Home

ଟିକେଟ୍‌ କିଣି ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କଲେ ମୋଦି

ପୁଣେ,୬।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାରାଷ୍ଟ୍ରର ପୁଣେରେ ପହଞ୍ଚି ମେଟ୍ରୋ ରେଳ ପ୍ରକଳ୍ପର ଉଦଘାଟନ କରିଛନ୍ତି। ମୋଟ ୩୨.୨ କିମି ପୁଣେ ମେଟ୍ରୋ ରେଳ ପ୍ରକଳ୍ପର ୧୨ କିମି ବିଭାଗକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନ ପରେ ପ୍ରଧାନମନ୍ତ୍ରୀ ଷ୍ଟେଶନରେ…

ରୋଡ୍‌ ଡିଭାଇଡରରେ ପିଟିହେଲା କାର୍‌, ୨ ଗୁରୁତର

ସାକ୍ଷୀଗୋପାଳ,୬ା୩(ଡି.ଏନ୍‌.ଏ.): ଭୁବନେଶ୍ୱର-ପୁରୀ ୩୧୬ ନଂ. ଜାତୀୟ ରାଜପଥର ସାକ୍ଷୀଗୋପାଳ ବଡ଼କାଞ୍ଜିଆଛକ ନିକଟରେ ପୁରୀ ଯାଉଥିବା ଏକ କାର୍‌ ରବିବାର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଭୁବନେଶ୍ୱରରୁ ୪ଜଣ ଯାତ୍ରୀଙ୍କୁ ନେଇ ପୁରୀ ଯାଉଥିବା ଓଡି ୦୨ ବି.ଜି ୭୭୪୪ ନମ୍ବର କାର୍‌ଟି ଭାରସାମ୍ୟ…

୬ ମାସର ଝିଅକୁ କାଖରେ ଧରି ମ୍ୟାଚ୍‌ ଖେଳିବାକୁ ଷ୍ଟାଡିୟମକୁ ଆସିଲେ ଅଧିନାୟିକା

ଖ୍ରୀଷ୍ଟଚର୍ଚ୍ଚ,୬।୩: କୌଣସି ମହିଳା ଖେଳାଳିଙ୍କ ମା ହେବା ପରେ ଖେଳକୁ ଫେରିବା ସହଜ କଥା ନୁହେଁ। ସମୟ ସମୟରେ, ଅନେକ କ୍ରୀଡ଼ାରେ ମହିଳାମାନେ ମା’ ହେବା ପରେ ଟ୍ରାକ୍‌କୁ ଫେରି ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଏବେ ନ୍ୟୁଜିଲାଣ୍ଡରେ ମହିଳା ବିଶ୍ୱକପ ୨୦୨୨…

ରୁଷିଆରେ ଜାରା-ପେପଲ୍‌-ସାମସଙ୍ଗ୍‌ କାରବାର ବନ୍ଦ…

ଓ୍ବାଶିଂଟନ, ୬।୩ : ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ଏହାକୁ ବିରୋଧ କରି ରୁଷିଆରେ ଜାରା, ପେପଲ୍‌ ଏବଂ ସାମସଙ୍ଗ୍‌ ନିଜ ନିଜ କାରବାର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍‌ ଲାଇନ୍‌ ପେମେଣ୍ଟ କମ୍ପାନୀ ପେପଲ ଏହାର…

ଡ୍ୟୁଟିରେ ବିରକ୍ତ ହୋଇ ୪ ସହକର୍ମୀଙ୍କ ଉପରେ ଆଖିବୁଜା ଗୁଳି ଚଳାଇ ନିଜକୁ ଗୁଳି କଲେ ବିଏସ୍‌ଏଫ୍‌ ଯବାନ…

ଅମୃତସର, ୬।୩ : ରବିବାର ସକାଳେ ଅମୃତସରର ବିଏସ୍‌ଏଫ୍‌ର ଖାସା ମୁଖ୍ୟାଳୟରେ ଜଣେ ଯବାନ  ୪ ସହକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ତାଙ୍କ ସାଥୀମାନଙ୍କ ଉପରକୁ ଗୁଳି ଚଳାଇବା ପରେ ଯବାନ ଜଣକ ନିଜକୁ ଗୁଳି କରିଥିଲେ। ଏହି ଘଟଣାରେ ପାଞ୍ଚ…

ବିଶ୍ୱକପ୍‌ରେ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍‌ ଜିତିଲା ଭାରତ

ମାଉଣ୍ଟ ମଙ୍ଗାନୁଇ,୬।୩: ଆଇସିସି ମହିଳା ବିଶ୍ୱକପ୍‌ ୨୦୨୨ର ପ୍ରଥମ ମୁକାବିଲାରେ ପାକିସ୍ତାନକୁ ହରାଇଛି ଭାରତ। ରବିବାର ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ୫୦ ଓଭରରେ ୭ ଉଇକେଟ ହରାଇ ୨୪୪ ରନ୍‌ କରିଥିଲା। ଜବାବରେ…

୩୫୦ ବର୍ଷ ଧରି ଏହି ଗାଁର ଯୁବତୀ-ଯୁବକଙ୍କ ଘରେ ହୋଇନି ବାହାଘର, କାରଣ ଜାଣିଲେ…

ରାଜସ୍ଥାନର ବାରମର ଜିଲାରେ ଏମିତି ଏକ ଗାଁ ଅଛି, ଯେଉଁଠାରେ ପ୍ରାୟ ୩୫୦ ବର୍ଷ ଧରି କୌଣସି ଘରେ ବିବାହ ହୋଇ ନାହିଁ। ଅର୍ଥାତ୍‌ ଗ୍ରାମର ସମସ୍ତ ଅବିବାହିତ ଯୁବତୀ-ଯୁବକଙ୍କ ବିବାହ ମନ୍ଦିରରେ ହିଁ ହୋଇଥାଏ। ବିଶ୍ୱାସ କରାଯାଏ, ଯଦି ବିବାହ…

ଶ୍ରୀଲଙ୍କା ୧୭୪ରେ ଅଲଆଉଟ୍‌; ଭାରତ ଦେଲା ଫଲୋଅନ୍‌

ମୋହାଲି,୬।୩: ଏଠାରେ ଚାଲୁଥିବା ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କାକୁ ଫଲୋଅନ୍‌ ଦେଇଛି ଭାରତ । ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି ଟେଷ୍ଟରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଟିମ୍‌ ଇଣ୍ଡିଆ । ବ୍ୟାଟ୍ସମ୍ୟାନମାନଙ୍କ ଦମ୍‌ଦାର ବ୍ୟାଟିଂ ଯୋଗୁ ଦଳ ଶ୍ରୀଲଙ୍କା ସମ୍ମୁଖରେ…

ବ୍ୟାଟିଂ ପରେ ବୋଲିଂରେ ଆଉ ଏକ କୀର୍ତ୍ତିମାନ ରଚିଲେ ଜାଡେଜା

ମୋହାଲି,୬।୩: ଶ୍ରୀଲଙ୍କା ବିପକ୍ଷରେ ଏଠାରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଚମକିଛନ୍ତି ରବୀନ୍ଦ୍ର ଜାଡେଜା । ପ୍ରଥମେ ବ୍ୟାଟିଂ ପରେ ଏବେ ବୋଲିଂରେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି ସେ । ଶନିବାର ଭାରତ ପାଇଁ ୭ମ ଉଇକେଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିବା…

ବେଦାନ୍ତରେ ଅଘଟଣ: ହାଇଓ୍ବା ଚାପାରେ ଦୁଇ ଶ୍ରମିକଙ୍କ ଜୀବନ ଗଲା

ଭବାନୀପାଟଣା,୬ା୩(ସ୍ବ.ପ୍ର.): ବେଦାନ୍ତ ଲିମିଟେଡ୍‌ରେ ଘଟିଛି ଅଘଟଣ। ବକ୍ସାଇଟ୍‌ ବୋଝେଇ ଓ ଖଲାସ କରିବା ପାଇଁ ଓଏସ୍‌ଏଲ କମ୍ପାନୀ ନିୟୋଜିତ ଥିବାବେଳେ ଏହା ଅଧୀନରେ ଥିବା ରାୟଗଡ଼ା ଜିଲା ମୁନିଗୁଡ଼ାର ଜନୈକ ବ୍ୟକ୍ତିଙ୍କ ହାଇଓ୍ବା ଟ୍ରକ୍‌ ଏଥିରେ ଭଡ଼ାରେ ଲାଗିଥିଲା। ଶନିବାର ବିଳମ୍ବିତ…

ମହାନ କ୍ରିକେଟର ସଚିନଙ୍କ ସମକକ୍ଷ ହେଲେ ମିତାଲି

ନୂଆଦିଲ୍ଲୀ,୬।୩: ଆଇସିସି ମହିଳା ବିଶ୍ୱକପ୍‌ ୨୦୨୨ରେ ରବିବାର ଭାରତ ତା’ର ଅଭିଯାନ ଆରମ୍ଭ କରିଛି। ପାକିସ୍ତାନ ସହ ମୁକାବିଲାରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଏହି ମ୍ୟାଚ୍‌ରେ ଅଧିନାୟକ ମିତାଲି ରାଜ ମଇଦାନକୁ ଓହ୍ଲାଇବା…

ନୂଆ ପିଢ଼ିଙ୍କୁ ପୁଟିନ୍‌ଙ୍କ ପାଠପଢ଼ା, ‘ୟୁକ୍ରେନ୍‌ ମୁକ୍ତି ମିଶନ’ ଉପରେ କାମ କରୁଛି ରୁଷିଆ…

ମସ୍କୋ, ୬।୩ : ୟୁକ୍ରେନ ବିରୋଧରେ ଯୁଦ୍ଧ କରିବା ପରେ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ ନିଜ ଦେଶରେ ମଧ୍ୟ କଡ଼ା ବିରୋଧର ସମ୍ମୁଖୀନ ହୋଇଛନ୍ତି। ଏପରିକି ଅନେକ ଛୋଟ ପିଲା ପୁଟିନଙ୍କ ବିରୋଧରେ ପ୍ରଦର୍ଶନ କରୁଛନ୍ତି। ଏପରିସ୍ଥଳେ, ନୂଆ ପିଢ଼ିଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri