ଇତିହାସ ରଚିଲେ ଅନୁ ରାଣୀ
ନୂଆଦିଲ୍ଲୀ, ୨୧।୭: ଭାରତୀୟ ଜାଭେଲିନ ଥ୍ରୋ ଖେଳାଳି ଅନୁ ରାଣୀ ପୁଣି ଥରେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ ୨୦୨୨ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେ ଗ୍ରୁପ ବି’ର ଯୋଗ୍ୟତା ପର୍ଯ୍ୟାୟରେ ଗୁରୁବାର ୫୯.୬୦ ମିଟର ଜାଭେଲିନ ଫିଙ୍ଗି ଫାଇନାଲରେ ପ୍ରବେଶ…
୪ ରାଜ୍ୟରେ ଗଜଓ୍ବା-ଇ-ହିନ୍ଦ୍ ଆତଙ୍କବାଦୀ ସଂଗଠନର ୧୦୦ରୁ ଅଧିକ ସଦସ୍ୟ…
ନୂଆଦିଲ୍ଲୀ,୨୧।୭ : ବିହାର, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଏବଂ ତେଲେଙ୍ଗାନା ଆଦି ୪ ରାଜ୍ୟରେ ଗଜଓ୍ବା-ଇ-ହିନ୍ଦ୍ ଆତଙ୍କବାଦୀ ସଂଗଠନ ସକ୍ରିୟ ହେବାରେ ଲାଗିଛି। ଏସବୁ ରାଜ୍ୟରେ ଏଟିଏସ,ଏନଆଇଏ, ର ଏବଂ ଆଇବି ଏଜେନ୍ସି ଗଜୱା-ଇ-ହିନ୍ଦ ଆତଙ୍କବାଦୀ ମଡେଲ ଉପରେ ନଜର ରଖିବାକୁ ଏକତ୍ରିତ…
ରାଜନୈତିକ ବିବାଦ, ପଶ୍ଚିମବଙ୍ଗ ମନରେଗା ବଜେଟ ବନ୍ଦ କଲେ କେନ୍ଦ୍ର ସରକାର…
ନୂଆଦିଲ୍ଲୀ/କୋଲକାତା,୨୧।୭ : କେନ୍ଦ୍ରରେ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କ ମଧ୍ୟରେ ରାଜନୈତିକ ବିବାଦ ନୂଆ କଥା ନୁହେଁ। ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା (ମନରେଗା) ସମ୍ବନ୍ଧରେ…
ପରଲୋକରେ ଟେଲି ଅଭିନେତ୍ରୀ ରାଜେଶ୍ୱରୀ
ଭୁବନେଶ୍ୱର,୨୧।୭(ବ୍ୟୁରୋ): ପରଲୋକରେ ଓଡ଼ିଆ ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ର। ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୨୦୧୯ରେ ମସ୍କିଷ୍କ ଏବଂ ଫୁସ୍ଫୁସ୍ କ୍ୟାନ୍ସରରେ ପୀଡ଼ିତ ଥିବା ନେଇ ରାଜେଶ୍ୱରୀ ଫେସ୍ବୁକ୍…
ଶ୍ରୀଲଙ୍କା ମନା କଲା:ଭାରତରେ ହୋଇପାରେ ଏସିଆ କପ୍
ନୂଆଦିଲ୍ଲୀ,୨୧।୭: ଶ୍ରୀଲଙ୍କା କ୍ରିକେଟ କାଉନସିଲ(ଏସ୍ଏଲ୍ସି) ଟି-୨୦ ଏସିଆ କପ୍ ୨୦୨୨ କ୍ରିକେଟ ଆୟୋଜନ କରିବାକୁ ମନା କରିଦେଇଛି। ଶ୍ରୀଲଙ୍କା କ୍ରିକେଟ ଏସିଆ କ୍ରିକେଟ ପରିଷଦ (ଏସିସି)କୁ ଏନେଇ ସୂଚନା ଦେଇଛି। ଅର୍ଥନୈତିକ ଏବଂ ରାଜନୈତିକ କାରଣରୁ ଟି-୨୦ ଏସିଆ କପ ଆୟୋଜନ…
ଡରାଇଲାଣି କରୋନା: ଚିହ୍ନଟ ହେଲେ ଆଉ ୧୧୯୬ ଆକ୍ରାନ୍ତ
ଭୁବନେଶ୍ୱର,୨୧।୭(ବ୍ୟୁରୋ): ବେଳକୁ ବେଳ କାୟା ବିସ୍ତାର କରୁଛି କରୋନା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୯୯ ଜଣ କ୍ୱାରେଣ୍ଟାଇନ୍ରୁ ଥିବା ବେଳେ ୪୯୭ ଲୋକାଲ୍ କେସ୍…
ଲକ୍ଷେ ୪୮ ହଜାର ଟପିଲା ସକ୍ରିୟ ମାମଲା …
ନୂଆଦିଲ୍ଲୀ, ୨୧।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…
୨ ହଜାର କୋଟି ଛାତ୍ରବୃତ୍ତି ଦୁର୍ନୀତି, ପଞ୍ଜାବ ସରକାରଙ୍କୁ କେନ୍ଦ୍ର ମାଗିଲା ଜବାବ…
ନୂଆଦିଲ୍ଲୀ/ଚଣ୍ଡିଗଡ଼,୨୧।୭ : ପଞ୍ଜାବର ପ୍ରାୟ ୨ ଲକ୍ଷ ଦଳିତ ଛାତ୍ର କଲେଜ ପାଠପଢ଼ା ବନ୍ଦ କରିଛନ୍ତି। କାରଣ ପଞ୍ଜାବ ସରକାର କଲେଜକୁ ୨ ହଜାର କୋଟି ଟଙ୍କାର ଛାତ୍ରବୃତ୍ତି ଦେଇ ନାହାଁନ୍ତି। ଜାତୀୟ ଅନୁସୂଚିତ ଜାତି ଆୟୋଗ କହିଛନ୍ତି ଯେ ଏହି…
ଆତଙ୍କବାଦୀ କାର୍ଯ୍ୟରେ ଶିଶୁଙ୍କ ସମ୍ପୃକ୍ତି ଅତ୍ୟନ୍ତ ଚିନ୍ତା ଜନକ, ଜାତିସଂଘରେ ଉଦ୍ବେଗ ପ୍ରକାଶ କଲା ଭାରତ…
ଜେନେଭା,୨୧।୭ : ମିଳିତ ଜାତିସଂଘରେ ଆତଙ୍କବାଦ ସମ୍ବନ୍ଧୀୟ କାର୍ଯ୍ୟକଳାପରେ ପିଲାମାନଙ୍କର ଯୋଗଦାନକୁ ନେଇ ଭାରତ ଉଦବେଗ ପ୍ରକାଶ କରିଛି। ଜାତିସଂଘର ସ୍ଥାୟୀ ମିଶନରେ ଭାରତର ରାଷ୍ଟ୍ରଦୂତ ଆର.ରବିନ୍ଦ୍ର ଆତଙ୍କବାଦୀ କାର୍ଯ୍ୟକଳାପରେ ପିଲାମାନଙ୍କର ସମ୍ପୃକ୍ତିକୁ ଏକ ବିପଜ୍ଜନକ ଏବଂ ଚିନ୍ତାଜନକ ଧାରା ବୋଲି…
ପୃଥିବୀରେ ୧୪ ହଜାର ମଙ୍କିପକ୍ସ୍ ମାମଲା, ଆଫ୍ରିକାରେ ୫ ଜଣଙ୍କ ମୃତ୍ୟୁ…
ଜେନେଭା,୨୧।୭ : ମଙ୍କିପକ୍ସ୍ ନେଇ ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି ଏପରିସ୍ଥଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି ଯେ, ପୃଥିବୀରେ ୧୪ ହଜାର ମଙ୍କିପକ୍ସ୍ ମାମଲା ଚିହ୍ନଟ ହୋଇଛି। ଏଥି ସହିତ ଆଫ୍ରିକାରେ ମଙ୍କିପକ୍ସ ଯୋଗୁଁ ୫ ଜଣଙ୍କର ମୃତ୍ୟୁ ଘଟିଛି।…
ନାଟୋ ଯୋଗୁ ଆରମ୍ଭ ହୋଇଛି ୟୁକ୍ରେନ୍ ଯୁଦ୍ଧ, କହିଲେ ଖାମନେଇ…
ତେହେରାନ/ମସ୍କୋ,୨୧।୭ : ରୁଷିଆ-ୟୁକ୍ରେନ ଯୁଦ୍ଧକୁ ୫ ମାସ ବିତିଗଲାଣି। ରୁଷିଆ ସୈନ୍ୟ ୟୁକ୍ରେନ୍ ଦଖଲ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଅପରପକ୍ଷରେ ଇରାନ ଗସ୍ତରେ ଆସିଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତେହେରାନରେ ପ୍ରାୟ ୪୦ ବିଲିୟନ ଡଲାରର ଚୁକ୍ତି କରିଛନ୍ତି।…
୧୫ ବର୍ଷ ପୂର୍ବରୁ ୨୧ ଜୁଲାଇରେ ଦେଶକୁ ମିଳିଥିଲା ପ୍ରଥମ ମହିଳା ରାଷ୍ଟ୍ରପତି
ନୂଆଦିଲ୍ଲୀ,୨୧ ।: ଜୁଲାଇ ୨୧ ଭାରତ ଇତିହାସରେ ପୁଣିଥରେ ଏକ ଗୁରୁତ୍ୱ ବହନ କରିବାକୁ ଯାଉଛି । ଦେଶକୁ ୨୧ ଜୁଲାଇ ୨୦୨୨ରେ ମିଳିବାକୁ ଯାଉଛି ଆଉଜଣେ ମହିଳା ରାଷ୍ଟ୍ରପତି । ଦେଶର ୧୫ ତମ ରାଷ୍ଟ୍ରପତି ପାଇଁ ୧୮ ଜୁଲାଇରେ…
Archives


