Home

କୋଭାକ୍ସିନ୍‌-କୋଭିଶିଲ୍ଡର ମିଶ୍ରିତ ଡୋଜ୍‌ ୬ ଗୁଣା ଅଧିକ ଆଣ୍ଟିବଡ଼ି ସୃଷ୍ଟି କରିବାକୁ ସକ୍ଷମ…

ନୂଆଦିଲ୍ଲୀ, ୧୯।୩ : ପୃଥିବୀର ବହୁ ଦେଶରେ ପୁଣି କରୋନା ମହାମାରୀ ସଂକ୍ରମଣ ଆରମ୍ଭ ହୋଇଛି। ବୈଜ୍ଞାନିକଙ୍କ ଅନୁଯାୟୀ, ଟିକାକରଣ ହୋଇଥିବା ଲୋକଙ୍କୁ କରୋନା ସଂକ୍ରମଣରୁ ଦୂରେଇ ରଖିବା ସମ୍ଭବ ହୋଇ ପାରିବ। କେତେକ ଅଧ୍ୟୟନରେ ବୁଷ୍ଟର୍‌ ଡୋଜ୍‌ ନେବାର ଲାଭ…

ଟ୍ରକ ଚଢ଼ାଇ ମାରିବା ଅଭିଯୋଗରେ ଚାଳକ କୋର୍ଟଚାଲାଣ

ପାଟଣା,୧୯ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର ପାଟଣା ବାଇପାସ ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ୧୪ ଚକିଆ ଟ୍ରକ୍‌ ଧକ୍କାରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ଟ୍ରକ ଚଢ଼ାଇ ମାରିଥିବା…

ଅଭିନୟ କରୁ କରୁ ସତସତିକା ପଡ଼ିଛନ୍ତି ପ୍ରେମରେ

ବମ୍ବେ: ଅଭିନୟ କରୁ କରୁ ସତ ସତିକା ସହକଳାକାରଙ୍କ ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ। ଆମେ କଥା ହେଉଛୁ ଆଲିସ୍‌ କୌଶିକଙ୍କ ବିଷୟରେ। ଟେଲିଭିଜନ ଧାରାବାହିକ ‘ପାଣ୍ଡ୍ୟା ଷ୍ଟୋର’ରେ ରାବି ଭୂମିକାରେ ନଜର ଆସୁଛନ୍ତି। ଏଥିରେ ତାଙ୍କ ପ୍ରେମିକ ତଥା ସ୍ବାମୀ ସାଜିଛନ୍ତି…

ବ୍ୟକ୍ତିଗତ ଜୀବନରେ ବଡ଼ ନିଷ୍ପତ୍ତି ନେଇ ଚମକାଇଲେ ଅନୁଷ୍କା

ବମ୍ବେ: ବ୍ୟକ୍ତିଗତ ଜୀବନରେ ବଡ଼ ନିଷ୍ପତ୍ତି ନେଇ ଚମକାଇଲେ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା। ସେ ନିଜର ପ୍ରଯୋଜନା ସଂସ୍ଥା କ୍ଲିନ୍‌ ସ୍ଲେଟ୍‌ ଫିଲ୍ସରୁ ହଟିବାକୁ ନିଷ୍ପତ୍ତି ନେଇଛନ୍ତି। ପରିବାର ଏବଂ ଅଭିନୟରେ ମନୋନିବେଶ କରିବା ଲାଗି ସେ ସମ୍ପୂର୍ଣ୍ଣ ଭାବେ…

ବ୍ରହ୍ମଗିରିରେ ଫୁଟିଲା ୩୦ରୁ ଅଧିକ ବୋମା

ପୁରୀ ଅଫିସ,୧୯ା୩: ହୋଲି ଖେଳରୁ ଗାଁରେ ଫୁଟିଛି ୩୦ରୁ ଅଧିକ ବୋମା। ଆଜି ଏମିତି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲା ବ୍ରହ୍ମଗିରି ଥାନା ଅଞ୍ଚଳରେ। ହୋଲି ଖେଳ ଚାଲିଥିବା ବେଳେ ଦଣ୍ଡୁଆସିପଡ଼ା ଗାଁରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।…

ୟୁକ୍ରେନ୍‌ ଆକ୍ରମଣକୁ ବିରୋଧ କଲେ ରୁଷିଆ ମହାକାଶଚାରୀ…

ମସ୍କୋ, ୧୯।୩ : ୟୁକ୍ରେନ୍‌ ଉପରେ ଆକ୍ରମଣକୁ ୩ ଜଣ ରୁଷୀୟ ମହାକାଶଚାରୀଙ୍କ ଏକ ଦଳ ପକ୍ଷରୁ ନିଆରା ଢଙ୍ଗରେ ବିରୋଧ କରାଯାଇଛି। ସେମାନେ ୟୁକ୍ରେନ ପତାକା ରଙ୍ଗର ପୋଷାକ ପିନ୍ଧି ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନରେ ପହଞ୍ଚିଥିଲେ। ୟୁକ୍ରେନ ଉପରେ ରୁଷର…

ବରଯାତ୍ରୀ ହୋଇ ଆସୁଥିଲେ,ବାଇକ୍‌ ଧକ୍କାରେ ଚାଲିଗଲା ଜୀବନ

ଠାକୁରମୁଣ୍ଡା,୧୯।୩ (ଡି.ଏନ୍‌.ଏ.): ବରଯାତ୍ରୀ ହୋଇ ଆସୁଥିଲେ। ହେଲେ ଦୁର୍ଘଟଣାରେ ଚାଲିଗଲା ଜୀବନ। ଶନିବାର ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ବାଲିପୋଷୀ ଗ୍ରାମ ନିକଟରେ। ମୃତକ ହେଲେ ଜିଲାର ଭଣ୍ଡା ନିକଟ ରରୁଆଁଗୁଡ଼ା ଗ୍ରାମର ବହ୍ଲବ…

ଯୁଦ୍ଧ ସଙ୍କଟରେ ବ୍ୟବସାୟ ବୃଦ୍ଧି, ଆମେରିକାରୁ ୧୧ ପ୍ରତିଶତ ଅଧିକ ତୈଳ ଆମଦାନୀ କରିବ ଭାରତ…

ନୂଆଦିଲ୍ଲୀ, ୧୯।୩ : ରୁଷିଆ ଭାରତକୁ ରିହାତି ଦାମ୍‌ରେ ଅଶୋଧିତ ତୈଳ ଯୋଗାଇବାକୁ ପ୍ରସ୍ତାବ ଦେଇଥିଲା। ମାତ୍ର ଅନ୍ତର୍ଜାତୀୟ ଚାପର ସମ୍ମୁଖୀନ ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ଭାରତ ସରକାର ଏହାକୁ ଆଣିବାକୁ ଅମଙ୍ଗ ହୋଇଛନ୍ତି। ଅପରପକ୍ଷରେ ଆମେରିକାରୁ ଅଶୋଧିତ ତୈଳ…

ଆତଙ୍କବାଦର ପ୍ରତିରୋଧ ଜାତୀୟ ଇଣ୍ଟେଲିଜେନ୍ସ ଗ୍ରୀଡ୍‌ ଗଠନ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପରାମର୍ଶ…

ନୂଆଦିଲ୍ଲୀ, ୧୯।୩ : ଦେଶରେ ବୃଦ୍ଧି ପାଉଥିବା ଆତଙ୍କବାଦୀ ଘଟଣାକୁ ଦୃଷ୍ଟିରେ ରଖି ଏହାର ପ୍ରତିରୋଧ ପାଇଁ ଜାତୀୟ ଇଣ୍ଟେଲିଜେନ୍ସ ଗ୍ରୀଡ୍‌ (ନାଟଗ୍ରୀଡ) ଗଠନ ଲାଗି ସମୟ ଧାର୍ଯ୍ୟ କରିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ସଂସଦୀୟ କମିଟି ପକ୍ଷରୁ ପରାମର୍ଶ ପ୍ରଦାନ କରାଯାଇଛି।…

କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣା: ଶର୍ମିଷ୍ଠାଙ୍କୁ ଧରିବା ପାଇଁ ୩ ଟିମ୍‌ ଗଠନ

ଭୁବନେଶ୍ୱର,୧୯ା୩(ବ୍ୟୁରୋ): କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଧରିବା ପାଇଁ ଭଦ୍ରକ ଏସ୍‌ପି ଚରଣ ସିଂହ ମୀନା ୩ଟି ଟିମ୍‌ ଗଠନ କରିଛନ୍ତି। ଦୁଇଟି ଟିମ୍‌ ରାଜ୍ୟ ଭିତରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିବା ବେଳେ…

ଭାରତକୁ ୩୦୦ ବିଲିୟନ୍‌ ୟେନ୍‌ ଋଣ ଦେବ ଜାପାନ…

ନୂଆଦିଲ୍ଲୀ, ୧୯।୩ : ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା ଭାରତ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଏକ ଶିଖର ବୈଠକ ଅନୁଷ୍ଠିତ ହୋଇଯାଇଛି। ଦ୍ୱିପାକ୍ଷିକ ବୁଝାମଣା ଅନ୍ତର୍ଗତ ଜାପାନ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ୩.୧୮ ଲକ୍ଷ କୋଟି (୪୨ବିଲିୟନ…

ଖରସ୍ରୋତାରେ ୬ ଯୁବକ ବୁଡ଼ିଯିବା ଘଟଣା: ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କ ମୃତ୍ୟୁ

ଯାଜପୁର ଅଫିସ,୧୯ା୩: ଯାଜପୁର ଥାନା ଅନ୍ତର୍ଗତ ବଡ଼ସୁଆର ଗ୍ରାମର ମଙ୍ଗଳା ମନ୍ଦିର ନିକଟ ଖରସ୍ରୋତାକୁ ହୋଲି ଖେଳି ସାରି ଗାଧୋଇ ଯାଇଥିବା ୬ ଯୁବକ ପାଣିରେ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଶନିବାର ଅପରାହ୍ନ ସୁଦ୍ଧା ଓଡ୍ରାଫ ଟିମ୍‌, ଦମକଳ ବାହିନୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri