ପାକିସ୍ତାନରେ ଆଇଏସ୍ ଆତଙ୍କବାଦୀ ଶିବିର, ଭାରତ ପାଇଁ ସତର୍କ ଘଣ୍ଟି…
ନୂଆଦିଲ୍ଲୀ, ୧୩।୩ : ଇସଲାମିକ ଷ୍ଟେଟ-ଖୋରାସାନ (ଆଇଏସ୍-କେ) ପାକିସ୍ତାନରେ ଆତଙ୍କବାଦୀ ଶିବିର ସ୍ଥାପନ କରିଛି। ଏହା ଭାରତ ପାଇଁ ସତର୍କ ଘଣ୍ଟି ସାବ୍ୟସ୍ତ ହୋଇଛି। କୁହାଯାଉଛି ଯେ ଆଫଗାନିସ୍ତାନରେ ତାଲିବାନ ଶାସନ କରିବା ପରେ ଆଇଏସ-କେ ଉପରେ ଚାପ ବଢ଼ିବାରେ ଲାଗିଛି।…
ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କଲା ବିମାନ
ଭୁବନେଶ୍ୱର,୧୩ା୩(ବ୍ୟୁରୋ): ଭୁବନେଶ୍ୱର ବିମାନବନ୍ଦରରେ ରବିବାର ବେଙ୍ଗାଲୁରୁରୁ କୋଲକାତା ଯାଉଥିବା ଏୟାର ଏସିଆ ବିମାନ- ୨୪୭୨ ଜରୁରୀ ଅବତରଣ କରିଛି। ତୈମୁର ଅଲ୍ଲୀ ଖାନ୍(୩୨) ନାମକ ଜଣେ ଯାତ୍ରୀ ବିମାନରେ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ବିମାନଟି ଜରୁରୀ ଅବତରଣ କରିଥିଲା। ତୈମୁରଙ୍କୁ ଆମ୍ବୁଲାନ୍ସ…
ବଜେଟ୍ ଅଧିବେଶନର ଦ୍ୱିତୀୟ ପାଳି ମାର୍ଚ୍ଚ ୧୪ରୁ …
ନୂଆଦିଲ୍ଲୀ, ୧୩।୩ : ପାର୍ଲାମେଣ୍ଟର ବଜେଟ ଅଧିବେଶନର ଦ୍ୱିତୀୟ ପାଳି ମାର୍ଚ୍ଚ ୧୪ରୁ ଆରମ୍ଭ ହେବାକୁ ଯାଉଛି। ଦ୍ୱିତୀୟ ପାଳିରେ ସାଧାରଣ ବଜେଟ ଏବଂ ଫାଇନାନ୍ସ ବିଲ ପାରିତ ହେବା ସରକାରଙ୍କର ସବୁଠାରୁ ବଡ ପ୍ରାଥମିକତା। ଅଧିବେଶନର ପ୍ରଥମ ପାଳିରେ, ଉଭୟ…
ଜିଲା ପରିଷଦ ଅଧ୍ୟକ୍ଷା ହେଲେ ଗୀତାଞ୍ଜଳି
କେନ୍ଦ୍ରାପଡ଼ା ଅଫିସ,୧୩ା୩: କେନ୍ଦ୍ରାପଡ଼ା ଜିଲା ପରିଷଦ ଅଧ୍ୟକ୍ଷା ପଦ ରବିବାର ନିର୍ବାଚନ ହୋଇଛି। ଏହି ପଦ ପାଇଁ ବିଜେଡିର ଗୀତାଞ୍ଜଳି ସେଠୀ ଅପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ହୋଇଛନ୍ତି। ସେ ଚଳିତ ଥର ୧୩ ନଂ ଜୋନ୍ର ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ଜିଲାରେ…
ମାନସିକ ନିର୍ଯାତନାର ଶିକାର ନର୍ସଙ୍କ ଜୀବନଗଲା, ସାଧାରଣରେ ଉତ୍ତେଜନା
ପାରାଦୀପ,୧୩ା୩(ସ୍ବ.ପ୍ର.): ପାରାଦୀପ ପୋର୍ଟ ହସ୍ପିଟାଲରେ ଗତବର୍ଷ ଅଗଷ୍ଟ ୯ରୁ ଘଟିଥିବା ଅସଦାଚରଣ ଘଟଣାର ଦୁଃଖଦ ଖବର ମିଳିଛି। ନିର୍ଯାତନାର ଶିକାର ନର୍ସଙ୍କ ମଧ୍ୟରୁ ରବିବାର ପ୍ରତ୍ୟୁଷରୁ ଜଣଙ୍କର ଅସ୍ବାଭାବିକ ମୃତ୍ୟୁ ଘଟିଛି। ଘଟଣା ପରେ ପୋର୍ଟ ହସ୍ପିଟାଲ ଆଗରେ ସିଏମ୍ଓ ଡାକ୍ତର…
ପେଟିଏମ୍ ସିଇଓ ଗିରଫ, ପରେ ଜାମିନ୍ …
ନୂଆଦିଲ୍ଲୀ, ୧୩।୩ : ପେଟିଏମ୍ ସିଇଓଙ୍କୁ ଗିରଫ କରାଯାଇଛି। ଏହାର କିଛି ସମୟ ପରେ ତାଙ୍କୁ ଜାମିନ୍ ମଧ୍ୟ ମିଳିଛି। ଦିଲ୍ଲୀର ମାଲବ୍ୟ ନଗର ଅଞ୍ଚଳର ମଦର ଇଣ୍ଟରନ୍ୟାସନାଲ ସ୍କୁଲ ନିକଟରେ ପେଟିଏମ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମାଙ୍କ କାର ଦୁର୍ଘଟଣାର…
ପୁଣି ବିପଦ ଘନେଇଲା, ଚାଇନାକୁ କରୋନା ଫେରିଲା, ଗୋଟିଏ ଦିନରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ…
ବେଜିଂ, ୧୩।୩ : ଚାଇନାରେ କରୋନା ମହାମାରୀ ପୁଣି ଥରେ ବ୍ୟାପିବା ଆରମ୍ଭ କରିଛି। ଫଳରେ ପୁଣି ବିପଦ ଘନେଇବାରେ ଲାଗିଛି। ଚାଇନାକୁ କରୋନା ଫେରିଛି। ବହୁ ସହରରେ କରୋନା ସଂକ୍ରମଣର ବୃଦ୍ଧି ପଞ୍ଜିକୃତ ହୋଇଛି। ରବିବାର ଦିନ, ଚାଇନାରେ ଗୋଟିଏ…
ବାଇଡେନ୍ଙ୍କୁ ପୁଟିନ୍ଙ୍କ ଧମକ, ୟୁକ୍ରେନ୍କୁ ଅସ୍ତ୍ରଶସ୍ତ୍ର ଦେଲେ ପରିଣତି ହେବ ଭୟଙ୍କର…
ମସ୍କୋ/ଓ୍ବାଶିଂଟନ, ୧୩।୩ : ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍ ଆମେରିକା ପ୍ରତିପକ୍ଷ ଜୋ ବାଇଡେନ୍ଙ୍କ ପ୍ରଶାସନକୁ ଧମକ ଦେଇଛନ୍ତି। ୟୁକ୍ରେନ୍କ ଅସ୍ତ୍ରଶସ୍ତ୍ର ଯୋଗାଇଲେ ପରିଣତି ଭୟଙ୍କର ହେବ ବୋଲି ସେ ଚେତାବନୀ ଦେଇଛନ୍ତି। ରୁଷିଆ ଡେପୁଟି ବୈଦେଶିକ ମନ୍ତ୍ରୀ ସର୍ଗେଇ ରିୟାବକୋଭ…
ମାଲଗାଡ଼ି ଲାଇନଚ୍ୟୁତ, ୬୦ରୁ ଅଧିକ ମୃତ…
କିନ୍ଶାସା, ୧୩।୩ : ଆଫ୍ରିକୀୟ ଦେଶ ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋରେ ଏକ ମାଲଗାଡ଼ି ଲାଇନଚ୍ୟୁତ ହେବାରୁ ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି । ଲୁଆଲାବା ପ୍ରଦେଶର ଲୁବୁଡି…
ହଟିପାରେ କରୋନା ଜରୁରୀକାଳୀନ ପରିସ୍ଥିତି, ଡବ୍ଲୁଏଚଓର ପ୍ରସ୍ତୁତି ଆରମ୍ଭ…
ଜେନେଭା, ୧୩।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। କରୋନା ମହାମାରୀର ଦୁଇ ବର୍ଷ ପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଏହି ସଙ୍କଟକୁ ସମାପ୍ତ କରିବାର ମାନଦଣ୍ଡ ଉପରେ ବିଚାର କରିବା ଆରମ୍ଭ କରିଛି। ୨୦୨୦ ଜାନୁୟାରୀ…
୨୭-୨୮ ଫିଲ୍ମକୁ ନା କରିଛନ୍ତି ଏହି ଅଭିନେତ୍ରୀ; ରବି ଶାସ୍ତ୍ରୀଙ୍କ ସହ ସମ୍ପର୍କ ନେଇ…
ବମ୍ବେ: ଆଜି ଜନ୍ମଦିନ ପାଳୁଛନ୍ତି ବଲିଉଡ୍ର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ ନିମ୍ରତ କୌର। ୧୯୮୨ ମାର୍ଚ୍ଚ ୧୩ରେ ରାଜସ୍ଥାନର ପିଲାନୀରେ ଜନ୍ମଗ୍ରହଣ କରିଥିଲେ ସେ। ତାଙ୍କ ବାପା ସେନାରେ ଥିବା ବେଳେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁରେ ଶହୀଦ ହୋଇଯାଇଥିଲେ। ପରେ ନିମ୍ରତ…
ଯୁଦ୍ଧ ଏବେ ସରିବନି, ୟୁକ୍ରେନ୍କୁ ଅସ୍ତ୍ରଶସ୍ତ୍ର ପାଇଁ ଆମେରିକା ଦେଲା ୨୦ କୋଟି ଡଲାର…
ଓ୍ବାଶିଂଟନ/କ୍ୱିଭ୍,୧୩।୩ : ଆମେରିକା ୟୁକ୍ରେନକୁ ୨୦ କୋଟି ଡଲାର ସାମରିକ ସହାୟତା ଦେବାକୁ ଯାଉଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଶନିବାର ଏନେଇ ଏକ ସ୍ମାରକପତ୍ର ସ୍ବାକ୍ଷର କରିଛନ୍ତି। ଏହା ଅନ୍ତର୍ଗତ, ୟୁକ୍ରେନ ପାଇଁ ସାମରିକ ତାଲିମ ସମେତ ପ୍ରତିରକ୍ଷା ସାମଗ୍ରୀ…
Archives


