କରୋନାରୁ ରକ୍ଷା ପାଇଲେ ବି ଏଥି ଯୋଗୁ ଯାଉଛି ଜୀବନ…
ଇନ୍ଦୋର,୫।୫: କରୋନା ସଂକ୍ରମଣ ନେଇ ସଙ୍କଟଜନକ ସ୍ଥିତି ସୃଷ୍ଟି ହୋଇଛି। ଏପରିସ୍ଥଳେ ଏକ ରିପୋର୍ଟରେ ପ୍ରକାଶ ପାଇଛି ଯେ, କରୋନାରୁ ଆକ୍ରାନ୍ତ ରକ୍ଷା ପାଇଲେ ବି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ବ୍ୟବହୃତ ହେଉଥିବା ଔଷଧ ଯୋଗୁ ଶରୀରରେ ଅତ୍ୟଧିକ…
ଭୟ କରନ୍ତୁ ନାହିଁ: ଖୋଲା ପବନରେ ବୁଲିଲେ ହେବନି କରୋନା…
ଲକ୍ଷ୍ନୌ,୫।୫: ପୃଥିବୀ ବ୍ୟାପୀ କରୋନା ସଂକ୍ରମଣ ନେଇ ସଙ୍କଟଜନକ ସ୍ଥିତି ସୃଷ୍ଟି ହୋଇଛି। ଏପରିସ୍ଥଳେ କିଭଳି ଜୀବନଶୈଳୀ ଆପଣେଇଲେ ସଂକ୍ରମଣଠାରୁ ଦୂରେଇ ରହିହେବ ସେ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ବାୟୁ ଦ୍ୱାରା କରୋନା ସଂକ୍ରମଣ…
ଘରକୁ ଫେରିଲେ ବିରାଟ କୋହଲି: ଏବେ ସ୍ତ୍ରୀଙ୍କ ସହ ମିଶି କରିବେ ଏହି କାମ
ଆଇପିଏଲ ୨୦୨୧ର ୧୪ତମ ସିଜନକୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଆଇପିଏଲର ସ୍ଥଗିତାଦେଶ ପରେ ଖେଳାଳିମାନେ ନିଜ ନିଜ ଘରକୁ ଫେରୁଛନ୍ତି। ଏହି କ୍ରମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ବିରାଟ କୋହଲି ମଧ୍ୟ ମୁମ୍ବାଇରେ ଥିବା ନିଜ ଘରକୁ…
ଏହିସବୁ ବଲିଉଡ୍ ସେଲିବ୍ରିଟିଙ୍କ ପାଖରେ ଅଛି ନିଜର ବିମାନ
ସାଧାରଣତଃ ବଲିଉଡ ସେଲିବ୍ରିଟିମାନେ ବିଳାଶପୂର୍ଣ୍ଣ ଜୀବନଯାପନ କରନ୍ତି। ସେମାନଙ୍କ ପାଖରେ କେବଳ କୋଟି କୋଟି ଟଙ୍କାର କାର୍ ନାହିଁ, ନିଜଶ୍ୱ ବିମାନ ମଧ୍ୟ ଅଛି। ଜାଣନ୍ତୁ ସେହିସବୁ ସେଲିବ୍ରିଟିମାନଙ୍କ ବିଷୟରେ… ଅଜୟ ଦେବଗନ: ବଲିଉଡ୍ ଅଭିନେତା ଅଜୟ ଦେବଗନଙ୍କ ୬ସିଟ ବିଶିଷ୍ଟ…
ପଶ୍ଚିମବଙ୍ଗ ହିଂସା ପାଇଁ ନିର୍ବାଚନ ଆୟୋଗ ଦାୟୀ: ମମତା…
କୋଲକାତା,୫।୫: ପଶ୍ଚିମବଙ୍ଗରେ ଘଟିଥିବା ହିଂସା ପାଇଁ ନିର୍ବାଚନ ଆୟୋଗ ଦାୟୀ ବୋଲି ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ ରାଜ୍ୟପାଳ ଜଗଦୀପ୍ ଧାନଖାରଙ୍କୁ କହିଛନ୍ତି। ରାଜ୍ୟପାଳଙ୍କ ଏକ ପ୍ରଶ୍ନର ଉତ୍ତରରେ ମମତା ଏଭଳି ପ୍ରକାଶ କରିଛନ୍ତି। ରାଜ୍ୟର ସମସ୍ତ ପ୍ରଶାସନିକ ବ୍ୟବସ୍ଥା ଗତ ୩…
ରିଜର୍ଭ ବ୍ୟାଙ୍କର ବଡ଼ ଘୋଷଣା: ସ୍ବାସ୍ଥ୍ୟ ସୁବିଧା ଲାଗି ୫୦ ହଜାର କୋଟିର ଋଣ…
ନୂଆଦିଲ୍ଲୀ,୫।୫: ଦେଶରେ ଜାରି ରହିଥିବା କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇଥିବା ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାଶ ବୁଧବାର ଏକ ଗଣମାଧ୍ୟମ ସମ୍ମିଳିନୀରେ ସୂଚନା ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ…
୯ ସନ୍ତାନଙ୍କୁ ଏକାସଙ୍ଗେ ଜନ୍ମଦେଲେ ମହିଳା…
ବାମାକୋ,୫।୫: ଗୋଟିଏ ନୁହେଁ ଦୁଇଟି ନୁହେଁ, ଏକାସଙ୍ଗେ ୯ଜଣ ସନ୍ତାନଙ୍କୁ ଜଣେ ମହିଳା ଜନ୍ମ ଦେଇଛନ୍ତି। ଆଫ୍ରିକାର ମାଲିରେ ଏଭଳି ଘଟିଛି। ୨୫ ବର୍ଷ ବୟସ୍କା ହଲିମା ସିସ୍ସେ୍ ନାମକ ମହିଳା ମରକ୍କୋର ହସ୍ପିଟାଲରେ ପ୍ରସବ କରିଥିବା ଜଣାପଡ଼ିଛି। ମା’ ଏବଂ…
ଜାଡେଜାଙ୍କୁ ‘ସାର୍ ଜାଡେଜା’ ଡାକିବାରୁ ମିଳିଲା ଏମିତି ପ୍ରତିକ୍ରିୟା
ନୂଆଦିଲ୍ଲୀ,୫।୫: ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜନ (ଆଇପିଏଲ ୨୦୨୧)ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଛି। ଚେନ୍ନାଇ ସୁପର କିଙ୍ଗ୍ସର ସୁପରଷ୍ଟାର ରବିନ୍ଦ୍ର ଜାଡେଜା ଆଇପିଏଲ ୨୦୨୧ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିଲେ। ରବିନ୍ଦ୍ର ଜାଡେଜାଙ୍କ…
୬୪ ବଲ୍ରୁ ୧୨୪ ରନ୍ର ବିସ୍ଫୋରକ ଇନିଂଶ ଖେଳିଲେ ଏହି ବ୍ୟାଟ୍ସମ୍ୟାନ୍: ମ୍ୟାଚ୍ ପରେ ଖୁସିରେ ଦେଲେ ଏମିତି ଉପହାର
ନୂଆଦିଲ୍ଲୀ,୫।୫: ଆଇପିଏଲର ୧୪ତମ ସିଜିନ କରୋନା କାରଣରୁ ସ୍ଥଗିତ ରଖାଯାଇଛି। ଆଇପିଏଲ ସ୍ଥଗିତାଦେଶ ପରେ ରାଜସ୍ଥାନ ରୟାଲ୍ସ ଏକ ଫଟୋ ଶେୟାର କରିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ରାଜସ୍ଥାନର ଜୋସ ବଟଲର ୬୪ ବଲରେ ୧୨୪…
ତୃତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା …
କୋଲକାତା,୫।୫: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା ମମତା ବାନାର୍ଜୀ ତୃତୀୟ ଥର ପାଇଁ ବୁଧବାର ୧୦ଟା ୪୫ରେ ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ରାଜ୍ୟପାଳ ଜଗଦୀପ୍ ଧାନଖାର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। କରୋନା…
ପଞ୍ଚାୟତ ନିର୍ବାଚନ: ଏସ୍ପି ଆଗରେ, ଭାଜପା ପଛରେ…
ଲକ୍ଷ୍ନୌ,୫।୫: ଉତ୍ତରପ୍ରଦେଶ ପଞ୍ଚାୟତ ନିର୍ବାଚନରେ ଭାଜପାକୁ ସମାଜବାଦୀ ପାର୍ଟି (ଏସ୍ପି) ପଛରେ ପକାଇ ଆଗୁଆ ରହିଛି। ରାଜ୍ୟର ୭୫ ଜନପଦରେ ଥିବା ମୋଟ ୩୦୫୦ ଆସନ ମଧ୍ୟରୁ ଏସ୍ପି ଖାତାକୁ ୭୪୭ ଆସନ ଯାଇଛି। ସେହିପରି ଭାଜପା ୬୬୬ ଆସନରେ ବିଜୟୀ…
ଏହି ପ୍ରସିଦ୍ଧ କ୍ରିକେଟର୍ଙ୍କୁ ଅପହରଣ: ଜୀବନରୁ ମାରିଦେବାକୁ ଧମକ
ସିଡନୀ,୫।୫: ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ଷ୍ଟୁଆର୍ଟ ମ୍ୟାକଗିଲଙ୍କୁ ଅପହରଣ କରିନେଇଛନ୍ତି ଦୁର୍ବୃତ୍ତ। ଏହି ଘଟଣା ଗତ ମାସରୁ ହୋଇଛି। ଯେଉଁଠାରେ ମ୍ୟାକଗିଲଙ୍କୁ ତାଙ୍କ ସିଡନୀ ଘରୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏପ୍ରିଲ ୧୪ରେ ନ୍ୟୁ ସାଉଥ ୱେଲ୍ସ ପୋଲିସ ଅପହରଣ…
Archives


