Home

ପାହାଡ ଉପରେ ବସି ଧ୍ୟାନ କରୁଛନ୍ତି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଆଜିକାଲି ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଲକ୍ଷ୍ମୀ ବମ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ତେବେ ମଝିରେ ଏଥିରୁ ବ୍ରେକ୍‌ ନେଇ ସେ ବୁଲିବାକୁ ଯାଇଛନ୍ତି। ୨୮ ବର୍ଷୀୟା କିଆରା ଇନଷ୍ଟାଗ୍ରାମରେ ଏକ ଫଟୋ ଏବଂ ଭିଡିଓ ପୋଷ୍ଟ…

ମଦ ଶୁଙ୍ଘିଲେ ଆଉ ହେବନି କରୋନା ସଂକ୍ରମଣ, ଦାବି କଲେ ବୈଜ୍ଞାନିକ…

ଓ୍ବାଶିଂଟନ,୬।୭: ପୃଥିବୀରେ କରୋନା ମହାମାରୀ ସଙ୍କଟ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ମାର୍ଗଦର୍ଶିକା ଅନ୍ତର୍ଗତ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ନିରନ୍ତର ସାନିଟାଇଜରରେ ହାତ ସଫା କରିବାକୁ ପରାମର୍ଶ ଦିଆଯାଉଛି। ସାନିଟାଇଜରରେ ଆଲକୋହଲ ଥିବାରୁ…

ମାଲାମାଲ୍‌ ହେବାକୁ ଯାଉଛି ବିସିସିଆଇ!

ନୂଆଦିଲ୍ଲୀ,୬।୭: ବିସିସିଆଇ ୨୦୨୨ ପାଇଁ ବଡ ପ୍ରସ୍ତୁତି କରୁଛି। ଆସନ୍ତା ସିଜିନରୁ ଦୁଇଟି ନୂତନ ଦଳ ଆଇପିଏଲ୍‌ରେ ଅନ୍ତର୍ଭୂକ୍ତ କରାଯିବ। ଏହାର ଟେଣ୍ଡର ଶୀଘ୍ର ବାହାରିବାକୁ ଯାଉଛି। କିନ୍ତୁ ଦଳ ବଢିବା ସହିତ ଟୁର୍ନାମେଣ୍ଟର ଫର୍ମାଟ ପରିବର୍ତ୍ତନ ହେବ। କରୋନା ଯୋଗୁ…

ଇତିହାସ ରଚିଲେ ଏହି ବୋଲର୍‌

ଇଂଲଣ୍ଡର କିମ୍ବଦନ୍ତୀ ପେସର୍‌ ଜେମ୍ସ ଆଣ୍ଡରସନ ପ୍ରଥମ ଶ୍ରେଣୀ କ୍ୟାରିୟରରେ ୧୦୦୦ ଉଇକେଟ ନେଇ ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି। ସେ ଲାନକାର୍ଶି ଖେଳିବାବେଳେ କେଣ୍ଟ ବିପକ୍ଷ ମ୍ୟାଚରେ ଏହି ସଫଳତା ହାସଲ କରିଥିଲେ। ଚଳିତ ମାସ ଶେଷରେ ତାଙ୍କର ୩୯ତମ…

ଏହି ଅଙ୍ଗୁର ଦାମ୍‌ ୩୫ହଜାର

ମଧ୍ୟପ୍ରଦେଶ ଜବଲପୁରରେ ଏକ ଆମ୍ବ ବଗିଚାର ଦୃଶ୍ୟ ନିକଟରେ ବେଶ୍‌ ଭାଇରାଲ ହୋଇଥିଲା। ଏହି ଆମ୍ବ ବଗିଚାରେ ତାଇଓ ନୋ ତୋମାଙ୍ଗେ ନାମକ ଜାପାନୀ ଆମ୍ବ ଫଳିଥିବା ବେଳେ ଏହାର ସୁରକ୍ଷା ପାଇଁ କଡ଼ା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କାରଣ ଏହି…

୧୨ ମଦ ବୋତଲ ଖାଲି କରିଦେଲା ମୂଷା!

ଚେନ୍ନାଇ,୬।୭: ତାମିଲନାଡୁର ନୀଳଗିରିରେ ଏକ ମଦ ଦୋକାନରେ ମୂଷା ଆତଙ୍କ ଦେଖାଯାଇଛି। ୧୨ଟି ମଦ ବୋତଲ ମୂଷା କାଟି ଦେଖିଥିବା ମାମଲା ସାମ୍ନାକୁ ଆସିଛି। ସରକାରୀ ମଦ ଦୋକାନରେ ମୂଷାମାନେ ୧୨ ବୋତଲ ମଦ ଖାଲି ଦେଇଛନ୍ତି। ଏହି ମାମଲା ନୀଳଗିରି…

ସାବଧାନ ! ଭାକ୍ସିନ୍‌ କେନ୍ଦ୍ରରୁ ନ ହେଉ ସଂକ୍ରମଣ…

ନୂଆଦିଲ୍ଲୀ,୬।୭: ଦେଶରେ କରୋନା ମହାମାରୀ ସଙ୍କଟ ଜାରି ରହିଥିବାବେଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଭାକ୍ସିନ୍‌ ନେବା ପାଇଁ ବିଭିନ୍ନ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ୍‌ ଲାଗି ରହୁଛି। ଲୋକେ…

ଅଗଷ୍ଟରେ ତୃତୀୟ ଲହର,ସେପ୍ଟେମ୍ବର ଶୀର୍ଷ, ଏସ୍‌ବିଆଇ ରିପୋର୍ଟ…

ନୂଆଦିଲ୍ଲୀ,୭।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଧୀରେଧୀରେ ଥମିବାରେ ଲାଗିଛି। ଏପରିସ୍ଥଳେ ତୃତୀୟ ଲହର ନେଇ ଷ୍ଟେଟ୍‌ ବ୍ୟଙ୍କ ଅପ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ଚେତାବନୀ ଦିଆଯାଇଛି। ଅଗଷ୍ଟରେ ତୃତୀୟ ଲହର ଆସିବ। ସେହିପରି ସେପ୍ଟେମ୍ବର ଏହା ଶୀର୍ଷରେ ପହଞ୍ଚିବ।…

ଆଜିର ଦିନରେ କ୍ରିକେଟ ପଡ଼ିଆରେ ଇତିହାସ ରଚିଥିଲେ ରୋହିତ ଶର୍ମା

ଭେଟେରାନ ଭାରତୀୟ ଓପନର୍‌ ରୋହିତ ଶର୍ମା ଏବଂ ତାଙ୍କ ପ୍ରଶଂସକଙ୍କ ପାଇଁ ୬ ଜୁଲାଇ ତାରିଖ ଅତ୍ୟନ୍ତ ସ୍ବତନ୍ତ୍ର। ଦୁଇ ବର୍ଷ ପୂର୍ବେ ଖେଳାଯାଇଥିବା ଆଇସିସି ଦିନିକିଆ ବିଶ୍ୱକପରେ ରୋହିତ ଏହି ଦିନ ଇତିହାସ ସୃଷ୍ଟି କରିଥିଲେ। ଆଇସିସି ବିଶ୍ୱକପ ୨୦୧୯ରେ…

୧୧୧ ଦିନ ପରେ ସର୍ବନିମ୍ନ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୬।୭: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାରେ ଲଗାମ୍‌ ଲାଗିଛି। ଦୈନିକ ସଂକ୍ରମଣ ଲଗାତାର ୨ଦିନ ଧରି ୪୦ ହଜାର ତଳେ ରହିଛି। ୧୧୧ ଦିନ ପରେ ଦୈନିକ…

ତାଲିବାନ୍‌ କବ୍‌ଜାରେ ଆଫଗାନ ସୈନ୍ୟଙ୍କ ୭୦୦ ଟ୍ରକ୍‌

କାବୁଲ, ୬।୭: ତାଲିବାନ ଉଗ୍ରପନ୍ଥୀମାନେ ଗତ ମାସରେ ଆଫଗାନିସ୍ତାନ ସୈନ୍ୟବାହିନୀର ପ୍ରାୟ ୭୦୦ ଟ୍ରକ୍‌ ଓ ଅନ୍ୟ ସାମରିକ ଯାନ କବ୍‌ଜା କରିଥିବା ଜଣାପଡ଼ିଛି। ତାଲିବାନ ଚାପ ଯୋଗୁ କେତେକ ଜିଲାରେ ସ୍ଥାନୀୟ ସୁରକ୍ଷା ବଳ ଉଭାନ ହୋଇଗଲେଣି। ଆଫଗାନିସ୍ତାନରୁ ଆମେରିକା…

ମୋଦି, ମମତାଙ୍କୁ ହାସିନାଙ୍କ ଆମ୍ବ ଭେଟି

ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ତାଙ୍କ ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଖକୁ ୨,୬୦୦ କିଲୋଗ୍ରାମ ଆମ୍ବ ପଠାଇଛନ୍ତି। ବାଂଲାଦେଶରୁ ଟ୍ରକ୍‌ରେ ଏହି ପ୍ରସିଦ୍ଧ ‘ହରିଭାଙ୍ଗା’ ଆମ୍ବ ରବିବାର ଅପରାହ୍ନରେ ସୀମା ଅତିକ୍ରମ କରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri