ଘରେ ଥିବା ଏହି ୮ ଜିନିଷ କରିଦେବ କାଙ୍ଗାଳ; ଯେତେଶୀଘ୍ର ପାରୁଛନ୍ତି କରନ୍ତୁ ଏପରି…

ଗ୍ରହର ଆମ ଜୀବନରେ ମହତ୍ୱ ଅଧିକ। କାରଣ ଏହାର ଚଳନ ବ୍ୟକ୍ତିର ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ। ଦଶା ଠିକ୍‌ ନ ରହିଲେ ହେଉଥିବା କାମ ଅଟକି ଯାଇଥାଏ। ଏଭଳି କ୍ରମରେ ଯଦି ଆପଣଙ୍କ ଆର୍ଥିକ ସ୍ଥିତି ଭଲ ନାହିଁ ଅଥବା ଆପଣ ଧନବାନ ହେବାକୁ ଚାହୁଁଛନ୍ତି ତେବେ ସେଭଳି ୮ଜିନିଷ ବିଷୟରେ ଜାଣନ୍ତୁ ଯାହା ଆପଣଙ୍କୁ ଧନୀ ହେବାରୁ ରୋକିଥାଏ…

-ପାରା ବସା: ଘରକୁ ପାରା ଆସିବା, ବସା କରିବା, ଅଣ୍ଡା ଦେବା ଏବଂ ଅଣ୍ଡା ଫାଟିବା। ଏସବୁରେ ହେବାକୁ ଥିବା ଅପରିଷ୍କାର ପରିବେଶ ଯୋଗୁ ଆର୍ଥିକ ସ୍ଥିତି ଭଲ ହେବା ପରିବର୍ତ୍ତେ ଖରାପ ହୋଇଥାଏ। କିଛି ଲୋକ ନିଜ ଛାତରେ ବାଜରା, ଗହମ ପକାଇଥାନ୍ତି। ଏହା କରିବା ଭଲ ନୁହେଁ। ପକ୍ଷୀମାନଙ୍କୁ ଖାଇବାକୁ ଏବଂ ପାଣି ଦେବାକୁ ଚାହୁଁଥିଲେ ଘର ଭିତରେ ନ କରି ବାହାରେ କରନ୍ତୁ। ପାରା ଘରକୁ ଆସିବା-ଯିବାକୁ ରୋକନ୍ତୁ। ନଚେତ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିବ।

-କଣ୍ଟାଜାତୀୟ ଗଛ ଲଗାନ୍ତୁ ନାହିଁ: ଘରେ କଣ୍ଟା ଜାତୀୟ ନଚେତ କ୍ଷୀର ବାହାରୁଥିବା ବୃକ୍ଷ ଲଗାନ୍ତୁ ନାହିଁ। ବିଶେଷକରି ଏହାକୁ ତୁଳସୀ ଗଛ ଆଖପାଖରେ ଲଗାନ୍ତୁ ନାହିଁ।

-ଝାଡ଼ୁ: ଝାଡ଼ୁକୁ ସର୍ବଦା ଲୋକଙ୍କ ଦୃଷ୍ଟି ଆଢ଼ୁଆଳରେ ରଖନ୍ତୁ। କାରଣ ଏହାକୁ ଲକ୍ଷ୍ମୀ ଏବଂ ଶୁକ୍ରଙ୍କ ପ୍ରତୀକ ବୋଲି କୁହାଯାଏ। ଏଣୁ ଏହାକୁ ଲୁଚାଇ ସୋଫା ନଚେତ ଖଟ ତଳେ ରଖନ୍ତୁ। ଛିଡ଼ା କରି ଝାଡ଼ୁକୁ ରଖନ୍ତୁ ନାହିଁ।

-ଭାଙ୍ଗିଯାଇଥିବା ଜିନିଷ ରଖନ୍ତୁ ନାହିଁ: ଖରାପ ହୋଇଯାଇଥିବା ଘଣ୍ଟା, ଭଙ୍ଗା ଦର୍ପଣ, ଖରାପ ହୋଇଥିବା ଇଲେକ୍ଟ୍ରୋନିକ ଜିନିଷ, ଜଙ୍କ ଲାଗିଯାଇଥିବା ଲୁହା, ଓଦା କାଠ, ଭାଙ୍ଗିଯାଇଥିବା ଆସବାବସାମଗ୍ରୀ ରଖନ୍ତୁ ନାହିଁ। ଏହାକୁ ଶୀଘ୍ର ଘରୁ ବାହାର କରିଦିଅନ୍ତୁ।

-ଘରର ଶିଢ଼ୀ ତଳେ ରୋଷେଇ ଘର କରନ୍ତୁ ନାହିଁ। ଘରର ଶିଢ଼ି ତଳେ ରୋଷେଇ ଘର ନଚେତ ଟଏଲେଟ୍‌ କରନ୍ତୁ ନାହିଁ। ଇନଭର୍ଟର, ଜୋତା-ଚପଲ ଆଦି ଶିଢ଼ି ତଳେ ରଖନ୍ତୁ ନାହିଁ। ବାସ୍ତୁ ଅନୁଯାୟୀ ଜୀବନରେ ଶିଢ଼ି ଉଚ୍ଚକୁ ନେଇଥାଏ।

-କବାଟ, ଝରକା ଶବ୍ଦ କରୁ ଖୋଲୁଥିଲେ ତାକୁ ତୁରନ୍ତ ଠିକ୍‌ କରନ୍ତୁ।

-ଚିରା ପୋଷାକ: ଫ୍ୟାଶନ ପାଇଁ ପିନ୍ଧା ଯାଉଥିବା ଫଟା ପୋଷାକକୁ ବିଲ୍‌କୁଲ ପିନ୍ଧନ୍ତୁ ନାହିଁ। ସର୍ବଦା ସଫାସୁତୁରା, ଆଇରନ୍‌ ଦିଆଯାଇଥିବା ପୋଷାକ ପିନ୍ଧନ୍ତୁ।

-ଘରେ ପାଣି ଝରୁଥିଲେ, କାନ୍ଥ ଓଦା ହେଉଥିଲେ ତୁରନ୍ତ ତାହାକୁ ଠିକ୍‌ କରନ୍ତୁ। ଏହା ଭଲ ସଙ୍କେତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

ଏବେ କିଣିନିଅନ୍ତୁ ସୁନା, ବଢିବ ସୁନାଦର; ଏକ୍ସପର୍ଟ କହିଦେଲେ କେବେ…

ନୂଆଦିଲ୍ଲୀ,୪।୯: ପାର୍ୱଣ ଏବଂ ବିବାହ ଋତୁ ପାଇଁ ପ୍ରସ୍ତୁତି ଚଳାଇଥିବା ଲୋକଙ୍କ ନିମନ୍ତେ ସେପ୍ଟେମ୍ୱର ମାସଟି ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ସମ୍ପ୍ରତି ସୁନା ଦରରେ କିଛିଟା…

ସ୍କୁଟି-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ଚାଲିଗଲା ଶିକ୍ଷକଙ୍କ ଜୀବନ

ମାଲକାନଗିରି,୪।୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ୍‌ ଅଞ୍ଚଳରେ ଏକ ସ୍କୁଟି ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛିା। ମୃତକ…

ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଖେଳାଳି, କାହିଁକି ଜାଣନ୍ତୁ…

ନୂଆପଡ଼ା,୪ା୯(ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦିବ୍ୟାଙ୍ଗ କ୍ରିକେଟ ଖେଳର ବିକାଶ ପାଇଁ ଗୁରୁବାର ଜନସଂଘର୍ଷ ଦିବ୍ୟାଙ୍ଗ କ୍ରିକେଟ ଆସୋସିଏଶନ (ଜେଏସ୍‌ଡିସିଏ) ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛି। କୋଚ୍‌ କପିଳଦେବ…

ଗାଡ଼ିଚାଳକଙ୍କୁ ଗୋଲାପ ଦେଇ ସୁରକ୍ଷିତ ଯାତ୍ରାର ବାର୍ତ୍ତା ଦେଲା ପୁରୁଷୋତ୍ତମପୁର  ପୋଲିସ

ପୁରୁଷୋତ୍ତମପୁର, ୪।୮ (ସବିତା ମିଶ୍ର): ଗଞ୍ଜାମ ଜିଲ ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ଶୁକ୍ରବାର ସଡ଼କ ଦୁର୍ଘଟଣାଜନିତ ଶୂନ୍ୟ ମୃତାହତ ଲକ୍ଷ୍ୟରେ ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ଆଇଆଇସି…

ମାଛଚାଷରେ ମାଇକ୍ରୋଆଲଗେ ବ୍ୟବହାର, ବାଣିଜ୍ୟ ସମ୍ଭାବନାକୁ ନେଇ…

ଭଞ୍ଜନଗର,୪ା୯(ବାବୁଲା ପ୍ରଧାନ): ମାଛଚାଷରେ ମାଇକ୍ରୋଆଲଗେର ବ୍ୟବହାର ଓ ଏହାର ବାଣିଜି୍ୟକ ସମ୍ଭାବନାକୁ ନେଇ ଭଞ୍ଜନଗର ନିକଟସ୍ଥ ଦୁବ ଫିସ ଫାର୍ମରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ବିୟୋଗ, ଶେଷ ଦର୍ଶନ କଲେ ବିଧାୟକ

ଗଞ୍ଜାମ, ୪/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ସୁଧୀର ବିଶ୍ୱାଳ (୬୧)ଙ୍କ ବିୟୋଗ ଘଟିଛି। ତାଙ୍କ ବିୟୋଗରେ ସ୍ଥାନୀୟ…

କୋରାପୁଟର ୮୮,୨୮୯ ଚାଷୀଙ୍କ ଖାତାକୁ ଗଲା ୧୭.୮୮ କୋଟି ଟଙ୍କା

କୋରାପୁଟ,୪ା୯(ଅମିତାଭ ବେହରା): ରବି ଋତୁରେ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ସିଏମ୍‌-କିଷାନ ଯୋଜନାର ୫ମ କିସ୍ତି ଶୁକ୍ରବାର ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri