Home

‘ମୋଦି ଭାରତର ସଙ୍କଟମୋଚକ’

ନୂଆଦିଲ୍ଲୀ,୯।୩: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଚାଲିଛି। ୟୁକ୍ରେନରେ ଫସିଥିବା ଲୋକଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଭାରତ ସରକାର ଲଗାତର ଉଦ୍ୟମ କରୁଛନ୍ତି। ତେବେ ବୁଧବାର ଭାରତର ପ୍ରୟାସ ଉପରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।…

ଫଡନବିସଙ୍କୁ ଅଟକ ରଖିଲା ମୁମ୍ବାଇ ପୋଲିସ

ମୁମ୍ବାଇ,୯।୩: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ଅଟକ ରଖିଛି ମୁମ୍ବାଇ ପୋଲିସ। ସେ ଏନ୍‌ସିପି ନେତା ତଥା ମନ୍ତ୍ରୀ ଥିବା ନବାବ ମଲିକଙ୍କ ଇସ୍ତଫା ଦାବି କରି ବୁଧବାର ଶୋଭାଯାତ୍ରା ବାହାର କରିଥିଲେ। ହେଲେ  ପୋଲିସ ସେମାନଙ୍କୁ ମେଟ୍ରୋ ଜଙ୍କସନଠାରୁ…

ଘରଘର ବୁଲି ଭୋଟ୍‌ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଗଞ୍ଜାମ,୯ା୩(ଡି.ଏନ୍‌.ଏ.): ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ନିର୍ବାଚନ ତାତି ସେତିକି ବଢୁଛି l ବୁଧବାର ପ୍ରାର୍ଥିପତ୍ର ଯାଞ୍ଚ ପରେ ବିଜେଡି ପ୍ରଥମେ ଦାମୋଦରପୁରରୁ ପ୍ରଚାର ଆରମ୍ଭ କରିଛି l ବିଜେଡି ଚେୟାରମ୍ୟାନ ପାର୍ଥିନୀ ଝୁଲି ପାତ୍ର ଓ୍ବାର୍ଡ ନଂ.୧୧ ଓ…

ଦେଶ ଛାଡ଼ିଲେ ପୂର୍ବତନ ମିସ୍‌ ୟୁକ୍ରେନ, ବଖାଣିଲେ ଯନ୍ତ୍ରଣା

କ୍ୱିଭ୍‌,୯ା୩: ରୁଷିଆ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକମାନେ ୟୁକ୍ରେନ ଛାଡ଼ି ଚାଲି ଆସୁଛନ୍ତି। ଏପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲୋକ ବାସହୀନ ହୋଇପଡ଼ିଛନ୍ତି। ଲକ୍ଷ ଲକ୍ଷ ଲୋକ ଅନ୍ୟ ଦେଶରେ ଶରଣାର୍ଥୀ ହୋଇଛନ୍ତି। ଏହି ସମୟରେ, ପୂର୍ବତନ ମିସ୍‌ ୟୁକ୍ରେନ…

ସୁନା ଦର ଆକାଶଛୁଆଁ: ୧୮ ମାସର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ,୯।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ସମଗ୍ର ବିଶ୍ୱ ବଜାର ଉପରେ ପଡ଼ିବାରେ ଲାଗିଛି। ଯୁଦ୍ଧର ୧୪ତମ ଦିନରେ ସୁନା ଏବଂ ଅଶୋଧିତ ତୈଳ ରେକର୍ଡସ୍ତରରେ ପହଞ୍ଚିଛି। ବିଶେଷକରି ସୁନା ୧୮ ମାସର ରେକର୍ଡ ଭାଙ୍ଗିଛି। ବୁଧବାର…

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ରାଜୀବ ଗାନ୍ଧୀ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୯।୩:ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ଘଟଣାର ଅଭିଯୁକ୍ତ ଏଜି ପେରାରିଭାଲାନଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ତେବେ ଅଦାଲତଙ୍କ ଏହି ନିଷ୍ପତ୍ତିକୁ କେନ୍ଦ୍ର ସରକାର ବିରୋଧ କରିଛନ୍ତି। ଏଜି ପେରିଭାଲାନଙ୍କୁ ଜାମିନ ପ୍ରଦାନ କରି ସୁପ୍ରିମକୋର୍ଟ କହିଛନ୍ତି, ତାଙ୍କ ଆଚରଣ,…

ସରିଲା ପ୍ରାର୍ଥିପତ୍ର ଯାଞ୍ଚ ପ୍ରକିୟା

ଗଞ୍ଜାମ,୯ା୩(ଡି.ଏନ୍‌.ଏ.): ଆସନ୍ତା ୨୪ରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ବୁଧବାର ଥିଲା ପାର୍ଥିପତ୍ର ଯାଞ୍ଚ l ନିର୍ବାଚନ ମଇଦାନରେ ଥିବା ବିଭିନ୍ନ ଦଳର ୩୧ କାଉସିଲର ଓ ୪ ଜଣ ଚେୟାରମ୍ୟାନ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଯାଞ୍ଚ କରିଥିଲେ ନିର୍ବାଚନ ଅଧିକାରୀ…

ଜମ୍ମୁ-କଶ୍ମୀରରେ ବିସ୍ଫୋରଣ: ଜଣେ ମୃତ,୧୪ ଆହତ

ଶ୍ରୀନଗର,୯।୩: ଜମ୍ମୁ-କଶ୍ମୀରର ଉଧମପୁରରେ ବିସ୍ଫୋରଣରେ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ବୁଧବାର ଅପରାହ୍ନରେ ହଠାତ୍‌ ବଜାରରେ ଏହି ବିସ୍ଫୋରଣ ଘଟିଥିଲା। ଫଳରେ ଲୋକେ ଆତଙ୍କିତ ହୋଇପଡିଥିଲେ। ସମସ୍ତ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି…

ପୁଟିନ୍‌ଙ୍କ ଲଜ୍ଜାଜନକ ରେକର୍ଡ, କଟକଣା ଜାରି କରିଥିବା କମ୍ପାନୀ ସଂଖ୍ୟା ୫୫୩୦ ଟପିଲା…

ଓ୍ବାଶିଂଟନ/ମସ୍କୋ,୯।୩ : ୟୁକ୍ରେନ ଆକ୍ରମଣ ପରେ ରୁଷିଆ ଉପରେ ଆର୍ଥିକ କଟକଣା ଜାରି ହୋଇଛି। ଆର୍ଥିକ କଟକଣା ଜାରି କରିଥିବା କମ୍ପାନୀଗୁଡ଼ିକର ସଂଖ୍ୟା ଅନୁସାରେ ରାଷ୍ଟ୍ରପତି ବ୍‌ଲାଡିମୀର ପୁଟିନ ଏକ ବଡ଼ ଧରଣର ଲଜ୍ଜାଜନକ ରେକର୍ଡ କରିଛନ୍ତି। ୟୁକ୍ରେନ ଉପରେ ଆକ୍ରମଣ…

ସ୍ବାମୀ ଭାଗବଣ୍ଟା: ଜଣେ ସ୍ତ୍ରୀଙ୍କ ପାଖରେ ୩ ଦିନ ରହିବାକୁ ଚୁକ୍ତି

ଲକ୍ଷ୍ନୌ,୯ା୩: ଉତ୍ତରପ୍ରଦେଶର ରାମପୁର ଜିଲାରେ ସ୍ବାମୀ ଭାଗବଣ୍ଟାକୁ ନେଇ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ପୁରୁଷଙ୍କୁ ଦୁଇଜଣ ମହିଳା ବିବାହ କରିବାକୁ ଚାହୁଁଥିଲେ। ତାଙ୍କର ଦ୍ୱିତୀୟ ବିବାହ ପ୍ରଥମ ସ୍ତ୍ରୀଙ୍କ ସହମତିରେ ହୋଇଥିଲା। ଆଶ୍ଚର୍ଯ୍ୟକର ବିଷୟ ହେଉଛି…

ଶେଷରେ କ୍ଷମା ମାଗିଲା ଫ୍ଲିପ୍‌କାର୍ଟ

ନୂଆଦିଲ୍ଲୀ,୯।୩: ଆକର୍ଷଣୀୟ ଅଫର୍‌ ନେଇ ଗ୍ରାହକଙ୍କୁ ଆକୃଷ୍ଟ କରିବା ଆଜିକାଲିର ଅନ୍‌ଲାଇନ୍‌ ସପିଂ କମ୍ପାନୀଗୁଡ଼ିକର ଫର୍ମୁଲା। ହେଲେ ବେଳେବେଳେ ଏହି ଅଫର୍‌ କମ୍ପାନୀଗୁଡ଼ିକୁ ମହଙ୍ଗା ପଡ଼ୁଛି। ଏଭଳି କିଛି ଘଟିଛି ଅନ୍‌ଲାଇନ୍‌ ସପିଂ କମ୍ପାନୀ ଫ୍ଲିପ୍‌କାର୍ଟ ସହ। ମଙ୍ଗଳବାର ଅନ୍ତର୍ଜାତୀୟ ମହିଳା…

ସୁମି ଅଞ୍ଚଳରେ ଏୟାର୍‌ଷ୍ଟ୍ରାଇକ୍‌ କଲା ରୁଷିଆ: ୨୨ ମୃତ

କ୍ୱିଭ୍‌,୯।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନାହିଁ। ରୁଷିଆ ସୁମିର ଆବାସିକ ଅଞ୍ଚଳ ଉପରେ ଏୟାରଷ୍ଟ୍ରାଇକ୍‌ କରିଛି। ଏଥିରେ ଅତିକମ୍‌ରେ ୨୨ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୩ ପିଲା ସାମିଲ ଅଛି। ସୂଚନାଯୋଗ୍ୟ, ଆଜି ରୁଷିଆ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri