ପ୍ରିୟଙ୍କା-ଶାହରୁଖ୍‌ଙ୍କ ସହ ଷ୍ଟେଜ୍‌ରେ ଘଟିଥିଲା ଏକ ବଡ଼ ଦୁର୍ଘଟଣା, ଜାଣିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଶାହାରୁଖ କେତେକ ଫିଲ୍ମରେ ଏକାଠି କାମ କରିଛନ୍ତି। ମାତ୍ର ୧୭ ବର୍ଷ ତଳେ ଏହି ଦୁଇ କଳାକାରଙ୍କ ସହ ଏମିତି ଏକ ଘଟଣା ଘଟିଥିଲା, ଯାହା ଶୁଣିଲେ ଲୋମ ଟାଙ୍କୁରି ଉଠିବ। ପ୍ରିୟଙ୍କା ଏବଂ ଶାହାରୁଖ ଷ୍ଟେଜ୍‌ ଉପରେ ଥିଲେ। ଏହି ସମୟରେ ପ୍ରଚଣ୍ଡ ଶବ୍ଦ କରି ଏକ ବୋମା ଫୁଟିଥିଲା। ସେମାନେ ବୁଝି ପାରି ନ ଥିଲେ କ’ଣ ଘଟିଲା।

ଏକ ସାକ୍ଷାତକାରରେ ପ୍ରିୟଙ୍କା କହିଛନ୍ତି, ୨୦୦୪ରେ ସେ ଯେତେବେଳେ ଶାହାରୁଖ ଖାନ୍‌, ସେଲିନା ଜେଟ୍‌ଲି ଏବଂ ଜାୟଦ ଖାନ୍‌ଙ୍କ ସହ ସେ ୟୁଏସ୍‌ଏ ଯାଇଥିଲେ। ସେମାନେ ଶ୍ରୀଲଙ୍କା ବି ଯାଇଥିଲେ। ସେଠାରେ ବୌଦ୍ଧ ଭିକ୍ଷୁମାନେ ତାଙ୍କ ପରଫର୍‌ମାନ୍ସରେ ଖୁସି ନ ଥିଲେ। ଲୋକପ୍ରିୟ ବୌଦ୍ଧ ଭିକ୍ଷୁଙ୍କ ପୁଣ୍ୟତିଥି ପଡ଼ିଥିଲା। ପ୍ରିୟଙ୍କା କହିଛନ୍ତି, ଏହି ସମୟରେ ଶାହାରୁଖ ଏବଂ ସେ ଷ୍ଟେଜ୍‌ରେ ଡ୍ୟାନ୍ସ କରୁଥିଲେ। ମାତ୍ର ଡ୍ୟାନ୍ସର ସିକ୍ୱେନ୍ସ ଦେଖି ତାଙ୍କୁ ଡ୍ରେସ ଚେଞ୍ଜ କରିବାକୁ ପଡ଼ିଥିଲା। ଏଥିପାଇଁ ସେ ବ୍ୟାକ୍‌ଷ୍ଟେଜ୍‌ ଯାଇଥିଲେ। ଠିକ୍‌ ଏତିକି ବେଳେ ହଠାତ୍‌ ଏକ ଶବ୍ଦ ଶୁଭିଲା। ପ୍ରଥମେ ସେ ଜାଣିପାରି ନ ଥିଲେ ଏହା କି ଶବ୍ଦ। ପରେ ଜାଣିଲେ ବମ୍‌ ଫୁଟିଥିଲା। ତାଙ୍କଠାରୁ ମାତ୍ର ୬ ଫୁଟ ଦୂରରେ ଏହି ଘଟଣା ଘଟିଥିଲା। ସୌଭାଗ୍ୟବଶତଃ ଶାହାରୁଖ ଏବଂ ସେ ବଞ୍ଚି ଯାଇଥିଲେ। ଆଜି ବି ସେହି କଥା ମନେ ପଡ଼ିଲେ ଭୟରେ ଥରି ଉଠନ୍ତି ପ୍ରିୟଙ୍କା।


Enter your email to get our daily news in your inbox.

All Right Reserved By Dharitri.Com

ବୈବାହିକ ଜୀବନରେ ସଫଳ ହୋଇ ନଥିଲେ ହିମେଶ: ପୁଅ ଥାଇବି ପ୍ରଥମ ସ୍ତ୍ରୀଙ୍କୁ ଦେଇଥିଲେ ଛାଡ଼ପତ୍ର

ବଲିଉଡ୍‌ ଗାୟକ ହିମେଶ ରେଶ୍‌ମିଆ ଅନେକ ହିଟ୍‌ ଗୀତ ଗାଇଛନ୍ତି। ତାଙ୍କ ଗୀତ ପ୍ରାୟ ହିଟ୍‌ ହୋଇଥାଏ। ତେବେ ସେ କେବେ ଗାୟକ ହେବାକୁ ଚାହୁଁ...

ଅଲଗା ହେବାର ୨୦ ବର୍ଷ ପରେ ପୁଣି ଏକାଠି ହେଲେ ଜେନିଫର-ବେନ୍‌

ବମ୍ବେ: ନିର୍ବନ୍ଧର ବର୍ଷକ ପରେ ବାଟ ହୋଇଯାଇଥିଲା ଅଲଗା। ଏହାର ୨୦ ବର୍ଷ ପରେ ଏବେ ପୁଣି ଏକାଠି ହେବାକୁ ନିଷ୍ପତ୍ତି ନେଇ ଚମକାଇଛନ୍ତି ହଲିଉଡ୍‌ର...

ପ୍ରଥମ ଦେଖାରେ ଶାହିଦଙ୍କୁ ହୃଦୟ ଦେଇ ବସିଥିଲେ ଏହି ଅଭିନେତ୍ରୀ, ଦୁଇ ମାସ ଯାଏ ପଛରେ ପଡ଼ି…

ବମ୍ବେ: ଦିଲ୍ଲୀରେ ଜନ୍ମ ହୋଇଥିଲେ ହେଁ ମୁମ୍ବାଇ ପାଲଟିଛି ନୂଆ ଠିକଣା। ମା’ବାପା ଅଲଗା ହେବା ପରେ ବାପାଙ୍କସହ ସ୍ବପ୍ନର ସହରକୁ ଚାଲିଆସିଥିଲେ ଅଭିନେତା ଶାହିଦ...

ଜନ୍ମଦିନର ଫଟୋ ଶେୟାର ମାଆବାପାଙ୍କୁ ମିସ୍‌ କଲେ ହେମାମାଳିନୀ

୧୬ ଅକ୍ଟୋବର ୧୯୪୮ରେ ଜନ୍ମିତ ହେମାମାଳିନୀ ୭୧ ବର୍ଷରେ ପଦାର୍ପଣ କରିଛନ୍ତି। ହେମା କିଛିବର୍ଷ ଧରି ପ୍ରତିଜ୍ଞା କରିଥିଲେ ମିଡିଆ ସମ୍ମୁଖରେ ବନ୍ଧୁ, ପରିବାରବର୍ଗ ଏପରି...

ରିତେଶ୍‌ ଜେନେଲିୟାଙ୍କୁ ୨ଥର କରିଥିଲେ ବିବାହ

ମୁମ୍ବାଇ: ବଲିଉଡ୍‌ ଅଭିନେତା ତଥା କମେଡି କିଙ୍ଗ୍‌ ରିତେଶ୍‌ ଦେଶମୁଖଙ୍କର ୪୧ ତମ ଜନ୍ମଦିନ ମଙ୍ଗଳବାର ପାଳିତ ହେଉଛି। ୧୯୭୮ ଡିସେମ୍ବର ୧୭ରେ ସେ ଜନ୍ମଗ୍ରହଣ...

ନଭେମ୍ବରରେ ବିବାହ କରିବେ ରାଜକୁମାର

ମୁମ୍ବାଇ: ବଲିଉଡ୍‌ ଅଭିନେତା ରାଜକୁମାର ରାଓ ନଭେମ୍ବରରେ ବିବାହ କରିବା ନେଇ ଚର୍ଚ୍ଚା ହେଉଛି। ତେବେ ସେ କାହାକୁ ବିବାହ କରିବେ ସେ ନେଇ ଫ୍ୟାନ୍ସମାନଙ୍କ...

ସତ ହେଲା ଆକଳନ

ଅଭିନେତା ଦେବାଶିଷ ପାତ୍ର। ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ‘ଜୟ ଜଗନ୍ନାଥ’ ଚଳଚ୍ଚିତ୍ରରେ ନାରଦ ଭୂମିକାରୁ ଆରମ୍ଭ ହୋଇଥିଲା ତାଙ୍କର ବଡ଼ ପରଦା କ୍ୟାରିୟର। ଇତିମଧ୍ୟରେ ସେ...

ବିଶାଳ ମନ୍ଦିର ନିର୍ମାଣ କରିବେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ଆଜିକାଲି ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାରେ ଅଚନ୍ତି। ବିଭିନ୍ନ ମୁଦ୍ଦାକୁ ନେଇ ନିଜ ମତ ଦେଇ ସେ ବିବାଦ ଘେରକୁ...

Advertisement
Archives

Model This Week