Home

ଗୃହ ସଚିବ, ଡିଜିପି, ଏସ୍‌ପିଙ୍କୁ ଜବାବ ତଲବ

ଯାଜପୁର ଅଫିସ,୧୬।୪: ସୂଚନା କର୍ମୀ ତଥା ଭାଜପା ନେତା ସର୍ବେଶ୍ୱର ବେହୁରାଙ୍କ ଉପରକୁ ବୋମା ମାଡ଼ ହୋଇଥିଲା। ଏହି ଘଟଣାକୁ ନେଇ ଲୋକାୟୁକ୍ତରେ ଏକ ମାମଲା (ନଂ.୨୫୫/୨୦୨୧)ରୁଜୁ ହୋଇଛି। ଏହି କ୍ରମରେ ତା.୧୨ା୪ା୨୦୨୧ରେ ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଭ୍ୟ ଏକ ଗୁରୁତ୍ୱପୂର୍ଣ୍ଣ…

ପୂର୍ବ ସ୍ଥାନକୁ ଫେରିଲେ ୨୮ ଇନ୍‌ଚାର୍ଜ ଡିଏସ୍‌ପି

ଭୁବନେଶ୍ୱର,୧୬।୪(ବ୍ୟୁରୋ): ଓଡିଶା ପୋଲିସ୍‌ର ୨୮ଜଣ ଇନ୍‌ଚାର୍ଜ ଡିଏସ୍‌ପିଙ୍କୁ ତାଙ୍କ ପୂର୍ବ ସ୍ଥାନକୁ ଫେରାଇ ଅଣାଯାଇଛି। ସେମାନେ ଇନ୍‌ସ୍ପେକ୍ଟର ପ୍ୟାହାରେ କାର୍ଯ୍ୟ କରିବେ। ଏନେଇ ପୋଲିସ ମୁଖ୍ୟାଳୟ ପକ୍ଷରୁ ଗୁରୁବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତ ଜାନୁୟାରୀରେ ଗୃହ ବିଭାଗ ପକ୍ଷରୁ…

ଶାହାରୁଖ୍‌ଙ୍କ ‘ପଠାନ’ ପାଇଁ ଟଙ୍କାଟିଏ ନେଲେନି ସଲମାନ୍‌: କହିଲେ ଭାଇ ପାଇଁ…

ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ ଦୀର୍ଘଦିନ ପରେ ବଡ଼ ପରଦାକୁ ଫେରିବାକୁ ଯାଉଛନ୍ତି। ଫିଲ୍ମ ‘ପଠାନ’ ପାଇଁ ଏବେ ସେ ଚର୍ଚ୍ଚାରେ। ଏଥିରେ ଶାହାରୁଖ୍‌ଙ୍କ ସମେତ ସଲମାନ୍‌ ଖାନ୍‌ଙ୍କୁ ମଧ୍ୟ ଏକ ଛୋଟିଆ ଚରିତ୍ରରେ ଦେଖିବାକୁ ମିଳିବ। ଏହି ଦୁଇ କଳାକାରଙ୍କୁ…

ଘର କବାଟ ଖୋଲିବା ପରେ ହଠାତ୍‌ ଏମିତି ଦୃଶ୍ୟ ଦେଖିଲେ ମହିଳା, ଜାଣିଲେ…

ଥରେ ଭାବିଲେ ଆପଣ ହଠାତ୍‌ ଘର କବାଟ ଖୋଲୁ ଖୋଲୁ ବାହାରେ ଏକ ଅଜବ ଦୃଶ୍ୟ ଦେଖିବେ। ସେତେବେଳେ ଅବସ୍ଥା କ’ଣ ହେବ କହିଲେ। ଠିକ୍‌ ସେମିତି ପୋଲାଣ୍ଡର ଜଣେ ମହିଳାଙ୍କ କ୍ଷେତ୍ରରେ ଘଟିଛି। ମହିଳା ଜଣକ ଘରର କବାଟ ଖୋଲିବା…

ଟସ୍‌ ମୁଦ୍ରାକୁ ପକେଟ୍‌ରେ ରଖିଲେ ଏହି ଦଳର ଅଧିନାୟକ, ମାଗିଲେ ବି ଦେଲେ ନାହିଁ: ଜାଣନ୍ତୁ କାହିଁକି

ମୁମ୍ବାଇ,୧୬।୪: ଆଇପିଏଲର ଏହି ସିଜନରେ ରାଜସ୍ଥାନ ରୟାଲ୍ସର ନେତୃତ୍ୱ ନେଇଥିବା ସଞ୍ଜୁ ସାମସମ ତାଙ୍କ ଦଳକୁ ପ୍ରଥମ ବିଜୟ ପ୍ରଦାନ କରିଛି। ରାଜସ୍ଥାନ ନିଜ ଦ୍ୱିତୀୟ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୩ ଉଇକେଟରେ ପରାସ୍ତ କରିଛି। ସଞ୍ଜୁ ସାମସନଙ୍କ ନେତୃତ୍ୱରେ ଏହି…

ରୋଟି ବ୍ୟାଙ୍କର ପ୍ରତିଷ୍ଠାତା କିଶୋରଙ୍କ କରୋନାରେ ମୃତ୍ୟୁ

ବାରାଣସୀ,୧୬।୪: ଦେଶରେ ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ଉତ୍ତରପ୍ରଦେଶ ବାରାଣସୀରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ରୋଟି ବ୍ୟାଙ୍କର…

କଏଦୀଙ୍କ ପ୍ରେମରେ ପଡ଼ିଲେ ମହିଳା ଜେଲର, ହାତରେ କଲେ ଏମିତି ଟାଟୁ; ଆଉ ତା’ ପରେ…

ପ୍ରେମ କାହା ସହ କେତେବେଳେ କେଉଁ ପରିସ୍ଥିତିରେ ହେବ କହି ହେବ ନାହିଁ। ଠିକ୍‌ ଏମିତି ଘଟିଛି ବ୍ରିଟେନର ଜଣେ ମହିଳା ଜେଲରଙ୍କ କ୍ଷେତ୍ରରେ। ଏହି ମହିଳା ଜେଲର ଜଣକ କଏଦୀଙ୍କ ପ୍ରେମରେ ପଡ଼ିବା ପରେ ତାଙ୍କୁ ଜେଲ୍‌ ଦଣ୍ଡାଦେଶ ହୋଇଛି।…

ବିରାଟ କୋହଲିଙ୍କ ବାର୍ଷିକ ଦରମା ଯେତେ, ପାକିସ୍ତାନ ଦଳର ସମସ୍ତ ଖେଳାଳି ନିଅନ୍ତି ସେତେ

ବିଶ୍ୱ କ୍ରିକେଟର୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରତିଦିନ ରନ ସ୍କୋର କରିବା ଏବଂ ନୂଆ ରେକର୍ଡ ସୃଷ୍ଟି କରିବାରେ ଆଗରେ ଥିବାବେଳେ ରୋଜଗାର କ୍ଷେତ୍ରରେ ମଧ୍ୟ ସେ ଶୀର୍ଷରେ ଅଛନ୍ତି। ସର୍ବାଧିକ ଆୟ କରୁଥିବା କ୍ରିକେଟରଙ୍କ ମଧ୍ୟରେ କୋହଲିଙ୍କ ନାମ…

ଝିଅ ହେବା ପରେ ଏମିତି ବଦଳିଯାଇଛନ୍ତି ବିରୁଷ୍କା

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ନିକଟରେ କନ୍ୟା ସନ୍ତାନର ମାତାପିତା ହୋଇଛନ୍ତି। କୋହଲି ଏବେ ଆଇପିଏଲ୍‌ ଖେଳୁଥିବାବେଳେ ଅନୁଷ୍କା ଏବଂ ଝିଅ ଭାମିକା ତାଙ୍କୁ ଚିୟର କରିବା ପାଇଁ ଦଳ ସହ ଅଛନ୍ତି।…

ପୋଖରୀରୁ ଯୁବତୀଙ୍କ କଙ୍କାଳ ମିଳିବା ଘଟଣା: ହାଇଦ୍ରାବାଦ୍‌ରୁ ହତ୍ୟା ଅଭିଯୁକ୍ତ ଗିରଫ

ଦଶରଥପୁର,୧୬।୪(ଡି.ଏନ.ଏ.): ଯାଜପୁର ସଦର ଥାନା କପିଳେଶ୍ୱର ଗ୍ରାମ ସୀମାରେ ଥିବା ପରିତ୍ୟକ୍ତ ପୋଖରୀରୁ ଗତ ୮ ତାରିଖରେ ମିଳିଥିବା କଙ୍କାଳ ଚିହ୍ନଟ ହେବା ପରେ ହତ୍ୟା ମାମଲା ରୁଜୁ ହୋଇଥିଲା। ମିଳିଥିବା କଙ୍କାଳ ଯାଜପୁର ଟାଉନ୍‌ ଥାନା ଅଧୀନ ଖଣ୍ଡରା ଗ୍ରାମର…

୨ଥର ୬ ବଲ୍‌ରୁ ୬ ଛକା ମାରିଛନ୍ତି ଏହି କ୍ରିକେଟର୍‌: ଏବେ ଦିଲ୍ଲୀ କ୍ୟାପିଟାଲ୍ସରେ ଦଳରେ ହେଲେ ସାମିଲ

ମୁମ୍ବାଇ,୧୬।୪: ଦିଲ୍ଲୀ ଅଲରାଉଣ୍ଡର ଲଲିତ ଯାଦବଙ୍କୁ ଭାରତୀୟ କ୍ରିକେଟର୍‌ ଉଜ୍ଜ୍ୱଳତମ ତାରକା ଭାବେ ବିବେଚନା କରାଯାଏ। ତାଙ୍କୁ ଆଇପିଏଲ୍‌ ନିଲାମରେ ୨୦ ଲକ୍ଷ ଟଙ୍କା ମୂଲ୍ୟରେ ନିଲାମରେ କିଣାଯାଇଥିଲା। ସେ ଉଭୟ ବ୍ୟାଟ ଏବଂ ବଲ ସହିତ ପ୍ରଦର୍ଶନ କରିବାର କ୍ଷମତା…

ହାଇଦ୍ରାବାଦରୁ କଟକରେ ପହଞ୍ଚିଲେ ହାଇଦର, ଚାଲିଛି ଜେରା

କଟକ ଅଫିସ,୧୬।୪: କଟକ ବଡ଼ ଡାକ୍ତରଖାନାରୁ ଗତ ଶନିବାର ଫେରାର ହୋଇଥିବା କୁଖ୍ୟାତ ଅପରାଧୀ ଶେକ୍‌ ହାଇଦରଙ୍କୁ ହାଇଦ୍ରାବାଦରୁ ଗୁରୁବାର ସନ୍ଧ୍ୟାରେ ଧରା ଯାଇଥିଲା। ତେବେ ଶୁକ୍ରବାର ବିମାନରେ ତେଲେଙ୍ଗାନାରୁ ଓଡ଼ିଶା ଆଣିଥିଲା କମିଶନରେଟ୍‌ ପୋଲିସ। କଡ଼ା ସୁରକ୍ଷା ବଳୟ ମଧ୍ୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri