Home

କ୍ଷମା ମାଗିଲେ ପୁଟିନ୍‌!

ମସ୍କୋ,୬।୫: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଇସ୍ରାଏଲକୁ କ୍ଷମା ମାଗିଛନ୍ତି। ହିଟଲରଙ୍କୁ ନେଇ ରୁଷିଆର ବୈଦେଶିକ ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ପୁଟିନ କ୍ଷମା ମାଗିଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫଟାଲି ବେନ୍ନେଟ୍ଟ କହିଛନ୍ତି। ନିକଟରେ ରୁଷିଆର ବୈଦେଶିକ ମନ୍ତ୍ରୀଙ୍କ ସର୍ଗେୟି ଲାଭରୋଭଙ୍କ…

ପ୍ରେମ ବିବାହକୁ ବିରୋଧ କଲେ ପରିବାର ଲୋକେ, ଭିଡିଓ ଜାରି କରି ସୁରକ୍ଷା ମାଗିଲେ ଯୁବତୀ

ପାଟଣା,୬ା୫: ବିହାରର ଗୋପାଳଗଞ୍ଜରେ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ଏଠାକାର ଏକ ପ୍ରେମୀଯୁଗଳ ପରିବାର ଲୋକଙ୍କ ଅନିଚ୍ଛା ସତ୍ତ୍ୱେ ବିବାହ କରିଥିଲେ। ଏବେ ନବଦମ୍ପତି ପରିବାର ଲୋକେ ତାଙ୍କୁ ମିଥ୍ୟା କେସ୍‌ରେ ଫସାଇବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗ ଆଣିଛନ୍ତି।…

ପଞ୍ଜାବ ପୋଲିସ ବିରୋଧରେ ଅପହରଣ ମାମଲା ରୁଜୁ

ନୂଆଦିଲ୍ଲୀ,୬।୫: ଦିଲ୍ଲୀର ଜନକପୁରୀ ସ୍ଥିତ ବାସଭବନରୁ ଭାଜପା ନେତା ତାଜିନ୍ଦର ପାଲ ସିଂ ବାଗାଙ୍କୁ ଗିରଫ ଘଟଣାରେ ଏବେ ନୂଆ ମୋଡ଼ ଆସିଛି। ଗିରଫ ପରେ ବାଗାଙ୍କୁ ଦିଲ୍ଲୀରୁ ମୋହାଲିକୁ ଅଣାଯାଇଥିଲା। କିନ୍ତୁ ଏହାପୂର୍ବରୁ ହରିୟାଣା ପୋଲିସ କୁରୁକ୍ଷେତ୍ରର ଖାନପୁର କୋଲିଆନ…

ଏସିଆନ ଗେମ୍ସ-୨୦୨୨ ସ୍ଥଗିତ

ବେଜିଂ,୬।୫: ଚାଇନାରେ ଚଳିତବର୍ଷ ହେବାକୁ ଥିବା ଏସିଆନ ଗେମ୍ସ ୨୦୨୨କୁ ସ୍ଥଗିତ ରଖାଯାଇଛି। ଚାଇନାର ହାଙ୍ଗଜୋରେ ସେପ୍ଟେମ୍ବରରେ ହେବାକୁ ଥିବା ୧୯ତମ ଏସୀୟ ଖେଳକୁ ସ୍ଥଗିତ ରଖାଯାଇଥିବା ଏସିଆ ଅଲିମ୍ପିକ କାଉନସିଲ ପକ୍ଷରୁ କୁହାଯାଇଛି। ତେବେ ସ୍ଥଗିତ ହେବାର କାରଣ ଦିଆଯାଇ…

ବର୍ଷକ ଭିତରେ ୯ ସନ୍ତାନର ଜନନୀ ହେଲେ ମହିଳା

ଶିଶୁଙ୍କ ଜନ୍ମକୁ ନେଇ ବେଳେବେଳେ ଅଜବ କଥା ସବୁ ଶୁଣିବାକୁ ମିଳିଥାଏ। ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ଯାଆଁଳା ଶିଶୁଙ୍କ ଜନ୍ମ ବର୍ତ୍ତମାନ ସାଧାରଣ ହୋଇଗଲାଣି। କିନ୍ତୁ ଗତ ବର୍ଷ ମୋରୋକୋରେ ରହୁଥିବା ଏକ ଦମ୍ପତି ୮ ସନ୍ତାନର ମାତାପିତା ହୋଇଥିବା…

ନେଦରଲ୍ୟାଣ୍ଡ ରାଷ୍ଟ୍ରଦୂତଙ୍କୁ ଭାରତର କଡ଼ା ଜବାବ: ଦୟାକରି ଆମକୁ ଉପଦେଶ ଦିଅନ୍ତୁ ନାହିଁ

ନ୍ୟୁୟର୍କ,୬।୫: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବିଶ୍ୱର ବିଭିନ୍ନ ରାଷ୍ଟ୍ର କଡ଼ା ନିନ୍ଦା କରିଛନ୍ତି। ଅନେକ ଦେଶ ରୁଷିଆ ଉପରେ କଟକଣା ଲଗାଉଛନ୍ତି। ରୁଷିଆ ବିରୋଧରେ ଜାତିସଂଘର ବିଭିନ୍ନ ମଞ୍ଚରେ ମଧ୍ୟ ନିନ୍ଦା ପ୍ରସ୍ତାବ ଆସୁଛି। ଭାରତ ସବୁଥର…

‘ମୋ ସହ ସେଲ୍‌ଫି ନେଲେ ଟଙ୍କା ଦେବାକୁ ପଡ଼ିବ’

ମୁମ୍ବାଇ: ‘ବିଗ୍‌ବସ୍‌ ଓଟିଟି’ରୁ ଚର୍ଚ୍ଚାରେ ରହିଆସୁଥିବା ଅଭିନେତ୍ରୀ ଉର୍ଫି ଜାଭେଦ ଲଗାତର ନିଜର ଫ୍ୟାଶନକୁ ନେଇ ଚର୍ଚ୍ଚାରେ। ସେ ତାଙ୍କ ଷ୍ଟାଇଲ୍‌ ଏବଂ ଲୁକ୍‌କୁ ନେଇ ଅଧିକାଂଶ ସମୟରେ ଟ୍ରୋଲ ବି ହୁଅନ୍ତି। ତାଙ୍କର ଡ୍ରେସିଂ ସେନ୍ସକୁ କିଏ ପସନ୍ଦ କରୁ…

ଶାହାରୁଖଙ୍କ ସହ ବିବାଦକୁ ନେଇ ମୁହଁ ଖୋଲିଲେ ଅଜୟ ଦେବଗନ

ମୁମ୍ବାଇ: ଅଜୟ ଦେବଗନ ଏବଂ ଶାହରୁଖ ଖାନ ହେଉଛନ୍ତି ବଲିଉଡ୍‌ର ସୁପରଷ୍ଟାର। ଦୁହେଁ ଗୋଟିଏ ବର୍ଷ ମଧ୍ୟରେ ହିଁ ବଲିଉଡରେ ଏଣ୍ଟ୍ରି କରିଥିଲେ। ୧୯୯୧ରେ ବଲିଉଡ୍‌ ସିଙ୍ଘମ ଫିଲ୍ମ ‘ଫୁଲ୍‌ ଔର କାଣ୍ଟେ’ରେ ଡେବ୍ୟୁ କରିଥିଲେ। ସେହିପରି କିଙ୍ଗ୍‌ ଖାନ ୧୯୯୨ରେ…

ଭାଜପା କର୍ମୀଙ୍କ ଝୁଲନ୍ତା ମୃତଦେହ ଜବତ, ଶାହାଙ୍କ ସ୍ବାଗତ କାର୍ଯ୍ୟକ୍ରମ ବାତିଲ

କୋଲକତା,୬।୫: ପଶ୍ଚିମବଙ୍ଗରେ ଜଣେ ଭାଜପା କର୍ମୀଙ୍କ ମୃତଦେହ ମିଳିବା ପରେ କୋଲକାତାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣା କାଶିପୁର ଅଞ୍ଚଳରେ ଘଟିଛି। ଏଠାରେ ଭାଜପା କର୍ମୀ ଅର୍ଜୁନ ଚୌରସିଆଙ୍କ ମୃତଦେହ ଶୁକ୍ରବାର ଏକ ପରିତ୍ୟକ୍ତ ଘରେ ଝୁଲିଥିବା ଦେଖିବାକୁ…

ବାହା ହେଲେ ୭୦ ବର୍ଷୀୟ ବୃଦ୍ଧ: ବରଯାତ୍ରୀରେ ସାମିଲ ହେଲେ ୮ ସନ୍ତାନ, ନାତିନାତୁଣୀ

ସାରା ଦେଶରେ ବର୍ତ୍ତମାନ ବିବାହ ଋତୁ ଚାଲିଛ। ଏହି ସମୟରେ ବିହାରର ଚାପ୍ରାଠାରେ ଭିନ୍ନ ଏକ ବିବାହକୁ ନେଇ ଜୋର୍‌ଦାର ଚର୍ଚ୍ଚା। ଜଣେ ୭୦ ବର୍ଷୀୟ ବୃଦ୍ଧ ବରବେଶରେ ଏକ ଶଗଡ଼ରେ ବସି କନ୍ୟା ଆଣିବାକୁ ଗଲେ ସହର ସାରା ସମସ୍ତେ…

ବରଗଡ଼ରେ ଯୋଗ ଦେଲେ ନୂଆ ଏସ୍‌ପି

ବରଗଡ଼ ଅଫିସ,୬ା୫: ବରଗଡ଼ ଜିଲାର ନୂତନ ଏସ୍‌ପି ଭାବେ ଶୁକ୍ରବାର ପରମାର୍‌ ସ୍ମିତ୍‌ ପୁରୁଷୋତ୍ତମ ଦାଶ ଯୋଗଦାନ କରିଛନ୍ତି। ୨୦୧୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ପରମାର୍‌ ଏହା ପୂର୍ବରୁ ନବରଙ୍ଗପୁର ଏସ୍‌ପି ଭାବେ କାର୍ଯ୍ୟରତ ଥିଲେ। ବରଗଡ଼ ଜିଲାରେ ଶାନ୍ତିଶୃଙ୍ଖଳା ରକ୍ଷା…

‘ମସଜିଦ୍‌ରେ ଆଜାନ ପାଇଁ ଲାଉଡସ୍ପିକର ଲଗାଇବା ମୌଳିକ ଅଧିକାର ନୁହେଁ’

ନୂଆଦିଲ୍ଲୀ,୬।୫: ସାରା ଦେଶରେ ଲାଉଡସ୍ପିକର ବିବାଦ ମଧ୍ୟରେ ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ମସଜିଦ୍‌ରେ ଆଜାନ ପାଇଁ ଲାଉଡସ୍ପିକର ବ୍ୟବହାର କରିବା ଏକ ମୌଳିକ ଅଧିକାର ନୁହେଁ ବୋଲି ଆହ୍ଲାବାଦ ହାଇକୋର୍ଟ କହିଛନ୍ତି। ଲାଉଡସ୍ପିକର ବ୍ୟବହାର ପାଇଁ ଅନୁମତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri