Home

ଏଆଇଏଫଏଫ ନିର୍ବାଚନ ସପ୍ତାହେ ଘୁଞ୍ଚାଇଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୨୨।୮ : ସୁପ୍ରିମକୋର୍ଟ ଅଲ୍‌ ଇଣ୍ଡିଆ ଫୁଟବଲ ଫେଡ଼େରେଶନ (ଏଆଇଏଫଏଫ) ନିର୍ବାଚନକୁ ଏକ ସପ୍ତାହ ସ୍ଥଗିତ ରଖିଛନ୍ତି। ଫିଫା ଏଆଇଏଫଏଫକୁ ନିଲମ୍ବିତ କରିଥିବାରୁ କେନ୍ଦ୍ର ଏବଂ ଏଆଇଏଫଏଫ ପକ୍ଷରୁ କୁହାଯାଇଛି ଏହା ଦ୍ୱାରା ୧୭ ବିଶ୍ୱକପର ମହିଳା ଦଳଙ୍କୁ ପ୍ରଭାବିତ…

ଟସ୍‌ ଜିତିଲା ଭାରତ

ହରାରେ,୨୨।୮: ଭାରତ ଏବଂ ଜିମ୍ବାଓ୍ବେ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ନିର୍ଣ୍ଣାୟକ ମ୍ୟାଚ୍‌ ଆଜି ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଏକାଦଶରେ ଦୁଇଟି ପରିବର୍ତ୍ତନ ହୋଇଛି।…

ଆଇଟି ଟାଓ୍ବାର ପରିଦର୍ଶନ କଲେ ୫-ଟି ସଚିବ

ଭୁବନେଶ୍ୱର,୨୨ା୮(ବ୍ୟୁରୋ): ୫-ଟି ସଚିବ ଭିକେ ପାଣ୍ଡିଆନ ସୋମବାର ଆଇଟି ଟାଓ୍ବାର ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ସତ୍ୟନଗରଠାରେ ନିର୍ମାଣାଧୀନ ବିଏମସିର ନୂଆ ବିଲଡ଼ିଂ ଏବଂ O’ ହବ୍‌ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି…

କେଜରିଓ୍ବାଲଙ୍କୁ ଭୟ କରୁଛି ଭାଜପା,ଶରଦ ପାଓ୍ବାରଙ୍କ ଶୈଳୀରେ ଇଡି-ସିବିଆଇର ମୁକାବିଲା କରୁଛନ୍ତି କେଜରିଓ୍ବାଲ-ସିସୋଡିଆ…

ନୂଆଦିଲ୍ଲୀ, ୨୨।୮ : ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଗତ ଦୁଇ ଦିନ ଧରି ଏକ୍ସାଇଜ ସ୍କାମ ମାମଲାରେ ସିବିଆଇ ସ୍କାନରରେ ଅଛନ୍ତି। କୁହାଯାଉଛି ଯେ ଶୀଘ୍ର ଏହି ମାମଲା ଇଡିକୁ ହସ୍ତାନ୍ତର କରା ଯାଇପାରେ। ଏହି ସମସ୍ୟା ମୁଖ୍ୟମନ୍ତ୍ରୀ ଅରବିନ୍ଦ…

କନ୍ଧମାଳ: ଲଗାଣ ବର୍ଷାରେ ଭାଙ୍ଗିଛି ୫୦୦ରୁ ଊର୍ଦ୍ଧ୍ୱ ଘର

ଫୁଲବାଣୀ ଅଫିସ,୨୨ା୮: ଲଗାଣ ବର୍ଷାର ପ୍ରଭାବ କନ୍ଧମାଳ ଜିଲାରେ ପଡିଛି। ରବିବାର ବର୍ଷା ପୂର୍ବ ଅପେକ୍ଷା କମିଛି। ଗତ ୧୫ ତାରିଖରୁ ଦୁଇ ଦଫାରେ ହୋଇଥିବା ଲଗାଣ ବର୍ଷାରେ ଜିଲାରେ ଅନେକ କ୍ଷୟକ୍ଷତି ଘଟିଛି। ପାଖାପାଖି ୫୦୦ରୁ ଉଦ୍ଧର୍‌ବ ଘର ଭାଙ୍ଗିଥିବା…

ହ୍ରିତିକଙ୍କ ଭଳି ଏମିତି ନାଚିଲେ ବୃଦ୍ଧ, ଭିଡିଓ ଦେଖି ହେବେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହେଉଛି। ବେଳେବେଳେ ଏହି ଭିଡିଓ ଜରିଆରେ କିଛି ଲୋକଙ୍କ ପ୍ରତିଭା ଦେଖି ଆଶ୍ଚର୍ଯ୍ୟ ଲାଗିଥାଏ। ଏବେ ସୋସିଆଲ ମିଡିଆରେ ସେମିତି ଜଣେ ବୃଦ୍ଧଙ୍କ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ବୃଦ୍ଧ…

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଦୁର୍ନୀତି

ଭଞ୍ଜନଗର,୨୨।୮(ଡି.ଏନ.ଏ): ରାଜ୍ୟରେ ଅଫିସର ରାଜ ଚାଲିଛି । ନେତା ମନ୍ତ୍ରୀଙ୍କ କଥା ଅଫିସରମାନେ ଶୁଣୁନାହାନ୍ତି। ଏ ନେଇ ବିଭିନ୍ନ ସମୟରେ ବିରୋଧି ଦଳର ନେତାମାନେ ଅଭିଯୋଗ କରୁଛନ୍ତି । ଏନେଇ ଶାସକଦଳର ନେତାମାନେ ଖୋଲାଖୋଲି ଭାବେ କହିବାକୁ ସଙ୍କୋଚ କରୁଥିଲେ ମଧ୍ୟ…

ବର୍ଷରେ ୫ ଲକ୍ଷରୁ ଅଧିକ ସଡ଼କ ଦୁର୍ଘଟଣା, ରାଜ୍ୟ ସରକାରଙ୍କ ଭୂମିକା ଉପରେ ପ୍ରଶ୍ନ କଲେ ଗଡ଼କରୀ…

ନୂଆଦିଲ୍ଲୀ, ୨୨।୮ : ଦେଶରେ ଘଟୁଥିବା ସଡ଼କ ଦୁର୍ଘଟଣା ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଆଲୋଚନା କରିଛନ୍ତି। ପ୍ରତିବର୍ଷ ଘଟୁଥିବା ଦୁର୍ଘଟଣାର କାରଣ ମଧ୍ୟ ସେ ଦର୍ଶାଇଛନ୍ତି। ନୂତନ ଭାବେ ଆରମ୍ଭ ହୋଇଥିବା ବ୍ୟବସାୟ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଭୂମିକା…

ବିପଦ ମୁହଁରେ ୧୬୯ ଗାଁ

ଜଳେଶ୍ୱର,୨୨ା୮(ଡି.ଏନ.ଏ.): ସୁବର୍ଣ୍ଣରେଖାରେ ବଡ଼ ଧରଣର ବନ୍ୟା ଆସୁଥିବାରୁ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ୨୮ପଞ୍ଚାୟତର ୧୬୯ଟି ଗାଁ ପ୍ରତି ବିପଦ ଆଶଙ୍କା ଦେଖାଦେଇଛି। ଶତାଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ବ୍ୟବସ୍ଥା ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ୬୦ଜଣ…

ବିଭିନ୍ନ ନଦୀ ଫୁଲୁଛି, ପାଣିଘେରରେ ତଳିଆ ଅଞ୍ଚଳ

ଭଦ୍ରକ ଅଫିସ, ୨୨।୮: ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲାରେ ପ୍ରବାହିତ ବିଭିନ୍ନ ନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଫଳରେ ୬ ବ୍ଲକର ୨ଶହରୁ ଊର୍ଦ୍ଧ୍ୱ ଗଁା ଜଳମଗ୍ନ ହେବା ସହ ୧୬,୫୫୪ ହେକ୍ଟର ଜମିରେ ଚାଷ କ୍ଷତିଗ୍ରସ୍ତ ହୋଇଥିବା…

୪ବ୍ଲକରେ ୪ ଲକ୍ଷ ଜଳବନ୍ଦୀ

ଭୋଗରାଇ,୨୨ା୮(ଡିି. ଏନ.ଏ.): ସୁବର୍ଣ୍ଣରେଖା ଉପର ମୁଣ୍ଡରେ ଲଘୁଚାପ ଜନିତ ଭୀଷଣ ବର୍ଷା ହେବାରୁ ଚାନ୍ଦିଲି ଡ୍ୟାମ ସହିତ ବିଭିନ୍ନ ଜଳାଧାରରେ ବର୍ଷା ପାଣି ପରିପୂର୍ଣ ହୋଇଛି। ଏଭଳି ସ୍ଥିତିରେ ଚାନ୍ଦିଲି ଓ ଗାଲୁଡ଼ିହି ଡ୍ୟାମ୍‌ରୁ ୧୮ଟି ଗେଟ ଖୋଲାଯାଇ ବର୍ଷାଜଳ ନିଷ୍କାସିତ…

ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀଙ୍କ ଗୁପ୍ତଚରୀ, ଦିଲ୍ଲୀରୁ ଗିରଫ କଲା ରାଜସ୍ଥାନ ଇଣ୍ଟେଲିଜେନ୍ସ…

ନୂଆଦିଲ୍ଲୀ, ୨୨।୮ : ପାକିସ୍ତାନ ନିଜର ଭାରତ ବିରୋଧୀ ଷଡଯନ୍ତ୍ରରୁ ନିବୃତ୍ତ ହେଉ ନାହିଁ। ଭାରତରେ ଅଶାନ୍ତି ସୃଷ୍ଟି ଲାଗି ପାକିସ୍ତାନ ବିଭିନ୍ନ କୌଶଳ ପ୍ରୟୋଗ ଜାରି ରଖିଛି। ଏବେ ପାକିସ୍ତାନର ଏକ ଷଡ଼ନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ପାକିସ୍ତାନ ପାଇଁ ଗୁପ୍ତଚରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?