Home

କଇଁଚି ନ ମିଳିବାରୁ ହାତରେ ଫିତା ଛିଡାଇ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ,୫।୭: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ରାଜନ୍ନା ସିରସିଲା ଜିଲାରେ ପହଞ୍ଚି ହାଉସିଂ ୟୁନିଟ ଉଦ୍‌ଘାଟନ କରିଥିଲେ। ଏହି ସମୟରେ, ସେହି ସ୍ଥାନରେ ରିବନ କାଟିବା ପାଇଁ କଇଁଚି ଉପଲବ୍ଧ ନ ଥିଲା। ରାଓ କିଛି ସମୟ ଅପେକ୍ଷା କଲେ…

ପ୍ରଥମ ସ୍ତ୍ରୀଙ୍କୁ ଛାଡପତ୍ର ବାବଦରେ ଦେଇଥିଲେ ଏତିକି ଟଙ୍କା ଦେଇଥିଲେ ଅମିର ଖାନ୍‌

ବଲିଉଡର ସୁପରଷ୍ଟାର ଅମିର ଖାନ ତାଙ୍କର ଦ୍ୱିତୀୟ ସ୍ତ୍ରୀ କିରଣ ରାଓଙ୍କୁ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ୧୫ ବର୍ଷ ପୂର୍ବେ ଅମିର ଏବଂ କିରଣ ବିବାହ କରିଥିଲେ। କିନ୍ତୁ ଆପଣ ଜାଣନ୍ତି କି ଅମିର ତାଙ୍କର ପ୍ରଥମ ସ୍ତ୍ରୀ ରୀନା…

ଅନ୍‌ଲକ୍‌-୪, ଖୋଲିବ ସ୍କୁଲ-କଲେଜ…

ପାଟନା,୫।୭: ବିହାରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅନ୍‌ଲକ୍‌-୪ ସମ୍ପର୍କରେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏହି ପ୍ରର୍ଯ୍ୟାୟରେ ରାଜ୍ୟରେ ସ୍କୁଲ୍‌, କଲେଜ ଖୋଲାଯିବ ବୋଲି ସେ କହିଛନ୍ତି। ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ। ସେହିପରି କଲେଜ,…

ବିତର୍କ ବେଳେ ମହିଳା ସଦସ୍ୟଙ୍କୁ ମାଡ଼ ମାରିଲେ ଏମ୍‌ପି

ଟ୍ୟୁନିଶ୍‌,୫।୭: ଟ୍ୟୁନେଶିଆର ସଂସଦରେ ହିଂସାର ଏକ ମାମଲା ସାମ୍ନାକୁ ଆସିଛି। ବିତର୍କ ସମୟରେ ଜଣେ ମହିଳା ସଦସ୍ୟଙ୍କୁ ଅନ୍ୟ ଜଣେ ଏମ୍‌ପି ମାଡ଼ ମାରିଥିବା ଦେଖିବାକୁ ମିଳିଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ,…

ଆଧୁନିକ ଚିକିତ୍ସା ପ୍ରଣାଳୀ

ସାରା ପୃଥିବୀରେ ଯେତେ ଦେଶ ରହିଛି, ପ୍ରତ୍ୟେକ ଦେଶର ନିଜସ୍ବ ସ୍ବଦେଶୀ ଚିକିତ୍ସା ପଦ୍ଧତି ରହିଛି, ତାହା ସହ ଆଧୁନିକ ଚିକିତ୍ସା ପଦ୍ଧତିକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଆମ ଭାରତରେ ପାରମ୍ପରିକ ତଥା ସର୍ବପୁରାତନ ଆୟୁର୍ବେଦ ଚିକିତ୍ସା ପ୍ରଣାଳୀ ଏକ ସ୍ବତନ୍ତ୍ର।…

ସ୍ତ୍ରୀଙ୍କଠାରୁ ପ୍ରବଳ ଗାଳି ଖାଇଲେ ଏହି ପ୍ରସିଦ୍ଧ କ୍ରିକେଟର୍‌: ପଛରେ ରହିଛି ଏହି କାରଣ

ଟିମ ଇଣ୍ଡିଆରୁ ବାଦ୍‌ ପଡିଥିବା ଉଇକେଟ କିପର-ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ‘ବ୍ୟାଟ୍‌କୁ ପଡ଼ୋଶୀଙ୍କ ସ୍ତ୍ରୀ’ଙ୍କ ସହ ତୁଳନା କରିବା ମହଙ୍ଗା ପଡିଛି। ଏବେ ଏହି ମନ୍ତବ୍ୟ ପାଇଁ ସେ କ୍ଷମା ମାଗିଛନ୍ତି। ଶ୍ରୀଲଙ୍କା ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ସିରିଜର ଦ୍ୱିତୀୟ…

ଶ୍ରୀଲଙ୍କାରେ ଡ୍ରାଗନ ସୈନ୍ୟ…

କଲମ୍ବୋ,୫।୭: ଭାରତ ପାଇଁ ସମସ୍ୟା ସୃଷ୍ଟି କରିବା ଲାଗି ଚାଇନା ଉଦ୍ୟମ ଅବ୍ୟାହତ ରଖିଛି। ପୂର୍ବରୁ ପାକିସ୍ତାନରେ ଡ୍ରାଗନ ସୈନ୍ୟ ନିଜର ସଂଖ୍ୟା ବୃଦ୍ଧି କରିସାରିଛି। ନିଜର ବିସ୍ତାରବାଦୀ ଯୋଜନା ଆଧାରରେ ଚାଇନା ଏଭଳଳି କାର୍ଯ୍ୟ ଜାରି ରଖଛି। ଏବେ ଶ୍ରୀଲଙ୍କାରେ…

ସୋସିଆଲ ମିଡିଆରେ ଫଟୋ ଶେୟାର କରି ଏହି ଅଭିନେତ୍ରୀ ଲେଖିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମୌନୀ ରାୟ ତାଙ୍କର ହଟ୍‌ ଏବଂ ବୋଲ୍ଡ ଲୁକ୍‌କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ସେ ଅଧିକାଂଶ ସମୟ ସୋସିଆଲ ମିଡିଆରେ ଆକ୍ଟିଭ୍‌। ରୁହନ୍ତି। ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ପ୍ରତିଦିନ କିଛି ନା କିଛି…

ଚିନିକଳ ଦୁର୍ନୀତିର ଯାଞ୍ଚ୍‌ ପାଇଁ ଶାହାଙ୍କ ଅନୁମତି ଲୋଡ଼ିଲା ଇଡ଼ି, ଗଡ଼କରୀଙ୍କ ୨ କଳ ବି ସାମିଲ୍‌…

ମୁମ୍ବାଇ,୫।୭: ମହାରାଷ୍ଟ୍ରରେ ଚିନିକଳ କିଣିବାରେ ବ୍ୟାପକ ଅର୍ଥ ହେର୍‌ଫେର୍‌ ହୋଇଥିବା ଅଭିଯୋଗ ହୋଇଛି। ପ୍ରାୟ ୨୫ ହଜାର କୋଟି ଟଙ୍କାର ଏହି ଦୁର୍ନୀତିର ଯାଞ୍ଚ୍‌ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡ଼ି) ପକ୍ଷରୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅନୁମତି ଲୋଡ଼ାଯାଇଛି। ଚିନିକଳ ଗୁଡ଼ିକର…

ଚର୍ଚ୍ଚାରେ ପ୍ରିୟା ପ୍ରକାଶ

ମୁମ୍ବାଇ: ‘ଓ୍ବଙ୍କ୍‌ ଗର୍ଲ’ ପ୍ରିୟା ପ୍ରକାଶ ତାଙ୍କର ଆଖି ମାରିବା ଷ୍ଟାଇଲ୍‌ ଯୋଗୁ ରାତାରାତି ପ୍ରସିଦ୍ଧି ଲାଭ କରିଥିଲେ। ଏଥିସହିତ ପ୍ରିୟା ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରୁହନ୍ତି। ଆଜିକାଲି ସେ ତାଙ୍କର ସୁନ୍ଦର ସୁନ୍ଦର ଫଟୋ ସୋସିଆଲ ମିଡିଆରେ ଦେଖିବାକୁ…

ଓଡ଼ିଶାରେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର,୫ା୭(ବ୍ୟୁରୋ): କୋଭିଡ୍‌ ସ୍ଥିତି ଅନୁଧ୍ୟାନ ପାଇଁ ଆଜି ଓଡ଼ିଶାରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍‌। ଏହି ଟିମ୍‌ରେ କୋଲକାତାର ଜନସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଶିବାନୀ ଦତ୍ତ ଓ ଭୁବନେଶ୍ୱର ଏମ୍ସର ପ୍ରଫେସର ପ୍ରଶାନ୍ତ ମହାପାତ୍ର ରହିଛନ୍ତି। ଟିମ୍‌ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସହ…

ଆମିର-କିରଣଙ୍କ ଛାଡ଼ପତ୍ର ଘୋଷଣା ପରେ ଇରାଙ୍କ ପ୍ରଥମ ପୋଷ୍ଟ

ମୁମ୍ବାଇ: ନିକଟରେ ବଲିଉଡ୍‌ ପରଫେକ୍ଟନିଷ୍ଟ ଆମିର ଖାଁ ଓ ପତ୍ନୀ କିରଣ ରାଓ ନିଜର ଛାଡ଼ପତ୍ର ନେଇ ଘୋଷଣା କରିଥିଲେ। ଉଭୟ ପାରସ୍ପରିକ ସହମତିରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଦୀର୍ଘ ୧୫ବର୍ଷ ପରେ ଦୁହିଁଙ୍କ ବୈବାହିକ ଜୀବନରେ ଫାଟ ସୃଷ୍ଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri