ବଢ଼ୁଛି ବଜ୍ରପାତ ବିପଦ
ନୂଆଦିଲ୍ଲୀ, ୧୩ା୭: ବୈଷୟିକ ଜ୍ଞାନକୌଶଳର ଅଗ୍ରଗତି ସତ୍ତ୍ୱେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଭାରତରେ ଅନେକ ଲୋକଙ୍କ ଜୀବନ ଯାଉଛି। ସେଥିମଧ୍ୟରୁ ବଜ୍ରପାତ ପ୍ରମୁଖ କାରଣ ପାଲଟିଛି। ରବିବାର ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଆଦି ରାଜ୍ୟରେ ବଜ୍ରପାତରେ ଅତି କମ୍ରେ ୭୦…
ନେପାଳ ପାର୍ଲାମେଣ୍ଟ କାଏମ
କାଠମାଣ୍ଡୁ, ୧୩।୭(ଆଇଏଏନ୍ଏସ୍): ଏକ ନାଟକୀୟ ଘଟଣାକ୍ରମରେ ନେପାଳ ସୁପ୍ରିମକୋର୍ଟ ସୋମବାର ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ପାର୍ଲାମେଣ୍ଟ ଭଙ୍ଗ ନିଷ୍ପତ୍ତିକୁ ଖାରଜ କରିଦେଇଛନ୍ତି। ପାର୍ଲାମେଣ୍ଟକୁ ପୁନଃ ସ୍ଥାପିତ କରିବା ଲାଗି ସର୍ବୋଚ୍ଚ ଅଦାଲତ ଅନ୍ତରୀଣ ନିର୍ଦ୍ଦେଶନାମା ଜାରି କରିବା ସହ ବିରୋଧୀ…
ଡେମ୍ଚୁକ୍ରେ ଚାଇନା ସୈନ୍ୟ
ଶ୍ରୀନଗର, ୧୩।୭: ଲଦାଖର ଡେମଚୁକ୍ ଅଞ୍ଚଳ ଅନ୍ତର୍ଗତ ସିନ୍ଧୁନଦୀ ଅପରପାର୍ଶ୍ୱରେ ଅବସ୍ଥିତ କେତେକ ଭାରତୀୟ ଗ୍ରାମରେ ତିବ୍ବତୀୟ ଧର୍ମଗୁରୁ ଦଲାଇଲାମାଙ୍କ ଜନ୍ମଦିନ ପାଳନ କରାଯାଉଥିବାବେଳେ ଚାଇନା ସୈନ୍ୟ ଓ ନାଗରିକମାନେ ୫ଟି ଗାଡ଼ିରେ ଆସି ଏହାକୁ ବିରୋଧ କରିଥିଲେ। ଉକ୍ତ ଗାଡ଼ିରେ…
ଭାରତରେ ତୃତୀୟ ଲହର
ହାଇଦ୍ରାବାଦ, ୧୩।୭ : ଜୁଲାଇ ୪ରୁ ଭାରତରେ କୋଭିଡ୍-୧୯ର ତୃତୀୟ ଲହର ଆରମ୍ଭ ହୋଇଥିବା ଭଳି ମନେ ହେଉଥିବା ହାଇଦ୍ରାବାଦର ଜଣେ ଗବେଷକ ସୂଚନା ଦେଇଛନ୍ତି। ୟୁନିଭର୍ସିଟି ଅଫ୍ ହାଇଦ୍ରାବାଦର ପୂର୍ବତନ ପ୍ରୋ-ଭାଇସ୍ଚାନ୍ସେଲର ତଥା ଖ୍ୟାତନାମା ପଦାର୍ଥ ବିଜ୍ଞାନୀ ଡ. ବିପିନ…
ମହାରାଷ୍ଟ୍ର, କେରଳରେ ବଢ଼ୁଛି ସଂକ୍ରମଣ
ମୁମ୍ବାଇ/ନୂଆଦିଲ୍ଲୀ, ୧୩।୭: ମହାରାଷ୍ଟ୍ର ଏବଂ କେରଳରେ କରୋନା ଭୂତାଣୁର ‘ଆର୍’ ଫ୍ୟାକ୍ଟର (ସଂକ୍ରମଣ ହାର) ବଢ଼ୁଥିବାରୁ ଏହାର ଚିନ୍ତାର କାରଣ ହୋଇଛି। ଏହା ଉକ୍ତ ରାଜ୍ୟରେ ସଂକ୍ରମଣର ଆଉ ଏକ ଲହର ଆଣିବା ଆଶଙ୍କା କରାଯାଉଛି। ଆର୍ ଫ୍ୟାକ୍ଟର ହେଉଛି ଭୂତାଣୁ…
ହିମାଚଳପ୍ରଦେଶରେ ବର୍ଷା ବିତ୍ପାତ
ଧର୍ମଶାଳା(ହିମାଚଳ ପ୍ରଦେଶ), ୧୩ା୭: ଦକ୍ଷିଣ-ପଶ୍ଚିମ ମୌସୁମୀଜନିତ ବର୍ଷା ହିମାଚଳପ୍ରଦେଶରେ ବିପର୍ଯ୍ୟୟ ସୃଷ୍ଟି କରିଛି। ରାଜ୍ୟର ଅନେକ ସ୍ଥାନରେ ରବିବାର ରାତିରେ ବାଦଲଫଟା ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଛି। କାଙ୍ଗ୍ରା ଜିଲାରେ ଭୂସ୍ଖଳନ ଯୋଗୁ ବହୁ ଲୋକ ନିଖୋଜ ଥିବା ଜଣାପଡ଼ିଛି।…
ଯୋଗ କରୁଥିଲେ…
ଯୋଗ କରିବା ପୂର୍ବରୁ ଆମକୁ କେତୋଟି ବିଷୟ ପ୍ରତି ନଜର ଦେବାକୁ ପଡ଼ିଥାଏ। ସବୁବେଳେ ଏକ ପ୍ରଦୂଷଣମୁକ୍ତ ପରିବେଶରେ ଯୋଗ କରନ୍ତୁ। ପାର୍କ ନ ଯାଇପାରିଲେ ନିଜ ଘରେ ବସି ଯୋଗ କରିପାରିବେ। ତେବେ କେଉଁ କେଉଁ ଯୋଗ ଆପଣ କରିପାରିବେ,…
ହାଇଟେକ୍ ଡିଭାଇସ୍
ବର୍ତ୍ତମାନ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଘଟିଛି। ଅନେକ ରୋଗର କାରଣକୁ ସହଜରେ ନିରୂପଣ କରାଯାଇ ତାହାର ଠିକ୍ ସମୟରେ ଚିକିତ୍ସା କରାଯାଇପାରୁଛି। ତା’ ସହ ଦିନକୁ ଦିନ ନୂଆ ନୂଆ ଚିକିତ୍ସା ପ୍ରଣାଳୀ ଏବଂ ରୋଗର କାରଣ ଜାଣିବା…
କ୍ରିକେଟର୍ଙ୍କ ଲକେଟ୍କୁ ନେଇ ଜୋରଧରିଲା ଚର୍ଚ୍ଚା
ପାକିସ୍ତାନର ପେସର ହାସନ ଅଲି ତାଙ୍କ ବୋଲିଂରେ ବହୁତ ପ୍ରଭାବିତ କରିଛନ୍ତି କିନ୍ତୁ ଉଇକେଟ ନେବା ପରେ ଉତ୍ସବ ପାଳନ କରିବାର ଶୈଳୀ ଅନ୍ୟମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ। ତାଙ୍କ ଶୈଳୀକୁ ମଧ୍ୟ ଲୋକମାନେ ପସନ୍ଦ କରନ୍ତି। ଉଇକେଟ୍ ନେବା ପରେ ସେ…
ସୋନମ କପୁରଙ୍କ ଡ୍ରେସ୍ ମୂଲ୍ୟ ଜାଣି ଉଡିଯିବ ହୋସ୍: ସେହି ଟଙ୍କାରେ କିଣିହେବ ହୀରା ଅଳଙ୍କାର
ବଲିଉଡ ଅଭିନେତ୍ରୀ ସୋନମ କପୁର ପ୍ରାୟତଃ ତାଙ୍କ ଫ୍ୟାଶନ ଡିଜାଇନ୍କୁ ନେଇ ଚର୍ଚ୍ଚାରେ ରହିଥା’ନ୍ତି। କେବଳ ଭାରତର ସେ ନିଜ ଷ୍ଟାଇଲ ପାଇଁ ଗ୍ଲୋବାଲ ସର୍କଲରେ ମଧ୍ୟ ଏକ ପରିଚୟ ସୃଷ୍ଟି କରିଛନ୍ତି। ସୋନମଙ୍କ ଆଉ ଏକ କ୍ଲାସିକ ଲୁକ ସର୍ବସାଧାରଣଙ୍କ…
ଏହି ରାଜ୍ୟକୁ ଆସିଲେ ଆରଟି-ପିସିଆର ରିପୋର୍ଟ ବାଧ୍ୟତାମୂଳକ
ଡେରାଡୁନ,୧୨।୭: ଦେଶରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିବା ବେଳେ ଆଉ କେତେକ ରାଜ୍ୟରେ ପୁଣି ସଂକ୍ରମଣ ମାମଲା ବୃଦ୍ଧି ପାଉଛି। ଗତ କିଛି ଦିନରୁ ଉତ୍ତରାଖଣ୍ଡରେ ଦୈନିକ ସଂକ୍ରମଣ ହ୍ରାସ ପାଇଥିବା ବେଳେ ସରକାର କିନ୍ତୁ କଟକଣା କୋହଳ କରିବାକୁ ଚାହୁଁନାହାନ୍ତି।…
୧୪ ଦିନିଆ ରିମାଣ୍ଡରେ ଅଲ୍କାଏଦାର ୨ ଆତଙ୍କବାଦୀ
ଲକ୍ଷ୍ନୌ,୧୨।୭: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ରବିବାର ଗିରଫ ହୋଇଥିବା ଅଲ୍କାଏଦା ସଂଗଠନର ୨ଜଣ ଆତଙ୍କବାଦୀଙ୍କୁ ସୋମବାର କୋର୍ଟରେ ହାଜର କରାଯାଇଥିଲା। କଡ଼ା ସୁରକ୍ଷା ବଳୟ ମଧ୍ୟରେ ସେମାନଙ୍କୁ ହାଜର କରାଯାଇଥିଲା। ଆଣ୍ଟି ଟେରୋରିଷ୍ଟ ସ୍କ୍ବାର୍ଡ(ଏଟିଏସ୍) କରିଥିବା ରିମାଣ୍ଡ ଆବେଦନର କୋର୍ଟ ଶୁଣାଣି…

