ଉଧାମପୁରରେ ବିସ୍ଫୋରଣ, ଜଣେ ମୃତ ୧୩ ଆହତ…
ଶ୍ରୀନଗର,୯।୩ : ଜମ୍ମୁ-କଶ୍ମୀରର ଉଧାମପୁରର ସାଲାଥିଆ ଛକରେ ବୁଧବାର ଅପରାହ୍ନରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ପରେ ପୋଲିସ ବୋମା ନିଷ୍କ୍ରିୟକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବିସ୍ଫୋରଣ କିପରି ହୋଇଛି ତାହା ଜାଣିବା ପାଇଁ ଉଦ୍ୟମ ଚାଲିଛି। ଏଥିରେ…
ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବା ପାଇଁ ସରକାରଙ୍କ ନୂତନ ଯୋଜନା…
ନୂଆଦିଲ୍ଲୀ,୯।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର କରିବା ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି। ଅସ୍ତ୍ରଶସ୍ତ୍ର ଉତ୍ପାଦନ ଏବଂ ପରୀକ୍ଷଣ କ୍ଷେତ୍ରରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବଡ ପଦକ୍ଷେପ ନେଇଛି। ଅସ୍ତ୍ରଶସ୍ତ୍ରର ପରୀକ୍ଷଣ ଏବଂ…
୨୦ ଲକ୍ଷ ଛାଡ଼ିଲେ ଭିଟାମାଟି, ୮ ଲକ୍ଷ ଶିଶୁ ବି ସାମିଲ…
କ୍ୱିଭ୍/ମସ୍କୋ,୯।୩ : ୟୁକ୍ରେନଉପରେ ରୁଷିଆ ଆକ୍ରମଣ ଯୋଗୁ ଇତିମଧ୍ୟରେ ୨୦ ଲକ୍ଷ ଲୋକ ଭିଟାମାଟି ଛାଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ୮ ଲକ୍ଷ ଶିଶୁ ମଧ୍ୟ ରହିଛନ୍ତି ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ରୁଷିଆ ବୋମାମାଡ଼ରେ ୟୁକ୍ରେନ୍ର ୮୧ ହସ୍ପିଟାଲ…
ଗୋବରରେ ପ୍ରସ୍ତୁତ ଆଟାଚ୍ ଭିତରେ ବଜେଟ୍
ରାୟପୁର,୯।୩: ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ବିଧାନସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି। ଗାଈକୁ ଗୁରୁତ୍ୱ ଦେବା ସହ ସେ ଏକ ନିଆରା ପଦକ୍ଷେପ ନେଇ ଗୋବରରେ ତିଆରି ଏକ ବ୍ୟାଗରେ ବଜେଟ ଡକ୍ୟୁମେଣ୍ଟ ଆଣିଥିଲେ।…
ୟୁକ୍ରେନ୍ ଯୁଦ୍ଧ ଯୋଗୁ ପୁଟିନ୍ଙ୍କ ଲୋକପ୍ରିୟତା ନିଜ ଦେଶରେ ୭୧ ପ୍ରତିଶତ ବଢ଼ିଲା…
ମସ୍କୋ,୯।୩ : ୟୁକ୍ରେନ ଉପରେ ଆକ୍ରମଣ ପରେ ରୁଷିଆରେ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍ଙ୍କ ଲୋକପ୍ରିୟତା ୭୧ ପ୍ରତିଶତ ବୃଦ୍ଧି ପାଇଛି। ଯୁଦ୍ଧକୁ ନେଇ ବିରୋଧ ପ୍ରଦର୍ଶନ ମଧ୍ୟରେ, ରୁଷିଆର ୬୫ ପ୍ରତିଶତ ଜନସାଧାରଣ ଏକ ସରକାରୀ ଏଜେନ୍ସି ଦ୍ୱାରା କରାଯାଇଥିବା ସର୍ଭେରେ…
ବୁଲ୍ଲି ବାଈ-ସୁଲ୍ଲି ଡିଲ୍ ମାମଲାର ଚାର୍ଜଶିଟ୍ ଦାଖଲ…
ନୂଆଦିଲ୍ଲୀ,୯।୩ : ବୁଲ୍ଲି ବାଈ ଏବଂ ସୁଲ୍ଲି ଡିଲ୍ ମାମଲାର ଚାର୍ଜଶିଟ୍ ଦାଖଲ କରାଯାଇଛି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲର ଇଣ୍ଟେଲିଜେନ୍ସ ଫ୍ୟୁଜନ ଏବଂ ଷ୍ଟ୍ରାଟେଜିକ ଅପରେଶନ ୟୁନିଟ ପକ୍ଷରୁ ସମସ୍ତ ଚାର୍ଜଶିଟ୍ ପ୍ରଦାନ କରାଯାଇଛି। ଦିଲ୍ଲୀର ଏକ ସ୍ଥାନୀୟ କୋର୍ଟରେ…
ଲୁହ କୋହର ପରିବେଶ, ମୃତଦେହ-ଭୋକିଲା ଗୋଟିଏ ସ୍ଥାନରେ…
କ୍ୱିଭ୍,୯।୩ : ୟୁକ୍ରେନର ମାରିଅପୋଲରେ ରୁଷିଆର ଆକ୍ରମଣ ପରେ ରାସ୍ତାରେ ପଡ଼ିଥିବା ମୃତଦେହଗୁଡ଼ିକରୁ ସହରର ବିନାଶର ଦୃଶ୍ୟ ସ୍ପଷ୍ଟ ଦେଖାଯାଉଛି। ଅନେକ ଦିନ ଧରି ଭୋକିଲା ଲୋକମାନେ ଖାଦ୍ୟ ସନ୍ଧାନରେ ଦୋକାନଗୁଡ଼ିକର ତାଲା ଭାଙ୍ଗୁଛନ୍ତି। ମୃତଦେହ ଏବଂ ଭୋକିଲା ଗୋଟିଏ ସ୍ଥାନରେ…
ଶାନ୍ତି ମୁହାଁ ପୁଟିନ୍-ଜେଲେନସ୍କି, ବେନେଟଙ୍କ ମଧ୍ୟସ୍ଥତା…
କ୍ୱିଭ୍/ମସ୍କୋ,୯।୩ : ଗତ ୧୪ ଦିନ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଶାନ୍ତି ପ୍ରୟାସ ସମ୍ଭାବନା ଏବେ ବଢ଼ିବାରେ ଲାଗିଛି। ଇସ୍ରାଏଲ, ଭାରତ ଏବଂ ଫ୍ରାନ୍ସର ବରିଷ୍ଠ ନେତାଙ୍କ ଉଦ୍ୟମର ପ୍ରଭାବ ବର୍ତ୍ତମାନ ସ୍ପଷ୍ଟ ଦେଖାଯାଉଛି। ଉଭୟ…
ରାଜନୀତିରୁ ସନ୍ୟାସ ନେବେ ଆଣ୍ଟୋନି, ସୋନିଆଙ୍କୁ ଲେଖିଲେ ଚିଠି…
ନୂଆଦିଲ୍ଲୀ,୯।୩ : କଂଗ୍ରେସରୁ ଜଣେ ବରିଷ୍ଠ ନେତା ବିଦାୟ’ନେବାକୁ ଯାଉଛନ୍ତି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଥିବା ଏ.କେ ଆଣ୍ଟୋନି ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖି ଏସମ୍ପର୍କରେ କହିଛନ୍ତି। ସେ ବର୍ତ୍ତମାନ ସକ୍ରିୟ ରାଜନୀତିରୁ ସନ୍ୟାସ ନେବାକୁ ଚାହୁଁଛନ୍ତି…
ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା ତଳମୁହାଁ…
ନୂଆଦିଲ୍ଲୀ, ୯।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗିଛି। ଦୈନିକ ସଂକ୍ରମଣ ୫ ହଜାର ତଳେ ରହିଛି। ଦୈନିକ ସଂକ୍ରମଣ ୪ ହଜାର ୫୭୫…
ଅସ୍ତ୍ରଶସ୍ତ୍ର ବିକ୍ରି ପାଇଁ ଯୁଦ୍ଧ, ୫ ବଡ଼ ବିକ୍ରେତା…
ଓ୍ବାଶିଂଟନ/ମସ୍କୋ,୯।୩: ୟୁକ୍ରେନ ରୁଷିଆ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ଅସ୍ତ୍ରଶସ୍ତ୍ର ବିକ୍ରି ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ରୁଷିଆର ଆଣବିକ ଅସ୍ତ୍ର ପ୍ରୟୋଗ ଭୟରେ ଆମେରିକା ଏବଂ ନାଟୋ ଦେଶକୁ ୟୁକ୍ରେନଠାରୁ ଦୂରରେ ରହିଛନ୍ତି। ତୃତୀୟ ବିଶ୍ୱଯୁଦ୍ଧର ଭୟ ସଭିଙ୍କୁ…
ପୁଟିନ୍ଙ୍କ ଭୟରେ ଯୁଦ୍ଧ ବିମାନ ଦେବାକୁ ମନାକଲେ ବାଇଡେନ୍…
ଓ୍ବାଶିଂଟନ/ମସ୍କୋ,୯।୩ : ୟୁକ୍ରେନକୁ ପୁଣି ଏକ ବଡ ଝଟକା ମିଳିଛି। ପୋଲାଣ୍ଡର ୨୮ ମିଗ -୨୯ ଯୁଦ୍ଧ ବିମାନ ଯୋଗାଇବା ପ୍ରସ୍ତାବକୁ ଆମେରିକା ପ୍ରତ୍ୟାଖ୍ୟାନ କରିଛି। ପୋଲାଣ୍ଡର ମିଗ-୨୯ ଯୁଦ୍ଧ ବିମାନକୁ ଜର୍ମାନୀର ଆମେରିକାର ବାୟୁସେନା ବେସକୁ ସ୍ଥାନାନ୍ତର କରିବାକୁ ଆମେରିକାର…
Archives


