Home

ନିଷ୍ଠାର ସହ କାମ କରିବାକୁ ମେୟର, ପୌରାଧ୍ୟକ୍ଷଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୪(ବ୍ୟୁରୋ): ଲୋକସେବା ଭବନରେ ସୋମବାର ନବନିର୍ବାଚିତ ମେୟର ଏବଂ ପୌରାଧ୍ୟକ୍ଷମାନଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ‘ପୌର ଶାସନ ପ୍ରଣାଳୀ ଓ ଉନ୍ନୟନ ପଦ୍ଧତି’ ଶୀର୍ଷକ କର୍ମଶାଳାକୁ ଉଦଘାଟନ କରି ନିଜ ନିଜ ସହରରେ ନିଷ୍ଠାର ସହ କାମ କରିବାକୁ ମେୟର…

ସରକାରୀ ଡାକ୍ତରଖାନାରେ ମିଳୁନି ବୁଷ୍ଟର ଡୋଜ

ଜି.ଉଦୟଗିରି,୨୫ା୪(ଡି.ଏନ୍‌.ଏ.): ଜି. ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମେତ କନ୍ଧମାଳ ଜିଲାରେ ୬୦ ବର୍ଷରୁ କମ୍‌ ଲୋକଙ୍କୁ ବୁଷ୍ଟର ଡୋଜ ଦିଆ ଯାଉନାହିଁ। ଫଳରେ ଶହ ଶହ ଲୋକ ପ୍ରତ୍ୟେକ ଦିନ ହସ୍ପିଟାଲ ଯାଇ ନିରାଶ ହୋଇ ଫେରୁଛନ୍ତି। ୬୦ ବର୍ଷରୁ କମ୍‌…

ପୁଅର ଫଟୋ ଶେୟାର କରି ଭାରତୀ ଲେଖିଲେ ଏମିତି

ମୁମ୍ବାଇ: କମେଡି କୁଇନ୍‌ ଭାରତୀ ସିଂ ମା’ ହେବା ପରଠାରୁ ପ୍ରଶଂସକମାନେ ତାଙ୍କ ପୁଅର ଫଟୋ ଦେଖିବା ପାଇଁ ଚାତକ ପରି ଚାହିଁଥାନ୍ତି। ଯେତେବେଳେ ଭାରତୀ ବାହାରକୁ ଯାଆନ୍ତି, ସୋସିଆଲ ମିଡିଆରେ ଫଟୋଗ୍ରାଫର ଏବଂ ତାଙ୍କ ପ୍ରଶଂସକମାନେ ପୁଅର ମୁହଁ ଦେଖାଇବାକୁ…

ଭାବି ସ୍ବାମୀଙ୍କ ମୃତ୍ୟୁ ସହି ନ ପାରି ଆତ୍ମହତ୍ୟା କଲେ ଯୁବତୀ

ଛତ୍ରପୁର,୨୫ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ହଂସପୁରରେ ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡ଼ାଙ୍କୁ ଗତ ୨୨ ତାରିଖ ରାତିରେ ପିଟିପିଟି ହତ୍ୟା କରାଯାଇଥିଲା। ତେବେ ଏହି ମାମଲା ସୋମବାର ଭିନ୍ନମୋଡ଼ ନେଇଛି। ଉକ୍ତ ବ୍ୟବସାୟୀଙ୍କ ସହ ବିବାହ କରିବାକୁ ଥିବା ଯୁବତୀ…

ଯୁଦ୍ଧର ହୃଦୟ ବିଦାରକ ତଥ୍ୟ, ୫୧ ଲକ୍ଷରୁ ଅଧିକ ଶରଣାର୍ଥୀ, ସୈନ୍ୟ-ସାଧାରଣ ଲୋକଙ୍କ ରକ୍ତରେ ଭିଜିଛି ମାଟି…

କ୍ୱିଭ୍‌/ମସ୍କୋ, ୨୫।୪ : ରୁଷିଆ ୟୁକ୍ରେନ୍‌ ଯୁଦ୍ଧ ଶେଷ ହେବାର ନା ଧରୁନି। ଯୁଦ୍ଧ ଯୋଗୁ ୟୁକ୍ରେନ୍‌ର ଲକ୍ଷ ଲକ୍ଷ ଲୋକ ଭିଟାମାଟି ଛାଡ଼ି ପଡୋଶୀ ଦେଶରେ ଶରଣାର୍ଥୀ ପାଲଟିଛନ୍ତି। ସେହିପରି ଉଭୟ ପକ୍ଷର ବହୁ କ୍ଷୟକ୍ଷତି ହୋଇଛି। ଉଭୟପକ୍ଷ ସୈନ୍ୟ…

ବିଦ୍ୟୁତ୍‌ କାଟ୍‌ ନ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୨୫ା୪(ବ୍ୟୁରୋ): ପ୍ରବଳ ତାତି ଓ ପିଲାଙ୍କ ପରୀକ୍ଷାକୁ ଦୃଷ୍ଟିରେ ରଖି ବିଜୁଳି ବିତରଣ କମ୍ପାନୀଗୁଡ଼ିକ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ରାଜ୍ୟରେ ବିଦ୍ୟୁତ୍‌ କାଟ୍‌ ସମସ୍ୟା ଦେଖାଦେଇଥିବା ବେଳେ…

ଏତିକି ଟଙ୍କା ଫିସ୍‌ ନିଅନ୍ତି ସଲମାନଙ୍କ ଅଙ୍ଗରକ୍ଷୀ

ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ସହିତ ଛାଇ ଭଳି ରହୁଥାନ୍ତି ତାଙ୍କ ଅଙ୍ଗରକ୍ଷୀ ଶେରା। ସଲ୍ଲୁଙ୍କ ପରି ଶେରା ମଧ୍ୟ ଚର୍ଚ୍ଚାରେ ଥାନ୍ତି। କୁହାଯାଏ ସଲମାନଙ୍କ ଫିଲ୍ମ ‘ବଡିଗାର୍ଡ’ ମଧ୍ୟ ଶେରାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ନିର୍ମିତ ହୋଇଥିଲା। ଏହି ଫିଲ୍ମରେ…

ତେଲେଙ୍ଗାନାରେ ଓଡ଼ିଆ ଯବାନ ସହିଦ, ଗାଁରେ ପହଞ୍ଚିଲା ମରଶରୀର

ପାରଳାଖେମୁଣ୍ଡି,୨୫ା୪(ଡି.ଏନ୍‌.ଏ.): ତେଲେଙ୍ଗାନାରେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି। ବିଏସ୍‌ଏଫ୍‌ରେ କାର୍ଯ୍ୟରତ ଯବାନ ଏମ୍‌ ରାମରାଜୁଙ୍କ ସିକନ୍ଦରାବାଦର ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଆଜି ତାଙ୍କ ମରଶରୀର ନିଜ ଗ୍ରାମ ଖରଶଣ୍ଡାରେ ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।…

ବୁଡିଗଲା ପର୍ଯ୍ୟଟନ ଡଙ୍ଗା: ୧୧ ମୃତ, ୧୫ ଏବେ ବି ନିଖୋଜ

ଟୋକିଓ,୨୫।୪:ଜାପାନରେ ଏକ ପର୍ଯ୍ୟଟନ ଡଙ୍ଗା ବୁଡି ୧୧ ଜଣଙ୍କର ମୃତ୍ୟ ଘଟିଛି। ମୃତକଙ୍କ ମଧ୍ୟରେ ୭ ଜଣ ପୁରୁଷ,ତିନିଜଣ ମହିଳା ଏବଂ ଜଣେ ଶିଶୁ ଅଛନ୍ତି। ୨୬ ଜଣଙ୍କୁ ନେଇ ଯାଉଥିବା ଏହି ଡଙ୍ଗାଟି ଉତ୍ତର ଜାତୀୟ ଉଦ୍ୟାନର ଥଣ୍ଡା ପାଣିରେ…

ଚନ୍ଦ୍ରରେ ଆଣବିକ ବିସ୍ଫୋରଣ କରିବାକୁ ଚାହୁଁଥିଲା ଆମେରିକା, ଗୁପ୍ତ ସୂଚନାର ପର୍ଦ୍ଦାଫାଶ୍‌…

ଓ୍ବାଶିଂଟନ, ୨୫।୪ : କେତେକ ଗୁପ୍ତ କାଗଜପତ୍ରରୁ ଜଣାପଡିଛି ଯେ ଆମେରିକା ଚନ୍ଦ୍ରରେ ଆଣବିକ ପରୀକ୍ଷଣ ଅନ୍ତର୍ଗତ ବିସ୍ଫୋରଣ କରିବାକୁ ଚାହୁଁଥିଲା। ଆମେରିକା ସରକାରଙ୍କ ଆଡଭାନ୍ସଡ ଏରୋସ୍ପେସ ଥ୍ରେଡ ଆଇଡେଣ୍ଟିଫିକେସନ ପ୍ରୋଗ୍ରାମ (ଏଏଟିଆଇପି)ର ପର୍ଦ୍ଦାଫାଶ୍‌ ହୋଇଥିବା ଗୁପ୍ତ କାଗଜପତ୍ରରେ ଏହା ଉଲ୍ଲେଖ…

ଆଉ କିଛିଦିନ ପରେ ପଡ଼ିଥାନ୍ତା ହାତଗଣ୍ଠି, ଯୁବକଙ୍କୁ ପିଟିପିଟି ମାରିଦେଲେ ଦୁର୍ବୃତ୍ତ

ଛତ୍ରପୁର,୨୫ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ହଂସପୁରରେ ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡ଼ାଙ୍କୁ ଗତ ୨୨ ତାରିଖ ରାତିରେ ପିଟିପିଟି ହତ୍ୟା କରାଯାଇଥିଲା। ତେବେ ଏହି ମାମଲା ସୋମବାର ଭିନ୍ନମୋଡ଼ ନେଇଛି। ଉକ୍ତ ବ୍ୟବସାୟୀଙ୍କ ସହ ବିବାହ କରିବାକୁ ଥିବା ଯୁବତୀ…

ଯୋଗୀ ସରକାରଙ୍କ ଯୋଜନା, ୨ ବର୍ଷରେ ୫୦ ମାଫିଆ-୧୨୦୦ କୋଟି ସମ୍ପତି ଜବତ ଲକ୍ଷ୍ୟ…

ଲକ୍ଷ୍ନୌ, ୨୫।୪ : ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଅପରାଧୀଙ୍କ ବିରୋଧରେ ଅଭିଯାନକୁ ଆହୁରି ଜୋରଦାର କରିବାକୁ ଯାଉଛନ୍ତି। ଆସନ୍ତା ଦୁଇ ବର୍ଷ ମଧ୍ୟରେ ରାଜ୍ୟର ୫୦ ବଡ ମାଫିଆଙ୍କୁ ସମ୍ପୂର୍ଣ୍ଣ ଭାବେ ଦମନ କରିବାକୁ ଏକ ଯୋଜନା ପ୍ରସ୍ତୁତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri