ଜେଲରେ ଗଲା ମ୍ୟାଡ୍ଅଫ୍ଙ୍କ ଜୀବନ
ଓ୍ବାଶିଂଟନ୍, ୧୬ା୪: ହଜାର ହଜାର ନିବେଶକଙ୍କ ପାଇଁ ଭରସାର ଅନ୍ୟନାମ ପାଲଟିଥିଲେ ବର୍ନାଡ ମ୍ୟାଡ୍ଅଫ୍। ତାଙ୍କ ନିକଟରେ ନୋବେଲ ବିଜେତା ଏଲି ଓ୍ବିସେଲ, ଫିଲ୍ମ ନିର୍ମାତା ଷ୍ଟିଭେନ ସ୍ପାଇଲବର୍ଗ, ଅଭିନେତା କେଭିନ୍ ବେକନ, କାଏରା ସେଜଓ୍ବିକ୍ଙ୍କ ସମେତ ବହୁ ବ୍ୟାଙ୍କ, କଲେଜ,…
ମେ ୧୫ ଯାଏ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ମନା
ନୂଆଦିଲ୍ଲୀ, ୧୬।୪(ପି.ଟି.):ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସମେତ କେନ୍ଦ୍ରୀୟ ସଂରକ୍ଷଣରେ ଥିବା ତଥା ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍ଆଇ) ଅଧୀନରେ ଆସୁଥିବା ସମସ୍ତ ଐତିହ୍ୟ ସ୍ଥଳ ଓ ସଂଗ୍ରହାଳୟଗୁଡ଼ିକୁ ମେ’ ୧୫…
କିଆରାଙ୍କୁ ୧୦ ମିନିଟ ପାଇଁ ଭେଟିବାକୁ ଚାହୁଁଛନ୍ତି ଏହି ପ୍ରଶଂସକ: ଅଭିନେତ୍ରୀଙ୍କ ଉତ୍ତର ଏବେ ଚର୍ଚ୍ଚାରେ
ବଲିଉଡ୍ ଅଭିନେତ୍ରୀ କିଆରା ଆଡ୍ଭାନୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ପ୍ରଶଂସକଙ୍କ ପାଇଁ ସେ ସବୁବେଳେ ନୂୂଆ ନୂଆ ଫଟୋ ଶେୟାର କରୁଛନ୍ତି। ପ୍ରଶଂସକମାନେ ମଧ୍ୟ ତାଙ୍କ ଫଟୋ ଏବଂ ଭିଡିଓକୁ ଦେଖିବା ପାଇଁ ଚାହିଁ ବସିଥାନ୍ତି। ଏହାର ଏକ ଜ୍ୱଳନ୍ତ…
ଅନ୍ୟ ରାଜ୍ୟକୁ ବସ୍ ସେବା ବନ୍ଦ: ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ୍
ଭୁବନେଶ୍ୱର, ୧୫।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟବ୍ୟାପୀ ନାଇଟକର୍ଫ୍ୟୁ ଜାରି କରିଛନ୍ତି। ପଶ୍ଚିମଓଡ଼ିଶାର ୧୦ଟି ଜିଲାରେ ନାଇଟକର୍ଫ୍ୟୁ ସମେତ ସାପ୍ତାହାନ୍ତ ସଟ୍ଡାଉନ ଏବଂ ଅନ୍ୟ ୨୦ଟି…
ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ, ୧୦ ଜିଲାରେ ସପ୍ତାହାନ୍ତ ସଟ୍ଡାଉନ୍
ଭୁବନେଶ୍ୱର, ୧୫।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ପ୍ରକାରର ଗାଇଡ୍ଲାଇନ୍ ଜାରି କରିଛନ୍ତି। ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ବର୍ତ୍ତମାନ ସାରା ରାଜ୍ୟର ସହରାଞ୍ଚଳରେ ଶନିବାରଠାରୁ ନାଇଟ୍…
କରୋନା ମୁକାବିଲା: ଆଇଏଏସ୍ ଅଫିସରଙ୍କୁ ଜିଲା ଦାୟିତ୍ୱ
ଭୁବନେଶ୍ୱର, ୧୫।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ପ୍ରକାରର ଗାଇଡ୍ଲାଇନ୍ ଜାରି କରୁଛନ୍ତି। ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ବର୍ତ୍ତମାନ ରାଜ୍ୟ ସରକାର ଆଇଏଏସ୍ ଅଫିସରଙ୍କୁ ଜିଲା…
ଏହି କାରଣ ପାଇଁ ବାହା ହେବାକୁ ମନା କରିଥିଲେ ସଲମାନ
ମୁମ୍ବାଇ: ଦବଙ୍ଗ ଖାନ୍ ସଲମାନ୍ଙ୍କ ବିବାହକୁ ନେଇ ପ୍ରଶଂସକମାନେ ସବୁବେଳେ ଉତ୍ସାହିତ ଥାନ୍ତି। ରିଲ୍ରେ ଅନେକ ଥର ବିବାହ ବନ୍ଧନରେ ବାନ୍ଧି ହୋଇଥିବା ସଲମାନ୍ ରିୟଲ ଲାଇଫ୍ରେ କିନ୍ତୁ ଆଜି ପର୍ଯ୍ୟନ୍ତ ବ୍ୟାଚଲର୍ ଅଛନ୍ତି। ସଲମାନ୍ ବିବାହ ପାଇଁ ମନସ୍ଥ କରିଥିଲେ।…
ଝିଅକୁ ବଳାତ୍କାର କରିଥିବା ବ୍ୟକ୍ତିଙ୍କ ଏମିତି ପ୍ରତିଶୋଧ ନେଲେ ବାପା
ବିଶାଖାପାଟନମ,୧୫।୪: ଆନ୍ଧ୍ରପ୍ରଦେଶ ବିଶାଖାପାଟନମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ସହର ଉପକଣ୍ଠରେ ଥିବା ପେଣ୍ଡୁରଥୀ ମଣ୍ଡଳର ଜାଟଟାଠାରେ ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଅଭିଯୁକ୍ତ ହେଉଛନ୍ତି ବି ଆପାରାଲାଜୁ। ପୋଲିସ ଅଭିଯୁକ୍ତକୁ…
ଏ ହେଉଛି ପ୍ରେମ; କ୍ୟାନ୍ସର ସହ ଲଢ଼ୁଥିବା ସ୍ତ୍ରୀଙ୍କୁ ବଞ୍ଚାଇବା ଲାଗି ୧୭ ବର୍ଷ ହେଲାଣି ଭାଓଲିନ୍ ବଜାଉଛନ୍ତି ଏହି ବ୍ୟକ୍ତି…
ତ୍ୟାଗର ଅନ୍ୟନାମ ପ୍ରେମ। କିଛି ଶବ୍ଦରେ ତାକୁ ରୂପ ଦେବା ଅସମ୍ଭବ। ହେଲେ ପଶ୍ଚିମବଙ୍ଗରେ ରହୁଥିବା ସ୍ବପନ ସେଟ ପ୍ରେମର ନୂତନ ପରିଭାଷା ସୃଷ୍ଟି କରିଛନ୍ତି। କୋଲକାତାର ବଳରାମ ଡେ ଷ୍ଟ୍ରିଟ୍ରେ ରୁହନ୍ତି ସ୍ବପନ। ତାଙ୍କ ସ୍ତ୍ରୀ ୨୦୦୨ରୁ କ୍ୟାନ୍ସରରେ ପୀଡ଼ିତ।…
ଦ୍ୱିତୀୟ ଥର କରୋନା ଆକ୍ରାନ୍ତ ହେଲେ ମନ୍ତ୍ରୀ
ଥିରୁଭାନନ୍ତପୁରମ୍,୧୫।୪: ଗୋଟିଏ ଦିନରେ ଦୁଇ ଲକ୍ଷରୁ ଅଧିକ କରୋନା ମାମଲା ରେକର୍ଡ ହେବା ପରେ ଭାରତରେ ମୋଟ ସଂକ୍ରମଣ ଏକ କୋଟି ୪୦ ଲକ୍ଷ ୭୪ ହଜାର ୫୬୪ରେ ପହଞ୍ଚିଛି। ଗତ ସାତ ମାସ ମଧ୍ୟରେ କେରଳର କୃଷି ମନ୍ତ୍ରୀ ଭି.ଏସ…
ସ୍ତ୍ରୀ କିରଣଙ୍କ ପାଇଁ ଅନୁପମ ଖେର ନେଲେ ବଡ଼ ନିଷ୍ପତ୍ତି
ବଲିଉଡ୍ ଅଭିନେତା ଅନୁପମ୍ ଖେର ତାଙ୍କ ସ୍ତ୍ରୀ ତଥା ଭାଜପା ଏମ୍ପି କିରଣ ଖେରଙ୍କର ସମ୍ପୂର୍ଣ୍ଣ ଯତ୍ନ ନେଉଛନ୍ତି। କିରଣ ଏବେ ରକ୍ତ କର୍କଟ ରୋଗରେ ପୀଡିତ ଅଛନ୍ତି। ସେ ମଲ୍ଟିପଲ ମିଲୋମା ନାମକ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ…
ଦଶନ୍ଧିର ସର୍ବଶ୍ରେଷ୍ଠ କ୍ରିକେଟର ହେଲେ କୋହଲି
ଲଣ୍ଡନ,୧୫।୪: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ୱିସଡେନ ଆଲମାନାକ ଦ୍ୱାରା ଦଶନ୍ଧିର ଶ୍ରେଷ୍ଠ ଏକଦିବସୀୟ କ୍ରିକେଟର ଭାବରେ ମନୋନୀତ ହୋଇଛନ୍ତି। ସେହିପରି କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ ‘ବର୍ଷର ଶ୍ରେଷ୍ଠ କ୍ରିକେଟର’ ଭାବରେ…
Archives


