Home

୫ ରାଜ୍ୟରେ ସ୍ଥିତି ସଙ୍କଟ ଜନକ …

ନୂଆଦିଲ୍ଲୀ, ୧୯।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…

ନବନିର୍ମାଣ କୃଷକ ସଙ୍ଗଠନର ରାସ୍ତାରୋକୋ: ସାମିଲ ହେଲେ ଛାତ୍ରୀଛାତ୍ର

ପାଟଣା,୧୯।୭(ସ୍ବ.ପ୍ର.): ବିଜେବି କଲେଜର ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ଓ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ମଙ୍ଗଳବାର କେନ୍ଦୁଝରରେ ବନ୍ଦ ପାଳନ କରାଯାଇଛି। ଏହିକ୍ରମରେ ଜିଲାର ୪୯ ନମ୍ବର ଜାତୀୟ ରାଜପଥ…

ଶିଶୁ ବିକ୍ରି ରାକେଟ ଠାବ: ୭ ଗିରଫ

ନୂଆଦିଲ୍ଲୀ, ୧୯ା୭: ଦିଲ୍ଲୀରେ ନବଜାତକଙ୍କୁ ଚୋରି କରି ବିକୁଥିବା ଏକ ଗ୍ୟାଙ୍ଗ୍‌କୁ ଧରିବାରେ ସକ୍ଷମ ହୋଇଛି କ୍ରାଇମ୍‌ ବ୍ରାଞ୍ଚ ପୋଲିସ। ସୋମବାର କ୍ରାଇମ୍‌ ବ୍ରାଞ୍ଚ ଉତ୍ତମନଗରରୁ ୭ଜଣଙ୍କୁ ଗିରଫ କରିଛି। ଏଥିରେ ୫ଜଣ ମହିଳା ଓ ୨ଜଣ ପୁରୁଷ ସାମିଲ ଥିବା…

ତ୍ୱଚାର ଗ୍ଲୋ ବଢ଼ାଏ ଅଲିଭ୍‌ ଅଏଲ୍‌

ଲୋ ଫ୍ୟାଟ୍‌ ଡାଏଟ୍‌ରେ ବ୍ୟବହାର ହେଉଥିବାରୁ ଅଲିଭ୍‌ ଅଏଲ୍‌ର ଡିମାଣ୍ଡ ବେଶି। ହେଲେ ଆପଣ ଜାଣନ୍ତିକି ଏଥିରେ ଭରି ରହିଛି ଏଭଳି ଅନେକ ଉପାଦାନ, ଯାହାକି ଆପଣଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବରଦାନ ସଦୃଶ… ଆଖିର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ଅଲିଭ୍‌…

୭ ଲଶ୍କର ଆତଙ୍କବାଦୀ ଗିରଫ

ଜମ୍ମୁ, ୧୯ା୭: ଜମ୍ମୁ-କଶ୍ମୀରର ରାଜୌରୀ ଜିଲାରେ ସୋମବାର ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଏ-ତୋଇବା(ଏଲ୍‌ଇଟି)ର ୭ସଦସ୍ୟ ଗିରଫ ହୋଇଛନ୍ତି। ଏହି ଆତଙ୍କବାଦୀମାନେ ସୀମା ସେପଟରୁ ଆସୁଥିବା ନିର୍ଦ୍ଦେଶକୁ ପାଳନ କରି ବିଭିନ୍ନ ସ୍ଥାନରେ ଆକ୍ରମଣ କରିଥିବା ପୋଲିସ ଜାଣିବାକୁ ପାଇଛି। ପାକିସ୍ତାନରେ ଥିବା…

ଡ୍ରଇଂରୁମ୍‌ ଡେକୋରେଶନ୍‌

ଡ୍ରଇଂରୁମ୍‌ ହେଉଛି ଗୋଟିଏ ଘରର ମୁଖ୍ୟ ଆକର୍ଷଣ। ତେଣୁ ଏହାକୁ ସଜାଇବା ବେଳେ କେତୋଟି କଥା ପ୍ରତି ଧ୍ୟାନ ଦେଲେ ତାହା ଅଧିକ ସୁନ୍ଦର ତଥା ଆଇକ୍ୟାଚି ଲାଗିବ। ଜାଣନ୍ତୁ କିପରି ସଜାଇବେ ଡ୍ରଇଂରୁମ୍‌… -ପ୍ରଥମ କଥା ହେଉଛି ଡ୍ରଇଂରୁମକୁ ଫାଙ୍କା…

ପଞ୍ଜାବରେ ସରକାର ଗଢ଼ିପାରେ ପିଟିଆଇ

ଇସ୍‌ଲାମାବାଦ,୧୯।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ତେହରିକ୍‌-ଇ-ଇନ୍‌ସାଫ୍‌ (ପିଟିଆଇ) ପାର୍ଟି ଉପନିର୍ବାଚନରେ ଶୋଚନୀୟ ପରାଜୟ ପରେ ଏବେ ପାକିସ୍ତାନ ପଞ୍ଜାବ ପ୍ରଦେଶରେ ସରକାର ଗଠନ କରିବା ନେଇ ସମ୍ଭାବନା ଦେଖାଦେଇଛି। ଇତିମଧ୍ୟରେ ପଞ୍ଜାବ ବିଧାନସଭା ପାଇଁ ଅନୁଷ୍ଠିତ ଉପନିର୍ବାଚନରେ ୨୦ରୁ…

ବର୍ଷାଦିନେ ଗର୍ଭବତୀଙ୍କ ଯତ୍ନ

କିଛିଦିନ ହେବ ଲାଗିରହୁଛି ପ୍ରବଳ ବର୍ଷା, ଯାହାକି ସଭିଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜୁଛି। ବିଶେଷକରି ରୋଗ ପ୍ରତିରୋଧକ ଶକ୍ତି କମ୍‌ଥିବାରୁ ଏହା ଅଧିକ ପ୍ରଭାବିତ କରୁଛି ଭାବୀ ମା’ମାନଙ୍କୁ। ତେଣୁ ଏ ସମୟରେ ଗର୍ଭବତୀ ନାରୀମାନଙ୍କୁ ଉଭୟ ନିଜ…

ଧରାପଡିଲା ଚାଇନାର ଚାଲାକି

ବେଜିଂ,୧୯।୭: ଭାରତ-ଚାଇନା ସୀମାରେ ପୁଣି ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଚାଇନା ସେନା ପ୍ୟାଙ୍ଗୋଙ୍ଗ ହ୍ରଦ ଉପରେ ଏକ ସାମରିକ ଅଭ୍ୟାସ କରି ଏହାର ଏକ ଭିଡିଓ ମଧ୍ୟ ଜାରି କରିଛି। ୧୬ତମ କମାଣ୍ଡରସ୍ତରୀୟ କଥାବାର୍ତ୍ତା ପରେ ମଧ୍ୟ ଡ୍ରାଗନର ଏଭଳି…

ସାଉଥ୍‌ ଫିଲ୍ମ ନିର୍ମାତା ମଣି ରତ୍ନମ୍‌ କରୋନାରେ ଆକ୍ରାନ୍ତ

ମୁମ୍ବାଇ,୧୯।୭: ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନାଁକରା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ମଣି ରତ୍ନମ୍‌ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କୋଭିଡ ପଜିଟିଭ ମିଳିବା ପରେ ତାଙ୍କୁ ଚିକିତ୍ସା ପାଇଁ ଚେନ୍ନାଇର ଏକ ଘରୋଇ ଆପୋଲୋ…

ଏନ୍‌ସିବିରୁ କ୍ଲିନ୍‌ ଚିଟ୍‌ ମିଳିବା ପରେ କ୍ଲବରେ ପାର୍ଟି କରୁଛନ୍ତି ଆର୍ୟନ : ଭିଡ଼ିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାଁଙ୍କ ପୁଅ ଆର୍ୟନ ଖାଁ ଗତ ବର୍ଷ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଫସିବା ପରେ ଲଗାତର ଏବେ ସେ ଚର୍ଚ୍ଚାରେ ରହିଆସୁଛନ୍ତି। ବି-ଟାଉନର ସବୁଠାରୁ କୁଲ ଷ୍ଟାରକିଡ୍ସ ମଧ୍ୟରୁ ଅନ୍ୟତମ ଥିବା ଆର୍ୟନ ପୁଣି ଥରେ…

ସେନା ପକ୍ଷରୁ ସ୍ପଷ୍ଟୀକରଣ: ନିଯୁକ୍ତି ପ୍ରକ୍ରିୟାରେ ଜାତି ପ୍ରମାଣ ପତ୍ର ପୂର୍ବରୁ ମଧ୍ୟ ମଗାଯାଉଥିଲା

ନୂଆଦିଲ୍ଲୀ,୧୯।୭: ଅଗ୍ନିବୀର ଭର୍ତ୍ତି ପ୍ରକ୍ରିୟାରେ ଜାତି ଏବଂ ଧର୍ମ ପ୍ରମାଣ ପତ୍ର ଦେଖାଇବାକୁ ନେଇ ଅନେକ ଅସନ୍ତୋଷ ପ୍ରକାଶ ପାଇଛି। ମଙ୍ଗଳବାର ସେନା ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ଦିଆଯାଇଛି। ଅଗ୍ନିପଥ ଯୋଜନା ଅଧୀନରେ ସାମରିକ ନିଯୁକ୍ତି ପ୍ରକ୍ରିୟାରେ କୌଣସି ପରିବର୍ତ୍ତନ ହୋଇନାହିଁ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri