ୍ଦୋଳନକାରୀ ଲାଲ୍ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଘଟଣାକୁ ଶିବସେନା ପକ୍ଷରୁ କଡ଼ା ନିନ୍ଦା କରାଯାଇଛି। ଶିବସେନା…
ଲାଲ୍ କିଲ୍ଲାରେ ପତାକା ଉଡାଇଲେ ଆନ୍ଦୋଳନକାରୀ !
ନୂଆଦିଲ୍ଲୀ, ୨୬/୧: କୃଷି ଆଇନକୁ ବିରୋଧ କରି ଆନ୍ଦୋଳନକାରୀଙ୍କ ପକ୍ଷରୁ ଦିଲ୍ଲୀରେ ଟ୍ରାକ୍ଟର ରାଲି ହୋଇଛି। କେତେକ ଆନ୍ଦୋଳନକାରୀ ଲାଲ୍ କିଲ୍ଲାରେ ପ୍ରବେଶ କରି ପତାକା ଉଡାଇଥିଲେ। ସେମାନେ ପୋଲିସ ବାଧାକୁ ଖାତିର ନ କରି ଏଭଳି କରିଥିଲେ। ତେବେ ଆନ୍ଦୋଳନକାରୀମାନେ…
ମନ୍ତ୍ରମୁଗ୍ଧ କଲା କଳାହାଣ୍ଡିର ‘ବଜାସାଲ’ ଲୋକନୃତ୍ୟ
ନୂଆଦିଲ୍ଲୀ, ୨୬।୧: ଦିଲ୍ଲୀ ରାଜପଥରେ ଗଣତନ୍ତ୍ର ଦିବସ ପରେଡରେ ବିଭିନ୍ନ ରାଜ୍ୟର ସଂସ୍କୃତିର ଝଲକ ଦେଖିବାକୁ ମିଳିଛି। ଚଳିତ ଥର କଳାହାଣ୍ଡିର ଲୋକନୃତ୍ୟ ‘ବଜାସାଲ’ ପରେଡରେ ସାମିଲ ହୋଇଛିି। ସାଂସ୍କୃତିକ ଅନୁଷ୍ଠାନ ‘ପ୍ରତିଭା’ ପକ୍ଷରୁ ୮୦ ଜଣିଆ ନୃତ୍ୟଦଳ ରାଜପଥରେ ମାଦଳର…
ବାଡ଼ ଡେଇଁବେ ରାଜକୁମାର ସିଂ !
ପାଟନା, ୨୬/୧: ଏଲ୍ଜେପି ମୁଖ୍ୟ ଚିରାଗ ପାସୱାନଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଏହାର ମୁଖ୍ୟ କାରଣ ପାଲଟିଛନ୍ତି ଏଲଜେପିର ଏକ ମାତ୍ର ବିଧାୟକ ରାଜକୁମାର ସିଂ। ରାଜକୁମାର ଏଲ୍ଜେପି ବାଡ଼ ଡେଇଁବା ପାଇଁ ଯୋଜନା କରିଥିବା ରାଜନୈତିକ ମହଲରେ ଚର୍ଚ୍ଚା…
ଗଣତନ୍ତ୍ର ଦିବସ ପରେଡରେ ବାଂଲାଦେଶ ସୈନ୍ୟ ବାହିନୀ
ନୂଆଦିଲ୍ଲୀ, ୨୬।୧: ଭାରତର ୭୨ତମ ଗଣତନ୍ତ୍ର ଦିବସ ପରେଡରେ ପ୍ରଥମ ଥର ପାଇଁ ବାଂଲାଦେଶ ସୈନ୍ୟ ବାହିନୀ ସାମିଲ ହୋଇଛନ୍ତି। ବାଂଲାଦେଶର ୧୨୨ ଜଣିଆ ସୈନ୍ୟ ବାହିନୀ ରାଜରାସ୍ତାରେ କଦମ କଦମ ବଢ଼ାଇ ଯା… ଧୁନ୍ରେ ପରେଡ କରିଛନ୍ତି। ଭାରତ ଏବଂ…
ଏସ୍ଟିଏଫ୍ ପଞ୍ଝାରେ ଧଳା ଜହର: ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନ୍ସୁଗାର ଜବତ
ଭୁବନେଶ୍ବର, ୨୬।୧(ବ୍ୟୁରୋ): ଭଦ୍ରକ -ଚାନ୍ଦବାଲି ରାସ୍ତାରୁ ସୋମବାର ସକାଳେ ଜଣେ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଏସ୍ଟିଏଫ୍ ଟିମ୍ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କଠାରୁ ୧ କେଜି ୧୪୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୧ କୋଟି ୧୪ ଲକ୍ଷ…
ହିଟଲର-ଟ୍ରମ୍ପ୍ ବାବା: ପହଞ୍ଚିଲେ ପ୍ରୟାଗରାଜ ମାଘମେଳାରେ
ପ୍ରୟାଗରାଜ, ୨୬।୧: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ମାଘମେଳାରେ ହିଟଲର ଏବଂ ଟ୍ରମ୍ ବାବା ପହଞ୍ଚିଛନ୍ତି। ସେମାନଙ୍କୁ ନେଇ ମେଳାରେ ଚର୍ଚ୍ଚା ଆରମ୍ଭ ହୋଇଛି। ମହନ୍ତ ମାଧବଦାସଙ୍କୁ ଗୁରୁଙ୍କଠାରୁ ହିଟଲର ନାମ ମିଳିଛି। ତାଙ୍କର ପ୍ରକୃତ ନାମ ଅଜୟ କୁମାର ତ୍ରିପାଠି…
Archives


