Home

ଯୁଦ୍ଧକୁ ରୋକିବାର ସମୟ ଆସିଯାଇଛି, ନଚେତ ଆଗକୁ ପରିଣାମ ଭୟାବହ ହେବ

କ୍ୱିଭ୍‌,୧୯।୩: ଆମେରିକା ଓ ୟୁରୋପୀୟ ଦେଶ ସମେତ ସମସ୍ତ ଆନ୍ତର୍ଜାତୀୟ ଚାପ ସତ୍ତ୍ୱେ ମଧ୍ୟ ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ ବନ୍ଦ କରିବାର ନା ନେଉନି। ଶୁକ୍ରବାର ୟୁକ୍ରେନର ଏକ ଥିଏଟର ଉପରେ ରୁଷୀୟ ସୈନ୍ୟ ବୋମାମାଡ଼ କରିଥିଲେ। ଏଥିରେ ଶହ…

ପଞ୍ଜାବ ସରକାରରେ ଏକମାତ୍ର ମହିଳା ମନ୍ତ୍ରୀ ନିର୍ବାଚନ ପ୍ରଚାର ସମୟରେ କରୁଥିଲେ ଜନତାଙ୍କ ସେବା

ଚଣ୍ଡିଗଡ଼,୧୯ ।୩: ପଞ୍ଜାବ କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରେ ରହିଛନ୍ତି ଏକମାତ୍ର ମହିଳା ମନ୍ତ୍ରୀ ଡାକ୍ତର ବଲଜିତ କୌର । ବଲଜିତ ପେଶାରେ ଜଣେ ଡାକ୍ତର ହୋଇଥିବା ବେଳେ ୧୮ ବର୍ଷ ହେବ ସରକାରୀ ହସ୍ପିଟାଲରେ ରୋଗୀଙ୍କ ସେବା କରି ଆସୁଥିଲେ ।…

ବର୍ଷେ ପରେ ଚାଇନାରେ ୨ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ବେଜିଂ,୧୯।୩: କରୋନା ମହାମାରୀର ଏନ୍ତୁଡିଶାଳ କୁହାଯାଉଥିବା ଚାଇନାରେ ପୁଣି ଥରେ କରୋନା ପ୍ରକୋପ ଦେଖିବାକୁ ମିଳିଛି। ଏକ ବର୍ଷରୁ ଅଧିକ ସମୟ ପରେ ଚାଇନାରେ ୨ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଚାଇନାରେ କରୋନା ମାମଲା ଦ୍ରୁତଗତିରେ ବୃଦ୍ଧି ପାଇବା…

ଭଗଓ୍ବନ୍ତଙ୍କ କ୍ୟାବିନେଟ ମନ୍ତ୍ରୀ ନେଲେ ଶପଥ

ଚଣ୍ଡିଗଡ଼,୧୯।୩: ପଞ୍ଜାବରେ ଆମ ଆଦମୀ ପାର୍ଟିର ବହୁମତରେ ବିଜୟ ହାସଲ ପରେ ମାର୍ଚ୍ଚ ୧୬ରେ ଭଗଓ୍ବନ୍ତ ମାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଇତିମଧ୍ୟରେ ମାନ ସରକାରଙ୍କ ନେତୃତ୍ୱରେ ଏଏପି ସରକାରଙ୍କ ୧୦ଜଣ ବିଧାୟକ ମନ୍ତ୍ରୀପଦ ପାଇଁ ଗୋପନୀୟତାରେ ଶପଥ…

ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ,୧୯।୩: ରାଜ୍ୟ ସଭା ପାଇଁ ଶନିବାର କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଆସାମ ଓ କେରଳ ରାଜ୍ୟ ସଭା ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି। ଆସାମରୁ ରିପୁନ ବୋରା ଏବଂ କେରଳର ଜେ.ବି ମାଥେରଙ୍କୁ ପ୍ରାର୍ଥୀ ଭାବେ ମନୋନୀତ…

ଭାରତ ଛିଡ଼ା କଲା ୨୭୮ ରନ୍‌ର ଟାର୍ଗେଟ

ଅକ୍‌ଲାଣ୍ଡ,୧୯।୩: ଅଷ୍ଟ୍ରେଲିଆ ଆଗରେ ଭାରତ ଛିଡ଼ା କରିଛି ୨୭୮ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ। ସ୍ଥାନୀୟ ଇଡେନ ପାର୍କରେ ଶନିବାର ଖେଳାଯାଉଥିବା ମ୍ୟାଚ୍‌ରେ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ୫୦ ଓଭରରେ ୭ ଉଇକେଟ ହରାଇ ୨୭୭ ରନ୍‌…

ଭାଜପା ମେଣ୍ଟରେ ପୁଣି ଓମ୍‌ପ୍ରକାଶଙ୍କ ଘର ବାହୁଡା!

ଲକ୍ଷ୍ନୌ,୧୯।୩: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଫଳାଫଳ ପରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ ହେବାକୁ ଯାଉଛି। ଏକଦା ୟୁପିରେ ଯୋଗୀ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ଓମ୍‌ପ୍ରକାଶ ରାଜଭାରଙ୍କ ଦଳ ସୁହେଲଦେବ ଭାରତ ସମାଜ ପାର୍ଟି(ସୁଭାସପା) ଅଖିଳେଶ ଯାଦବଙ୍କ ସମାଜବାଦିି ପାର୍ଟି…

ୟୁକ୍ରେନର ଦାବି ୨୪ ଘଣ୍ଟାରେ ନଷ୍ଟ କରିଛି ରୁଷିଆର ୧୪ ହେଲିକପ୍ଟର-ବିମାନ

କ୍ୱିଭ୍‌,୧୯ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଥମିବାର ନାଁନେଉନି । ଏହାରି ଭିତରେ ବହୁ ଧନଜୀବନ ନଷ୍ଟ ହୋଇଥିବା ବେଳେ ଶାନ୍ତି କଥାବାର୍ତ୍ତା ମାଧ୍ୟମରେ ଏହାର ସମାଧାନ ହୋଇପାରିବ ବୋଲି ଅନେକ ଦେଶ କହୁଛନ୍ତି । ତେବେ ପ୍ରଥମେ ରୁଷିଆ ୟୁକ୍ରେନ୍ ଉପରେ…

ୟୁକ୍ରେନର ଚିନ୍ତା ବଢାଉଛି ଜୀବନ୍ତ ବୋମା, ନଷ୍ଟ ହେବାକୁ ଲାଗିବ ବର୍ଷ ବର୍ଷ

କ୍ୱିଭ,୧୯ ।୩: ରୁଷିଆ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ସାରା ବିଶ୍ୱକୁ ଅଡୁଆରେ ପକାଇ ଦେଇଥିବା ବେଳେ ଏବେ ଚିନ୍ତା ହେଲାଣି ଯୁଦ୍ଧ ପରର ପରିସ୍ଥିତିକୁ ନେଇ । ରୁଷିଆ ଦ୍ୱାରା ୟୁକ୍ରେନ ଉପରେ କରାଯାଇଥିବା ବୋମା ମାଡକୁ ନେଇ ଏବେ ଚିନ୍ତା ପ୍ରକଟ…

୫ମ ମହଲାରୁ ଖସିପଡ଼ି ବଲିଉଡ୍‌ର ଖ୍ୟାତନାମା ନିର୍ଦ୍ଦେଶକଙ୍କ ପୁଅଙ୍କ ମୃତ୍ୟୁ

ବମ୍ବେ: ହୋଲିରେ ଅଘଟଣ। ଗୋଟିଏ ପଟେ ଯେଉଁଠି ହୋଲିକୁ ନେଇ ସାରା ଦେଶ ଉତ୍ସବମୁଖର ଥିବା ବେଳେ ଏଭଳି ଦିନରେ ବଲିଉଡ୍‌ର ଖ୍ୟାତନାମା ନିର୍ଦ୍ଦେଶକ ଗିରିଶ ମଲିକଙ୍କ ପୁଅଙ୍କ ମୃତ୍ୟୁ ଘଟିଛି। ରହୁଥିବା କୋଠାର ୫ମ ମହଲାରୁ ଖସିପଡ଼ିବା ହେତୁ ୧୭…

ପୁଅକୁ ଦିଅନ୍ତୁ ଭଲ ଶିକ୍ଷା, ଶତ୍ରୁକୁ ଦୁଃଖ; ଜାଣିରଖନ୍ତୁ ଚାଣକ୍ୟ କହିଥିବା ଏହି ୪ କଥା

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଗୁଡ଼ିକ ବର୍ଷବର୍ଷ ଧରି ମନୁଷ୍ୟ ପାଇଁ ଉପଯୋଗୀ ହୋଇଆସିଛି। ତାଙ୍କର ମାର୍ଗଦର୍ଶନ ଏବଂ ନୀତିରେ ହିଁ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ସମ୍ରାଟ ହୋଇ ମୌର୍ଯ୍ୟ ସାମ୍ରାଜ୍ୟ ସ୍ଥାପନ କରିଥିଲେ। ଚାଣକ୍ୟଙ୍କ ନୀତିରେ ଜୀବନକୁ ସଫଳ କରିବାର ଉପାୟ ସହ ଭୁଲଠିକ୍‌ର…

‘ମୁଁ ଯାଉଛି ଧନ, ମୋତେ ଭୁଲ ବୁଝିବ ନାହିଁ’

ହାଟଡିହୀ,୧୮।୩(ଡି.ଏନ୍‌.ଏ.): ‘ମୋ’ ଦୁଇ ଭଉଣୀ ମୋ’ କଥାରେ ରାଜି ହେଲେ ନାହିଁ । ତେଣୁ ମୋ ଦେହ,ମନ ଭଲ ରହିଲା ନାହିଁ । ସେଥିପାଇଁ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲି । ଝିଅ ପକ୍ଷର କିଛି ଦୋଷ ନାହିଁ । ମୋ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri