୨ଲୁଟ ଘଟଣାରେ ଫେରାର ଅଭିଯୁକ୍ତ ଗିରଫ
ଛତ୍ରପୁର,୩।୭(ଡି.ଏନ୍.ଏ.): ଛତ୍ରପୁରର ୨ଟି ଲୁଟ ଘଟଣାରେ ଫେରାର ଅଭିଯୁକ୍ତଙ୍କୁ ଶନିବାର ଗିରଫ କରିଛି ପୋଲିସ। ମାଁ ଶାରଳା ସୁନା ଦୋକାନୀ ଦମ୍ପତିଙ୍କୁ ଆକ୍ରମଣ କରି ଗହଣା ଓ ଟଙ୍କା ଲୁଟ ଘଟଣା ଏବଂ ମହିଳାଙ୍କ ବେକରୁ ସୁନା ଚେନ ଓ ମାଳି…
ରାଫାଲ୍ ଡିଲ୍ ଯାଞ୍ଚ୍ ପାଇଁ ବିଚାରପତି ନିଯୁକ୍ତ, ବହୁ ଭିଆଇପିଙ୍କ ଉପରେ ନଜର…
ପ୍ୟାରିସ୍/ନୂଆଦିଲ୍ଲୀ,୩।୭: ରାଫାଲ୍ ଡିଲ୍ରେ ବ୍ୟାପକ ଅର୍ଥ ହେର୍ଫେର୍ ହୋଇଥିବା ଅଭିଯୋଗ ହେବା ପରେ ଫ୍ରାନ୍ସ୍ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାର ଯାଞ୍ଚ୍ ପାଇଁ ଫ୍ରାନ୍ସ୍ ପକ୍ଷରୁ ବିଚାରପତି ନିଯୁକ୍ତ କରାଯାଇଛି। ଦେଶର ପବ୍ଲିକ୍ ପ୍ରସ୍ୟୁକିଶନ ସର୍ଭିସେଜ୍ର ଫାଇନାନ୍ସିଆଲ କ୍ରାଇମ୍…
ସୁକପାଇକା ନଦୀ ପୁନରୁଦ୍ଧାର ହେଉ
କଟକ ଅଫିସ, ୩ା୭: କଟକ ସଦର ଉପଖଣ୍ଡ ଅଧୀନ ୨୭.୫କିମି ଦୈର୍ଘ ସୁକପାଇକା ନଦୀ ଓ ଏବଂ ସେରୁଆ ନଦୀର ବାମପାର୍ଶ୍ୱ ଅବବାହିକା ୧୩.୧୨ କିମି ଦୈର୍ଘ ମାଲିଆ ଡ୍ରେନେଜର ପୁନରୁଦ୍ଧାର ନିମନ୍ତେ ଶୁକ୍ରବାର କଟକ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ସମୀକ୍ଷା…
ବ୍ଲାକ୍ଫଙ୍ଗସ୍ ରୋଗୀ ସାଇବର ଠକେଇର ଶିକାର
ଭୁବନେଶ୍ୱର,୩ା୭ (ବ୍ୟୁରୋ): ଅନ୍ଲାଇନରେ ଇଞ୍ଜେକ୍ସନ ଅର୍ଡର ଦେଇ ଠକେଇର ଶିକାର ହୋଇଛନ୍ତି ଜଣେ ବ୍ଲାକ୍ ଫଙ୍ଗସ୍ ରୋଗୀ। ଇଞ୍ଜେକ୍ସନ ଦେବା ନଁାରେ ତାଙ୍କଠାରୁ ୪୮ହଜାର ଟଙ୍କା ଲୁଟିନେଇଛନ୍ତି ସାଇବର ଠକ। ବ୍ଲାକ୍ଫଙ୍ଗସ୍ ଚିକିତ୍ସାରେ ଆବଶ୍ୟକ ଇଞ୍ଜେକ୍ସନ ଅଭାବ ଦେଖା ଦେଇଥିବାବେଳେ ଏହାର…
୭,୫୦୦ କର୍ମଚାରୀଙ୍କୁ ଛଟେଇ କରିଛି ଟାଟା ପାଓ୍ବାର: କଂଗ୍ରେସ
ଭୁବନେଶ୍ୱର, ୩ା୭(ବ୍ୟୁରୋ): ଲୋକେ ମହମାରୀ କରୋନା ସହ ସଂଘର୍ଷ କରୁଥିବା ବେଳେ ୭,୫୦୦ ବିଦ୍ୟୁତ୍ କର୍ମଚାରୀଙ୍କୁ ଟାଟା ପାୱାର ଛଟେଇ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା କହିଛନ୍ତି। କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟଠାରେ ଶୁକ୍ରବାର ଆୟୋଜିତ…
ଜୁଲାଇ ୧୦ ସୁଦ୍ଧା ୧୨,୦୦୦ ପ୍ରକଳ୍ପ ଲକ୍ଷ୍ୟ
ଭୁବନେଶ୍ୱର, ୩ା୭(ବ୍ୟୁରୋ): ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ‘ମୁକ୍ତା’ ଯୋଜନାରେ ରାଜ୍ୟର ସମସ୍ତ ୧୧୪ ସହରାଞ୍ଚଳରେ ବର୍ଷା ଜଳ ଅମଳ ବ୍ୟବସ୍ଥା (ଆର୍ଡବ୍ଲ୍ୟୁଏଚ୍ଏସ୍) ଲାଗି ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ଅଭିଯାନ। ସହରାଞ୍ଚଳଗୁଡ଼ିକରେ ହ୍ରାସ ପାଉଥିବା ଜଳସ୍ତର ସମସ୍ୟାର ସମାଧାନ…
ଆସିଲା ଖୁସି ଖବର, କୋଭାକ୍ସିନ୍ କରୋନାକୁ କରିବ ପରାସ୍ତ…
ନୂଆଦିଲ୍ଲୀ,୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଧୀରେଧୀରେ ଥମୁଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ପାଇଁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଇତିମଧ୍ୟରେ ଦେଶରେ ଡେଲ୍ଟା ଏବଂ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ନେଇ ଆତଙ୍କ ସୃଷ୍ଟି ହୋଇଛି। ତେବେ ଲୋକଙ୍କୁ…
୫ରୁ ସ୍ବତନ୍ତ୍ର ଭାବେ ପ୍ରଥମ ଡୋଜ୍ ଟିକାକରଣ
ଭୁବନେଶ୍ୱର, ୩ା୭(ବ୍ୟୁରୋ): ଟିକା ନେବାରୁ ବାଦ୍ ପଡିଥିବା ହିତାଧିକାରୀଙ୍କ ପାଇଁ ବିଏମ୍ସି ପକ୍ଷରୁ ସ୍ବତନ୍ତ୍ର ଭାବେ ଟିକାକରଣ ହେବାକୁ ଯାଉଛି। ଆସନ୍ତା ୫ରୁ ୧୦ତାରିଖ ପର୍ଯ୍ୟନ୍ତ ସହରର ୧୫ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକାକରଣ କରାଯିବ। ଏଥିରେ ୧୮ରୁ ୪୪ ଓ ୪୫ରୁ ଊର୍ଦ୍ଧ୍ୱ…
ଭିଏସ୍ଏସ୍ ନଗର ମାର୍କେଟ, ଏକାମ୍ରକାନନ ପାର୍କ ସିଲ୍
ଭୁବନେଶ୍ୱର, ୩ା୭(ବ୍ୟୁରୋ): ଲକ୍ଡାଉନ୍ କଟକଣା କୋହଳ ହେବା ପରେ ଦିନକୁ ଦିନ ବେପରୁଆ ହୋଇ ପଡୁଛନ୍ତି ରାଜଧାନୀବାସୀ। ହାଟ, ବଜାରରେ ଭିଡ଼ କରୁଛନ୍ତି। ଶୁକ୍ରବାର ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ଏନ୍ଫୋର୍ସମେଣ୍ଟ ଟିମ୍ ଓ ପୋଲିସ ପକ୍ଷରୁ ମିଳିତ ଭାବେ ବିଭିନ୍ନ…
ରାଜଧାନୀରେ ବ୍ୟାପିଲା ଡେଙ୍ଗୁ
ଭୁବନେଶ୍ୱର, ୩ା୭ (ବ୍ୟୁରୋ): ରାଜଧାନୀରେ କରୋନା ସଂକ୍ରମଣ ସଙ୍କଟ ଟଳି ନ ଥିବାବେଳେ ଡେଙ୍ଗୁ ଆତଙ୍କ ଦେଖିବାକୁ ମିଳିଛି। ବର୍ଷା ଆରମ୍ଭରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ବିଭିନ୍ନ ଓ୍ବାର୍ଡରେ ଡେଙ୍ଗୁ ବ୍ୟାପିବାରେ ଲାଗିଛି। ଚନ୍ଦ୍ରଶେଖରପୁର ଓ ନୀଳାଦ୍ରିବିହାର ଅଞ୍ଚଳରେ ୧୨ଜଣ…
ସରକାର ସମସ୍ତ ସମ୍ବଳ ବିନିଯୋଗ କରିବେ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩ା୭(ବ୍ୟୁରୋ): ପ୍ରତ୍ୟେକ ଜୀବନ ମୂଲ୍ୟବାନ। ଏହା ହେଉଛି ଆମର ମୂଳମନ୍ତ୍ର। ଶିଶୁମାନଙ୍କୁ ଉପଯୁକ୍ତ ଚିକିତ୍ସା ନିଶ୍ଚିତ କରିବା ଲାଗି ରାଜ୍ୟ ସରକାର ସମସ୍ତ ଉପଲବ୍ଧ ସମ୍ବଳକୁ ବିନିଯୋଗ କରିବେ। ଶୁକ୍ରବାର ଶିଶୁ ବିଶେଷଜ୍ଞ ଡାକ୍ତରମାନଙ୍କ ତାଲିମ କାର୍ଯ୍ୟକ୍ରମକୁ ଭର୍ଚୁଆଲ ମାଧ୍ୟମରେ ଉଦ୍ଘାଟନ…
ଲଗାତାର ୬ ଦିନ ଧରି ଦୈନିକ ସଂକ୍ରମଣ ୫୦ ହଜାର ତଳେ…
ନୂଆଦିଲ୍ଲୀ,୩।୭: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲଗାତାର ୬ ଦିନ ଧରି ଦୈନିକ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ତଳେ…
Archives


