ହାତକୁ ଦୁଇ ହାତ ହେବେ ଟେଲି ଦୁନିଆର ଏହି ଲୋକପ୍ରିୟ ଯୋଡ଼ି; ଧାର୍ଯ୍ୟ ହେଲା ତାରିଖ, ଭାଇରାଲ ହେଉଛି…
ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ବିଗ୍ବସ୍ ଫେମ୍ ଗାୟକ ରାହୁଲ ବୈଦ୍ୟ। ଟେଲିଭିଜନ ଅଭିନେତ୍ରୀ ଦିଶା ପରମାରଙ୍କ ହାତ ଧରିବେ ସେ। ଏବେ ଉଭୟଙ୍କ ବିବାହ ତାରିଖ ଫାଇନାଲ ହୋଇଛି। ଉଭୟ ନିଜର ସୋସିଆଲ ଆକାଉଣ୍ଟରେ ପ୍ରଶଂସକଙ୍କ ସହ…
ନୂତନ ବ୍ୟବସାୟ ଆରମ୍ଭ କରିବା ବିଷୟରେ ଚିନ୍ତା କରୁଛନ୍ତି କି? ଚାଣକ୍ୟଙ୍କ ଏହି ୪ କଥା ମାନିଲେ ହେବେ ସଫଳ
ଅର୍ଥଶାସ୍ତ୍ରର ବଡ଼ ବିଦ୍ୱାନ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ବାଣିଜ୍ୟ ଉପରେ ଗଭୀର ଅଧ୍ୟୟନ କରିଥିଲେ। ସେ ଅର୍ଥନୀତିକୁ ନେଇ ଅନେକ ପରାମର୍ଶ ଦେଇଛନ୍ତି। ଚାଣକ୍ୟଙ୍କ ମତରେ ବ୍ୟବସାୟରେ ସଫଳ ହେବାକୁ ହେଲେ ସର୍ବଦା ବିପଦକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ…
କାଉଡ଼ି ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଲେ ଉତ୍ତରାଖଣ୍ଡ ସରକାର
ଡେରାଡୁନ,୬।୭: ଚଳିତ ବର୍ଷ ଜୁଲାଇ ୨୫ରୁ ଆରମ୍ଭ ହେବ କାଉଡ଼ି ଯାତ୍ରା। ହେଲେ ଦେଶରେ ଜାରି ରହିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ଥର ମଧ୍ୟ କାଉଡ଼ି ଯାତ୍ରା ଆୟୋଜନ କରାଯିବ ନାହିଁ। ତୃତୀୟ ଲହରର ଆଶଙ୍କାକୁ ନଜରରେ ରଖି…
ଏମ୍ଏସ୍ ଧୋନୀଙ୍କ ଫାର୍ମହାଉସ୍ ଆଗରେ ଫିକା ପଡ଼ିବ କପିଲ-କୋହଲି-ତେନ୍ଦୁଲକରଙ୍କ ବଙ୍ଗଳା: ୭ ଏକର ଜାଗାରେ…
ନୂଆଦିଲ୍ଲୀ,୬।୭: ଦୀର୍ଘ ଦୁଇ ବର୍ଷ ଧରି କ୍ରିକେଟରୁ ଦୂରେଇ ଯାଇଛନ୍ତି ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ସେ ଏବେ ପରିବାର ସହ ସମୟ ବିତାଇବା ସହ ଆଇପିଏଲ୍ରେ ନଜର ଆସୁଛନ୍ତି। ରାଞ୍ଚିରେ ପରିବାର ସହ ରୁହନ୍ତି…
କନ୍ୟାଙ୍କୁ ବରଣମାଳା ପିନ୍ଧାଇ ଟଏଲେଟ୍ ଯାଉଛି କହି ମଣ୍ଡପରୁ ବର ଛୁ’: ଆଉ ତା’ପରେ
ଜୟପୁର,୬।୭: ରାଜସ୍ଥାନର ଜୟପୁରରେ ଏକ ଅଭାବନୀୟ ଘଟଣା ଘଟିଛି। କନ୍ୟାଙ୍କୁ ବରଣମାଳା ପିନ୍ଧାଇ ଟଏଲେଟ୍ ଯାଉଛି କହି ବର କେଉଁ ଆଡେ ପଳାଇ ଯାଇଥିଲେ। କନ୍ୟା ଘର ଲୋକେ ବରକୁ ଅପେକ୍ଷା କରି ଆଇନର ଆଶ୍ରୟ ନେଇଛନ୍ତି। ସେପଟେ ବର ମଣ୍ଡପରୁ…
ଟିକାକରଣ କେନ୍ଦ୍ରରେ ଅବ୍ୟବସ୍ଥା: ମହିଳାଙ୍କ ପଞ୍ଜରା ହାଡ଼ ଭାଙ୍ଗିଲା
ପୋଲସରା,୬।୭: ଗଞ୍ଜାମ ଜିଲା ପୋଲସରା ସହରର ରାଣୀପଡାସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ କୋଭିଡ ଟିକାକରଣ କାର୍ଯ୍ୟକ୍ରମ ମଙ୍ଗଳବାର ଅବ୍ୟବସ୍ଥା ମଧ୍ୟରେ ଚାଲିଥିବା ଦେଖିବାକୁ ମିଳିଛି। ଟିକାକରଣ ଲାଗି ଟିକାକରଣ କେନ୍ଦ୍ରରେ ଲୋକଙ୍କ ଗହଳି ଲାଗିଥିଲା। ଇତି ମଧ୍ୟରେ ଗହଳି ଭିତରେ ଟିକା…
ନିଶାସକ୍ତ ଅବସ୍ଥାରେ ଯେତେବେଳେ ସେଟ୍ରେ ପହଞ୍ଚିଥିଲେ ସଞ୍ଜୟ ଦତ୍ତ: ଶ୍ରୀଙ୍କ ଥିଲା ଏଭଳି ପ୍ରତିକ୍ରିୟା…
ମୁମ୍ବାଇ: ଭେଟେରାନ ଅଭିନେତ୍ରୀ ଶ୍ରୀଦେବୀ ବଲିଉଡ୍ର ପ୍ରଥମ ମହିଳା ସୁପରଷ୍ଟାର ଭାବେ ବେଶ୍ ଜଣାଶୁଣା। ଶ୍ରୀ ତାଙ୍କ କ୍ୟାରିୟରରେ ୩୦୦ରୁ ଊର୍ଦ୍ଧ୍ୱ ଫିଲ୍ମ କରି ବେଶ୍ ଲୋକପ୍ରିୟତା ହାସଲ କରିପାରିଛନ୍ତି। କେବଳ ସେତିକି ନୁହେଁ ଶ୍ରୀ ଅନେକ ସୁପରଷ୍ଟାର ଅଭିନେତାଙ୍କ ବିପକ୍ଷରେ…
ଗର୍ଲଫ୍ରେଣ୍ଡଙ୍କ ସହ କଥା ହେବାକୁ ବାପା ମନା କରିବାରୁ ପୁଅ ନେଲେ ଏମିତି ନିଷ୍ପତ୍ତି
କାନପୁର,୬।୭: ଉତ୍ତରପ୍ରଦେଶର ଅରୈୟାଠାରେ ଜଣେ ପୁଅ ନିଜ ବାପାଙ୍କୁ ର୍ନିଦ୍ଦୟ ଭାବରେ ହତ୍ୟା କରିଛନ୍ତି। ବାପାଙ୍କ ଏକମାତ୍ର ଦୋଷ ଥିଲା ଯେ, ସେ ତାଙ୍କ ପୁଅର ପ୍ରେମ ସମ୍ପର୍କକୁ ବିରୋଧ କରିଥିଲେ। ଏହି ଘଟଣା ଅରୈୟାର ଅଜିତମଲ କୋଟୱାଲିର ଭିକେପୁରରୁ ଆସିଛି।…
ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ କିଏ ମାରିବ ବାଜି: ଅଷ୍ଟ୍ରେଲିଆର ପ୍ରସିଦ୍ଧ କ୍ରିକେଟର୍ କଲେ ଭବିଷ୍ୟବାଣୀ
ଭାରତୀୟ ଦଳ ଆସନ୍ତା ମାସରୁ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ଯାଉଛି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି ଫାଇନାଲ)ର ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷ ପରାଜୟ ପରେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ…
ଦେଶରେ ଖୁବ୍ଶୀଘ୍ର ଉପଲବ୍ଧ ହେବ ମର୍ଡନା ଟିକା
ନୂଆଦିଲ୍ଲୀ,୬।୭: କରୋନାର ଚତୁର୍ଥ ଟିକା ଖୁବ୍ଶୀଘ୍ର ଦେଶରେ ଉପଲବ୍ଧ ହେବାକୁ ଯାଉଛି। ଜୁଲାଇ ୧୫ସୁଦ୍ଧା ଦେଶର କେତେକ ହସ୍ପିଟାଲରେ ମର୍ଡନା ଟିକା ଉପଲବ୍ଧ ହେବ ବୋଲି ସୂଚନା ରହିଛି। ଗତ ମାସରେ ମର୍ଡନା ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଭାରତର ଡ୍ରଗ୍…
ବିବାହ ଦିନ ଐଶ୍ୱର୍ଯ୍ୟାଙ୍କୁ ଏତିକି ଟଙ୍କା ମୂଲ୍ୟର ମଙ୍ଗଳସୁତ୍ର ପିନ୍ଧାଇଥିଲେ ଅଭିଷେକ
ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କୁ ବଲିଉଡର ଏକ ସୁନ୍ଦର ଦମ୍ପତି ଭାବରେ ବିବେଚନା କରାଯାଏ। ଶତାବ୍ଦୀର ମେଗାଷ୍ଟାର ଅମିତାଭ ବଚ୍ଚନ-ଅଭିନେତ୍ରୀ ଜୟା ବଚ୍ଚନଙ୍କ ପୁଅ ଅଭିଷେକ ୧୪ ବର୍ଷ ପୂର୍ବେ ଅର୍ଥାତ୍ ୨୦୦୭ ଐଶ୍ୱର୍ଯ୍ୟାଙ୍କୁ ବିବାହ କରିଥିଲେ। ବିବାହ…
ମଝି ଆକାଶରୁ ଯାତ୍ରୀବାହୀ ବିମାନ ଅନ୍ତର୍ଦ୍ଧାନ…
ମସ୍କୋ,୬।୭: ରୁଷିଆରେ ମଝି ଆକାଶରୁ ହଠାତ୍ ଏକ ଯାତ୍ରୀବାହୀ ବିମାନ ଅନ୍ତର୍ଦ୍ଧାନ ହୋଇଯାଇଛି। ବିମାନ ସହିତ ଯୋଗାଯୋଗ ବିଚ୍ଛିନ୍ନ ହେବାରୁ ଏବେ ସ୍ଥିତି ସଙ୍କଟ ଜନକ ହୋଇପଡ଼ିଥିବା କୁହାଯାଉଛି। ରାଡ଼ାରରୁ ବିମାନର ଯାତ୍ରାକାଳୀନ ରୁଟ୍ ଉଭେଇ ଯିବାରୁ ବିମାନ ବନ୍ଦର କର୍ତ୍ତୃପକ୍ଷ…
Archives


