Posted inଜାତୀୟ

କାନପୁରରେ ୧୪୪ ଧାରା ଜାରି, ସମ୍ବେଦନଶୀଳ ଜିଲାରେ ଡ୍ରୋନ ରଖିବ ନଜର

କାନପୁର,୧୦ ।୬: କାନପୁରରେ ହୋଇଥିବା ହିଂସା ପରେ ଏବେ ପ୍ରଥମ କରି ଶୁକ୍ରବାର ନମାଜ ହେବାକୁ ଯାଉଛି । ଏହାକୁ ନେଇ ପ୍ରଶାସନ ହାଇ ଆଲର୍ଟରେ ଅଛି । ଏହାକୁ ଦୃଷ୍ଟିରେ ରଖି ୧୪୪ ଧାରା ଲାଗୁ କରାଯାଇଛି । କାନପୁର ସମେତ କିଛି ସହରରେ ଯବାନ ହାଇ ଆଲର୍ଟରେ ରହିଛନ୍ତି । ଶୁକ୍ରବାର କୌଣସି ସ୍ଥାନରେ ରାଲି ବାହାରିବା ଉପରେ ପ୍ରତିବନ୍ଧକ ରହିଥିବା ବେଳେ ଜନସାଧାରଣଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି । ଡ୍ରୋନ କ୍ୟାମେରା ଜରିଆରେ ମୁସଲମାନ ବହୁଳ ଅଞ୍ଚଳରେ ଡ୍ରୋନ ନଜର ରଖିବ । ନମାଜ ପୂର୍ବରୁ ପୋଲିସର ବରିଷ୍ଠ ଅଧିକାରୀମାନେ ଜୁନ ୩ରେ ହୋଇଥିବା ହିଂସାଗ୍ରସ୍ତ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରିଛନ୍ତି ।
କାନପୁର ହିଂସା ପରେ ଶୁକ୍ରବାରର ନମାଜକୁ ନେଇ ପ୍ରଶାସନ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି । ସ୍ଥାନୀୟ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ କରାଯାଇଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୁରକ୍ଷା ବ୍ୟବସ୍ଥାର ସମିକ୍ଷା କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ଖଣିଜ ସମ୍ପଦକୁ ଏଟିଏମ ଭଳି ବ୍ୟବହାର କରିଛି କଂଗ୍ରେସ: ରାୟଗଡରେ ବର୍ଷିଲେ ମୋଦି

ନୂଆଦିଲ୍ଲୀ,୧୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଛତିଶଗଡ଼ ଗସ୍ତରେ ଯାଇଛନ୍ତି। ସେଠାରେ ସେ ରାୟଗଡ଼ରେ ପହଞ୍ଚି ଏକ ରୋଡ ଶୋ’ କରିଛନ୍ତି। ଏହାସହ ବିଜୟ ଶଙ୍ଖନାଦ...

ଦେଶରେ ୧,୫୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୮।୧୦: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୫୪୨ ନୂଆ...

ଏଲପିଜି ସିଲିଣ୍ଡର ଦାମ୍‌ ବୃଦ୍ଧି, ସୋସିଆଲ ମିଡ଼ିଆରେ ମୋଦିଙ୍କ ପୁରୁଣା ଭିଡ଼ିଓ ଭାଇରାଲ…

ନୂଆଦିଲ୍ଲୀ, ୯।୫ : ଦେଶରେ ଦରଦାମ୍‌ ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ପେଟ୍ରୋଲ ଏବଂ ଡିଜେଲ ପରେ ଏବେ ଘରୋଇ...

ଏଏପି କାର୍ଯ୍ୟକର୍ତ୍ତାଙ୍କୁ ଗୁଳିମାଡ ଘଟଣା: ୩ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ,୧୨।୨ : ଆମ ଆଦମୀ ପାର୍ଟି(ଏଏପି) ବିଧାୟକ ନରେଶ ଯାଦବଙ୍କ ବିଜୟ ଶୋଭାଯାତ୍ରା ବେଳେ ଗୁଳିମାଡ ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ...

ଚତୁର୍ଥ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ୪.୧%କୁ ହ୍ରାସ

ନୂଆଦିଲ୍ଲୀ,୧ା୬: ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ୮.୭ ପ୍ରତିଶତ ଅଭିବୃଦ୍ଧି ଘଟିଛି। ଏହି ବର୍ଷ ଅଭିବୃଦ୍ଧି ହାର ୮.୯ ପ୍ରତିଶତ...

‘କିଛି ଲୁଚାଇବାର ନାହିଁ’

ଥିରୁଭାନନ୍ତପୁରମ,୨୨।୩: ଯୌନ ନିର୍ଯାତନା ପୀଡ଼ିତା ତଥା ଟଲିଉଡ୍‌ ଅଭିନେତ୍ରୀ ଭାବନା ମେନନଙ୍କୁ କେରଳର ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ କରତାଳି ସହ ସ୍ବାଗତ କରାଯାଇଥିଲା। ୨୦୧୭ରେ ଯୌନ...

ବିଭାଜନ ପରେ ପ୍ରଥମ ଥର ପାଇଁ ଶକ୍ତି ପ୍ରଦର୍ଶନ କରିବେ ଶିନ୍ଦେ-ଉଦ୍ଧବ, ପ୍ରତିଷ୍ଠା ଦିବସରେ ଇତ୍ତରାଧିକାରୀ ଲାଗି ଲଢ଼େଇ…

ମୁମ୍ବାଇ,୧୯।୬ : ଶିବସେନା ବିଭାଜନ ହେବାର ଏକ ବର୍ଷ ବିତିଗଲାଣି। ଉଭୟ ଦଳ ବାଲାସାହେବ ଠାକରେଙ୍କ ଉତ୍ତରାଧିକାରୀ ଦାବି କରୁଛନ୍ତି। ଶିବସେନାର ପ୍ରତିଷ୍ଠା ଦିବସ ଜୁନ...

କରୋନା ମୁକାବିଲା ପ୍ରସ୍ତୁତି: ୨ ବର୍ଷ ପାଇଁ ମିଳିବନି ଏମ୍‌ପି ଫଣ୍ଡ୍‌

ନୂଆଦିଲ୍ଲୀ,୬।୪: ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ଆସନ୍ତା ୨ ବର୍ଷ ପାଇଁ ଏମ୍‌ପି ଫଣ୍ଡ୍‌ ମିଳିବନି...

Advertisement
Archives

Model This Week