Home

ଗଛ ବି କରିବ ଭାଗ୍ୟ ପରିବର୍ତ୍ତନ

ଘରେ ଶାନ୍ତି ବଜାୟ ରହିବା ସହ ସୁଖସମୃଦ୍ଧି ବୃଦ୍ଧି କରିବାକୁ କାହାର ବା ଇଚ୍ଛା ନୁହେଁ। ସେଥିପାଇଁ କିଏ କେତେ ପ୍ରକାରର ବିଧିବିଧାନକୁ ଆପଣେଇଥାନ୍ତି। ହେଲେ ଜାଣିଛନ୍ତି ବାସ୍ତୁଶାସ୍ତ୍ର ଅନୁସାରେ, ଏମିତି କେତେକ ଗଛ ଅଛି ଯାହାକୁ ଘରେ ଲଗାଇବା ଦ୍ୱାରା…

ଜାଣନ୍ତି କି ଡିଶ୍‌ ଆଣ୍ଟିନା କାହିଁକି ରହିଥାଏ ତ୍ରିକୋଣୀୟ

ମଣିଷ ଜୀବନରେ ଅନେକ ଜିନିଷ ଦେଖିବାକୁ ପାଇଥାଏ। କିଛି ଜିନିଷ ଅଛି, ଯାହା ଆଖି ପାଇଁ ସାଧାରଣ ଅଟେ। କିନ୍ତୁ ଏହାର କାରଣ ବୁଝିବା କଷ୍ଟକର। ଘର ଉପରେ ଡିଶ୍‌ ଟିଭି ଛତା ନିଶ୍ଚିତ ଦେଖିଥିବେ, ଏହି ଆଣ୍ଟିନାଗୁଡ଼ିକୁ ସର୍ବଦା ତ୍ରିକୋଣୀୟ…

ରାଜ୍ୟ ସଭା ନିର୍ବାଚନ ପାଇଁ ହୋଇପାରେ ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର,୨୯।୫(ବ୍ୟୁରୋ): ରାଜ୍ୟ ସଭା ନିର୍ବାଚନ ଓ ଉପ ନିର୍ବାଚନ ପାଇଁ ରବିବାର ପ୍ରାର୍ଥୀ ଘୋଷଣା କରିପାରନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରସନ୍ନ ଆଚାର୍ଯ୍ୟ, ଏନ ଭାସ୍କର ରାଓ ଏବଂ ସସ୍ମିତ ପାତ୍ରଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ…

ପୁଟିନ୍‌ଙ୍କ ଘଟି ସାରିଛି ମୃତ୍ୟୁ, ତାଙ୍କ ଚେହେରା ଭଳି ବ୍ୟକ୍ତି କ୍ଷମତାରେ, ବ୍ରିଟିଶ୍‌ ଗୁପ୍ତଚର ସଂସ୍ଥାର ଦାବି !…

ଲଣ୍ଡନ/ମସ୍କୋ, ୨୯।୫ : ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ୍‌ଙ୍କ ମୃତ୍ୟୁ ଘଟି ସାରିଛି। ତାଙ୍କ ପରି ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କୁ ଜାଣିଶୁଣି କ୍ଷମତାରେ ରଖାଯାଇଛି। ଏଭଳି ଚାଞ୍ଚଲ୍ୟକର ତଥ୍ୟ ବ୍ରିଟିଶ୍‌ ଗୁପ୍ତଚର ସଂସ୍ଥା ଏମ୍‌ଆଇ-୧୬ର ଅଧିକାରୀମାନେ ପ୍ରକାଶ କରିଛନ୍ତି। ଅଧିକାରୀମାନେ କହିଛନ୍ତି,…

ଷ୍ଟାଟ୍‌ଅପ୍‌ ମାଧ୍ୟମରେ ଗଠନ ହେବ ନୂଆ ଭାରତ…

ନୂଆଦିଲ୍ଲୀ, ୨୯।୫ : ଦେଶରେ ଷ୍ଟାଟ୍‌ଅପ୍‌ ଦ୍ୱାରା ବିକାଶ ହେବାରେ ଲାଗିଛି। ଷ୍ଟାଟ୍‌ଅପ୍‌ ଦ୍ୱାରା ନୂଆ ଭାରତ ନିର୍ମାଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍‌ କି ବାତ୍‌ କାର୍ଯ୍ୟକ୍ରମର ୮୯ ସଂସ୍କରଣରେ ରବିବାର ସୂଚନା ପ୍ରଦାନ…

ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ, ଏଥିରେ ଅଛନ୍ତି ୨୨ ଯାତ୍ରୀ; ୪ ଭାରତୀୟ

କାଠମାଣ୍ଡୁ,୨୯ା୫: ନେପାଳରେ ତାରା ଏୟାର-୯ ବିମାନ ଯୋଗାଯୋଗ ହରାଇଛି। ରବିବାର ସକାଳେ ବିମାନଟି ଉଡ଼ାଣ କରିଥିଲା। ବିମାନବନ୍ଦର ଅଧିକାରୀଙ୍କ କହିବାନୁସାରେ, ତାରା ଏୟାରର ଡବଲ ଇଞ୍ଜିନ ବିମାନ ଆଜି ସକାଳେ ପୋଖରାଠାରୁ ଜୋମସୋମ ଅଭିମୁଖେ ଯାତ୍ରା କରିଥିଲା। ବିମାନ ସହିତ ଶେଷ…

ଗ୍ରାଣ୍ଡ୍‌ ଫାଇନାଲରେ ଆର୍‌ଆର୍‌ ଜିଟି ମୁହାଁମୁହିଁ…

ନୂଆଦିଲ୍ଲୀ, ୨୯।୫ : ଆଇପିଏଲ୍‌ ସିଜିନ୍‌ର ୧୫ ତମ ସଂସ୍କରଣରେ ଗ୍ରାଣ୍ଡ ଫାଇନାଲରେ ଗୁଜୁରାଟ ଟାଇଟାନ୍ସ (ଜିଟି) ଏବଂ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ମଧ୍ୟରେ ଖେଳାଯିବ। ଗୁଜରାଟର ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ଖେଳା ଯାଉଥିବା ଏହି ମ୍ୟାଚରେ ଉଭୟ…

ଇମ୍ରାନଙ୍କୁ ମରିୟମଙ୍କ କଡ଼ା ଜବାବ

ଇସଲାମାବାଦ,୨୯ା୫: ପାକିସ୍ତାନରେ ନୂଆ ସରକାର ଗଠନ ପରେ ଏଠାରେ ରାଜନୈତିକ ଉତ୍ତେଜନା ଜାରି ରହିଛି। ଇମ୍ରାନ ଖାନ୍‌ ସରକାରଙ୍କୁ ଶୀଘ୍ର ନିର୍ବାଚନ କରିବାକୁ ଦାବି କରୁଛନ୍ତି। ନିର୍ବାଚନ ପରିଚାଳନା ଦାବିରେ ସେ ଏକ ବିରୋଧ ମଧ୍ୟ ପ୍ରଦର୍ଶନ କରିଥିଲେ। ଇମ୍ରାନଙ୍କୁ ଜବାବ…

ଲିମ୍ପିଆଧୁରା-ଲିପୁଲେଖ-କାଲାପାନି ନେଇ ପୁଣି ଅଡ଼ି ବସିଲା ନେପାଳ…

କାଠମାଣ୍ଡୁ, ୨୯।୫ : ନେପାଳର ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବା କହିଛନ୍ତି ଯେ ତାଙ୍କ ସରକାର ଏହାର ଅଞ୍ଚଳ ରକ୍ଷା କରିବାକୁ ପ୍ରସ୍ତୁତ। ଲିମ୍ପିୟାଧୁରା, ଲିପୁଲେଖ ଏବଂ କାଲାପାନି ଅଞ୍ଚଳ ହେଉଛି ନେପାଳର। ଏଭଳି କହି ନେପାଳ ପୁଣି ଏସବୁ ଅଞ୍ଚଳକୁ…

‘ପ୍ରେମର ଅମର ଔଷଧ’ ନାମରେ ଟିକାକରଣ କରୁଛନ୍ତି ଏକଛତ୍ରବାଦୀ ଶାସକ…

ପୋଙ୍ଗୟାଙ୍ଗ, ୨୯।୫ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଘୋଷଣା କରିଛନ୍ତି ଯେ କରୋନା ଭାଇରସ ଟିକାକରଣ ହେଉଛି ତାଙ୍କ ଦ୍ୱାରା ଦିଆଯାଇଥିବା ‘ପ୍ରେମର ଅମର ଔଷଧ‘। ଏହାକୁ ନେବା ପରେ ଲୋକମାନେ କରୋନା ମହାମାରୀରୁ ବଞ୍ଚିପାରିବେ।…

ପୁଟିନ ଆଉ ବଞ୍ଚିବେ ୩ ବର୍ଷ, ଡାକ୍ତରଙ୍କ ଦାବି !…

ମସ୍କୋ, ୨୯।୫ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଚେତାବନୀ ଦିଆଯାଇଛି। ସେ ଆଉ ମାତ୍ର ୩ ବର୍ଷ ବଞ୍ଚିବେ। ରୁଷିଆର ରାଷ୍ଟ୍ରପତି ଭବନ ନେତାଙ୍କ ଅବସ୍ଥାକୁ ନେଇ ଚିନ୍ତିତ ହୋଇପଡ଼ିଛି। ରୁଷିଆର ଗୁପ୍ତଚର ଏଜେନ୍ସି ଏଫଏସବିର ଜଣେ ଅଧିକାରୀ ପୁଟିନଙ୍କ…

ବନ୍ୟା-ଭୂସ୍ଖଳନରେ ୩୧ ମୃତ, ହଜାରେରୁ ଅଧିକ ବେଘର…

ବ୍ରାସିଲିଆ, ୨୯।୫ : ବ୍ରାଜିଲର ଉତ୍ତର-ପୂର୍ବ ରାଜ୍ୟ ପେରନାମବୁକୋରେ ପ୍ରବଳ ବର୍ଷା ଯୋଗୁ ବନ୍ୟ ସହିତ ଭୂସ୍ଖଳନ ଘଟିଛି। ଏହି ଘଟଣାରେ ୩୧ ଜଣଙ୍କର ମୃତ୍ୟୁ ଘଟିଛି। କେତେକ ଲୋକ ମଧ୍ୟ ନିଖୋଜ ରହିଛନ୍ତି। ବନ୍ୟଶ ଷଟଶଘଉ ତ୍ଡଉ ଷଲାକ ଜଳବନ୍ଦୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?