ପ୍ରିୟଙ୍କାଙ୍କ ନିକଟରେ ରହିଛି ଏସବୁ ଦାମୀ ଗାଡ଼ି
ମୁମ୍ବାଇ: ବଲିଉଡ୍ର ଅନ୍ୟ ଅଭିନେତ୍ରୀମାନଙ୍କଠାରୁ ପ୍ରିୟଙ୍କା ଚୋପ୍ରା ସବୁଠାରୁ ଧନୀ ଅଭିନେତ୍ରୀ ଅଟନ୍ତି। ରୋଜଗାର ଦୃଷ୍ଟିରୁ ପ୍ରିୟଙ୍କା ଦୀପିକା ପାଦୁକୋନ,କ୍ୟାଟ୍ରିନା କୈଫ ଏବଂ କରୀନା କପୁରଙ୍କଠାରୁ ଆଗରେ ଅଛନ୍ତି। ଫିଲ୍ମ ବ୍ୟତୀତ ପ୍ରିୟଙ୍କାଙ୍କ ରୋଜଗାରର ମାଧ୍ୟମ ହେଉଛି ବିଭିନ୍ନ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ।…
ପ୍ରତି ସପ୍ତାହରେ ୬ ଗୁଣାରୁ ଅଧିକ ବେଗରେ ବୃଦ୍ଧି ପାଉଛି ସଂକ୍ରମଣ…
ନୂଆଦିଲ୍ଲୀ, ୧୦।୧ : ଗତ ଏକ ସପ୍ତାହ ମଧ୍ୟରେ ଭାରତରେ କରୋନା ମହାମାରୀ ଆକ୍ରାନ୍ତଙ୍କ ସଂଖ୍ୟାରେ ଦ୍ରୁତ ଗତିରେ ବୃଦ୍ଧି ଘଟିଛି। ସପ୍ତାହ ପିଛା ସଂକ୍ରମଣ ୬ ଗୁଣାରୁ ଅଧିକ ବେଗରେ ବଢୁଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ବିଶ୍ୱସ୍ବାସ୍ଥ୍ୟ ସଂଗଠନ…
ଦିନକୁ ଦିନ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା: ଆଜି ରାଜ୍ୟରୁ ୪୮୨୯ ଆକ୍ରାନ୍ତ ଚିହ୍ନଟ, ସବୁଠୁ ଆଗରେ ଖୋର୍ଦ୍ଧା
ଭୁବନେଶ୍ୱର,୧୦ା୧(ବ୍ୟୁରୋ): ସୋମବାର ରାଜ୍ୟରୁ ୪୮୨୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୭୫,୬୯୮ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୨୮୨୩ ଜଣ ଚିହ୍ନଟ ହୋଇଥିବା…
ବାଲେଶ୍ୱର ରେଳ ଡିଭିଜନ ପାଇଁ ରେଳମନ୍ତ୍ରୀଙ୍କୁ ପତ୍ର
ଭୁବନେଶ୍ୱର,୧୦।୧(ବ୍ୟୁରୋ): ବାଲେଶ୍ୱରରେ ରେଳ ଡିଭିଜନ ପ୍ରତିଷ୍ଠା ଓ ନୀଳଗିରିରୁ ମୟୂରଭଞ୍ଜ ପର୍ଯ୍ୟନ୍ତ ରେଳ ଲାଇନ ସମ୍ପ୍ରସାରଣ କରିବାକୁ ଦାବି କରିଛି କଂଗ୍ରେସ। ଏନେଇ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନିକଟକୁ ପତ୍ର ଲେଖିଛି। ସେ ତାଙ୍କ ପତ୍ରରେ…
ଆଜିଠୁ ସମସ୍ତ କଲେଜ, ବିଶ୍ୱବିଦ୍ୟାଳୟ ବନ୍ଦ
ଭୁବନେଶ୍ୱର,୧୦ା୧(ବ୍ୟୁରୋ): ସୋମବାରଠାରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। କଲେଜ, ବିଶ୍ୱବିଦ୍ୟାଳୟ ବନ୍ଦ ରହିବ। କରୋନା ସଂକ୍ରମଣ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ସରକାର। କ୍ଲାସରୁମ ପାଠପଢ଼ା ସହ ହଷ୍ଟେଲଗୁଡ଼ିକ ମଧ୍ୟ ବନ୍ଦ କରାଯାଇଛି। ଗତ ୭…
ଉଚ୍ଚ ରକ୍ତଚାପ ଓ ଟାଇପ-୨ ଡାଇବେଟିସ୍
ଉଚ୍ଚ ରକ୍ତଚାପ ପରି ସମସ୍ୟା ଥିଲେ ତାହା ଟାଇପ-୨ ଡାଇବେଟିସ୍ର କାରଣ ସାଜିପାରେ। ଏପରି ସତର୍କ ସୂଚନା ଦେଇଛନ୍ତି ଇଂଲଣ୍ଡର ୟୁନିଭର୍ସିଟି ଅଫ ଲଣ୍ଡନର ବିଶେଷଜ୍ଞମାନେ। ରକ୍ତଚାପ କରି ସମସ୍ୟାର ସମ୍ମୁଖୀନ ହୋଇଥିବା କେତେକ ବ୍ୟକ୍ତିଙ୍କର ଶାରୀରିକ ସମସ୍ୟା ବିଷୟରେ ତର୍ଜମା…
ରେଲଓ୍ବେ ଟ୍ରାକ୍-ଏନ୍ଏଚ୍ ପାର୍ଶ୍ୱରେ ନିର୍ମିତ ହେବ ହେଲିପ୍ୟାଡ୍…
ନୂଆଦିଲ୍ଲୀ, ୧୦।୧ : ଆହତମାନଙ୍କୁ ତୁରନ୍ତ ହେଲିକପ୍ଟର ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ନିଆଯିବା ଯୋଜନା ଅନ୍ତର୍ଗତ ରେଲଓ୍ବେ ଟ୍ରାକ ଏବଂ ଜାତୀୟ ରାଜପଥ(ଏନ୍ଏଚ୍) ପାର୍ଶ୍ୱରେ ହେଲିପ୍ୟାଡ ନିର୍ମାଣ କରାଯିବ। ଏହି ପରିପ୍ରେକ୍ଷୀରେ, ରେଲଓ୍ବେ ଏବଂ ରାଜପଥ ପ୍ରକଳ୍ପର ଡିପିଆରରେ ହେଲିପ୍ୟାଡ ତିଆରି…
ଶୀତଦିନିଆ ଖାଦ୍ୟ
ଶୀତଦିନ ଖାଇବାର ମଜା ନେବା ଋତୁ। ବଜାର ସାରା ଆକର୍ଷଣୀୟ, ପୁଷ୍ଟିକର, ସୁସ୍ବାଦୁ ତଥା ଶସ୍ତା ଶାଗ ଓ ପନିପରିବା ଏବଂ ଭଳିକି ଭଳି ଫଳ ଯାହାକୁ ଯେତେ। ତେଣୁ ଏହି ଋତୁଟା ରସନା ଓ ସ୍ବାସ୍ଥ୍ୟ ଦୃଷ୍ଟିରୁ ସ୍ବତନ୍ତ୍ର। ହେଲେ,…
ଓମିକ୍ରନକୁ ହାଲୁକା ଭାବେ ଗ୍ରହଣ କରିବା ହେବ ଭୁଲ, ସଂକ୍ରମିତଙ୍କ ନିକଟରେ ଦେଖାଦେଲାଣି ଓମିକ୍ରନ୍ ସହ ଡେଲ୍ଟା ଭାରିଏଣ୍ଟ
ନୂଆଦିଲ୍ଲୀ,୧୦ ।୧: କରୋନା ଭାଇରସର ଡେଲ୍ଟା ଭାରିଏଣ୍ଟର ଗତିବିଧି ଉପରେ ଦିଲ୍ଲୀ ଡାକ୍ତରମାନେ ଅଧ୍ୟୟନ କରି କିଛି ନୂଆ ତଥ୍ୟ ହାସଲ କରିଛନ୍ତି । ଦିଲ୍ଲୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କରୋନା ସଂକ୍ରମିତଙ୍କ ସାମ୍ପଲ ଟେଷ୍ଟ କରାଯାଇଥିଲା । ଏଥିରେ ଓମିକ୍ରନ୍…
ତୃତୀୟ ଲହରରେ ମୃତ୍ୟୁ ସଂଖ୍ୟା ୬୦୦ ପ୍ରତିଶତ କମିବ !…
ନୂଆଦିଲ୍ଲୀ, ୧୦।୧ : ଓମିକ୍ରନ କାରଣରୁ କରୋନାର ତୃତୀୟ ଲହର ସଂକ୍ରମଣ ଦ୍ରୁତ ବ୍ୟାପିବାର ଆଶଙ୍କା ରହିଛି। କିନ୍ତୁ ଏହା ଦ୍ୱାରା ମୃତ୍ୟୁ ହାର, ଦ୍ୱିତୀୟ ଲହର ଅପେକ୍ଷା ପ୍ରାୟ ୬୦୦ ପ୍ରତିଶତ କମ ରେକର୍ଡ କରାଯାଇଛି। ଅପର ପକ୍ଷରେ ପ୍ରଥମ…
ମାଛଚାଷ କରିଛି ମହିଳାଙ୍କୁ ସ୍ବାବଲମ୍ବୀ
କେନ୍ଦ୍ରାପଡ଼ା ଅଫିସ, ୧୦ା୧: ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାରେ କୃଷିକୁ ଗୁରୁତ୍ୱ ଦିଆଯାଏ। ତେବେ ସାଧାରଣ ଧାନ ଫସଲ ପରିବାରର ଅର୍ଥନୀତିକୁ ସମ୍ଭାଳି ପାରୁନାହିଁ। ଫଳରେ ଜିଲାର ଯୁବ ମାନବସମ୍ବଳ ବିଦେଶମୁହଁା ହେଉଥିବା ବେଳେ ମହିଳାମାନେ ମାଛଚାଷ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି।…
ସ୍ମାର୍ଟ ଶ୍ରେଣୀ ଗୃହ ପାଇଁ ଭଲ କାନ୍ଥରୁ ପ୍ଲାଷ୍ଟର ଛଡ଼ାଗଲା
ଜଗତ୍ସିଂହପୁର ଅଫିସ, ୧୦ା୧: ଜଗତ୍ସିଂହପୁର ବ୍ଲକ ପୁନଙ୍ଗସ୍ଥିତ ନରେନ୍ଦ୍ରନାଥ ନୋଡାଲ ଉଚ୍ଚ ବିଦ୍ୟାଳୟକୁ ୫-ଟି ଯୋଜନାରେ ସାମିଲ କରାଯାଇ ସ୍ମାର୍ଟ ଶ୍ରେଣୀ ଗୃହ ଉନ୍ନତୀକରଣ ପାଇଁ ପଦକ୍ଷେପ ନିଆଯାଉଛି। ଏହି କାମ ବାବଦରେ ମୋ ସ୍କୁଲ ଅଭିଯାନ ତରଫରୁ ଜିଲାପାଳ ପାରୁଲ…
Archives


