‘ସୁଲ୍ଲି ଡିଲ୍ସ’ ଆପ୍ ନିର୍ମାତା ଗିରଫ
ନୂଆଦିଲ୍ଲୀ, ୧୦ା୧: ସୁଲି ଡିଲ୍ସ ଆପ୍ରେ ମୁସଲମାନ ମହିଳାଙ୍କ ଫଟୋ ଅପ୍ଲୋଡ୍ କରି ସେଗୁଡ଼ିକୁ ନିଲାମ ପାଇଁ ବିଜ୍ଞାପନ ଦେବା ମାମଲାରେ ଦିଲ୍ଲୀ ପୋଲିସ ରବିବାର ଏହି ଆପ୍ଲିକେଶନ ନିର୍ମାତାଙ୍କୁ ଗିରଫ କରିଛି। ସେ ହେଲେ ମଧ୍ୟପ୍ରଦେଶର ବିସିଏ ଛାତ୍ର ଓମ୍କାରେଶ୍ୱର…
ବୋଟ ଉପରେ ଭୁଶୁଡ଼ିଲା ଶିଳା ପାଚେରି: ୭ ମୃତ
ବେଲୋ ହୋରିଜୋଣ୍ଟେ,୧୦ା୧: ବ୍ରାଜିଲର ସୁଲ୍ ମିନାସ୍ସ୍ଥିତ ଏକ ଜଳପ୍ରପାତରେ ଶିଳା ପାଚେରି ଭୁଶୁଡ଼ି ଦୁଇଟି ମୋଟର ବୋଟ୍ ଉପରେ ପଡ଼ିବାରୁ ୭ ଜଣଙ୍କର ମୃତ୍ୟୁ ଘଟିବା ସହ ୯ ଜଣ ଆହତ ହୋଇଛନ୍ତି। ଅନ୍ୟ ୩ ଜଣ ନିଖୋଜ ଥିବା ଜଣାପଡିଛି।…
ପ୍ରବାସୀ ପୁଣି ଗାଁ ମୁହାଁ
ମୁମ୍ବାଇ/ନୂଆଦିଲ୍ଲୀ,୧୦ା୧: ଛଳଛଳ ଆଖି, ଅବଶ ପାଦ। ଲକ୍ଡାଉନ୍ ଜାରି ହେଲେ ଜୀବିକା ହରାଇବାର ଭୟ। କେବଳ ଜୀବିକା ନୁହେଁ, ସଂକ୍ରମିତ ହୋଇ ଜୀବନ ଯିବାର ଆଶଙ୍କା ବି କ୍ରମଶଃ ଦୃଢ଼ୀଭୂତ ହେବାରେ ଲାଗିଛି। ଏଥିଲାଗି ଜାତୀୟ ରାଜଧାନୀ ଦିଲ୍ଲୀ ଓ ଆର୍ଥିକ…
ଛାଡପତ୍ର ହେବା ପରେ ସ୍ତ୍ରୀଙ୍କ ପାଇଁ ଏମିତି କାମ କରିଥିଲେ ହ୍ରିତିକ୍ ରୋଶନ, ଜାଣିଲେ କରିବେ ପ୍ରଶଂସା
ବଲିଉଡ୍ ଅଭିନେତା ହ୍ରିତିକ ରୋଶନ ଏବଂ ସୁଜାନେ ଖାନଙ୍କ ମଧ୍ୟରେ ୨୦୧୪ରେ ଛାଡପତ୍ର ହୋଇଥିଲା। ଏହି ସମୟ ଉଭୟଙ୍କ ପାଇଁ କଷ୍ଟସାଧ୍ୟ ଥିଲା। ପ୍ରଶଂସକମାନେ ମଧ୍ୟ ଉଭୟଙ୍କ ଅଲଗା ହେବାରେ ବହୁତ ନିରାଶ ହୋଇଥିଲେ। ପରସ୍ପରକୁ ଭଲ ପାଉଥିବା ହ୍ରିତିକ ଏବଂ…
ନିର୍ବନ୍ଧ ପରେ ଯୁବତୀଙ୍କ ସହ ଘଟିଲା ଏମିତି, ବାଧ୍ୟ ହୋଇ…
ସାଧାରଣତଃ ଲୋକମାନେ ସେମାନଙ୍କର ବିବାହକୁ ନେଇ ବହୁତ ଉତ୍ସାହିତ ଥାନ୍ତି। ଏଥିପାଇଁ ବିବାହର ପ୍ରସ୍ତୁତିରେ ମଧ୍ୟ ବହୁତ ଖର୍ଚ୍ଚ କରନ୍ତି। କିନ୍ତୁ ବ୍ରିଟେନରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଭାବି ସ୍ବାମୀ ପ୍ରତାରଣା କରିବାରୁ ଜଣେ ଯୁବତୀ ତାଙ୍କ…
ନାଇଜେରିଆରେ ସଶସ୍ତ୍ର ଆକ୍ରମଣକାରୀଙ୍କ ଆଖିବୁଜା ଗୁଳିଚାଳନା: ୨୦୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀଙ୍କ ମୃତ୍ୟୁ
ଅବୁଜା,୧୦ ।୧: ନାଇଜେରଆର ଏକ ଗାଁରେ ବଡ ଧରଣର ନରସଂହାର ହୋଇଥିବା ଖବର ମିଳିଛି । ଯେଉଁଥିରେ ଶହ ଶହ ଲୋକଙ୍କ ଜୀବନ ଯାଇଛି । ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଉତ୍ତର-ପଶ୍ଚିମ ନାଇଜେରିଆର ଜମ୍ଫାରା ରାଜ୍ୟର ଏକ ଗାଁରେ କେତେଜଣ…
ସୃଜନଶୀଳତାର ପରିପ୍ରକାଶରେ ଭାଷାର ଗୁରୁତ୍ୱ
ସଭ୍ୟତାର ଆରମ୍ଭରେ ମଣିଷ ନିଜ ମନର ଆବେଗ ତଥା ସୃଜନଶୀଳତାର ପରିପ୍ରକାଶରେ ଅଙ୍ଗଭଙ୍ଗୀର ବ୍ୟବହାର କରିଥିଲା। ଏହା ମାଧ୍ୟମରେ ମନର ଭାବାବେଗ ପ୍ରକାଶ କରିବା କଷ୍ଟକର ଥିଲା। ପରବର୍ତ୍ତୀ ସମୟରେ ଧୀରେ ଧୀରେ ଶବ୍ଦ ଏବଂ ଏହା ପରେ ଭାଷାର ସୃଷ୍ଟି…
ସାଇପ୍ରସରୁ ‘ଡେଲ୍ଟାକ୍ରନ’ ଭାରିଆଣ୍ଟ
ନିକୋସିଆ,୯।୧: କୋଭିଡ୍-୧୯ ଭାଇରସର ଏକ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି ସାଇପ୍ରସରେ। ଏହାର ନାମ ‘ଡେଲ୍ଟାକ୍ରନ’। ଏଥିରେ ଡେଲ୍ଟା ଏବଂ ଓମିକ୍ରନ ଭାରିଆଣ୍ଟ ମିଳିତ ଅଛି। ସାଇପ୍ରସ ବିଶ୍ୱବିଦ୍ୟାଳୟରେ ଜୈବିକ ବିଜ୍ଞାନ ପ୍ରଫେସର ଲେଓଣ୍ଡିଅସ କୋଷ୍ଟ୍ରିକିସ କହିଛନ୍ତି। “ନୂଆ ଭାରିଆଣ୍ଟ ମଧ୍ୟରେ…
ଟିକାକରଣ ପ୍ରମାଣପତ୍ରରୁ ହଟିବ ପ୍ରଧାନମନ୍ତ୍ରୀଙ୍କ ଫଟୋ…
ନୂଆଦିଲ୍ଲୀ, ୯।୧ : ଟିକାକରଣ ପ୍ରମାଣପତ୍ରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ହଟିବ। ବିଧାନସଭା ନିର୍ବାଚନ ହେବାକୁ ଥିବା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ, ମଣିପୁର ଆଦି ୫ ରାଜ୍ୟରେ ଏଭଳି କରାଯିବ। ନିର୍ବାଚନ ତାରିଖ ଘୋଷଣା ହେବା ସହିତ ଆଚରଣ…
ବିଳାଶପୂର୍ଣ୍ଣ ହୋଟେଲ କିଣିଲେ ମୁକେଶ ଅମ୍ବାନୀ, ଦିନକର ଭଡା ଜାଣିଲେ ହେବେ ଆଶ୍ଚର୍ଯ୍ୟ
ମୁମ୍ବାଇ,୯।୧: ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଆମେରିକାର ନ୍ୟୁୟର୍କ ସହରରେ ଥିବା ମାଣ୍ଡାରିନ ଓରିଏଣ୍ଟାଲ ହୋଟେଲ କିଣିଛନ୍ତି। ଏହି ହୋଟେଲକୁ ସେ ୭୨୮ କୋଟି ଟଙ୍କା କିଣିଛନ୍ତି। ମୁକେଶ ଅମ୍ବାନୀ ଏହା ପୂର୍ବରୁ ବ୍ରିଟେନର କଣ୍ଟ୍ରି କ୍ଲବ ମଧ୍ୟ…
ପେରିୟାରଙ୍କ ପ୍ରତିମୂର୍ତ୍ତିରେ ଚପଲ ମାଳ
କୋଏମ୍ବାଟୁର,୯।୧: ତାମିଲନାଡୁର କୋଏମ୍ବାଟୁରରେ ସାମାଜିକ ସଂସ୍କାରକ ପେରିୟାର ଇଭି ରାମାସ୍ବାମୀଙ୍କ ପ୍ରତିମୂର୍ତ୍ତିକୁ ରବିବାର ପୂର୍ବାହ୍ନରେ କେହି ଦୁର୍ବୃତ୍ତ ଚପଲ ମାଳ ପିନ୍ଧାଯାଇଥିବା ଦେଖିବାକୁ ମିଳିଛି। ଭେଲାଲୋରର ପେରିୟାର ଅଧ୍ୟୟନ କେନ୍ଦ୍ର ସମ୍ମୁଖରେ ଥିବା ଏହି ପ୍ରତିମୂର୍ତ୍ତିରେ ତାଙ୍କ ମୁଣ୍ଡରେ ଗେରୁଆ ରଙ୍ଗ…
ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର
ନୂଆଦିଲ୍ଲୀ,୯।୧:ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର। ଏବେ ଯାତ୍ରୀମାନଙ୍କୁ ଟିକେଟ ପାଇବାରେ ଅଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ। ଅଫଲାଇନରେ ଟିକେଟ ବୁକ କରିବା ଆଉ ରେଳ ଷ୍ଟେନକୁ ଯିବାକୁ ମଧ୍ୟ ପଡିବ ନାହିଁ। ଏବେ ନିକଟତମ ଡାକଘର ପରିଦର୍ଶନ…
Archives


