ପ୍ରେମିକଙ୍କ ସହ ରୋମାଣ୍ଟିକ ହେଲେ ଏହି ଫିଲ୍ମ ନିର୍ମାତାଙ୍କ ଝିଅ
ମୁମ୍ବାଇ: ବଲିଉଡ୍ର ପ୍ରସିଦ୍ଧ ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ତଥା ଅଭିନେତା ଅନୁରାଗ କଶ୍ୟପଙ୍କ ଝିଅ ଆଲିଆ ଏବେ ଚର୍ଚ୍ଚାରେ ଅଛନ୍ତି। ଗତ ୮ ତାରିଖରେ ଆଲିଆ ତାଙ୍କର ୨୧ତମ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ଆଲିଆ ସାଙ୍ଗ ଏବଂ ପ୍ରେମିକଙ୍କ…
ସ୍ୟୁ ଚୀଙ୍କୁ ପୁଣି ୪ ବର୍ଷ ଜେଲ୍ ଦଣ୍ଡାଦେଶ…
ନାପିଦ୍ୱ,୧୦।୧: ନୋବେଲ ବିଜେତା ତଥା ମ୍ୟାନ୍ମାର ନେତା ଅଙ୍ଗ ସାନ ସ୍ୟୁ ଚୀଙ୍କୁ କରୋନା ନିୟମ ଉଲ୍ଲଂଘନ କରିଥିବା ଏବଂ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଇଥିବା ଅପରାଧରେ ସୋମବାର ୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହା ପୂର୍ବରୁ ୨୦୨୧ ଡିସେମ୍ବରରେ…
ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟ୍କା
ପାଣାଜୀ,୧୦।୧: ଗୋଆ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ଆଉ ଏକ ବଡ଼ ଝଟ୍କା ଲାଗିଛି। ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ତଥା ବିଧାୟକ ମାଇକେଲ ଲୋବୋ ଇସ୍ତଫା ଦେଇଛନ୍ତି। ମନ୍ତ୍ରୀ ପଦ ସହିତ ସେ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ଲୋବୋ…
ଛୁଆକୁ ଖାଲରୁ ଏମିତି ଉଦ୍ଧାର କଲେ ହାତୀପଲ, ଭିଡିଓ ଦେଖିଲେ…
ବେଳେବେଳେ ଜୀବଜନ୍ତୁଙ୍କର କିଛି କାମ ଦେଖିଲେ ମନ ଆନନ୍ଦିତ ହୋଇଯାଏ। ଏବେ ସୋସିଆଲ ମିଡିଆରେ ସେମିତି ଏକ ହାତୀର ଭିଡିଓ ଭାଇରାଲ ହେଉଛି। ଉପରକୁ ଚଢ଼ିବା ବେଳେ ଏକ ହାତୀଛୁଆ ତଳକୁ ଖସି ପଡୁଛି। ଛୁଆହାତୀକୁ ଅସୁବିଧାରେ ପଡ଼ିଥିବା ଦେଖି ସେଠାରେ…
ପ୍ରେମିକାଙ୍କ ବିକିନି ପିନ୍ଧା ଫଟୋ ଦେଖି ଏମିତି କହିଲେ ଟାଇଗର୍
ବଲିଉଡ ଅଭିନେତ୍ରୀ ଦିଶା ପଟାନୀ ନିଜକୁ ଗ୍ଲାମରସ୍ ଦେଖାଯିବାକୁ ସର୍ବଦା ପସନ୍ଦ କରନ୍ତି। ନିକଟରେ ଦିଶା ଇନଷ୍ଟାଗ୍ରାମରେ ନିଜର ଏକ ବିକିନ୍ ପିନ୍ଧା ଫଟୋ ଶେୟାର କରିଛନ୍ତି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅଭିନେତ୍ରୀଙ୍କ ଏହି…
୧୯ ମହଲା କୋଠାରେ ଅଗ୍ନିକାଣ୍ଡ, ୯ ଶିଶୁଙ୍କ ସମେତ ୧୯ ଜୀବନ୍ତ ଦଗ୍ଧ…
ନ୍ୟୁୟର୍କ, ୧୦।୧ : ଆମେରିକାର ନ୍ୟୁୟର୍କ ସହରରେ ଏକ ୧୯ ମହଲା କୋଠାରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୯ ଶିଶୁଙ୍କ ସମେତ ୧୯ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ୩୨ ଜଣ ଆହତଙ୍କୁ…
ଜନ୍ମଦିନରେ ହ୍ରିତିକ୍ଙ୍କ ଘରକୁ ଆସିଲା ନୂଆ ଅତିଥି
ବଲିଉଡ୍ ଅଭିନେତା ହ୍ରିତିକ ରୋଶନ ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ଏଥର ଜନ୍ମଦିନ ତାଙ୍କ ପାଇଁ ସ୍ବତନ୍ତ୍ର। କାରଣ ଜନ୍ମ ଦିନରେ ତାଙ୍କ ଘରକୁ ଏକ ନୂଆ ଅତିଥି ଆସିଛନ୍ତି। ଏହି ଅତିଥି ଜଣଙ୍କ ହେଉଛନ୍ତି କୁକଚର ଛୁଆ। ଯାହାର ନାଁ…
୨୦୨୪ର ସେମିଫାଇନାଲ, ଭାଜପା-କଂଗ୍ରେସର ଭବିଷ୍ୟତ ନିର୍ଣ୍ଣୟ କରିବ ୫ ରାଜ୍ୟର ବିଧାନସଭା ନିର୍ବାଚନ…
ନୂଆଦିଲ୍ଲୀ, ୧୦।୧ : ଦେଶରେ ୫ଟି ରାଜ୍ୟରେ ବିିଧାନସଭା ନିର୍ବାଚନ ହୋବକୁ ଯାଉଛି। ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଏହାକୁ ସେମିଫାଇନାଲ୍ ଭାବେ ରାଜନୈତିକ ସମୀକ୍ଷକ ବିଚାର କରୁଛନ୍ତି। ଦେଶର ମୋଟ ଜନସଂଖ୍ୟାର ପ୍ରାୟ ୨୫ ପ୍ରତିଶତ ଏହି ପାଞ୍ଚଟି…
ଚେତାବନୀ ଦେଲା ଆମେରିକା
ନ୍ୟୁୟର୍କ,୯।୧: ଆମେରିକା ରୁଷିଆକୁ ଚେତାବନୀ ଦେଇଛି। ଯଦି ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରେ ତେବେ ତାକୁ ଆର୍ଥିକ ଭାବେ ଦୁର୍ବଳ କରିଦେବୁ ବୋଲି ଆମେରିକା କହିଛି। ୟୁକ୍ରେନ ଉପରେ ତିକ୍ତତା ମଧ୍ୟରେ ଆମେରିକା ଏବଂ ରୁଷିଆର ବରିଷ୍ଠ କୂଟନୈତିକ ଅଧିକାରୀମାନେ…
ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ପ୍ରତ୍ୟର୍ପଣ କଲା କୋଷ୍ଟଗାର୍ଡ
ପାରାଦୀପ,୧୦ା୧(ସ୍ବ.ପ୍ର.): ଗତ ଡିସେମ୍ବର ୨୬ରେ ଉଦ୍ଧାର କରାଯାଇଥିବା ୨୦ ଜଣ ବାଂଲାଦେଶୀ ମତ୍ସ୍ୟଜୀବୀ ଓ ସେମାନଙ୍କ ବୋଟ୍କୁ ଭାରତୀୟ ତଟରକ୍ଷୀ ବାହିନୀ (କୋଷ୍ଟଗାର୍ଡ) ରବିବାର ବାଂଲାଦେଶ କୋଷ୍ଟଗାର୍ଡ ଟିମ୍କୁ ପ୍ରତ୍ୟର୍ପଣ କରିଛି। କୋଷ୍ଟଗାର୍ଡର ପାଟ୍ରୋଲିଂ ଜାହାଜ ସରୋଜିନୀ ନାଇଡୁ ସେମାନଙ୍କୁ ନେଇ…
ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଟପିଲା…
ନୂଆଦିଲ୍ଲୀ, ୧୦।୧: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଦେଶର ୨୭ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୪,୦୩୩ ଛୁଇଁଛି।…
ଅବଧି ବଢ଼ାଇ ଛୁଟିରେ ଡାକ୍ତର ସୁମିତ
ଆସିକା,୧୦ା୧(ଡି.ଏନ୍.ଏ.): ଡାକ୍ତର ସୁମିତ ସାହୁ ଓ ତାଙ୍କ ସ୍ତ୍ରୀ ତପସ୍ବିନୀ ଦାଶଙ୍କ ମଧ୍ୟରେ ଲାଗି ରହିଥିବା ପାରିବାରିକ ବିବାଦ ଥମିବାର ନାଁ ଧରୁନି। ଜିଲା ଜଜ୍ କୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ତପସ୍ବିନୀ ଗତ ୬ ତାରିଖରୁ ବ୍ରହ୍ମପୁର ବ୍ରହ୍ମାନଗରସ୍ଥିତ ଶାଶୁଘରେ ରହିଥିଲେ…
Archives


