ସତ୍ୟନଗର ଶ୍ମଶାନ ବିଦ୍ୟୁତ୍ ଚୁଲା ଅଚଳ
ଭୁବନେଶ୍ୱର,୧୬।୪(ବ୍ୟୁରୋ): ସତ୍ୟନଗର ଶ୍ମଶାନର ବିଦ୍ୟୁତ ଚୁଲା ମଙ୍ଗଳବାରଠାରୁ ଅଚଳ ହୋଇପଡିଛି। ଫଳରେ ଶୀଘ୍ର ଓ ସ୍ବଳ୍ପ ମୂଲ୍ୟରେ ମୃତଦେହ ପୋଡିବା ବ୍ୟବସ୍ଥାରେ ବ୍ୟାଘାତ ସୃଷ୍ଟି ହୋଇଛି। ୩ଦିନ ହେବ କୋଲକାତା ମିସ୍ତ୍ରିଙ୍କୁ ଅପେକ୍ଷା କରି ବସିଛି ବିଏମ୍ସି ବିଦ୍ୟୁତ୍ ବିଭାଗ। ଏହି…
୧୦ ଦିନ ଲାଗି ୨୫ ଲକ୍ଷ ଟିକା ପଠାଅ: ସ୍ବାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର,୧୬।୪(ବ୍ୟୁରୋ): ସ୍ବଳ୍ପ ପରିମାଣ ଏବଂ ଅନିୟମିତ ଟିକା ଯୋଗାଣ ଯୋଗୁ ରାଜ୍ୟରେ କୋଭିଡ୍-୧୯ ଟିକାକରଣ କାର୍ଯ୍ୟକ୍ରମ ପ୍ରଭାବିତ ହେଉଛି। ସମସ୍ୟାର ତ୍ୱରିତ ସମାଧାନ ପାଇଁ ୧୦ଦିନ ଲାଗି ପ୍ରାୟ ୨୫ ଲକ୍ଷ କୋଭାଶିଲ୍ଡ ଡୋଜ୍ ଜରୁରିକାଳୀନ ଭିତ୍ତିରେ ଯୋଗାଇଦେବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ…
କୋଭିଡ୍ ଦାୟିତ୍ୱରେ ୨୧ ଆଇଏଏସ୍ ଅଧିକାରୀ
ଭୁବନେଶ୍ୱର,୧୬।୪(ବ୍ୟୁରୋ): କରୋନା ମୁକାବିଲା ଲାଗି ଓଡ଼ିଶା ସରକାର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଜିଲାସ୍ତରରେ କୋଭିଡ୍ ପରିଚାଳନା ଦାୟିତ୍ୱ ଗୁରୁବାର ପ୍ରଦାନ କରିଛନ୍ତି। ୨୧ ଜଣ ଆଇଏଏସ୍ ଅଫିସର କୋଭିଡ୍ ପର୍ଯ୍ୟବେକ୍ଷକ ଭାବେ ଜିଲାସ୍ତରରେ କାମ କରିବେ। ଉକ୍ତ ଅଧିକାରୀମାନଙ୍କ ଭିତରୁ ଭୁବନେଶ୍ୱର…
ଜିରାଫର ବେକ ଲମ୍ବା କାହିଁକି ଜାଣନ୍ତି
ଚିଡ଼ିଆଖାନା ହେଉ କିମ୍ବା କୌଣସି ଜାତୀୟ ଉଦ୍ୟାନ, ଜିରାଫକୁ ନିଶ୍ଚିତ ଦେଖିଥିବେ। ଏହ ପୃଥିବୀର ସମସ୍ତ ପ୍ରାଣୀଙ୍କଠାରୁ ଲମ୍ବା। ଜିରାଫର ଲମ୍ବା ବେକ, ଗୋଡ଼ ଏବଂ ଶିଙ୍ଗ ପାଇଁ ବିଶେଷ ଭାବରେ ଜଣାଶୁଣା। କିନ୍ତୁ ଜାଣନ୍ତି ଜିରାଫର ବେକ ଏତେ ଲମ୍ବା…
ମାତ୍ର ୫୯ ବଲ୍ରେ ୧୨୨ ରନ୍ର ପାଳି ଖେଳିଲେ ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟାନ୍: ଭାଙ୍ଗିଲେ ଅନେକ ରେକର୍ଡ
ଜୋହାନ୍ସବର୍ଗ,୧୬।୪: ଦକ୍ଷିଣ ଆଫ୍ରିକା ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ତୃତୀୟ ଟି-୨୦ ମ୍ୟାଚ୍ରେ ଭ୍ରମଣକାରୀ ଦଳ ୯ ଉଇକେଟ୍ରେ ବିଜୟ ହାସଲ କରିଛି। ଚାରି ମ୍ୟାଚ ବିଶିଷ୍ଟ ସିରିଜରେ ପାକିସ୍ତାନ ୨-୧ ଅଗ୍ରଣୀ ହାସଲ କରିଛି। ଏହି ମ୍ୟାଚ୍ରେ ଅଧିନାୟକ ବାବର…
ପ୍ରଥମ ଫିଲ୍ମରେ ଏହି ଅଭିନେତାଙ୍କ ସହ ରୋମାନ୍ସ କରିବେ ଶିଳ୍ପା
ରିଆଲିଟି ଶୋ’ ‘ବିଗ୍ ବସ୍’-୧୧ ର ବିଜେତା ଶିଳ୍ପା ଶିନ୍ଦେ ଅନେକ ଦିନ ହେବ ଛୋଟ ପରଦାରୁ ଦୂରେଇ ଯାଇଛନ୍ତି। କିଛି ଦିନ ପୂର୍ବେ ତାଙ୍କୁ କମେଡି ଶୋ’ ‘ଗ୍ୟାଙ୍ଗସ୍ ଅଫ୍ ଫିଲ୍ମସ୍ତାନ’ରେ ଦେଖିବାକୁ ମିଳିଥିଲା। କେତୋଟି ଏପିିସୋଡ୍ରେ କାମ କରିବା…
ମ୍ୟାଙ୍ଗୋ ହବ୍ ପରିତ୍ୟକ୍ତ
ଢେଙ୍କାନାଳ ଅଫିସ, ୧୬।୪ ଜାତୀୟସ୍ତରରେ ସୁନାମ ଅର୍ଜିଛି ଢେଙ୍କାନାଳର ଆମ୍ବ। ବିଦେଶରେ ମଧ୍ୟ ଏହାର ଆଦର କିଛି କମ୍ ନୁହେଁ। ଜିଲାର ଆମ୍ବ ଚାଷୀ ଏବଂ ଆମ୍ବ ବ୍ୟବସାୟକୁ ପ୍ରୋତ୍ସାହିତ କରିବାକୁ ସଦର ବ୍ଲକ ଗୋବିନ୍ଦପୁରଠାରେ ପ୍ରତିଷ୍ଠା ହୋଇଥିଲା ପନିପରିବା ବିପଣନ…
ମେଧାବୀଙ୍କ ମନ ଊଣା
ଅନୁଗୋଳ ଅଫିସ, ୧୬।୪ ଆସନ୍ତା ମେ ୩ ତାରିଖରୁ ଆରମ୍ଭ ହୋଇଥାନ୍ତା ମାଟ୍ରିକ ପରୀକ୍ଷା। ଏଥିପାଇଁ ଗତ ଜାନୁୟାରୀରୁ ଜୋର ଧରିଥିଲା ପ୍ରସ୍ତୁତି। ସ୍କୁଲରେ ଶହେ ଦିନିଆ ପାଠପଢ଼ା ଟାର୍ଗେଟ୍ ସହ ଦଶମ ଶ୍ରେଣୀର ସବୁ ଛାତ୍ରୀଛାତ୍ରଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ…
ପୁଅ ସହ କ୍ୟୁଟ୍ ଫଟୋ ଶେୟାର କଲେ ହାର୍ଦ୍ଦିକ ପାଣ୍ଡ୍ୟା, ଏମିତି ପ୍ରତିକ୍ରିୟା ଦେଲେ ଅନୁଷ୍କା
ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ତ୍ରୀ ତଥା ମଡେଲ ନତାଶା ଷ୍ଟାନକୋଭିକ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସବୁ ସମୟରେ ସେ ନିଜର ଫଟୋ ଏବଂ ଭିଡିଓ ଇନ୍ଷ୍ଟାଗ୍ରାମ୍ରେ ଶେୟାର କରିଥାନ୍ତି। ଏବେ ପୁଅ ଅଗସ୍ତ୍ୟା ପାଣ୍ଡ୍ୟାଙ୍କର…
ନମ୍ବି ଇଫେକ୍ଟ: ପୋଲିସ ଭୂମିକାର ସିବିଆଇ ତଦନ୍ତ ନିର୍ଦ୍ଦେଶ
ନୂଆଦିଲ୍ଲୀ,୧୬ା୪: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ପୂର୍ବତନ ବୈଜ୍ଞାନିକ ଏସ୍. ନମ୍ବି ନାରାୟଣନ୍ଙ୍କ ବିରୋଧରେ ଗୁପ୍ତଚରଗିରି ମାମଲାରେ ପୋଲିସ ଭୂମିକାକୁ ନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତଦନ୍ତ ହେବ। ଉଚ୍ଚସ୍ତରୀୟ ତଦନ୍ତ କମିଟି ପକ୍ଷରୁ ଦାଏର ପୋଲିସ ଭୂମିକା…
ଗ୍ରେଡ୍ ଏ’ରେ ହାର୍ଦ୍ଦିକ ପାଣ୍ଡ୍ୟା
ନୂଆଦିଲ୍ଲୀ, ୧୬ା୪(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ବାର୍ଷିକ ଚୁକ୍ତି ତାଲିକା (ସେଣ୍ଟ୍ରାଲ କଣ୍ଟ୍ରାକ୍ଟ) ଗୁରୁବାର ପ୍ରକାଶ ପାଇଛି। ଏଥିରେ ୪ଟି କାଟେଗୋରିରେ ମୋଟ ୨୮ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ଗ୍ରେଡ୍-ଏ’+ କାଟେଗୋରିରେ ଭାରତର ୩ ଷ୍ଟାର ଖେଳାଳି…
ଲକ୍ଡାଇନ୍ ଯୋଗୁ ଏମିତି ନିଷ୍ପତ୍ତି ନେଲେ ଦୀପିକା-ରଣବୀର
ମହାରାଷ୍ଟ୍ରରେ ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଙ୍ଗଳବାର ଅର୍ଥାତ୍ ୧୪ ଏପ୍ରିଲରୁ ୧ ମେ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରିଛନ୍ତି। ସମ୍ପୂର୍ଣ୍ଣ ରାଜ୍ୟରେ ୧୪୪ ଧାରା ଜାରି…
Archives


