ଶୂନରେ ଅଟିକିଛି ଟିମ୍ ଇଣ୍ଡିଆ
ଦୁବାଇ,୩୧।୧୦: ଚଳିତ ଟି୨୦ ବିଶ୍ୱକପ୍ରେ ଆଉ ଏକ ବୃହତ୍ ପରାଜୟର ସମ୍ମୁଖୀନ ହୋଇଛି ଟିମ୍ ଇଣ୍ଡିଆ। ପାକିସ୍ତାନ ଠାରୁ ୧୦ ଉଇକେଟରେ ପରାସ୍ତ ଥିବା ଭାରତୀୟ ଦଳକୁ ୩୩ ବଲ ପୂର୍ବରୁ ୮ ଉଇକେଟରେ ହରାଇ ଦେଇଛି ନ୍ୟୁଜିଲାଣ୍ଡ। ଫଳରେ ଏପର୍ଯ୍ୟନ୍ତ…
ପେଟ୍ରୋଲ ଦର ବୃଦ୍ଧି ପାଉଛି ବୋଲି ଏଭଳି ଉପାୟ ଆପଣାଇଲେ ବ୍ୟକ୍ତି; ଭିଡିଓ ଦେଖିଲେ…
ଦିନକୁ ଦିନ ପେଟ୍ରୋଲ-ଡିଜେଲର ଦରଦାମ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ଚିନ୍ତାରେ ଖାଉଟି। ମହଙ୍ଗା ମାଡ଼ ଯୋଗୁ ଲୋକମାନେ ସେଥିରୁ ବାହାରିବା ଲାଗି ଭଳିକି ଭଳି ଉପାୟ ଆପଣାଉଛନ୍ତି। ସେଭଳି ଏକ ଦେଶୀ ଯୋଗାଡ଼କୁ ନେଇ ଭିଡିଓ ସୋସିଆଲ ମିଡିଆରେ…
ଓ୍ବାଙ୍ଖଡେଙ୍କ ସମର୍ଥନରେ ବାହାରିଲେ ଅଠଓ୍ବାଲେ
ମୁମ୍ବାଇ,୩୧।୧୦: କ୍ରୁଜ ଡ୍ରଗ୍ସ ମାମଲାରେ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ନାଁରେ ମହାରାଷ୍ଟ୍ର ସରକାରର ମନ୍ତ୍ରୀ ତଥା ଏନସିପି ନେତା ନବାବ ମଲିକଙ୍କୁ ଲଗାତାର ଅଭିଯୋଗ କରୁଛନ୍ତି। ନବାବ ମଲିକ ଅଭିଯୋଗ କରିଛନ୍ତି ଯେ, ସମୀର ୱାଙ୍ଖଡେ ଅନୁସୂଚିତ ଜାତିର…
ବାଜିବ ଶାହାନାଇ; ପ୍ରେମିକ ବିକ୍କିଙ୍କ ହାତ ଧରିବାକୁ ଯାଉଛନ୍ତି ଏହି ଚର୍ଚ୍ଚିତ ଅଭିନେତ୍ରୀ
ବମ୍ବେ: ଖୁବ୍ଶୀଘ୍ର ବାଜିବ ଶାହାନାଇ। ପ୍ରେମିକ ବିକ୍କି ଜୈନଙ୍କ ହାତ ଧରିବେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ଦୀର୍ଘଦିନରୁ ଉଭୟ ପରସ୍ପରକୁ ଡେଟ୍ କରୁଥିଲେ। ଏବେ କିନ୍ତୁ ଆଉ ପାଦେ ଆଗକୁ ଯାଇ ସମ୍ପର୍କ ଉପରେ ମୋହର ମାରିବାକୁ ଦୁହେଁ ନିଷ୍ପତ୍ତି ନେଇଛନ୍ତି।…
ପ୍ରସିଦ୍ଧ ଟ୍ରେଭି ଫାଉଣ୍ଟେନ୍ ବୁଲିବାକୁ ଗଲେ ମୋଦି
ରୋମ,୩୧।୧୦: ପାଞ୍ଚ ଦିନିଆ ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଇଟାଲୀର ରାଜଧାନୀ ରୋମରେ ଅଛନ୍ତି। ଜି -୨୦ ଶିଖର ସମ୍ମିଳନୀରେ ଭାଗ ନେବା ଅବସରରେ ସେ ରୋମର ଐହିହ୍ୟ ଉପଭୋଗ କରୁଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ଅନ୍ୟ ବିଶ୍ୱ…
ଅଷ୍ଟ୍ରେଲିୟ କ୍ରିକେଟରଙ୍କ ବଡ଼ ଭବିଷ୍ୟବାଣୀ; ବିଶ୍ୱକପ୍ ଫାଇନାଲ ଖେଳିବେ…
ଦୁବାଇ, ୩୧।୧୦: ଏବେ ଟି-୨୦ ବିଶ୍ୱକପ୍ର ସୁପର-୧୨ ମୁକାବିଲା ଖେଳାଯାଉଛି। ଏହାପରେ ସେମିଫାଇନାଲ ଏବଂ ଫାଇନାଲ ଖେଳାଯିବ। ଏଣୁ ପୂର୍ବରୁ ବିଶ୍ୱକପ୍ରେ କିଏ ବାଜି ମାରିବ ସେନେଇ କହିବା ମୁସ୍କିଲ। ଏବେ ଅଷ୍ଟ୍ରେଲିଆର ପୂର୍ବ ଅଭିଜ୍ଞ ସ୍ପିନର ଶେନ୍ ଓ୍ବାର୍ନ ବଡ଼…
ଭାରତ-ପାକିସ୍ତାନ ମ୍ୟାଚ୍ ସମୟରେ ଭେଣ୍ଟିଲେଟରରେ ଥିଲେ ଏହି କ୍ରିକେଟରଙ୍କ ମା’; ଭାବୁକ ପୋଷ୍ଟ ଲେଖି ବାପା କହିଲେ…
ନୂଆଦିଲ୍ଲୀ, ୩୧।୧୦: ମା’ ଭେଣ୍ଟିଲେଟରରେ ଥିଲେ। ତଥାପି ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍ରେ ଭାରତ ବିପକ୍ଷରେ ଖେଳି ଦଳକୁ ବିଜେତା କରାଇଥିଲେ କ୍ରିକେଟର। ଆମେ କଥା ହେଉଛୁ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ବିଷୟରେ। ଶନିବାର ବାବରଙ୍କ ବାପା ଆଜମ ସିଦ୍ଧକୀ…
ରାଜ୍ୟ ସରକାରଙ୍କ ଭୁଲ ଯୋଗୁ ପରିବାଦର ଏବେ ଆକାଶଛୁଆଁ: ନିରଞ୍ଜନ
ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ଦରଦାମ ବୃଦ୍ଧିକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ପ୍ରତିବାଦ ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବିଜେଡି ପରିବା ଦରକୁ ନେଇ ପ୍ରତିବାଦ କରିବା ଏକ ହାସ୍ୟାସ୍ପଦ କଥା। ଏ ପ୍ରତିବାଦ ବିଜେଡି…
ସାବଧାନ! ଏସବୁ ଫୋନ୍ରେ ବନ୍ଦ ହୋଇଯିବ ହ୍ବାଟ୍ସଆପ୍
ନୂଆଦିଲ୍ଲୀ,୩୧ା୧୦: ହ୍ବାଟ୍ସଆପ୍ ହେଉଛି ସବୁଠୁ ଲୋକପ୍ରିୟ ଇନ୍ଷ୍ଟାଣ୍ଟ ମେସେଜିଂ ଆପ୍। ଅନେକ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଉପଭୋକ୍ତା ସେମାନଙ୍କ ନିଜ ଲୋକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ହ୍ବାଟ୍ସଆପ୍ ବ୍ୟବହାର କରିଥାନ୍ତି। ତେବେ ହ୍ବାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ ଏକ ଦୁଃଖଦ…
ନୂଆ ନିୟମ: ଏଣିକି ସହଜରେ ନେପାଳରେ ପଶି ପାରିବେ ନାହିଁ ଭାରତୀୟ
ନୂଆଦିଲ୍ଲୀ,୩୧ା୧୦: ଭାରତୀୟଙ୍କ ପାଇଁ ନେପାଳ ସରକାର ନୂଆ ନିୟମ ଲାଗୁ କରିଛନ୍ତି । ଏଣିକି ନେପାଳରେ ପ୍ରବେଶ ପାଇଁ ଭାରତୀୟ ନାଗରିକଙ୍କୁ ପରିଚୟ ପତ୍ର ଦେଖାଇବା ବାଧ୍ୟତାମୂଳକ କରିଛନ୍ତି ନେପାଳ ସରକାର। ପୂର୍ବରୁ ଯେକୌଣସି ଭାରତୀୟ ବିନା କାଗଜପତ୍ରରେ ନେପାଳରେ ପ୍ରବେଶ…
‘କାବୁଲ ନଦୀ’ ଜଳ ଅଯୋଧ୍ୟା ପଠାଇଲେ ଆଫଗାନିସ୍ତାନ ବାଳିକା
ଅଯୋଧ୍ୟା, ୩୧।୧୦: ଆଫଗାନିସ୍ତାନର ଜଣେ ବାଳିକା ‘କାବୁଲ ନଦୀ’ ଜଳ ଅଯୋଧ୍ୟା ପଠାଇଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଏହି ଜଳ ନେଇ ଅଯୋଧ୍ୟା ଯିବେ। ମୁଖ୍ୟମନ୍ତ୍ରୀ ସେଠାରେ ପ୍ରଭୁ ରାମଲାଲା ଏବଂ ହନୁମାନଗଢିଙ୍କର ଦର୍ଶନ କରିବେ। ସିଏମ ଯୋଗୀ…
ଆସନ୍ତା ୨ରେ କୁଚିଣ୍ଡା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର/ସମ୍ବଲପୁର,୩୧।୧୦(ବ୍ୟୁରୋ): ଆସନ୍ତା ୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଜିଲା ଗସ୍ତ କରିବେ। ଏ ନେଇ ସରକାରୀ ଭାବେ ସୂଚୀ ଜାରି କରାଯାଇଛି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ କୁଚିଣ୍ଡାସ୍ଥିତ ମୁକୁନ୍ଦି ପଡିଆରେ ଅବତରଣ କରିବେ। ସେଠାରେ ବିଏସ୍କେୱାଇ ସ୍ମାର୍ଟ ହେଲ୍ଥ…
Archives


