ଅନୁକମ୍ପା ପାଇଁ ମୋଦିଙ୍କ ଷ୍ଟଣ୍ଟ୍
ନୂଆଦିଲ୍ଲୀ,୭୧:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବ ଜନସାଧାରଣଙ୍କ ଅନୁକମ୍ପା ହାସଲ ପାଇଁ ‘ସୁରକ୍ଷାରେ ତ୍ରୁଟି’ ଷ୍ଟଣ୍ଟ୍ ଆପଣାଇଥିବା କୃଷକ ନେତା ରାକେଶ ଟିକାଏତ୍ ଗୁରୁବାର ସମାଲୋଚନା କରିଛନ୍ତି। ଭାରତୀୟ କିଷାନ ୟୁନିୟନ୍ (ବିକେୟୁ) ମୁଖପାତ୍ର ଟିକାଏତ୍ ଗଣମାଧ୍ୟମକୁ କହିଛନ୍ତି, ପ୍ରଧାନମନ୍ତ୍ରୀ ପଞ୍ଜାବକୁ ଯିବା…
ଓମିକ୍ରନ୍କୁ ମାଇଲ୍ଡ ବୋଲି ବୁଝିବା ବଡ ଭୁଲ୍ ହେବ: ଡବ୍ଲୁଏଚଓ
ଜେନେଭା,୭ ।୧: କରୋନା ଭାଇରସର ଓମିକ୍ରନ୍ ଭାରିଏଣ୍ଟ ଏବେ ସାରା ବିଶ୍ୱରେ ତାଣ୍ଡବ ରଚି ଚାଲିଛି । ଏହା କିନ୍ତୁ ଡେଲ୍ଟା ଭଳି ପ୍ରାଣଘାତି ନୁହେଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି । କିନ୍ତୁ ଏହା ଡେଲ୍ଟାଠାରୁ ଦ୍ରୁତ ବେଗରେ ସଂକ୍ରମଣ ହେଉଛି…
ଭାଲୁ କୋଳରେ ବସିଗଲେ ଏହି ଯୁବତୀ, ଦେଖନ୍ତୁ ଲୋମଟାଙ୍କୁରା ଭିଡିଓ
ସୋସିଆଲ ମିଡିଆରେ ଏକ ଭିଡିଓ ଆଜିକାଲି ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖିବା ପରେ ଲୋକମାନଙ୍କ ଲୋକ ଟାଙ୍କୁଡି ଉଠିବ। ଏହି ଭିଡିଓରେ ଜଣେ ଯୁବତୀ ଭାଲୁର କୋଳରେ ବସିଥିବାର ନଜର ଆସିଛନ୍ତି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଝିଅଟି କେବଳ…
ଶାହରୁଖଙ୍କୁ ଟ୍ରୋଲ କଲେ ସ୍ତ୍ରୀ
ବଲିଉଡର ପାୱାର୍ କପଲ୍ ଶାହରୁଖ ଖାନ ଏବଂ ଗୌରୀ ଖାନ ଗତ କିଛି ମାସ ଧରି ସୋସିଆଲ ମିଡିଆରେ ସକ୍ରିୟ ରହୁନାହାନ୍ତି। କିନ୍ତୁ ନୂଆ ବର୍ଷରେ ଖାନ ପରିବାର ଜୀବନରେ ଆଗକୁ ବଢିିବାକୁ ଚେଷ୍ଟା କରୁଛନ୍ତି। ନିକଟରେ ଶାହରୁଖ ଏବଂ ଗୌରୀ…
ଭାରତରେ ରାମରାଜ୍ୟ ପ୍ରତିଷ୍ଠା କରିବା ଭାଜପାର ଲକ୍ଷ୍ୟ: ଗଡ଼କରୀ
ଲକ୍ଷ୍ନୌ,୬।୧: ଭଗବାନ ରାମ ଦେଶର ସାଂସ୍କୃତିକ ଐତିହ୍ୟର ପ୍ରତୀକ। ଭାରତରେ ରାମ ରାଜ୍ୟ ପ୍ରତିଷ୍ଠା କରିବା ଭାଜପାର ଲକ୍ଷ୍ୟ ବୋଲି କହିଛନ୍ତି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ। ଗୁରୁବାର କୌଶାମ୍ବି ଜିଲାର ଚେଲ ତହସିଲର ସାକଡା…
ସିଡିଏସ୍ ବିପିନ ରାଓ୍ବତଙ୍କ ନାମରେ ହେବ ମେନ୍ପୁରୀ ସୈନିକ ସ୍କୁଲର ନାମ
ଲକ୍ଷ୍ନୌ,୬।୧: ତାମିଲନାଡୁର କୁନ୍ନୁର ନିକଟରେ ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ପ୍ରତିରକ୍ଷା ଅଧ୍ୟକ୍ଷ(ସିଡିଏସ୍) ବିପିନ ରାୱତଙ୍କର ମୃତ୍ୟୁ ଘଟିଥିଲା। କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଥିଲା, ଏବେ ଏହାର ରିପୋର୍ଟ ମଧ୍ୟ ଆସିଛି। ବାୟୁସେନା ହେଲିକପ୍ଟର ଏମ୍ଆଇ-୧୭ଭି୫ ଦୁର୍ଘଟଣାରେ କୌଣସି ବୈଷୟିକ…
୯ ବର୍ଷ ପରେ ଅଲଗା ହେଲେ ଏହି ଲୋକପ୍ରିୟ ଯୋଡ଼ି; ଜାଣନ୍ତୁ କାହାକୁ ମିଳିଲା ଝିଅଙ୍କ କଷ୍ଟଡି
ବମ୍ବେ: ପ୍ରଥମେ ପ୍ରେମ, ପରେ ବିବାହ, ଆଉ ଏବେ ବିଚ୍ଛେଦ ନେଇ ଖବର। ଏଭଳି କିଛିକୁ ନେଇ ଚର୍ଚ୍ଚାରେ ଟେଲିଭିଜନଜଗତର ଲୋକପ୍ରିୟ ଯୋଡ଼ି ସଞ୍ଜିଦା ଶେଖ ଏବଂ ଆମିର ଅଲି। ଏକ ସମୟରେ ଦର୍ଶକଙ୍କ ଭଲପାଇବା ପାଉଥିବା ଏହି ଯୋଡ଼ି ଏବେ…
ସ୍କୁଲରେ ଇଂଲିଶ୍ ମାଧ୍ୟମରେ ଶିକ୍ଷାକୁ ବାଧ୍ୟତାମୂଳକ ଭାବେ ଲାଗୁ କରାଯାଇ ପାରିବ ନାହିଁ, ହାଇକୋର୍ଟଙ୍କ ରାୟ…
ଯୋଧପୁର, ୬।୧ : ବିଦ୍ୟାଳୟରେ ଇଂଲିଶ୍ ମାଧ୍ୟମରେ ଶିକ୍ଷାକୁ ବାଧ୍ୟତାମୂଳକ ଭାବେ ଶିକ୍ଷାର୍ଥୀମାନଙ୍କ ପାଇଁ ଲାଗୁ କରାଯାଇ ପାରିବ ନାହିଁ। ଏହା ଦ୍ୱାରା ସମ୍ବିଧାନର ଧାରା ୧୯-୧-ଏ ଏବଂ ୧୪ର ଉଊ୍ଲଂଘନ ହେବ ବୋଲି ରାଜସ୍ଥାନ ହାଇକୋର୍ଟଙ୍କ ଯୋଧପୁର ବେଞ୍ଚ୍ ପକ୍ଷରୁ…
ପ୍ରକାଶ ପାଇଲା ତାଲିକା: ପୁରୀ ଜିଲାରେ ୧୩ ଲକ୍ଷ ୯୧ ହଜାର ୧୬୪ଜଣ ଭୋଟର
ପୁରୀ ଅଫିସ,୬।୧: ପୁରୀ ଜିଲାର ୬ଟି ବିଧାନସଭା ନିର୍ବାଚନମଣ୍ତଳୀରେ ସମସ୍ତ ଭୋଟରଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ଜିଲାରେ ମୋଟ ୧୩ ଲକ୍ଷ ୯୧ ହଜାର ୧୬୪ ଜଣ ଭୋଟର ଅଛନ୍ତି । ସେମାନଙ୍କ ମଧ୍ୟରୁ ୭ ଲକ୍ଷ ୧୭ ହଜାର…
କାର୍ଯ୍ୟସ୍ଥଳରେ ମହିଳା କର୍ମଚାରୀଙ୍କୁ ନିର୍ଯାତନା ମାମଲାର ମିଡ଼ିଆ ରିପୋର୍ଟିଂକୁ ମନା ଦ୍ୱାରା ପୀଡ଼ିତାଙ୍କ ପ୍ରତି ହେବ ଅନ୍ୟାୟ…
ନୂଆଦିଲ୍ଳୀ, ୬।୧ : ମହିଳା କର୍ମଚାରୀଙ୍କୁ କାର୍ଯ୍ୟସ୍ଥଳରେ ନିର୍ଯାତନା ଦିଆଯାଉଥିବା ମାମଲାର ମିଡ଼ିଆ ରିପୋର୍ଟିଂ ଉପରେ ବମ୍ବେ ହାଇକୋର୍ଟ କଟକଣା ଜାରି କରିଥିଲେ। ଏହା ଦ୍ୱାରା ସମ୍ପୃକ୍ତ ପୀଡ଼ିତାଙ୍କ ପ୍ରତି ଅନ୍ୟାୟ ହେବା ସହିତ ମହିଳାଙ୍କ କଣ୍ଠରୋଧ ସ୍ଥିତି ସୃଷ୍ଟି ହେବ…
ପୁଣି ଜଣେ ଅଭିନେତ୍ରୀଙ୍କୁ କରୋନା
ମୁମ୍ବାଇ: ଏବେ ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବଢ଼ିଚାଲିଛି। ଏହି ସମୟରେ ଅନେକ ସେଲିବ୍ରିଟି କରୋନା ଆକ୍ରାନ୍ତ ହେଉଥିବା ଖବର ଜାଣିବାକୁ ମିଳୁଛି। ବର୍ତ୍ତମାନ ଅଭିନେତ୍ରୀ ତଥା ଟିଏମ୍ସି ଏମ୍ପି ମିମି ଚକ୍ରବର୍ତ୍ତୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମିମି ତାଙ୍କ…
ଲୁଡୁ ଖେଳୁ ଖେଳୁ ପାକିସ୍ତାନୀ ଯୁବକଙ୍କ ପ୍ରେମରେ ପଡିଲେ ବିବାହିତ ମହିଳା: ଆଉ ତା’ପରେ
ଅମୃତସର,୬।୧: ଆଜିକାଲି ମୋବାଇଲ ଗେମ୍ ଏତେ ନିଶା ହୋଇଛି, ଯୁବପିଡି ଖାଇବାପିଇବା ଭୁଲି ଯାଉଛନ୍ତି। ମୋବାଇଲ ଗେମ୍ ଯୁବପିଢ଼ିଙ୍କ ମନକୁ ବେଶ୍ ପ୍ରଭାବିତ କରିବା ମଧ୍ୟ ଦେଖାଯାଉଛି। ଅମୃତସରରେ ଏପରି ଏକ ମାମଲା ସାମ୍ନାକୁ ଆସିଛି। ଅମୃତସରର ଜାଲିଆନୱାଲା ବାଗ ନିକଟରେ…
Archives


