Home

ପିପିଲିରେ ପୋଲିସ ଡିଜି ଅଭୟ: କରୁଛନ୍ତି ସ୍ଥିତି ସମୀକ୍ଷା

ଭୁବନେଶ୍ୱର, ୧୨।୪(ବ୍ୟୁରୋ): ପିପିଲି ନିର୍ବାଚନ ପ୍ରଚାର ଯେତିକି ଉଷ୍ମ ହେଉଛି, ନିର୍ବାଚନୀ ହିଂସା ନେଇ ସେତିକି ଖବର ଆସିବାରେ ଲାଗିଛି । ଏହାରି ଭିତରେ ସୋମବାର ପିପିଲିରେ ପହଞ୍ଚିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ। ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଓ ଏଡିଜି ଆଇନ…

ସମସ୍ତ ନାଗରିକଙ୍କୁ ଟିକା ମିଳିବା ଉଚିତ୍‌: ରାହୁଲ

ନୂଆଦିଲ୍ଲୀ,୧୨।୪: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପୁଣି ମୋଦିି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦେଶରେ କରୋନା ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରି ରାହୁଲ କହିଛନ୍ତି, ନିରାପଦ ଜୀବନଯାପନ ପ୍ରତ୍ୟେକ ନାଗରିକଙ୍କ ଅଧିକାର। ସମସ୍ତ ନାଗରିକଙ୍କୁ ଟିକା ମିଳିବା ଉଚିତ୍‌।…

ଗୋଟିଏ ଶୋ’ ପାଇଁ ଏତିକି ଟଙ୍କା ନିଅନ୍ତି କପିଲ ଶର୍ମା, ସହ-କଳାକାର

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା କପିଲ ଶର୍ମାଙ୍କ ଶୋ’ ଟେଲିଭିଜନ ଦୁନିଆରେ ସବୁଠୁ ପ୍ରିୟ କମେଡି ଶୋ’ ମଧ୍ୟରୁ ଗୋଟିଏ। ଏହି ଶୋ’ କେବଳ ଦେଶ ନୁହେଁ, ବିଦେଶରେ ମଧ୍ୟ ଲୋକେ ଦେଖିବାକୁ ପସନ୍ଦ କରନ୍ତି। ଶୋ’ରେ ବଡ଼ ବଡ଼…

ପାକିସ୍ତାନରେ ୮ ଅରବ ଡଲାର ନିବେଶ କରିବ ରୁଷିଆ: ଚିନ୍ତାରେ ଭାରତ

ଇସଲାମାବାଦ,୧୨।୪: ଦୀର୍ଘ ନଅ ବର୍ଷର ବ୍ୟବଧାନ ପରେ ନିକଟରେ ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭୋରଭ ପ୍ରଥମ ଥର ପାଇଁ ପାକିସ୍ତାନ ଗସ୍ତରେ ଆସିଥିଲେ। ସେଠାରେ ସେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପକ୍ଷରୁ ନାମରେ ପାକିସ୍ତାନୀ ନେତାମାନଙ୍କୁ ଏକ ବାର୍ତ୍ତା…

ପୋଲିସ ବାବୁ କରୋନା ଆକ୍ରାନ୍ତଙ୍କୁ ଗୋଇଠା ମାରି ଗୋଡ଼ାଇ ଗୋଡ଼ାଇ ନିସ୍ତୁକ ପିଟିଲେ…

ଖଣ୍ଡଓ୍ବା,୧୨।୪: ଦେଶରେ କରୋନା ସଂକ୍ରମଣ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି। ଏପରିସ୍ଥଳେ ମଧ୍ୟପ୍ରଦେଶର ଖଣ୍ଡଓ୍ବା ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସ୍ଥାନୀୟ ବଞ୍ଜାରି ଗାଁର ଜଣେ କରୋନା…

ଇମାମୀ ପେପର ମିଲ୍‌ରୁ ୧୦୧ କରୋନା ପଜିଟିଭ ଚିହ୍ନଟ

ବାଲେଶ୍ୱର ଅଫିସ,୧୨।୪: ବାଲେଶ୍ୱର ଜିଲା ରେମୁଣାସ୍ଥିତ ଇମାମୀ ପେପର ମିଲରୁ ୧୦୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲାରୁ ୧୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୧ ଜଣ କେବଳ…

ହାଇଦର ସହଯୋଗୀ ୟାକୁବଙ୍କ ଆତ୍ମସମର୍ପଣ: ଯୋଗାଉଥିଲେ ବିରିୟାନୀ

ଭୁବନେଶ୍ୱର,୧୨।୪(ବ୍ୟୁରୋ): ଗ୍ୟାଙ୍ଗଷ୍ଟର ହାଇଦରଙ୍କ ସହଯୋଗୀ ସଲୁ ଓରଫ ୟାକୁବ ସୋମବାର କଟକ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଛନ୍ତି। ଏସ୍‌ସିବିରେ ହାଇଦରଙ୍କୁ ବିରିୟାନୀ ଦେଇଥିଲେ ୟାକୁବ । ସେପଟେ ହାଇଦରକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ୍‌ ଜାରି କରିଛି କମିଶନରେଟ୍‌ ପୋଲିସ।…

ଅର୍ଦ୍ଧଶତକ ହାସଲ ପରେ ସ୍ତ୍ରୀଙ୍କ ଉପହାରକୁ ଦେଖାଇଲେ ଏହି କ୍ରିକେଟର

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତୃତୀୟ ମ୍ୟାଚ୍‌ରେ ଇଅନ ମୋର୍ଗାନଙ୍କ ନେତୃତ୍ୱାଧୀନ କୋଲକାତା ନାଇଟ ରାଇଡର୍ସ ୧୦ ରନରେ ଡେଭିଡ ଓ୍ବାର୍ନରଙ୍କ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଛି। ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଏହି…

ଘଣ୍ଟାକରେ ୩୮ ଜଣଙ୍କ ମୁଣ୍ଡ ନେଉଛି କରୋନା

ନୂଆଦିଲ୍ଲୀ,୧୨।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦେଶବ୍ୟାପୀ ସାର୍ବଜନୀକ ଟିକାକରଣ ଜାରି ରହିଥିଲେ ମଧ୍ୟ କରୋନା ସହିତ ଲଢ଼େଇ ଧୀରେଧୀରେ କଷ୍ଟକର ହେବାରେ ଲାଗିଛି। ଦେଶରେ ପ୍ରତିଘଣ୍ଟାରେ ହାରାହାରି ୭ ହଜାର ୩୮ ଜଣ ନୂଆ…

ସୁଶୀଲ ଚନ୍ଦ୍ରା ହେବେ ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ,୧୨।୪: ନିର୍ବାଚନ ଆୟୁକ୍ତ ସୁଶୀଲ ଚନ୍ଦ୍ରା ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ହେବେ ବୋଲି ଜଣାପଡିଛି। ଏଥିପାଇଁ ସରକାରଙ୍କୁ ରାଷ୍ଟ୍ରପତିଙ୍କଠାରୁ ଅନୁମୋଦନ ମିଳିଛି। ସୋମବାର ଏନେଇ ଅଧିସୂଚନା ଜାରି ହେବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ଏବେ ମୁଖ୍ୟ ନିର୍ବାଚନ କମିଶନର ଭାବେ…

ହୃଦ୍‌ଜନିତ ସମସ୍ୟା ଓ ଭିଟାମିନ୍‌ ‘ସି’

ହୃଦ୍‌ଘାତଠାରୁ ନିଜକୁ ଦୂରେଇ ରଖିବାର ଏକ ସରଳ ଉପାୟ ରହିଛି। ଏଥିପାଇଁ ଦୈନନ୍ଦିନ ଖାଦ୍ୟ ତାଲିକାରେ ଭିଟାମିନ୍‌ ‘ସି’କୁ ସାମିଲ କରିବାକୁ ୟୁନିଭର୍ସିଟି ଅଫ୍‌ ଲଣ୍ଡନର ହୃଦ୍‌ରୋଗ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ସେମାନଙ୍କ ମତରେ ଭିଟାମିନ୍‌ ‘ସି’ ହେଉଛି ଏପରି ଏକ…

ବୟଫ୍ରେଣ୍ଡ୍‌ ଶ’ଙ୍କ ବ୍ୟାଟିଂ ଦେଖି ଗର୍ଲଫ୍ରେଣ୍ଡ ଦେଲେ ଏମିତି ପ୍ରତିକ୍ରିୟା

ଭାରତୀୟ ଦଳର ଯୁବ ବ୍ୟାଟ୍ସ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ ଆଇପିଏଲ୍‌ ୨୦୨୧ର ପ୍ରଥମ ମ୍ୟାଚ୍‌ରେ ବିସ୍ଫୋରକ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ସେ ମାତ୍ର ୩୮ଟି ବଲ୍‌ରୁ ୭୨ରନ୍‌ର ପାଳି ଖେଳି ଦଳକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri