ଫିଚର ଫୋନ୍ରେ ଡିଜିଟାଲ ପେମେଣ୍ଟ
ମୁମ୍ବାଇ,୯ା୩: ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ପ୍ରଚଳନର ପ୍ରାୟ ୬ ବର୍ଷ ପରେ ଏବେ ସାଧାରଣ ଫିଚର ଫୋନ୍ରେ ମଧ୍ୟ ଡିଜିଟାଲ ପେମେଣ୍ଟ ଅର୍ଥାତ୍ ଟଙ୍କା ଦେଣନେଣ କରିହେବ। ଏନେଇ ନୂଆ ଡିଜିଟାଲ ଫିଚର ‘ୟୁପିଆଇ ୧୨୩ପେ’ ଉପଲବ୍ଧ ହୋଇଛି, ଯଦ୍ଦ୍ବାରା…
ଗ୍ୟାସ୍ ଟ୍ରାଜେଡି ମୁକାବିଲା ଯୋଜନାକୁ ଅଣଦେଖା
ଯାଜପୁର ଅଫିସ,୯ା୩: ୧୯୮୪ର ଭୋପାଳ ଗ୍ୟାସ୍ ଟ୍ରାଜେଡି କଥା ମନେପଡ଼ିଲେ ଏବେ ବି ଦେହ ଶିହରି ଉଠେ। ଏଥିରେ ପ୍ରାୟ ୩,୭୮୭ଜଣଙ୍କ ମୃତ୍ୟୁ ଘଟିଥିଲା। ଆହତଙ୍କ ସଂଖ୍ୟା ବି କମ୍ ନ ଥିଲା। ୨୦୦୮ରେ ସମ୍ବଲପୁର ଜିଲା ଠେଲକୋଲୋଏସ୍ଥିତ ଭୂଷଣ ଷ୍ଟିଲର…
ଅପହରଣକୁ ପ୍ରତିରୋଧ କରିବାରୁ ହତ୍ୟା
ରାଜନଗର, ୯ା୩(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା କୁରୁଣ୍ଟି ପଞ୍ଚାୟତ ଚନ୍ଦ୍ରଶିଖର ଗଁାରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଝିଆରୀଙ୍କ ଅପହରଣକୁ ପ୍ରତିରୋଧ କରିବାକୁ ଯାଇ ବଳି ପଡିଛନ୍ତି ଦାଦା। ଝିଆରୀଙ୍କୁ ପ୍ରେମ କରୁଥିବା ଜଣେ ଯୁବକ ଓ…
ସାମାଜିକ କ୍ରାନ୍ତି ରାତିକ ମଧ୍ୟରେ ସମ୍ଭବ ନୁହେଁ, ସୁପ୍ରିମ୍କୋର୍ଟଙ୍କ ମନ୍ତବ୍ୟ…
ନୂଆଦିଲ୍ଲୀ,୮।୩ : ଦେଶରେ ସାମାଜିକ କ୍ରାନ୍ତି ଗୋଟିଏ ରାତି ମଧ୍ୟରେ ସମ୍ଭବ ନୁହେଁ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି। ଏଥି ପାଇଁ ସମୟ ଲାଗିଥାଏ। ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀ(ଏନଡ଼ିଏ)ରେ ଏସ୍ସି-ଏସ୍ଟି-ଓବିସିଙ୍କ ପାଇଁ ସଂରକ୍ଷଣ ମାମଲାର ବିଚାର କରି ଶୀର୍ଷକୋର୍ଟ ଏଭଳି କହିଛନ୍ତି। ଏକ୍ଷେତ୍ରରେ…
ଛୁଟି ନ ଥିବାରୁ ମାନସିକ ସନ୍ତୁଳନ ହରାଉଛନ୍ତି ଯବାନ…
କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ (ସିଏପିଏଫ୍) ରେ ଥିବା ଯବାନମାନେ ଧୀରେଧୀରେ ନିଜର ମାନସିକ ସନ୍ତୁଳନ ହରାଇ ବସୁଥିବା ଦେଖିବାକୁ ମିଳୁଛି। ବିଭିନ୍ନ କାରଣରୁ କ୍ରୋଧ ବଶତଃ ସେମାନେ ନିଜ ସାଥୀଙ୍କୁ ହତ୍ୟା କରିବା ସହ ନିଜକୁ ମଧ୍ୟ ଗୁଳି କରୁଛନ୍ତି। ୬…
ରହୁଥିବା ଠିକଣା କହିଲେ ଜେଲେନ୍ସ୍କି, ଶେୟାର କଲେ ଲୋକେଶନ୍
କ୍ୱିଭ୍, ୭ା୩: ୟୁକ୍ରେନ୍ ଉପରେ୧୩ ଦିନ ହେଲା ରୁଷିଆ ଆକ୍ରମଣ ଜାରି ରଖିଛି। କିନ୍ତୁ ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନ୍କୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ନେଉନାହାନ୍ତି। ନୋ-ଫ୍ଲାଏ ଜୋନ୍ କରିବାର ଦକ୍ଷତା ସେମାନଙ୍କ ନିକଟରେ ଥିଲେ ହେଁ ବାରମ୍ବାର ଅନୁରୋଧ ସତ୍ତ୍ୱେ…
ଏଏସ୍ପି ତ୍ରିନାଥଙ୍କ ସ୍ତ୍ରୀଙ୍କୁ ଆଗୁଆ ଜାମିନ
କଟକ ଅଫିସ,୮ା୩- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇ ଜେଲ୍ରେ ଥିବା ଅତିରିକ୍ତ ଏସ୍ପି ତ୍ରିନାଥ ମିଶ୍ରଙ୍କ ସ୍ତ୍ରୀ ଦୀପ୍ତିମୟୀ ମିଶ୍ରଙ୍କୁ ହାଇକୋର୍ଟ ମଙ୍ଗଳବାର ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ଭିଜିଲାନ୍ସ ପକ୍ଷରୁ ଉଭୟଙ୍କ ନାମରେ ମାମଲା(ନଂ.୧୩/୨୨) ରୁଜୁ…
ଯୁଦ୍ଧ ଯେକୌଣସି ସମୟରେ ହୋଇପାରେ, ସର୍ବଦା ପ୍ରସ୍ତୁତ ରହିବା ଆବଶ୍ୟକ…
ନୂଆଦିଲ୍ଲୀ,୮।୩ : ରୁଷିଆ ୟୁକ୍ରେନ୍ ଯୁଦ୍ଧକୁ ନେଇ ସେନା ପ୍ରମୁଖ ମନୋଜ ମୁକୁନ୍ଦ ନରାଓ୍ବଣେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ପ୍ରଦାନ କରିଛନ୍ତି। ନରାଓ୍ବଣେ କହିଛନ୍ତି ଯେ, ଯୁଦ୍ଧ ଯେକୌଣସି ସମୟରେ ହୋଇପାରେ। ତେଣୁ ଆମକୁ ସର୍ବଦା ପ୍ରସ୍ତୁତ ରହିବା ଆବଶ୍ୟକ। ଏହି ଯୁଦ୍ଧରୁ…
ଚତୁର୍ଥରେ ମିତାଲି, ଦଶମରେ ସ୍ମୃତି
ଦୁବାଇ,୮।୩: ଆଇସିସି ମହିଳା ଦିନିକିଆ ବ୍ୟାଟିଂ ରାଙ୍କିଂରେ ୪ର୍ଥ ସ୍ଥାନକୁ ଖସିଛନ୍ତି ଭାରତର ଦିନିକିଆ ଅଧିନାୟକ ମିତାଲି ରାଜ। ସେହିଭଳି ସ୍ମୃତି ମନ୍ଧାନା ୧୦ମ ସ୍ଥାନକୁ ଖସିଛନ୍ତି। ଏହି ରାଙ୍କିଂରେ ସଫଳତା ହାସଲ କରିଛନ୍ତି ଅଷ୍ଟ୍ରେଲିଆ ଦିନିକିଆ ଟିମ୍ର ଅଧିନାୟକ ମେଗ…
ରୟଙ୍କ ସ୍ଥାନରେ ଗୁରବାଜ୍
ନୂଆଦିଲ୍ଲୀ, ୮ା୩ (ପି.ଟି.)- ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍ ଆଇପିଏଲ୍ ଲାଗି ଗୁଜରାଟ ଟାଇଟାନ୍ସ ଆଫଗାନିସ୍ତାନର ବିସ୍ଫୋରକ ଓପନର ରହମୁଲ୍ଲା ଗୁରବାଜ୍ଙ୍କୁ ଦଳରେ ନେବା ଯଥେଷ୍ଟ ସମ୍ଭାବନା ରହିଛି। ଦୀର୍ଘଦିନ ଧରି ବାୟୋ ବବଲରେ ରହିବାକୁ ପସନ୍ଦ କରୁ ନ ଥିବାରୁ…
ପୁଟିନ୍ଙ୍କ ବିରୋଧରେ ବାଇଡେନ୍ଙ୍କ କଡ଼ା ପଦକ୍ଷେପ, ରୁଷିଆରୁ ତୈଳ ଆମଦାନୀ ବନ୍ଦ ନିଷ୍ପତ୍ତି…
ଓ୍ବାଶିଂଟନ,୮।୩ : ରୁଷିଆ ସୈନ୍ୟ ୟୁକ୍ରେନ୍ ଉପରେ ଆକ୍ରମଣ ଜାରି ରଖିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ରୁଷିଆ ପ୍ରତିପକ୍ଷ ବ୍ଲାଡିମୀର ପୁଟିନ୍ଙ୍କୁ ବଡ଼ ଝଟକା ଦେଇଛନ୍ତି। ବାଇଡେନ୍ ପୁଟିନ୍ଙ୍କ ଚିନ୍ତାକୁ ବୃଦ୍ଧି କରିଛନ୍ତି। ରୁଷିଆରୁ ତୈଳ ଆମଦାନୀ ବନ୍ଦ କରିବାକୁ…
ଶାଶୁଙ୍କ କୋଳରେ କଟ୍ରିନା
ବମ୍ବେ: ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ନିଆରା ଢ଼ଙ୍ଗରେ ପରିବାରର ମହିଳାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବଲିଉଡ୍ ଅଭିନେତା ବିକ୍କି କୌଶଲ। ସ୍ତ୍ରୀ କଟ୍ରିନା ଏବଂ ମା’ ବୀଣାଙ୍କର ଏକ ସୁନ୍ଦର ଫଟୋ ସେ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏଥିରେ…
Archives


