ନାଟମଣ୍ଡପରୁ ପାଣି ଗଳୁଛି
ପୁରୀ ଅଫିସ,୧୯।୭:ଚଳିତବର୍ଷର ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ସମୟରେ ଶ୍ରୀମନ୍ଦିର ମରାମତି କାର୍ଯ୍ୟ ଚାଲିଥିଲା। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍ଆଇ) ପକ୍ଷରୁ ନାଟମଣ୍ଡପ, ଭୋଗମଣ୍ଡପ, ରୋଷଘର ସମେତ ଅନେକ ସ୍ଥାନରେ ମରାମତି କାର୍ଯ୍ୟ କରାଯାଇଥିବା କୁହାଯାଇଥିଲା। ତେବେ ମରାମତିକୁ ଦିନ କେଇଟା ନ…
କଚ୍ଚାଘରେ ୩.୪୭ ଲକ୍ଷ ସହରବାସୀ
ଯାଜପୁର ଅଫିସ,୧୯ା୭:ରାଜ୍ୟର ସହରାଞ୍ଚଳରେ ୪,୫୧,୪୯୩ ପକ୍କାଘର କିମ୍ବା ନିଜସ୍ବ ଗୃହ ନ ଥିବା ପରିବାରଙ୍କୁ ଚିହ୍ନଟ କରାଯାଇଛି। ଏହି ପରିବାରମାନଙ୍କ ମଧ୍ୟରୁ ବେସିକ ସର୍ଭିସ ଟୁ ଅର୍ବାନ ପୁଅର୍ (ବିଏସ୍ୟୁପି) ଯୋଜନାରେ ୧୭୭୮, ଇଣ୍ଟିଗ୍ରେଟେଡ୍ ହାଉସିଂ ଆଣ୍ଡ ସ୍ଲମ୍ ଡେଭଲପମେଣ୍ଟ ପ୍ରୋଗ୍ରାମ(ଆଇଏଚ୍ଏସ୍ଡିପି)ରେ…
୭୪୪ କିମି ତଟାଞ୍ଚଳ ଅସୁରକ୍ଷିତ
କେନ୍ଦ୍ରାପଡ଼ା ଅଫିସ,୧୯ା୭:ବନ୍ୟା, ବାତ୍ୟା, ସୁନାମୀ ପରି ପ୍ରାକୃତିକ ବିପର୍ଯ୍ୟୟର ସୁରକ୍ଷା ପାଇଁ କେନ୍ଦ୍ରାପଡ଼ା ଜିଲା ଆଳିଠାରେ ତଟବନ୍ଧ ଡିଭିଜନ ପ୍ରତିଷ୍ଠା ହୋଇଛି ା ଆଳି ସମେତ ରାଜକନିକା, ରାଜନଗର ଓ ମହାକାଳପଡାର ମୋଟ ୭୪୪.୪୭ କିଲୋମିଟର ତଟବନ୍ଧର ସୁରକ୍ଷା କରିବା କଥା…
ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡରେ ଆଗକୁ ବଢୁଛନ୍ତି ଋଷି ସୁନକ
ଲଣ୍ଡନ,୧୯ ।୭: ଭାରତୀୟ ମୂଳ ବାସିନ୍ଦା ଋଷି ସୁନକ ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡରେ ଧୀରେ ଧୀରେ ଆଗକୁ ବଢୁଛନ୍ତି । ସେ ତୃତୀୟ ରାଉଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ଏହି ରାଉଣ୍ଡରେ ତାଙ୍କୁ ୧୧୫ ଭୋଟ ମିଳିଛି । ଫଳରେ…
ମରଣଯନ୍ତା ପାଲଟିଛି ପୂର୍ତ୍ତ ବିଭାଗ ରାସ୍ତା
ନାଉଗାଁ,୧୯ା୭(ସ୍ବ.ପ୍ର.):ନାଉଗାଁ ବ୍ଲକ ଅନ୍ତର୍ଗତ ନିଆଳି -ଗଜରାଜପୁର ରାସ୍ତା ଏବେ ମରଣଯନ୍ତା ପାଲିଟିଛି। ଏହି ରାସ୍ତା ଏରେଡା ଦେଇ ନିଆଳିକୁ ସଂଯୋଗ କରୁଛି। ଏହା ଦେବୀ ନଦୀବନ୍ଧ ଉପରେ ଯାଇଛି। ପୂର୍ବରୁ ଉକ୍ତ ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିଲା। ୭…
ନୋଟିସରେ ସୀମିତ କାର୍ଯ୍ୟାନୁଷ୍ଠାନ
ବରୀ,୧୯ା୭(ଡି.ଏନ.ଏ.):ସରକାରୀ ବଜାର ଗୃହକୁ ବେଆଇନ ଭାବେ ଦଖଲ କରିଥିବା ବ୍ୟକ୍ତିଙ୍କୁ ବରୀ ବ୍ଲକ ପ୍ରଶାସନ ନୋଟିସ କରି ୭ଦିନ ଭିତରେ ଗୃହ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି। ୭ଦିନ ମଧ୍ୟରେ ଗୃହ ଖାଲି ନ କଲେ ପରବର୍ତ୍ତୀ ସମୟରେ ତାହାକୁ ଭାଙ୍ଗି…
ଯାତାୟାତ ସମସ୍ୟା ସୁଧୁରୁନି
ଝୁମ୍ପୁରୀ,୧୯ା୭(ଡି.ଏନ୍.ଏ.):ଦଶରଥପୁର ବ୍ଲକ୍ ଖଣ୍ଡରା ପଞ୍ଚାୟତସ୍ଥ ଧମଧଡ଼ା ପ୍ରାଥମିକ ବିଦ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତାଟି ଏବେ ମରଣଯନ୍ତା ସାଜିଥିବା ଦେଖିବାକୁ ମିଳିଛି। ସରକାର ଗମନାଗମନର ସୁବିଧା ପାଇଁ ବିପୁଳ ଟଙ୍କା ଖର୍ଚ୍ଚ କରିବା ସହ ବିଦ୍ୟାଳୟ, ଅଙ୍ଗନୱାଡି ଓ କଲେଜ ଆଦି ରାସ୍ତାଗୁଡ଼ିକୁ…
ବିଧାନସଭାରେ ଚୁଡ଼ା, ମୁଢ଼ି ଝଡ଼
ଭୁବନେଶ୍ୱର,୧୯ା୭(ବ୍ୟୁରୋ):ଧନୀ, ଗରିବ ସମସ୍ତ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ଚୁଡ଼ା, ମୁଢ଼ି ଓ ଖଇ। ଏହା ଏବେ ମହଙ୍ଗା ହୋଇଯାଇଛି। କେନ୍ଦ୍ର ସରକାର ଏହି ଖାଦ୍ୟ ସାମଗ୍ରୀ ଉପରେ ୫% ଦ୍ରବ୍ୟ ଓ ସେବା ଟିକସ (ଜିଏସ୍ଟି) ଲଗାଇଛନ୍ତି। କେବଳ ଏହି ୩ଟି…
ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଭାଲୁ ସଙ୍ଗେ ଲଢ଼ିଲେ ସ୍ବାମୀ
ଅନୁଗୋଳ ଅଫିସ,୧୯ା୭:ସ୍ତ୍ରୀଙ୍କ ଜୀବନ ରକ୍ଷା କରିବାକୁ ଭାଲୁ ସହ ଲଢ଼େଇ କରିଛନ୍ତି ସ୍ବାମୀ। ଏଥିରେ ସ୍ବାମୀ ସାମାନ୍ୟ ଆହତ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ସୋମବାର ଭୋର ସମୟରେ ଅନୁଗୋଳ ଜିଲା ଗୋପାଳପ୍ରସାଦ ଫାଣ୍ଡି ଅନ୍ତର୍ଗତ କୁମୁଣ୍ଡା ଗାଁରେ ଘଟିଥିବା…
‘ବର୍ଦ୍ଧିତ କୋଇଲା ରୟାଲ୍ଟି ମିଳୁନି’
ଭୁବନେଶ୍ୱର,୧୯ା୭(ବ୍ୟୁରୋ):ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ ମେ’ ସୁଦ୍ଧା ନିଜସ୍ବ ରାଜସ୍ବ ବାବଦକୁ ୧୫, ୯୮୯ କୋଟି ୮୭ ଲକ୍ଷ ଟଙ୍କା ସଂଗ୍ରହ କରାଯାଇଛି। ସେଥିରୁ ନିଜସ୍ବ ଟିକସ ବାବଦକୁ ୬,୬୬୩ କୋଟି ୫୮ ଲକ୍ଷ, ନିଜସ୍ବ ଅଣଟିକସ ରାଜସ୍ବ ବାବଦକୁ ୯,…
ଏମ୍ସରେ ଅଗଷ୍ଟରୁ ବୃକ୍କ ପ୍ରତିରୋପଣ
ଭୁବନେଶ୍ୱର,୧୯ା୭(ବ୍ୟୁରୋ): ଏମ୍ସ ଭୁବନେଶ୍ୱରରେ ବହୁ ପ୍ରତୀକ୍ଷିତ ବୃକ୍କ ପ୍ରତିରୋପଣ (ରେନାଲ୍ ଟ୍ରାନ୍ସପ୍ଲାଣ୍ଟ) ସର୍ଜରି ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି। ଏ ନେଇ ଏମ୍ସ ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଡା. ମୁକେଶ ତ୍ରିପାଠୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ପ୍ରକ୍ରିୟା ଆରମ୍ଭ…
କାଶୀପୁରରେ ବ୍ୟାପିଛି ଭିବ୍ରିଓ କଲେରା
ରାୟଗଡ଼ା ଅଫିସ,୧୯ା୭:ରାୟଗଡ଼ା ଜିଲା କାଶୀପୁରରେ ଝାଡ଼ାବାନ୍ତି ବ୍ୟାପିବା ଘଟଣାରେ ସୋମବାର ଆର୍ଏମ୍ଆର୍ସି ଲ୍ୟାବ୍ର ମଳ ରିପୋର୍ଟ ପହଞ୍ଚିଛି। ଅଞ୍ଚଳବାସୀ ଭିବ୍ରିଓ କଲେରାରେ ଆକ୍ରାନ୍ତ ହୋଇଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଥିବା ଜିଲାପାଳ ସ୍ବଧା ଦେବ ସିଂ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଝାଡ଼ାବାନ୍ତିରେ…
Archives


