Home

୧୦ ସନ୍ତାନ ଜନ୍ମ ଦେଲେ ମହିଳାଙ୍କୁ ମିଳିବ ମୋଟା ଅଙ୍କର ଟଙ୍କା

ମସ୍କୋ,୧୮।୮: କୋଭିଡ ମହାମାରୀ ଏବଂ ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ସୃଷ୍ଟି ହୋଇଥିବା ଦେଶର ଜନସଂଖ୍ୟା ସଙ୍କଟକୁ ପୁନଃସ୍ଥାପିତ କରିବା ଉଦ୍ଦେଶ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଅଫର୍‌ ଘୋଷଣା କରିଛନ୍ତି। ୧୦ କିମ୍ବା ଅଧିକ ସନ୍ତାନ ଜନ୍ମ କଲେ ମହିଳାମାନଙ୍କୁ…

ମେଡିକାଲ ଛାତରୁ ଖସିଲା ପ୍ଲାଷ୍ଟର, ଅଳ୍ପକେ ବର୍ତ୍ତିଲେ ରୋଗୀ

ଆରଡ଼ି,୧୮ା୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଆରଡି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ରୋଗୀ ଦେଖା ଗୃହ ଛାତରୁ ଗୁରୁବାର ପ୍ଲାଷ୍ଟର ଖସିପଡ଼ିଛି। ସୌଭାଗ୍ୟବଶତଃ ଏଠାରେ ବସିଥିବା ରୋଗୀମାନଙ୍କ ପାଖରେ ପଡ଼ିଥିଲା। ଫଳରେ କୌଣସି ରୋଗୀ ଆହତ ହୋଇନାହାନ୍ତି। ଜିଲାର ପର୍ଯ୍ୟଟନ କେନ୍ଦ୍ର ତଥା ଆଖଣ୍ଡଳମଣିଙ୍କ ପୀଠ…

ରାଘବ ଜୁୟାଲଙ୍କୁ ଡେଟିଂ କଥା ଶୁଣି ରାଗିଗଲେ ଶେହନାଜ

ବମ୍ବେ: ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ପରେ ଭାଙ୍ଗି ପଡ଼ିଥିଲେ ଶେହନାଜ ଗିଲ୍‌। ବିଗ୍‌ ବସ୍‌ର ଏହି ଚର୍ଚ୍ଚିତ ଯୋଡ଼ିର ବିଚ୍ଛେଦ ଆଜି ବି ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି। ହେଲେ ଏବେ ଶେହନାଜ ଜୀବନରେ ଆଗକୁ ବଢ଼ି କାମ ଉପରେ ଧ୍ୟାନ ଦେଉଛନ୍ତି।…

ଏଥର ବିଗ୍‌ ବସ୍‌ ପାଇଁ ସଲମାନ ନେବେ ଏତିକି କୋଟି, ଜାଣିଲେ…

ମୁମ୍ବାଇ: ପ୍ରତିବର୍ଷ ପ୍ରଶଂସକମାନେ ସଲମାନ ଖାନ୍‌ଙ୍କ ଶୋ’ ‘ବିଗ୍‌ ବସ୍‌’କୁ ଦେଖିବା ପାଇଁ ବେଶ୍‌ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ଏହି ଶୋ’କୁ ଅନେକ ବିବାଦୀୟ ପ୍ରତିଯୋଗୀ ଆସନ୍ତି, ଯେଉଁମାନେ ସେମାନଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ପ୍ରକାଶ କରିଥାନ୍ତି, ଯାହା ଶୁଣିବା…

‘ସାତ ଜନ୍ମରେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ନୀତୀଶ’

ପାଟନା,୧୮।୮: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରସିପି ସିଂ ଗୁରୁବାର ଭାଜପାରେ ଯୋଗଦେବେ ବୋଲି ଘୋଷଣା କରିଛନ୍ତି। ବିହାରରେ ନୂତନ ସରକାର ଗଠନ ପରେ ପୂର୍ବତନ ଜେଡିୟୁ ନେତା ଆରସିପି ସିଂ କହିଛନ୍ତି, ମୁଁ ସମ୍ପୂର୍ଣ୍ଣ ଭାବେ ଭାଜପାରେ ଯୋଗଦେବି। ନୀତୀଶ କୁମାର…

ଝଲକ୍‌ ଦିଖ୍‌ଲା ଜା’ରେ ନଜର ଆସିବେ କପିଲଙ୍କ ‘ଦାଦି’

ବମ୍ବେ: ଖୁବ୍‌ଶୀଘ୍ର ଟେଲି ପରଦାରେ ପ୍ରସାରିତ ହେବ ଲୋକପ୍ରିୟ ରିଆଲିଟି ଶୋ’ ‘ଝଲକ ଦିଖ୍‌ଲା ଜା-୧୦’। ଧିରେ ଧିରେ ଏଥିରେ ଭାଗ ନେବାକୁ ଥିବା ପ୍ରତିଯୋଗୀଙ୍କ ବିଷୟରେ ଖୁଲାସା ହେଉଛି। ସେମାନଙ୍କ ମଧ୍ୟରେ କପିଲ ଶର୍ମାଙ୍କ ଶୋ’ରେ ଲୋକପ୍ରିୟ ଚରିତ୍ର ‘ଦାଦି’ର…

ସ୍ତ୍ରୀଙ୍କଠାରୁ ଚହଲ ଅଲଗା ହେବା ନେଇ ଚର୍ଚ୍ଚା: ସର୍‌ନେମ୍‌ ହଟାଇଲେ ଧନଶ୍ରୀ

ନୂଆଦିଲ୍ଲୀ,୧୮।୮: ଟିମ୍‌ ଇଣ୍ଡିଆର ଷ୍ଟାର ସ୍ପିନର ଯୁଜବେନ୍ଦ୍ର ଚହଲ ଏବେ କ୍ରିକେଟରୁ କିଛିଦିନ ପାଇଁ ବ୍ରେକ୍‌ ନେଇଛନ୍ତି। ଆଗାମୀ ଦିନରେ ହେବାକୁ ଥିବା ଏସିଆ କପ୍‌ କ୍ରିକେଟରେ ସେ ଦଳକୁ ଫେରିବେ। ଏହା ପୂର୍ବରୁ ଚହଲଙ୍କ ବ୍ୟକ୍ତିଗତ ଜୀବନ ଚର୍ଚ୍ଚାରେ। କାରଣ…

ବଳାତ୍କାର ଅଭିଯୋଗ ଘଟଣା: ସୁପ୍ରିମକୋର୍ଟ ଗଲେ ଶାହନୱାଜ

ନୂଆଦିଲ୍ଲୀ,୧୮।୮:ଭାଜପା ନେତା ଶାହନୱାଜ ହୁସେନଙ୍କ ବିରୋଧରେ ଏକ ବଳାତ୍କାର ମାମଲା ରୁଜୁ ପାଇଁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ଚ୍ୟାଲେଞ୍ଜ କରି ଗୁରୁବାର ସୁପ୍ରିମକୋର୍ଟ ଯାଇଛନ୍ତି ଶାହନଓ୍ବାଜ। ଏହି ମାମଲାର ଶୁଣାଣି ଆଗାମୀ ସପ୍ତାହରେ ହେବ ବୋଲି ସୁପ୍ରିମକୋର୍ଟଙ୍କ ପକ୍ଷରୁ…

ମହିଳାଙ୍କୁ ବଳାତ୍କାର କରି ବନ୍ଧାହେଲେ ଲାଇନ୍‌ମ୍ୟାନ୍‌

ରମ୍ଭା,୧୮ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ବଳାତ୍କାର ହୋଇଥିବା ନେଇ ଗୁରୁବାର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ପରେ ରମ୍ଭା ଥାନା ପୋଲିସ କେସ୍‌ ନଂ ୪୦୨/୨୨ରେ ମାମଲା ରୁଜୁ ସହ ବଳାତ୍କାରୀ ଅଭିଯୁକ୍ତଙ୍କୁ ଗିରଫ…

ମହାରାଷ୍ଟ୍ରରୁ ମିଳିଲା ସନ୍ଦିଗ୍ଧ ଡଙ୍ଗା

ପୁଣେ,୧୮।୮: ମହାରାଷ୍ଟ୍ରର ରାୟଗଡ ଜିଲାରେ ୨ଟି ସନ୍ଦିଗ୍ଧ ଡଙ୍ଗା ମିଳିଛି। ଡଙ୍ଗାରୁ ବହୁମାତ୍ରାରେ ଏକେ-୪୭ ରାଇଫଲ ଏବଂ କାର୍ଟ୍ରିଜ ମିଳିଥିବା ଜଣାପଡିଛି। ଏହି ଘଟଣାକୁ ନେଇ ରାୟଗଡ ଜିଲାରେ ହାଇଆଲର୍ଟ ଜାରି କରାଯାଇଛି। ସୂଚନାନୁସାରେ, ଦୁଇ ସନ୍ଦିଗ୍ଧ ଡଙ୍ଗା ବେଆଇନ ବୋଲି…

ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ପରେ ମୁହଁ ଖୋଲିଲେ ନୀତୀଶ-ତେଜସ୍ବୀ…

ପାଟନା, ୧୮।୮ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ମହାମେଣ୍ଟ ସରକାର ଲଗାତାର ସଙ୍କଟରେ ପଡ଼ିବାରେ ଲାଗିଛନ୍ତି। ଆଇନ ମନ୍ତ୍ରୀ କାର୍ତ୍ତିକେୟ ସିଂଙ୍କ ପରେ ବର୍ତ୍ତମାନ କୃଷି ମନ୍ତ୍ରୀ ସୁଧାକର ସିଂ ମଧ୍ୟ ବିବାଦକୁ ଆସିଛନ୍ତି। ୨୦୧୩ରେ ସୁଧାକର ସିଂ…

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ପୁଣି ଗୁରୁତର

ନୂଆଦିଲ୍ଲୀ,୧୮।୮: ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ହୃଦଘାତରେ ଆକ୍ରାନ୍ତ ହୋଇ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ୨ ଦିନ ତଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କିଛିଟା ଉନ୍ନତି ପରିଲକ୍ଷିତ ହୋଇଥିଲା। କିନ୍ତୁ ଏବେ ପୁଣି ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?