Home

ମିଳୁନି ଜମାକାରୀଙ୍କ ଟଙ୍କା, ଆନ୍ଦୋଳନ ଚେତାବନୀ

ବେଗୁନିଆ,୨୧ା୨(ଡି.ଏନ୍‌.ଏ.): କ୍ଷତିଗ୍ରସ୍ତ ମିଳିତ ମଞ୍ଚ ଡାକରାରେ ରବିବାର ଖୋର୍ଦ୍ଧା ଜିଲା ବେଗୁନିଆ ବଜାରସ୍ଥିତ ମା’ଦୁର୍ଗା ଦେବୀଙ୍କ ପୀଠ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଞ୍ଚ ରାଜ୍ୟ ସମ୍ପାଦକ ମଧୁସୂଦନ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବେଗୁନିଆ ବ୍ଲକ ଅଞ୍ଚଳର…

ଭୋଟ୍‌ ବାକ୍ସରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌

ଖୋର୍ଦ୍ଧା ଅଫିସ/ବାଲୁଗାଁ,୨୧ା୨ (ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ରବିବାର ଖୋର୍ଦ୍ଧା ଜିଲା ଚିଲିକା ଓ ଖୋର୍ଦ୍ଧା ବ୍ଲକରେ ଭୋଟ ଗ୍ରହଣ ଶେଷ ହୋଇଛି। କାଁ ଭାଁ ବିଶୃଙ୍ଖଳାକୁ ବାଦ୍‌ ଦେଲେ ମତଦାନ ଶାନ୍ତିଶୃଙ୍ଖଳାର ସହ ସରିଛି। ଚିଲିକା ବ୍ଲକରେ…

ରୁଷିଆ ପକ୍ଷରୁ ଅପରେଶନ୍‌ ‘ଜେଡ୍‌’ ଆରମ୍ଭ…

ମସ୍କୋ/କ୍ୱିଭ୍‌,୨୧।୨ : ରୁଷିଆ ୟୁକ୍ରେନ୍‌ ମଧ୍ୟରେ ତିକ୍ତତା ବଢୁଥିବା ବେଳେ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରୁଷର ରାଷ୍ଟ୍ରପତି ବ୍ଲାଡ଼ିମୀର ପୁଟିନଙ୍କ ସହିତ ସମସ୍ୟାର ସମାଧାନ ପାଇଁ ପ୍ରସ୍ତାବ ଦେଇଛନ୍ତି। ତେବେ ଏହି ପ୍ରସ୍ତାବ ଉପରେ ଏପର୍ଯ୍ୟନ୍ତ ରୁଷିଆ ପକ୍ଷରୁ କୌଣସି…

ଗୁଳି ବର୍ଷୁଛି, ଆମେ ଲୁଚିଛୁ

କ୍ୱିଭ୍‌, ୨୧ା୨: ‘ଘର ନିକଟରେ ବ୍ୟାଗ୍‌ ଧରି ଛିଡ଼ା ହୋଇଥିଲି। ହଠାତ୍‌ ପ୍ରଚଣ୍ଡ ଶବ୍ଦ ହେବା ସହ ଗଛ ଜଳିବାକୁ ଲାଗିଲା। ଭୟରେ ଦୌଡ଼ି ଆସି ନିକଟରେ ଥିବା ଦୋକାନରେ ପଶିଗଲି। ମୋ ଶରୀରରେ ଯନ୍ତ୍ରଣା ହେଲା। ତଳକୁ ଚାହିଁଲା ବେଳକୁ…

ଖବରଦାତାଙ୍କୁ ଆକ୍ରମଣ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ, ୨୦ ଅଟକ

ବିଞ୍ଝାରପୁର,୨୧ା୨(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ବାଛୋଳ ପଞ୍ଚାୟତରେ ଖବରଦାତାଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଅନ୍ୟପକ୍ଷରେ ୨୦ ଜଣ ସହଯୋଗୀଙ୍କୁ ଅଟକ ରଖାଯାଇଥିବା ବେଳେ ତାଙ୍କୁ ପଚରାଉଚରା ଜାରି ରହିଛି । ଖୁବ୍‌ଶୀଘ୍ର ଘଟଣାରେ ସମ୍ପୃକ୍ତ…

ଚଷମା ପିନ୍ଧି ଭୋଟ ଦେଲେ ଯମଜ

ଅମୃତସର,୨୧।୨: ମତଦାନ ହେଉଛି ପ୍ରତ୍ୟେକ ଭାରତୀୟ ନାଗରୀକଙ୍କ ମୌଳିକ ଅଧିକାର। ମତଦାନ ଯେତିକି ଆବଶ୍ୟକ ଏହାର ଗୋପନୀୟତା ରକ୍ଷା କରିବା ମଧ୍ୟ ସେତିକି ଜରୁରୀ। ରବିବାର ପଞ୍ଜାବରେ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । ସକାଳୁ ଭୋଟ ଦେବା…

ବିନା ଟିକେଟ ରେଳଯାତ୍ରା ବଢ଼ୁଛି

ନୂଆଦିଲ୍ଲୀ,୨୧।୨(ପି.ଟି.): ବିନା ଟିକେଟରେ ରେଳଯାତ୍ରା କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ୨୦୨୧-୨୨ ଆର୍ଥତ୍କ ବର୍ଷର ପ୍ରଥମ ୯ ମାସରେ ୧.୭୮ କୋଟିରୁ ଊର୍ଦ୍ଧ୍ୱ ଯାତ୍ରୀ ବିନା ଟିକେଟରେ ଏବଂ ଲଗେଜ୍‌ ବୁକ୍‌ ନ କରି ଯାତ୍ରା କରୁଥିବାବେଳେ ଧରାପଡ଼ିଛନ୍ତି। କୋଭିଡ୍‌…

ଟିପଚିହ୍ନ ଦେଉଛନ୍ତି ପାଠୁଆ ଭୋଟର

ଭୁବନେଶ୍ୱର,୨୧ା୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୩ଟି ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଏହି ନିର୍ବାଚନରେ ପ୍ରାୟ ୭୮ ପ୍ରତିଶତ ମତଦାନ ହେଉଥିବା ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି। କିନ୍ତୁ କୌତୂହଳର ବିଷୟ ଯେ ଭୋଟରମାନେ ନିଜକୁ ନିରକ୍ଷର ଭାବେ ପ୍ରମାଣ…

ଏହି ମଡେଲଙ୍କ ଦାନ୍ତ ମାଗିଲେ ପ୍ରଶଂସକ, ଯାଚିଲେ ଏତିକି ଟଙ୍କା; ଜାଣିଲେ…

ଆମେରିକାର ଜଣେ ମଡେଲ ସୋସିଆଲ ମିଡିଆରେ ଏକ ବିଚିତ୍ର କଥା ଶେୟାର କରିଛନ୍ତି। ଏହି ମଡେଲଙ୍କ ନା ଏଲି ରେ’। ସେ କହିଛନ୍ତି, ତାଙ୍କର ଜଣେ ପ୍ରଶଂସକ ତାଙ୍କୁ ତାଙ୍କ ଦାନ୍ତ ମାଗିଥିଲେ। ଏହା ବଦଳରେ ସେ ଏଲିଙ୍କୁ ମୋଟା ଅଙ୍କର…

ମାତୃଭାଷାର ବିକାଶରେ ସମାଜର ବିକାଶ

ଜନ୍ମ ପରେ ଶିଶୁ ନିଜର ମାତୃଭାଷାରେ ହିଁ ଭାବର ଆଦାନ ପ୍ରଦାନ କରିବା ଲାଗି ଶିକ୍ଷାଲାଭ କରିଥାଏ। ମାତୃଭାଷା ମାଧ୍ୟମରେ ଶିଶୁର ବୋଧଗମ୍ୟତାର ପରିପ୍ରକାଶ ଘଟିଥାଏ। ମାତୃଭାଷା ଶିଶୁର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ମାତୃଭାଷାର ଗୁରୁତ୍ୱକୁ ଉପଲବ୍ଧି କରିବା…

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ପ୍ରିୟାଂଶୀ

କଟକ ଅଫିସ,୨୧ା୨: କଟକ କଲେଜ ଛକସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ପଞ୍ଚମ ଶ୍ରେଣୀ ଛାତ୍ରୀ ପ୍ରିୟାଂଶୀ ପ୍ରିୟଦର୍ଶିନୀ ଶନିବାର ଇଣ୍ଡିଆ ବୁକ୍‌ ଅଫ୍‌ ରେକେର୍ଡରେ ସ୍ଥାନ ପାଇଛନ୍ତି। ସେ ମାତ୍ର ୨୨ ସେକେଣ୍ଡରେ ଓଡ଼ିଶୀ ନୃତ୍ୟର ୫୧ଟି ଜଟିଳ ହସ୍ତମୁଦ୍ରାକୁ ସହଜରେ…

ନକଲି ଡାକ୍ତରଙ୍କ ଠକେଇ ପେଡ଼ି ଖୋଲୁଛି

ଭୁବନେଶ୍ୱର, ୨୧।୨(ବ୍ୟୁରୋ): ଅର୍ଥ ପାଇଁ ୧୭ଜଣଙ୍କୁ ବିବାହ କରିଥିବା ରସିକିଆ ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ବାଇଁଙ୍କ ଠକେଇ ପେଡି ଖୋଲିବାରେ ଲାଗିଛି। ଶନିବାରଠାରୁ ୫ଦିନିଆ ରିମାଣ୍ଡରେ ଆଣି କମିଶନରେଟ ପୋଲିସ ମାରାଥନ୍‌ ଜେରା କରୁଛି। ରବିବାର ରିମାଣ୍ଡର ଦ୍ୱିତୀୟ ଦିନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?