Home

ରାଜଧାନୀରେ କରୋନା ବେଲଗାମ୍‌…

ନୂଆଦିଲ୍ଲୀ, ୯।୧ : ରାଜଧାନୀ ଦିଲ୍ଲୀରେ କରୋନା ବେଲଗାମ୍‌ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୨୨ ହଜାର ୭୫୧ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହାଯୋଗୁ ସଂକ୍ରମଣ ହାର ୨୫.୫୩ ପ୍ରତିଶତ ଛୁଇଁଛି। ଫଳରେ ମୋଟ ଆକ୍ରାନ୍ତଙ୍କ…

ଉପଦେଶ ଦେଲେ ରିୟା

ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବେ ଝିଅମାନଙ୍କୁ ଏକ ବିଶେଷ ପରାମର୍ଶ ଦେଇଛନ୍ତି। ନିଜ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସେ ଝିଅମାନଙ୍କୁ ସୌନ୍ଦର୍ଯ୍ୟ ଜାଲରେ ନ ପଡ଼ିବାକୁ ପରାମର୍ଶ ଦେଇଛନ୍ତି।…

କେଜ୍ରିଓ୍ବାଲଙ୍କ ନିର୍ଦ୍ଦେଶ, କୌଣସି ପାର୍ଟି ବିରୋଧରେ କରାଯିବନି ନିର୍ବାଚନ ପ୍ରଚାର…

ନୂଆଦିଲ୍ଲୀ, ୯।୧ : ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ, ମଣିପୁରର ଫେବୃୟାରୀ ୧୦ଠାରୁ ନିର୍ବାଚନ ହେବାକୁ ଯାଉଛି। ଏେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଅଭିଯାନ ସହିତ ଭୋଟରଙ୍କୁ ହାତେଇବାର ଯୋଜନା ପ୍ରସ୍ତୁତ କରାଯାଇଛ। ଏହି ମର୍ମରେ ଆମ୍‌ ଆଦ୍‌ମୀ…

ନିର୍ବାଚନ ପ୍ରଚାରରେ ରାଲି ବନ୍ଦ ପାଇଁ ୪୧ ପ୍ରତିଶତଙ୍କ ସମର୍ଥନ…

ନୂଆଦିଲ୍ଲୀ, ୯।୧ : ଦେଶରେ କରୋନା ମହାମାରୀର ତୃତୀୟ ଲହର ମଧ୍ୟରେ ୫ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି। ତେବେ ନିର୍ବାଚନରେ ରାଲି ନ କରିବାକୁ ୪୧ ପ୍ରତିଶତ ଲୋକ ସମର୍ଥନ କରିଛନ୍ତି। ସମସ୍ତ ରାଜନୈତିକ ରାଲି ଉପରେ ପ୍ରତିବନ୍ଧକ ଲଗାଇବାକୁ…

ଦ୍ୱାଦଶ ପର୍ଯ୍ୟନ୍ତ ସ୍କୁଲ ୩୦ ଜାନୁୟାରୀ ପର୍ଯ୍ୟନ୍ତ ବନ୍ଦ, ସରକାରଙ୍କ ନିର୍ଦ୍ଦେଶ…

ଜୟପୁର, ୯।୧ : ରାଜସ୍ଥାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିବାରେ ଲାଗିଛି। ଏହା ସହିତ ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ରାଜ୍ୟରେ ବଢ଼ି ଚାଲିଛି। ସଂକ୍ରମଣକୁ ରୋକିବା ଲାଗି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଦ୍ୱାଦଶ ପର୍ଯ୍ୟନ୍ତ ସମସ୍ତ…

କରୋନା ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ, ୯।୧ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିବାରେ ଲାଗିଛି। ଏହା ସହିତ ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନା ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୀକ୍ଷା କରିଛନ୍ତିି। ପ୍ରଧାନମନ୍ତ୍ରୀ…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଅବହେଳା ନେଇ ଏଏସ୍‌ଏଲ୍‌ ରିପୋର୍ଟ…

ନୂଆଦିଲ୍ଲୀ, ୯।୧ : ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ଅବହେଳା ନେଇ ଏଏସ୍‌ଏଲ୍‌ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ,ଜାନୁଆରୀ ୧ ରେ ଏସପିଜି ଏବଂ ପଞ୍ଜାବ ପୋଲିସ ମଧ୍ୟରେ କଥାବାର୍ତ୍ତା…

ବିବାହ ଦିନ ବର କରୁଥିଲେ ଡ୍ୟାନ୍ସ, ତାଙ୍କୁ ଦେଖି କନ୍ୟା ଚପଲ କାଢି…ଦେଖନ୍ତୁ ଭିଡିଓ

ବିବାହ ସମସ୍ତଙ୍କ ଜୀବନରେ ଏକ ବିଶେଷ ମୁହୂର୍ତ୍ତ। ଏହି ଦିନ ଉଭୟ ବର ଏବଂ କନ୍ୟା ସମ୍ପୂର୍ଣ୍ଣ ଉପଭୋଗ କରିବାକୁ ଚେଷ୍ଟା କରନ୍ତି, କାରଣ ବିବାହ ଜୀବନରେ କେବଳ ଥରେ ଆସିଥାଏ। ନିକଟରେ ଏକ ବିବାହର ମଜାଦାର ଭିଡିଓ ଭାଇରାଲ ହୋଇଛି।…

ବରୁଣ ଗାନ୍ଧୀ କରୋନା ପଜିଟିଭ୍‌…

ନୂଆଦିଲ୍ଲୀ, ୯।୧ : ଭାଜପା ଏମ୍‌ପି ବରୁଣ ଗାନ୍ଧୀଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଉତ୍ତରପ୍ରଦେଶରେ ନିର୍ବାଚନ ପ୍ରଚାର କରୁଥିବା ସମୟରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା କହିଛନ୍ତି। ଗତ ୩ ଦିନ ଧରି ସେ ପିଲିଭିତ୍‌ରେ ଥିଲେ।…

ପ୍ଲାଷ୍ଟିକ୍‌ ଡ୍ରମ୍‌ରୁ ଓ୍ବାଶିଂ ମେଶିନ ତିଆରି କରି ଚର୍ଚ୍ଚାରେ ବ୍ୟକ୍ତି

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ନୂଆ କୌଶଳ ଦେଖିବାକୁ ମିଳିଥାଏ। ବର୍ତ୍ତମାନ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଏକ ଦେଶୀ କୌଶଳ ଦେଖିବାକୁ ପାଇବେ। ଯାହାକୁ ପୂର୍ବରୁ କେବେ ଦେଖି ନ ଥିବେ।…

ଧୋନୀଙ୍କଠାରୁ ଉପହାର ପାଇ ପାକିସ୍ତାନ କ୍ରିକେଟର୍‌ଙ୍କ ଖୁସି କହିଲେ ନ ସରେ…

ଚେନ୍ନାଇ,୯।୧: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିକଟରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଜର୍ସି ପାକିସ୍ତାନ ପେସର ହାରିସ ରଫଙ୍କୁ ଉପହାର ଦେଇଛନ୍ତି। ରଫ୍‌ ଧୋନୀଙ୍କର ଜଣେ ବଡ଼ ପ୍ରଶଂସକ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି -୨୦…

ପାକିସ୍ତାନ ସୁପ୍ରିମ୍‌କୋର୍ଟରେ ପ୍ରଥମ ମହିଳା ବିଚାରପତି…

ଇସଲାମାବାଦ୍‌, ୯।୧ : ପ୍ରଥମ ଥର ପାଇଁ ପାକିସ୍ତାନ ସୁପ୍ରିମ୍‌କୋର୍ଟରେ ଜଣେ ମହିଳା ବିଚାରପତି ନିଯୁକ୍ତି ପାଇବେ। ଏହି ଗୌରବ ବିଚାରପତି ଆୟେଶା ମାଲିକ୍‌ ହାସଲ କରିବାକୁ ଯାଉଛନ୍ତି। କଠିନ ପରିଶ୍ରମ, ଉତ୍ସର୍ଗୀକୃତ ମନୋଭାବ ଏବଂ ଆନ୍ତରିକତା ଯୋଗୁ ଆୟେଶା ଏଭଳି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri