ଚିତ୍ରକୋଣ୍ଡା ଏସ୍ଡିପିଓଙ୍କୁ ନେଇ ହୁଲସ୍ତୁଲ ହେଲା ବିଧାନସଭା
ଭୁବନେଶ୍ୱର,୧୩।୭(ବ୍ୟୁରୋ): ଚିତ୍ରକୋଣ୍ଡା ଏସ୍ଡିପିଓ ଅଂଶୁମାନ ଦ୍ୱିବେଦୀଙ୍କୁ ନେଇ ବିଧାନସଭା ହୁଲସ୍ତୁଲ। ଜୁନ ୫ ତାରିଖ ରାତିରେ ଚିତ୍ରକୋଣ୍ଡା ଏସ୍ଡିପିଓ ଅଂଶୁମାନ ଦ୍ୱିବେଦୀ କୌଣସି ମହିଳା ପୋଲିସଙ୍କୁ ନ ନେଇ ଗାଁ ଭିତରେ ପଶି ମହିଳାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ବୁଧବାର…
ନାଳରେ ଭାସି ଯାଇଥିଲେ, ଆଜି ଉଦ୍ଧାର ହେଲା ମୃତଦେହ
କୋରୁକୋଣ୍ଡା,୧୩ା୭(ଡି.ଏନ୍.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦର ପଞ୍ଚାୟତ ଏମ୍ଭି-୩୧ ନିକଟ ନାଳରେ ଗତକାଲି ଭାସିଯାଇଥିବା ବ୍ୟକ୍ତିଙ୍କ ମୃତଦେହ ବୁଧବାର କୋରୁକୋଣ୍ଡା ଅଗ୍ନିଶମ ବିଭାଗ ଦ୍ୱାରା ଉଦ୍ଧାର କରାଯାଇଛି। ମାଲକାନଗିରି ଜିଲାରେ କିଛିଦିନ ହେବ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ…
ସରକାରଙ୍କ ବଡ଼ ଘୋଷଣା: ଜୁଲାଇ ୧୫ରୁ ମାଗଣା ବୁଷ୍ଟର୍ ଡୋଜ୍
ନୂଆଦିଲ୍ଲୀ,୧୩।୭: ଦେଶରେ କରୋନା ସଂକ୍ରମଣର ବୃଦ୍ଧି ମଧ୍ୟରେ ବୁଧବାର ମୋଦି କ୍ୟାବିନେଟ ଏକ ବଡ଼ ନିଷ୍ପତ୍ତି ନେଇଛି। ୧୮-୫୯ ବର୍ଷ ବୟସର ଲୋକଙ୍କୁ କୋଭିଡ ବୁଷ୍ଟର ଟିକା ମାଗଣାରେ ଯୋଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହି…
ବିଶ୍ୱର ନମ୍ବର-୧ ବୋଲର୍ ହେଲେ ବୁମ୍ରା
ଲଣ୍ଡନ,୧୩।୭: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଚମତ୍କାର ବୋଲିଂ କରିଥିବା ଜଶପ୍ରୀତ ବୁମ୍ରା ଆଇସିସି ରାଙ୍କିଙ୍ଗରେ ବିଶ୍ୱର ଏକ ନମ୍ବର ବୋଲର ହୋଇଛନ୍ତି। ସେ ଇଂଲଣ୍ଡ ବିପକ୍ଷରେ ୧୯ ରନ ଦେଇ ୬ଟି ଉଇକେଟ ନେଇଥିଲେ। ସେ ନ୍ୟୁଜିଲାଣ୍ଡର…
ଗ୍ରୀନ୍ ଚିଲିକୁ ସିଲ୍ କଲା ବିଏମ୍ସି
ଭୁବନେଶ୍ୱର,୧୩।୭(ବ୍ୟୁରୋ): ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପରସିବା ପଡ଼ିଲା ମହଙ୍ଗା। ରାଜଧାନୀର ମାଷ୍ଟରକ୍ୟାଣ୍ଟିନରେ ଥିବା ଗ୍ରୀନ ଚିଲି ଦୋକାନକୁ ସିଲ୍ କରିଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)। ବୁଧବାର ବିଏମ୍ସିର ଏକ ତଦନ୍ତକାରୀ ଟିମ୍ ଗ୍ରୀନ ଚିଲି ଦୋକାନରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।…
ମ୍ୟାଚ୍ ପରେ ହୃଦୟ ଜିତିଲେ ହିଟ୍ମ୍ୟାନ୍
ଲଣ୍ଡନ,୧୩।୭: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ବହୁତ ଭଲ ଫର୍ମରେ ଥିଲେ। ପ୍ରଥମେ ସେ ନିଜର ଅଧିନାୟକତ୍ୱ ପ୍ରଦର୍ଶନ କରି ୧୧୦ ସ୍କୋରରେ ଇଂଲଣ୍ଡ ଦଳକୁ ଅଟକାଇଥିଲେ। ଏହା ପରେ ରୋହିତ ମଧ୍ୟ ବ୍ୟାଟ୍ସମ୍ୟାନଙ୍କ…
ଏମିତି ଦେଶ, ଯେଉଁଠି ମଣିଷଙ୍କଠାରୁ ମେଣ୍ଢାଙ୍କ ସଂଖ୍ୟା ଅଧିକ
ବିଶ୍ୱ ମାନଚିତ୍ରରେ ଶହ ଶହ ଦେଶ ରହିଛି। ପ୍ରତ୍ୟେକ ଦେଶର ନିଜସ୍ବ ଭୌଗୋଳିକ ସ୍ଥିତି ମଧ୍ୟ ରହିଛି। କିଛି ଦେଶ ନିଜର ବିଶେଷତ୍ୱ ପାଇଁ ବେଶ୍ ଜଣାଶୁଣା। ଏହା ମାଧ୍ୟମରେ ପ୍ରତ୍ୟେକ ଦେଶର ନିଜ ନିଜର ପରିଚୟ ସୃଷ୍ଟି କରିଥାନ୍ତି। ଆମେ…
ଶିବସେନା ଭାଙ୍ଗିବାରେ ପଓ୍ବାରଙ୍କ ହାତ, ନୂଆ ଅଭିଯୋଗ…
ମୁମ୍ବାଇ, ୧୩।୭ : ମହାରାଷ୍ଟ୍ରର ରାଜନୈତିକ ଯୁଦ୍ଧରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସମର୍ଥକ ଏନସିପି ମୁଖ୍ୟ ଶରଦ ପୱାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ଏକନାଥ ଶିନ୍ଦେଙ୍କ ଦଳର ମୁଖପାତ୍ର ଦୀପକ କେସରକର କହିଛନ୍ତି ଯେ ଶିବସେନା ଭାଙ୍ଗିବା ପଛରେ ଶରଦ…
ପ୍ରଥମ ଦିନିକିଆରେ ‘ରେକର୍ଡ’ ବର୍ଷା
ଲଣ୍ଡନ,୧୩।୭: ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ଭାରତ ୧୦ ଉଇକେଟରେ ଜିତିନେଇଛି। ଏହି ବିଜୟ ସହିତ ଭାରତ ଏହି ସିରିଜରେ ୧-୦ ଅଗ୍ରଣୀ ହାସଲ କରି ଅନେକ ରେକର୍ଡ ସୃଷ୍ଟି କରିଛି। ଭାରତର ଅନେକ ଖେଳାଳି…
ଦ୍ରୌପଦୀଙ୍କୁ ନେଇ ଭାଜପା-କଂଗ୍ରେସ କାଦୁଆ ଫିଙ୍ଗା…
ନୂଆଦିଲ୍ଲୀ, ୧୩।୭ :କଂଗ୍ରେସ ନେତା ତଥା ମୁଖପାତ୍ର ଅଜୟ କୁମାର ଏକ ବିବାଦ ଆରମ୍ଭ କରି କହିଛନ୍ତି ଯେ, ‘ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦ୍ରୀ ମୁର୍ମୁ ଭାରତର ଏକ ଖରାପ ଦର୍ଶନର ପ୍ରତିନିଧିତ୍ୱ କରୁଛନ୍ତି। ତାଙ୍କ ପ୍ରାର୍ଥୀତ୍ୱକୁ ଆଦିବାସୀଙ୍କ ପ୍ରତୀକ କରାଯିବା…
ପୂର୍ବତନ ଉପରାଷ୍ଟ୍ରପତି ହମିଦ୍ ଅନସାରୀଙ୍କ ବିରୋଧରେ ଭାଜପାର ଅଭିଯୋଗ, ପାକିସ୍ତାନକୁ ଦେଇଛନ୍ତି ଗୁପ୍ତ ସୂଚନା…
ନୂଆଦିଲ୍ଲୀ, ୧୩।୭ : ପାକିସ୍ତାନୀ ଗଣମାଧ୍ୟମ ପ୍ରତିନିଧିଙ୍କ ଦ୍ୱାରା ତଥ୍ୟ ପ୍ରକାଶ ପରେ ଭାଜପା ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀଙ୍କୁ ପ୍ରଶ୍ନ କରିଛି। ଭାଜପା ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି ଯେ ପାକିସ୍ତାନୀ ଗଣମାଧ୍ୟମ ପ୍ରତିନିଧି ନୁସରତ ମିର୍ଜା ପ୍ରକାଶ କରିଛନ୍ତି…
ପାକିସ୍ତାନକୁ ପଛରେ ପକାଇଲା ଭାରତ
ନୂଆଦିଲ୍ଲୀ,୧୩।୭: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ରେ ଚମତ୍କାର ୧୦ ଉଇକେଟ ବିଜୟ ସହ ନୂତନ ଆଇସିସି ର଼୍ୟାଙ୍କିଙ୍ଗରେ ଟିମ ଇଣ୍ଡିଆ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଏହା ସହ ଭାରତ ପାକିସ୍ତାନକୁ ପଛରେ ପକାଇ ଦେଇଛି। ଏବେ ପାକିସ୍ତାନର…
Archives


