Home

୨୦ ବ୍ଲକରେ ଡିଗ୍ରୀ କଲେଜ ନାହିଁ

ଭୁବନେଶ୍ୱର, ୨୦।୭(ବ୍ୟୁରୋ) – ରାଜ୍ୟର ୧୦ଟି ଜିଲାର ୨୦ ବ୍ଲକରେ ଡିଗ୍ରୀ କଲେଜ ନାହିଁ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ସୂଚନା ଦେଇଛନ୍ତି। ରାଜ୍ୟରେ କେଉଁ କେଉଁ ସ୍ଥାନରେ ଡିଗ୍ରୀ କଲେଜ ଓ କେତେ ପିଲା ପଢ଼ୁଛନ୍ତି ଏବଂ କେଉଁ…

‘ହସ ଲାଗେ, ଗୋଟିଏ ଦୁଇଟି ମ୍ୟାଚ୍‌ ଖେଳିଥିବା ଲୋକ ଜ୍ଞାନ ଦେଉଛନ୍ତି’

ନୂଆଦିଲ୍ଲୀ,୨୦।୭: ଦୀର୍ଘଦିନ ଧରି ନିଜର ଖରାପ ଫର୍ମ ସହ ଲଢ଼ୁଛନ୍ତି ଭାରତର ପୂର୍ବତନ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି। ଦେଢ଼ ବର୍ଷ ଧରି ସେ ଶତକଟିଏ ମାରି ନାହାନ୍ତି। ୨୦୧୯ ନଭେମ୍ବରରେ ସେ ବାଲାଂଦେଶ ବିପକ୍ଷରେ ଶତକ ମାରିଥିଲେ। ସେବେଠାରୁ…

ଏହି କାରଣ ପାଇଁ ଦେଶ ଛାଡ଼ିଥିଲେ ଗୋଟାବାୟା

କଲମ୍ବୋ,୨୦ା୭: ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ନୂତନ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ଏଥର ଶ୍ରୀଲଙ୍କାରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତାର ସମୟ ଶେଷ ହେବ ବୋଲି ଆଶା କରାଯାଉଛି। ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ପରେ ଲୋକମାନେ ସରକାରଙ୍କ ବିରୋଧରେ ବିଦ୍ରୋହ କରିଥିଲେ। ଦେଶରେ…

୨୪ ଦିନ ପରେ ଜେଲ୍‌ରୁ ବାହାରିଲେ ମହମ୍ମଦ ଜୁବୈର

ଲକ୍ଷ୍ନୌ,୨୦।୫:ଏକାଧିକ ମାମଲାରେ ଫସିଥିବା ଅଲ୍ଟ ନ୍ୟୁଜର ସହ ପ୍ରତିଷ୍ଠାତା ମହମ୍ମଦ ଜୁବୈର ଦୀର୍ଘ ୨୪ ଦିନ ପରେ ବୁଧବାର ଜେଲରୁ ମୁକ୍ତ ହୋଇଛନ୍ତି। ଜୁବୈରଙ୍କୁ ରାତି ପ୍ରାୟ ଆଠଟା ବେଳେ ତିହାର ଜେଲରୁ ବାହାରକୁ ଅଣାଯାଇଥିଲା। ତାଙ୍କ ନାଁରେ ୟୁପିର ବିଭିନ୍ନ…

ଶ୍ରୀଲଙ୍କା ଉପରେ ବିଜୟ ପରେ ପାକିସ୍ତାନକୁ ଫାଇଦା: ୩ନଂ ସ୍ଥାନକୁ ଉଠିଲା, ୪ର୍ଥରେ ଭାରତ

ଦୁବାଇ,୨୦।୭: ଗାଲେ ଟେଷ୍ଟରେ ବୁଧବାର ଶ୍ରୀଲଙ୍କାକୁ ପରାଜିତ କରିବା ପରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ୩ନଂ ସ୍ଥାନରେ ପହଞ୍ଚି ଯାଇଛି ପାକିସ୍ତାନ। ଶ୍ରୀଲଙ୍କା ଦ୍ୱିତୀୟ ଇନିଂସରେ ଦେଇଥିବା ୩୪୨ ରନର ଟାର୍ଗେଟକୁ ପାକିସ୍ତାନ ଶେଷ ଦିନରେ ହାସଲ କରି ସିରିଜ୍‌ରେ…

‘ଗଣତନ୍ତ୍ର ପ୍ରତି କଂଗ୍ରେସର ରହିଛି ବିନାଶକାରୀ ମନୋଭାବ’

ନୂଆଦିଲ୍ଲୀ,୨୦।୭: ପ୍ୟାକଡ୍‌ କ୍ଷୀର, ଦହି, ଅଟା, ଚାଉଳ ଇତ୍ୟାଦି ଦୈନନ୍ଦିନ ଆବଶ୍ୟକ ଖାଦ୍ୟ ଉପରେ ଜିଏସ୍‌ଟି ଲାଗୁ ହେବା ପରେ ବିରୋଧୀ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ମୁଦ୍ରାସ୍ଫୀତି ଏବଂ ଜିଏସ୍‌ଟି ଉପରେ ଆଲୋଚନାରୁ ସରକାର ପଳାୟନ କରୁଥିବା ବିରୋଧୀ…

ଘାଟିରେ ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା

କୋକସରା,୨୦ା୭(ଡି.ଏନ୍‌.ଏ.): ୨୬ ନମ୍ବର ଜାତୀୟ ରାଜପଥ କଳାହାଣ୍ଡି ନବରଙ୍ଗପୁର ସୀମା ଆମପାଣି ଘାଟିରେ ବୁଧବାର ବସ୍‌ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି। ଆଜି ଅପରାହ୍ନରେ ଭବାନୀପାଟଣାରୁ ଜୟପୁର ଯାଉଥିବା ଓଆର୍‌୧୦ଏଫ୍‌ ୪୦୦୩ ନମ୍ବର ଏସ୍‌ବିଏମ୍‌ଏସ୍‌ ନାମକ ଏକ…

୯ ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୨୦।୭: ଭାରତରେ କରୋନା ମାମଲା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଥିଲେ। ବୈଠକରେ କେରଳ, ପଶ୍ଚିମବଙ୍ଗ, ତାମିଲନାଡୁ, ମହାରାଷ୍ଟ୍ର, ଆସାମ, ଆନ୍ଧ୍ରପ୍ରଦେଶ, ହିମାଚଳ ପ୍ରଦେଶ, ମିଜୋରାମ ଏବଂ…

ନଦୀବନ୍ଧ ମୁକୁଳା, ବନ୍ୟା ଆଶଙ୍କାରେ ଲୋକେ ଭୟଭୀତ

ସିଂହପୁର,୨୦ା୭(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ଜଳସମ୍ପଦ ବିଭାଗ ଅନ୍ତର୍ଗତ ଖରସ୍ରୋତା ନଦୀବନ୍ଧ ପ୍ରସସ୍ତିକରଣ କାର୍ଯ୍ୟ ଚାଲିଛି। ଏହି ନଦୀବନ୍ଧରେ ଠିକାଦାର ପକାଉଥିବା ମାଟି ଦୂରରୁ ନ ଆଣି ନଦୀବନ୍ଧ ପରଠାରୁ ମାଟି ଆଣୁଥିବାରୁ ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି ହେଉଛି। ଏ…

ପାଖରେ ଗୋଟିଏ ଘର ରଖି ଦାନ କରିଦେଲେ ୬୦୦ କୋଟିର ସମ୍ପତ୍ତି

ମୁରାଦାବାଦ,୨୦।୭: ଉତ୍ତରପ୍ରଦେଶର ମୁରାଦାବାଦରେ ରହୁଥିବା ସମାଜସେବୀ ତଥା ବ୍ୟବସାୟୀ ଡା. ଅରବିନ୍ଦ କୁମାର ଗୋୟଲ ନିଜର ସମସ୍ତ ସମ୍ପତ୍ତିକୁ ଦାନ କରିଛନ୍ତି। ସେ ତାଙ୍କ ୬୦୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ରାଜ୍ୟ ସରକାରଙ୍କୁ ଦାନ କରିଛନ୍ତି। ଏହାକୁ ଦରିଦ୍ର ଲୋକଙ୍କ…

ପୁରୀରେ ଭୁଶୁଡ଼ିଲା ନିର୍ମାଣାଧୀନ ଛାତ

ପୁରୀ ଅଫିସ,୨୦।୭: ପୁରୀ ଜିଲା ମଶାଣିଚଣ୍ଡି ନିକଟରେ ବୁଧବାର ଏକ ନିର୍ମାଣାଧୀନ ଘରର ଛାତ ଭୁଶୁଡ଼ି ପଡ଼ିଛି। ଭାଙ୍ଗି ପଡ଼ିଥିବା ଛାତ ତଳେ ୫ ଜଣ ଶ୍ରମିକ ଫସି ରହିଥିଲେ। ସ୍ଥାନୀୟ ଲୋକଙ୍କ ସମେତ ଓଡ୍ରାଫ ବାହିନୀ ଦ୍ୱାରା ଉଦ୍ଧାର କାର୍ଯ୍ୟ…

ବିଡିଓଙ୍କୁ ଦାବିପତ୍ର ପ୍ରଦାନ କଲେ ଚୁକ୍ତିଭିତ୍ତିକ କର୍ମଚାରୀ

ରାଇକିଆ,୨୦ା୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ଚୁକ୍ତିଭିତ୍ତିକ କର୍ମଚାରୀ ସଂଘ ପକ୍ଷରୁ ବୁଧବାର ବିଡିଓଙ୍କୁ ଦୁଇ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଏହା ସହିତ ଚୁକ୍ତି ଭିତ୍ତିକ କର୍ମଚାରୀ ସଂଘର ବ୍ଲକ ସଭାପତି ସାଧୀନ କୁମାର ପଣ୍ଡାଙ୍କ ନେତୃତ୍ୱରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri