ଜାଣନ୍ତୁ କିଏ ସେହି ଶାହବାଜ ଅହମ୍ମଦ, ଯିଏ ଗୋଟିଏ ଓଭରରେ ବଦଳାଇଦେଲେ ବାଙ୍ଗାଲୋର-ହାଇଦ୍ରାବାଦ ମ୍ୟାଚ୍ର ମୋଡ଼
ନୂଆଦିଲ୍ଲୀ,୧୫।୪: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୧ର ଷଷ୍ଠ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଛି। ଏହି ରୋମାଞ୍ଚକର ମ୍ୟାଚ୍ରେ ଆର୍ସିବି ବାଜିମାତ କରିଥିଲା। ମ୍ୟାଚ୍ ଶେଷରେ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ଭାବେ ଅର୍ଦ୍ଧଶତକୀୟ ପାଳି…
ଚିନ୍ତା ବଢ଼ାଉଛି ସଂକ୍ରମଣ: ଶ୍ରୀମନ୍ଦିର ସେବାରେ ଜଡ଼ିତ ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ
ପୁରୀ ଅଫିସ,୧୫।୪: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ପୁରୀରେ ମଧ୍ୟ ଏହି ସଂଖ୍ୟା ବଢ଼ି ଚାଲିଛି। ଶ୍ରୀମନ୍ଦିର ସହ ବିଭିନ୍ନ ସେବାରେ ଜଡ଼ିତ ଆଉ ୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେବାୟତ,…
ଓଲଟା ଯୋଗମୁଦ୍ରା ପୋଜ୍ରେ ଏହି ଅଭିନେତ୍ରୀ
ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ଏବେ ଲୋକଙ୍କୁ ଫିଟ୍ନେସ ମନ୍ତ୍ର ଦେଉଛନ୍ତି। ଯାହାକି ସମସ୍ତଙ୍କର ଆବଶ୍ୟକ। କିଛିଦିନ ପୂର୍ବରୁ ସେ ପ୍ଲାଣ୍ଟ ବେସ୍ଡ ଡାଇଟ୍ ଆପଣାଇଥିଲେ। ତାଙ୍କ କହିବା ଅନୁଯାୟୀ, ଯେକୌଣସି ପ୍ରକାର ଆହାର ଲୋକଙ୍କ ମାଂସପେଶୀ ସୁଦୃଢ଼…
ସ୍ତ୍ରୀଙ୍କ ଇନ୍ଷ୍ଟାଗ୍ରାମ ଚାଟ୍ ଦେଖି ଉଡିଗଲା ସ୍ବାମୀଙ୍କ ହୋସ୍; ବିବାହର ୯ ଦିନ ପରେ…
ଜୋଧପୁର: ରାଜସ୍ଥାନର ଜୋଧପୁରରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ନବବିବାହିତ ବ୍ୟକ୍ତି ବିବାହର ୯ ଦିନ ପରେ ସ୍ତ୍ରୀଙ୍କ ବିରୋଧରେ ପ୍ରତାରଣାର ଅଭିଯୋଗ ଆଣିଛନ୍ତି। ଗତ ବର୍ଷ ଜୁଲାଇ ୨୬ରେ ସୁମନଙ୍କ ହାତ ଧରିଥିଲେ ରାମେଶ୍ୱର ଜାଙ୍ଗଡ଼ା।…
ଜଣେ ମହିଳାଙ୍କୁ ୪ଥର ବିବାହ, ୩ ଥର ଛାଡପତ୍ର ଦେଲେଣି ଏହି ବ୍ୟକ୍ତି: କାରଣ ଜାଣିଲେ…
ପ୍ରାୟତଃ ଶୁଣିବାକୁ ମିଳେ, ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ଛାଡପତ୍ର ଦେଇ ଆଉ ଜଣଙ୍କୁ ବିବାହ କରିଛନ୍ତି। ମାତ୍ର ବିବାହକୁ ନେଇ ତାଇପେଇରୁ ଏକ ଭିନ୍ନ ମାମଲା ଶୁଣିବାକୁ ମିଳୁଛି। ଜଣେ ବ୍ୟକ୍ତି ୪ଥର ବିବାହ କରିଛନ୍ତି ଏବଂ ୩ ଥର ଛାଡପତ୍ର…
ଅଶ୍ଳୀଳ ମେସେଜ୍ ପଠାଉଥିଲେ ବସ୍: ମହିଳା କର୍ମଚାରୀ କଲେ ଏପରି….
ବେଜିଂ,୧୫।୪: ଚାଇନାର ଏକ ସରକାରୀ ଅଫିସର ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଜଣେ ମହିଳା କର୍ମଚାରୀ ଅଫିସରେ ଚେୟାରରେ ବସିଥିବା ବସ୍ଙ୍କୁ ଝାଡୁରେ ନିସ୍ତୁକ ପିଟୁଥିବାର ଦୃଶ୍ୟ ଭିଡ଼ିଓରେ ଦେଖିବାକୁ ମିଳୁଛି। ଦକ୍ଷିଣ ଚାଇନାର ଏକ ସରକାରୀ…
ଦଶମ, +୨ ପରୀକ୍ଷା ସ୍ଥଗିତ
ଭୁବନେଶ୍ୱର,୧୫।୪(ବ୍ୟୁରୋ): ରାଜ୍ୟ ସରକାର ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ-୧୯ ପରିସ୍ଥିତି ନିୟନ୍ତ୍ରଣକୁ…
ସଡ଼କରେ ବୁଲୁଛନ୍ତି ଯମରାଜା-ଯମଦୂତ: କରୁଛନ୍ତି ବିକଟାଳ ଶବ୍ଦ….
ନୂଆଦିଲ୍ଲୀ,୧୫।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦିଲ୍ଲୀ ସମେତ କେତେକ ରାଜ୍ୟରେ ସରକାରଙ୍କ ପକ୍ଷରୁ କଡ଼ାକଟକଣା ଜାରି କରାଯାଇଛି। ତେବେ କରୋନା ମାର୍ଗଦର୍ଶିକା ପାଳନ ପାଇଁ ଲୋକଙ୍କୁ ସଚେତନ କରିବା ଲାଗି ରାଜଧାନୀ ଦିଲ୍ଲୀ ରାସ୍ତାରେ…
ଏମ୍ପି ବିନା ପୋଷାକରେ ପହଞ୍ଚିଲେ ଭିଡ଼ିଓ କନଫରେନ୍ସିଂ ବୈଠକରେ, ତାପରେ….
ଓଟଓ୍ବା,୧୫।୪: ଦେଶ ପାଇଁ ନିୟମ ପ୍ରସ୍ତୁତ କରୁଥିବା ନେତା ପାର୍ଲାମେଣ୍ଟ ବୈଠକରେ ବିନା ପୋଷାକରେ ପହଞ୍ଚିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ମାତ୍ର ଏହା ସତ୍ୟ। ଏଭଳି ଏକ ଅଭାବନୀୟ ଘଟଣା କାନାଡ଼ାରେ ଘଟିଛି। ବୁଧବାର ସଂସଦର ବୈଠକ ଭିଡ଼ିଓ…
ଏହି ରାଜ୍ୟରେ ଦଶମ, ଦ୍ୱାଦଶ ବୋର୍ଡ ପରୀକ୍ଷା ସ୍ଥଗିତ
ଲକ୍ଷ୍ନୌ,୧୫।୪: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଏହା ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। କରୋନା ଚେନ୍କୁ ଭାଙ୍ଗିବା ବିଭିନ୍ନ ରାଜ୍ୟର ସରକାର କଡ଼ା ପଦକ୍ଷେପ ଗ୍ରହଣ କରିବା ସହ ଅଧିକ ସଜାଗ ରହିଛନ୍ତି। ବର୍ଦ୍ଧିତ କରୋନା…
ଆଜି ମାଟ୍ରିକ ପରୀକ୍ଷା ନେଇ ମୁଖ୍ୟମନ୍ତ୍ରୀ କରିବେ ଗୁରୁତ୍ୱପୂର୍ଣ୍ଣ ଘୋଷଣା, କରୋନାକୁ ନେଇ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର,୧୫।୪(ବ୍ୟୁରୋ): ସିବିଆଇ ଦଶମ ପରୀକ୍ଷା ବାତିଲ ହେବା ପରେ ଏବେ ମାଟ୍ରିକ ଉପରେ ନଜର ରହିଛି। ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ୁଥିବାରୁ ଏନେଇ ଆଶଙ୍କା ସୃଷ୍ଟି ହୋଇଛି। ତେବେ ଏହି ପରିପ୍ରେକ୍ଷୀରେ ଗୁରୁବାର ଅପରାହ୍ନରେ ମାଟ୍ରିକ ପରୀକ୍ଷା ନେଇ…
ଶାରୀରିକ ସମ୍ପର୍କ ପାଇଁ ମନା କରି ପାରନ୍ତିନି ଗରିବ ଦେଶର ମହିଳା…
ଜେନେଭା,୧୫।୪: ପୃଥିବୀର ବିଭିନ୍ନ ଗରିବ ଦେଶରେ ମହିଳାଙ୍କର ଶାରୀରିକ ସମ୍ପର୍କ ସ୍ଥାପନ ପାଇଁ ନିଜସ୍ବ କୌଣସି ସ୍ବାଧୀନତା ନାହିଁ। ସେମାନେ ଶାରୀରିକ ସମ୍ପର୍କକୁ ମନା କରି ପାରନ୍ତି ନାହିଁ। ଦାମ୍ପତ୍ୟ ଜୀବନରେ ସ୍ବାମୀ ତାଙ୍କୁ ନିଜର ସମ୍ପତ୍ତି ବୋଲି ଭାବିଥାନ୍ତି। ସ୍ବାମୀ…
Archives


