ସ୍କୁଲ୍‌ ଖୋଲିବା ପରେ ପିଲାଙ୍କ ମଧ୍ୟରେ ବଢ଼ିଲା କରୋନା ସଂକ୍ରମଣ…

ନୂଆଦିଲ୍ଲୀ,୧୨।୮: ସ୍କୁଲ୍‌ ଖୋଲିବା ପରେ ଛୋଟ ପିଲାଙ୍କ ମଧ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କର୍ନାଟକ, ପଞ୍ଜାବ, ହରିୟାଣା,ହିମାଚଳପ୍ରଦେଶରେ ସ୍କୁଲ ପିଲା କରୋନାରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ଫଳରେ ଦେଶରେ କରୋନାର ଦ୍ୱିତୀୟ ଲହର ଶେଷ ହୋଇ ନ ଥିବାବେଳେ ତୃତୀୟ ଲହର ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। କର୍ନାଟକର ବେଙ୍ଗାଲୁରୁରେ ପିଲାଙ୍କ ମଧ୍ୟରେ ସଂକ୍ରମଣ ବଢ଼ିବାରେ ଲାଗିଛି। ରାଜ୍ୟର ୩୦୦ ଜଣ ସ୍କୁଲ ପିଲାଙ୍କ ନବମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେହିପରି ପଞ୍ଜାବରେ ଏହି ସଂଖ୍ୟା ୨୭ ଥିବାବେଳେ ହିମାଚଳ ପ୍ରଦେଶରେ ୬୨ ସ୍କୁଲ ପିଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତର-ପଶ୍ଚିମ ଦିଲ୍ଲୀରୁ ଭାଜପା ପ୍ରାର୍ଥୀ ହେଲେ ହଂସରାଜ

ନୂଆଦିଲ୍ଲୀ,୨୪ା୪: ଭାଜପା ମଙ୍ଗଳବାର ଗାୟକ ହଂସରାଜ ହଂସଙ୍କୁ ଉତ୍ତର-ପଶ୍ଚିମ ଦିଲ୍ଲୀ ଲୋକ ସଭା ଆସନରୁ ପ୍ରାର୍ଥୀ କରିଛି। ଏଥର ଏହି ଆସନ ପାଇଁ ବର୍ତ୍ତମାନର ସାଂସଦ...

ଭାଜପା ବିଧାୟକଙ୍କ ଦାଦାଗିରି: ଏସ୍‌ଡିଏମ୍‌ଙ୍କୁ ଧମକ ଦେଉଥିବା ଭିଡ଼ିଓ ଭାଇରାଲ

ଭୋପାଳ,୧୬।୭: ମଧ୍ୟପ୍ରଦେଶରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ବିଧାୟକ ଏସ୍‌ଡିଏମ୍‌ଙ୍କ ଆଗରେ ଦାଦାଗିରି ଦେଖାଇଛନ୍ତି। ସେ ଏସ୍‌ଡିଏମ୍‌ଙ୍କୁ ଧମକଚମକ ଦେଇଥିବାବେଳେ ତାଙ୍କ ସମର୍ଥକ...

ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର: ୧୧ ଦୃଷ୍ଟିଶକ୍ତି ହରାଇଲେ

ଭୋପାଳ,୧୮ା୮(ଆଇଏଏନ୍‌ଏସ୍‌): ଇନ୍ଦୋର ଆଇ ହସ୍ପିଟାଲ୍‌ରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ୧୧ ଜଣ ଦୃଷ୍ଟିଶକ୍ତି ହରାଇଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷ ଉକ୍ତ ଅସ୍ତ୍ରୋପଚାର କକ୍ଷକୁ ସିଲ୍‌ କରିଦେବା ସହ...

ବିନା ଲକ୍‌ ଡାଉନ୍‌ରେ କରୋନା ସହିତ ଲଢୁଛି ଦକ୍ଷିଣ କୋରିଆ

ସିଓଲ୍‌,୨୫।୩: ସାରା ପୃଥିବୀ କରୋନା ଆତଙ୍କରେ ରହିଥିବା ବେଳେ ଦକ୍ଷିଣ କୋରିଆ ବିନା ଲକ୍‌ ଡାଉନ୍‌ରେ ଲଢ଼େଇ ଜାରି ରଖିଛି। ତେବେ ଦକ୍ଷିଣ କୋରିଆର ଚିକିତ୍ସା...

ଆର୍‌ଟିଆଇ: ଉଦାସୀନତାରୁ ଅଚଳାବସ୍ଥା

ନୂଆଦିଲ୍ଲୀ,୨୨ା୧୦: ସୂଚନା ଅଧିକାର (ଆର୍‌ଟିଆଇ) ଆଇନ ପ୍ରଣୟନ ହେବାର ୧୫ ବର୍ଷ ବିତିଗଲାଣି। କିନ୍ତୁ ଏହା ଲୋକଙ୍କ କାମରେ କେତେ ଆସିପାରୁଛି। ଏହି ପ୍ରଶ୍ନ ଏଇଥିପାଇଁ...

ବୟଫ୍ରେଣ୍ଡଙ୍କ ସହ ହୋଟେଲରେ ରହିବାକୁ ଯାଇଥିଲେ ମହିଳା, ହଠାତ୍‌ ଆସିଲେ ସ୍ବାମୀ: ଆଉ ତା’ପରେ

ଅମୃତସର,୬।୪: ପଞ୍ଜାବର ଅମୃତସରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ହୋଟେଲରେ ଜଣେ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ହାଇଭୋଲଟେଜ୍‌ ଡ୍ରାମା ଦେଖିବାକୁ ମିଳିଛି।...

ଲକ୍‌ଡାଉନ ପୂର୍ବରୁ ମଦ କାଉଣ୍ଟର ଆଗରେ ଲମ୍ବା ଧାଡ଼ି

ନୂଆଦିଲ୍ଲୀ,୧୯।୪ : ଦିଲ୍ଲୀରେ ସୋମବାର ରାତି ୧୦ଟାରୁ ଆରମ୍ଭ ହେବାକୁ ଯାଉଛି ୬ ଦିନିିଆ ଲକ୍‌ଡାଉନ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଘୋଷଣା ପରେ ଦେଶର ରାଜଧାନୀ...

୨୦୧୮ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଦେଢ ଲକ୍ଷ: ଉତ୍ତର ପ୍ରଦେଶ ସବୁଠାରୁ ଆଗରେ

ନୂଆଦିଲ୍ଲୀ,୧୮।୫: ଗତବର୍ଷ ଅର୍ଥାତ୍‌ ୨୦୧୮ରେ ଭାରତରେ ସଡ଼କ ଦୁର୍ଘଟଣାରେ ପାଖାପାଖି ଦେଢ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଯାହା ଟିବିରେ ହୋଇଥିବା ମୃତ୍ୟୁ ସଂଖ୍ୟାଠାରୁ...

Advertisement
Archives

Model This Week