Home

ବିରୁଷ୍କାଙ୍କ ଥ୍ରୋ ବ୍ୟାକ୍‌ ଫଟୋ ଭାଇରାଲ

ମୁମ୍ବାଇ,୬।୭: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ସ୍ବାମୀ ତଥା ଭାରତୀୟ କ୍ରିକେଟର ଅଧିନାୟକ ବିରାଟ କୋହଲି ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ପ୍ରାୟ ସମୟରେ ନିଜ କାର୍ଯ୍ୟକଳାପକୁ ନେଇ ଦୁହେଁ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ମସ୍ତିମଜାକର ଫଟୋ ଓ ଭିଡିଓ…

ବିପଦ ଆସୁଛି ମାଡ଼ି, ବୁଡ଼ିଯିବ ଉପକୂଳ ସହର…

ବେଜିଂ,୬।୭: ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱତାପନ ବୃଦ୍ଧି ପାଇବାରେ ଲାଗିଛି। ଏହାଯୋଗୁ ମେରୁ ଅଞ୍ଚଳରେ ବରଫ ପାହାଡ଼ ତରଳିବାରେ ଲାଗିଛି। ଏହାର ପ୍ରଭାବରେ ସମୁଦ୍ର ଜଳସ୍ତର ୧୯୫୧ ତୁଳନାରେ ଯଥେଷ୍ଟ ବୃଦ୍ଧି ପାଇଛି। ଏହିଧାରା ଜାରି ରହିଲେ ୨୦୫୦ ବେଳକୁ ବହୁ…

କେବଳ ପୁରୀରେ ହେବ ରଥଯାତ୍ରା, ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୬।୭: ଚଳିତ ବର୍ଷ କେବଳ ପୁରୀରେ ହିଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। ଓଡ଼ିଶାର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବନାହି ବୋଲି ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ କାଏମ୍‌…

ପ୍ରଶଂସକଙ୍କ ୧୩ ବର୍ଷର ସ୍ବପ୍ନ ପୂରଣ କଲେ ଧୋନୀ

ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ନେଇଛନ୍ତି, କିନ୍ତୁ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ହ୍ରାସ ପାଇନାହିଁ। ତାଙ୍କ ପ୍ରଶଂସକମାନେ ଧୋନୀଙ୍କୁ ପଡ଼ିଆରେ ଦେଖିବା, ତାଙ୍କୁ ଭେଟିବା ଏବଂ ତାଙ୍କ ସହିତ ସମୟ ବିତାଇବାକୁ ଇଚ୍ଛା କରନ୍ତି।…

ଥାଓ୍ବରଚନ୍ଦ କର୍ନାଟକର ନୂଆ ରାଜ୍ୟପାଳ

ବେଙ୍ଗାଲୁରୁ,୬।୭: ମୋଦି କ୍ୟାବିନେଟର ସମ୍ପ୍ରସାରଣ ପୂର୍ବରୁ ମଙ୍ଗଳବାର ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ୮ଟି ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତି କରିଛନ୍ତି। ଏହିକ୍ରମରେ କେନ୍ଦ୍ର ମନ୍ତ୍ରୀ ଥାଓ୍ବର ଚନ୍ଦ ଗେହଲଟ ମଧ୍ୟ ରହିଛନ୍ତି। ଥାଓ୍ବର ଚନ୍ଦ ଗେହଲଟଙ୍କୁ…

ଟୁଇଟରକୁ ହାଇକୋର୍ଟଙ୍କ ଭର୍ସନା…

ନୂଆଦିଲ୍ଲୀ,୬।୭: ଟୁଇଟର ଏବଂ ସରକାରଙ୍କ ମଧ୍ୟରେ ବିବାଦ ଥମିବାର ନାଁ ଧରୁନି। ଏପରିସ୍ଥଳେ ଆବାସିକ ଅଭିଯୋଗ ଅଧିକାରୀ ନିଯୁକ୍ତ ନ କରିଥିବାରୁ ଦିଲ୍ଲୀ ହାଇକୋର୍ଟ ଟୁଇଟରକୁ ଭର୍ସନା କରିଛନ୍ତି। ଜୁନ୍‌ ୨୧ରେ ଆବାସିକ ଅଭିଯୋଗ ଅଧିକାରୀଙ୍କ କାର୍ଯ୍ୟକାଳ ଶେଷ ହେବାପରେ ସେହି…

ଶ୍ୟାମା ପ୍ରସାଦ ମୁର୍ଖାଜୀଙ୍କ ୧୨୦ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ମୋଦି

ନୂଆଦିଲ୍ଲୀ,୬।୭: ଭାରତୀୟ ଜନସଂଘର ପ୍ରତିଷ୍ଠାତା ଶ୍ୟାମ ପ୍ରସାଦ ମୁର୍ଖାଜୀଙ୍କ ୧୨୦ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ଏହି ଅବସରରେ ବିଦ୍ୱାନ ଓ ବୁଦ୍ଧିଜୀବୀ ଶ୍ୟାମା ପ୍ରସାଦଙ୍କୁ ମନେପକାଇ ମୋଦି ଏକ ଟୁଇଟ କରିଛନ୍ତି। ମୁର୍ଖାଜୀଙ୍କ ଜୟନ୍ତୀରେ ମୋଦି…

ସମଲିଙ୍ଗୀ ବିବାହ ନେଇ କେନ୍ଦ୍ରକୁ ହାଇକୋର୍ଟଙ୍କ ନୋଟିସ୍‌ ଜାରି …

ନୂଆଦିଲ୍ଲୀ,୬।୭: ସମଲିଙ୍ଗୀ ବିବାହକୁ ନେଇ କେନ୍ଦ୍ର ସରକାରଙ୍କୁ ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। କେନ୍ଦ୍ର ସରକାର ସମଲିଙ୍ଗୀ ବିବାହ ନେଇ କହିଥିଲେ ଯେ, ଦେଶର ଆଇନ ବ୍ୟବସ୍ଥା ଏବଂ ସାମାଜିକ ବୈବାହିକ ପରମ୍ପରାକୁ ଦୃଷ୍ଟିରେ ରଖି ଏହାକୁ ମାନ୍ୟତା…

କ୍ୟାବିନେଟ ବୈଠକ ବାତିଲ

ନୂଆଦିଲ୍ଲୀ,୬।୭: କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ତାଙ୍କ ବାସଭବନରେ ଏକ ବୈଠକ ହେବାର ଥିଲା। ହେଲେ ଏହି ବୈଠକକୁ ଏବେ ବାତିଲ କରାଯାଇଥିବା ସୂଚନା ରହିଛି। ଏହି ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ…

ମୋଦିଙ୍କ କ୍ୟାବିନେଟ୍‌ ସମ୍ପ୍ରସାରଣ, ଏସବୁ ନେତାଙ୍କୁ ଫୋନ୍‌…

ନୂଆଦିଲ୍ଲୀ,୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ ସମ୍ପ୍ରସାରଣ ନେଇ ନାନା ଚର୍ଚ୍ଚା ଜାରି ରହିଛି। କ୍ୟାବିନେଟ୍‌ରେ କେଉଁମାନଙ୍କୁ ସ୍ଥାନ ମିଳିବାର ସମ୍ଭାବନା ରହିଛି ସେ ନେଇ କଳ୍ପନା ଜଳ୍ପନା ଜାରି ରହିଛି। ତେବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ କାର୍ଯ୍ୟାଳୟ…

ଚୁମ୍ବନ ସିନ୍‌ ଯୋଗୁ ଚର୍ଚ୍ଚାରେ ଥିଲେ ଏହି ହିଟ୍‌ ଯୋଡି: କଟ୍‌ କହିବା ପରେ ମଧ୍ୟ..

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ରଣବୀର ସିଂ ଇଣ୍ଡଷ୍ଟ୍ରିର ସବୁଠାରୁ ହିଟ୍‌ କପଲ୍‌ ଭାବେ ଜଣାଶୁଣା। ଅଫସ୍କ୍ରିନ ହେଉ କିମ୍ବା ଅନସ୍କ୍ରିନ ହେଉ, ଦୁହେଁ ପ୍ରାୟତଃ ପରସ୍ପରକୁ ସମ୍ମାନ ଦେଉଥିବା ଦେଖାଯାଏ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସଞ୍ଜୟ ଲୀଲା…

୬୮ ଲକ୍ଷ ଟଙ୍କାର ଜୋତା ପିନ୍ଧନ୍ତି ଏହି ଅଭିନେତା

ବଲିଉଡ୍‌ର ସବୁଠୁ ପ୍ରତିଭାସମ୍ପନ୍ନ କଳାକାର ମଧ୍ୟରୁ ଅନ୍ୟତମ ରଣବୀର ସିଂ ଆଜି ୩୬ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କୁ ବିଭିନ୍ନ ଆଡୁ ଜନ୍ମଦିନର ଶୁଭେଚ୍ଛା ମିଳୁଛି। ବଲିଉଡ୍‌ର ଆଗଧାଡିର ନାୟକ ରଣବୀର ଫିଲ୍ମ କ୍ୟାରିୟରରେ ଅନେକ ହିଟ୍‌ ଫିଲ୍ମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri