ଚାଇନାର ୨୫ ଶତ୍ରୁଙ୍କ ସହିତ ସର୍ବବୃହତ୍ ଯୁଦ୍ଧାଭ୍ୟାସ କରିବେ ଆମେରିକା-ଭାରତ…
ନୂଆଦିଲ୍ଲୀ/ଓ୍ବାଶିଂଟନ/ବେଜିଂ/ଟୋକିଓ, ୨।୬ : ତାଇୱାନରୁ ଲଦାଖ ପର୍ଯ୍ୟନ୍ତ ବିସ୍ତାରବାଦୀ ନୀତି ଆପେଣଉଥିବା ଚାଇନାକୁ ଘେରିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। କ୍ୱାଡ୍ ସଦସ୍ୟ ଦେଶମାନଙ୍କ ସହିତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଦକ୍ଷିଣ ଚାଇନା ସାଗର ନିକଟରେ ଆମେରିକା ବିଶ୍ୱର ସର୍ବ ବୃହତ…
ବ୍ୟାନର ଟାଙ୍ଗିଲେ ମାଓବାଦୀ, ରାଶନ ଦୋକାନୀଙ୍କୁ ଦେଲେ ଚେତାବନୀ
ପାଇକମାଳ,୨ା୬(ଡି.ଏନ୍.ଏ.): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ପୁଣି ମାଓବାଦୀ ନିଜର ସ୍ଥିତି ଜାହିର କରିଛନ୍ତି। ବୁଧବାର ବିଳମ୍ବିତ ରାତିରେ ପାଇକମାଳ ଥାନା ଅନ୍ତର୍ଗତ ଭୁଲିଆବନ୍ଧ ନିକଟରେ ମାଓବାଦୀମାନେ ବ୍ୟାନର ଟାଙ୍ଗିଛନ୍ତି। ଏଥିରେ କିଛି ରାଶନ ଦୋକାନୀ ପୋଲିସ ଇନ୍ଫର୍ମର ସାଜିଥିବା ତଥା…
ଯୋଗେନ୍ଦ୍ର ଛାଡ଼ିଲେ ଶୋ’
ବମ୍ବେ: ଶୋ’ ଛାଡ଼ିଲେ ଯୋଗେନ୍ଦ୍ର ବିକ୍ରମ ସିଂହ। ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ‘ଗୁମ୍ ହୈ କିସି କେ ପ୍ୟାର୍ ମେ’ରେ ଆଉ ସେ ନଜର ଆସିବେ ନାହିଁ। ଏଥିଲାଗି ଶୋ’ରେ ତାଙ୍କର ଚରିତ୍ରକୁ ଶେଷ କରାଯାଇଛି। ନିର୍ମାତାମାନେ…
ଟାର୍ଗେଟ୍ କିଲିଂ, ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳି କଲେ ଆତଙ୍କବାଦୀ…
ଶ୍ରୀନଗର, ୨।୬ : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ଟାର୍ଗେଟ କିଲିଂ ଜାରି ରଖିଛନ୍ତି। ଗୁରୁବାର ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। କୁଲଗାମ୍ର ଆରେହ ଗାଁରେ ଏହି ଘଟଣା ଘଟିଛି। ଆତଙ୍କବାଦୀମାନେ ବ୍ୟାଙ୍କରେ ପଶି ଏହି କାଣ୍ଡ ଭିଆଇଛନ୍ତି।…
ପ୍ରେମିକଙ୍କୁ ବିବାହ କରିବା ପାଇଁ ବାଂଲାଦେଶରୁ ଭାରତ ପହଁରି ପହଁରି ଆସିଲେ ଯୁବତୀ
ପ୍ରେମରେ ବହୁତ ଶକ୍ତି ଥାଏ ବୋଲି କୁହାଯାଏ। ଯଦି ପ୍ରେମ ସତ୍ୟ ତେବେ ଜଣେ ବ୍ୟକ୍ତି କିଛି ବି କରିପାରେ। ବାଂଲାଦେଶର ଜଣେ ଯୁବତୀ ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି। ୨୨ ବର୍ଷୀୟା ଯୁବତୀ ବାଙ୍ଗଲାଦେଶରୁ ଭାରତକୁ ପହଁରି ପହଁରି…
ପ୍ରଧାନମନ୍ତ୍ରୀଙ୍କୁ କେଜରିଓ୍ବାଲ୍ଙ୍କ ନିବେଦନ: ଆମ ମନ୍ତ୍ରୀମାନଙ୍କୁ ଏକାଠି କରନ୍ତୁ ଗିରଫ
ନୂଆଦିଲ୍ଲୀ,୨।୬: ଆମ୍ ଆଦ୍ମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗୁରୁବାର ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଗିରଫଦାରିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି। କେଜରିୱାଲ କହିଛନ୍ତି, ଇଡି ସହାୟତାରେ କେନ୍ଦ୍ର ସରକାର ସତ୍ୟେନ୍ଦ୍ର ଜୈନଙ୍କ…
ୟୁଟ୍ୟୁବ ଭାରତର ୧୧ ଲକ୍ଷରୁ ଅଧିକ ଭିଡ଼ିଓ ଡିଲିଟ କଲା, ୪୪ ଲକ୍ଷରୁ ଅଧିକ ଆକାଉଣ୍ଟ ହଟିଲା…
ନୂଆଦିଲ୍ଲୀ, ୨।୬ : ଭାରତରେ ୨୦୨୨ ର ପ୍ରଥମ ତିନି ମାସରେ ୟୁଟ୍ୟୁବ ୧୧ ଲକ୍ଷରୁ ଅଧିକ ଭିଡିଓ ଡିଲିଟ କରିଛି। ବିଶ୍ୱସ୍ତରରେ ଏହି ସଂଖ୍ୟା ବହୁତ ଅଧିକ ବୋଲି କୁହାଯାଉଛି। ଏହା ବ୍ୟତୀତ, ୟୁଟ୍ୟୁବ ସାମୁଦାୟିକ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିଥିବା…
ମା’ ହେଲେ ଝିଲିକ୍
ଭୁବନେଶ୍ୱର: ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ବୁଧବାର ଝିଲିକ ଦୁଇ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ସବୁଠୁ ଖୁସିର କଥା ଝିଲିକ୍ଙ୍କ ତାଙ୍କ ଜନ୍ମଦିନରେ ଏହି ଯାଆଁଳା ଶିଶୁକନ୍ୟାଙ୍କ ମା’ ହୋଇଛନ୍ତି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ…
ହଜ୍ ଯାତ୍ରା କରିବେନି ଶ୍ରୀଲଙ୍କା ମୁସଲମାନ…
କଲମ୍ବୋ, ୨।୬ : ସ୍ବାଧୀନତା ପରଠାରୁ ଶ୍ରୀଲଙ୍କା ସବୁଠାରୁ ଖରାପ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ମହିନ୍ଦା ରାଜପକ୍ଷେଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀ ହୋଇଥିବା ରାନିଲ ବିକ୍ରମସିଙ୍ଘେ ଦେଶକୁ ଏହି ସଙ୍କଟ ଜନକ ସ୍ଥିତିରୁ ବାହାର କରିବା ପାଇଁ କ୍ରମାଗତ ଭାବରେ…
ମାନହାନି କେସ୍ ଜିତିଲେ ଅଭିନେତା ଜନି ଡେପ୍, ପୂର୍ବତନ ସ୍ତ୍ରୀ ଦେବେ କ୍ଷତିପୂରଣ
ହଲିଉଡର ପ୍ରସିଦ୍ଧ ଅଭିନେତା ଜନି ଡେପ୍ ତାଙ୍କ ପୂର୍ବତନ ସ୍ତ୍ରୀ ତଥା ଅଭିନେତ୍ରୀ ଅମ୍ବର ହେର୍ଡଙ୍କ ମଧ୍ୟରେ ଚାଲିଥିବା ଆଇନଗତ ବିବାଦ ଶେଷରେ ସମାପ୍ତ ହୋଇଛି। ଜନି ସ୍ତ୍ରୀଙ୍କ ବିରୋଧରେ ମାନହାନି ମାମଲା ଜିତିଛନ୍ତି। ୭ ଜଣିଆ ସଦସ୍ୟବିଶିଷ୍ଟ ଭର୍ଜିନିଆ ଖଣ୍ଡପୀଠ…
ଯୁଦ୍ଧରେ ପ୍ରତିଦିନ ୧୦୦ ୟୁକ୍ରେନ୍ ସୈନ୍ୟଙ୍କ ମୃତ୍ୟୁ ଘଟୁଛି, ଜିତି ପାରିବନି ରୁଷିଆ, କହିଲେ ଜେଲେନସ୍କି…
କ୍ୱିଭ୍, ୨।୬ : ରୁଷିଆ-ୟୁକ୍ରେନ ଯୁଦ୍ଧ ଜାରି ରହିଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦାବି କରିଛନ୍ତି ଯେ ପ୍ରତିଦିନ ଅତି କମରେ ୬୦ ରୁ ୧୦୦ ୟୁକ୍ରେନ ସୈନିକଙ୍କର ମୃତ୍ୟୁ ଘଟୁଛି। ସେହିପରି ପ୍ରତିଦିନ ୫୦୦ ପାଖାପାଖି ସୈନ୍ୟ ଆହତ…
‘ନିଆଁରେ ଘିଅ ଢାଳୁଛି ଆମେରିକା’
କିଭ୍,୨ା୬: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକା ଏବଂ ଜର୍ମାନୀ ୟୁକ୍ରେନକୁ କିଛି ଉନ୍ନତଧରଣର ଅସ୍ତ୍ରଶସ୍ତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି।ଏହା ଦ୍ୱାରା ୟୁକ୍ରେନ୍ ଆହୁରି ଶକ୍ତିଶାଳୀ ହେବ। ଜର୍ମାନୀ ଏବଂ ଆମେରିକା ଯୋଗାଣ କରିବାକୁ ଥିବା ଅସ୍ତ୍ରଶସ୍ତ୍ର ବିମାନକୁ ଗୁଳି…
Archives


