Home

‘ମୋଦିଙ୍କ ସିପାହୀ ସାଜି କରିବି ଦେଶ ସେବା’

ଗାନ୍ଧିନଗର,୨।୬: ଗୁଜରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ ଆଜି ଭାଜପାରେ ଯୋଗଦେବେ। ଏହା ପୂର୍ବରୁ ସେ ଦେଶ ସେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସିପାହି ଭାବରେ କାର୍ଯ୍ୟ କରିବେ ବୋଲି କହିଛନ୍ତି। ନିକଟରେ ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି।…

ଜାଣନ୍ତୁ କେତେ ପଢିଛନ୍ତି ଷ୍ଟାର୍‌ କିଡ୍ସ

ବଲିଉଡ ସେଲିବ୍ରିଟିଙ୍କ ପିଲାମାନେ ଅଧ୍ୟୟନ ସହ ଅଭିନୟରେ ମଧ୍ୟ ବେଶ୍‌ ପାରଙ୍ଗମ। ଅଭିନେତା ଶାହରୁଖ ଖାନ୍‌ଙ୍କ ଝିଅ ସୁହାନା ଏବଂ ପୁଅ ଆର୍ୟନ, ସୈଫ୍‌ ଅଲି ଖାନ୍‌ଙ୍କ ଝିଅ ସାରା ଅଲି ଖାନ୍‌ ଏବଂ ପୁଅ ଇବ୍ରାହିମ ଅଲି ଖାନ୍‌, ବୋନୀ…

ଜଳାଶୟ ଶୁଖିବାରୁ ୩୪୦୦ ବର୍ଷ ପୁରାତନ ସହରର ସନ୍ଧାନ ମିଳିଲା…

ବାଗଦାଦ୍‌, ୨।୬ : ଇରାକ ବର୍ତ୍ତମାନ ଏକ ଭୟଙ୍କର ମରୁଡ଼ି ପରିସ୍ଥିତି ଦେଖାଦେଇଛି। ଯେଉଁଥିପାଇଁ ଦେଶର ବୃହତ୍ତମ ଜଳାଶୟ ଶୁଖିଯାଇଛି। ଏହି ଜଳାଶୟ ଶୁଖିବାରୁ ୩୪୦୦ ବର୍ଷ ପୁରାତନ ସହରର ସନ୍ଧାନ ମିଳିଛି। ଇରାକର ଏହି ପ୍ରାଚୀନ ସହର ଏକଦା ଉତ୍ତର…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨।୬(ବ୍ୟୁରୋ): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭ ଜଣ କ୍ୱାରେଣ୍ଟାଇନ୍‌ରୁ ଥିବା ବେଳେ ୪ ଲୋକାଲ କେସ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ…

ତିହାର ଜେଲ୍‌ରେ ଖଲିସ୍ତାନୀ ସକ୍ରିୟ, ସହାୟତା ଯୋଗାଇ ଦେଉଛନ୍ତି ଗ୍ୟାଙ୍ଗଷ୍ଟର- ଜେଲ୍‌ କର୍ମଚାରୀ…

ତିହାର, ୨।୬ : ପଞ୍ଜାବରେ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ରାଜ୍ୟରେ ସୁରକ୍ଷା ପ୍ରସଙ୍ଗ ଉପରେ ପୁଣି ଥରେ ପ୍ରଶ୍ନ ଉଠାଇଛି। ଅପରପକ୍ଷରେ, ଖଲିସ୍ତାନୀ ଗୋଷ୍ଠୀର ସକ୍ରିୟତା ମଧ୍ୟ ଚିନ୍ତାର କାରଣ ପାଲଟିଛି। ପ୍ରକାଶ ଯେ, ଏହି ଗୋଷ୍ଠୀମାନେ ସେମାନଙ୍କ କାର୍ଯ୍ୟ…

ହାତକୁ ଦି’ ହାତ ହେଲେ ଏହି କ୍ରିକେଟର୍‌

ଟିମ୍‌ ଇଣ୍ଡିଆର ମଧ୍ୟମ ପେସର୍‌ ଦୀପକ ଚହର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଦୀର୍ଘଦିନର ପ୍ରେମିକା ଜୟା ଭରଦ୍ୱାଜଙ୍କ ସହ ତାଙ୍କ ବିବାହ ସମ୍ପନ୍ନ ହୋଇଛି। ସମ୍ପର୍କୀୟଙ୍କ ଉପସ୍ଥିତିରେ ଉଭୟ ସାତ ଫେରା ନେଇଛନ୍ତି। ଦୀପକ ଏବଂ ଜୟାଙ୍କ ବିବାହର ଅନେକ…

୩ ହଜାର ଟପିଲା ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା ୫…

ନୂଆଦିଲ୍ଲୀ, ୨।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ…

ଆତଙ୍କବାଦୀଙ୍କ ପାଖରେ ଜୈବିକ-ଆଣବିକ ଅସ୍ତ୍ରଶସ୍ତ୍ର, ଜାତିସଂଘରେ ଭାରତର ଚେତାବନୀ…

ଓ୍ବାଶିଂଟନ,୨।୬: ଆତଙ୍କବାଦୀମାନଙ୍କ ପାଖରେ ଆଣବିକ,ଜୈବିକ ଏବଂ ରାସାୟନିକ ଅସ୍ତ୍ରଶସ୍ତ୍ର ରହିଛି। ସେମାନେ ଏହାକୁ ସାଧାରଣ ନାଗରିକଙ୍କ ଉପରେ ମଧ୍ୟ ବ୍ୟବହାର କରିବାର ଯଥେଷ୍ଟ ଆଶଙ୍କା ରହିଛି। ଏନେଇ ଜାତିସଂଘର ସୁରକ୍ଷା ପରିଷଦର ଏକ ଆଲୋଚନାରେ ଭାରତ ଚେତାବନୀ ଦେଇଛି। ଜାତିସଂଘରେ ଅବସ୍ଥାପିତ…

ଆମେରିକାରେ ପୁଣି ଗୁଳିକାଣ୍ଡ, ହସ୍ପିଟାଲ ପରିସରରେ ୪ ମୃତ…

ଓ୍ବାଶିଂଟନ, ୨।୬ : ପୁଣି ଥରେ ଆମେରିକାରେ ଗୁଳିକାଣ୍ଡ ଘଟଣା ଘଟିଛି। ଏଥର ଓକଲାହୋମାର ତୁଲସା ସହରର ସେଣ୍ଟ ଫ୍ରାନ୍ସିସ ହସ୍ପିଟାଲ କମ୍ପ୍ଲେକ୍ସରେ ଥିବା ନୈଟାଲୀ ବିଲଡିଂରେ ଏହି ଗୁଳିକାଣ୍ଡ ଘଟିଥିବା ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ତୁଲସା ପୋଲିସର…

ରାଜନୀତିରେ ନବୀନ @୨୫

ଭୁବନେଶ୍ୱର,୨ା୬(ବ୍ୟୁରୋ): ନବୀନ ପଟ୍ଟନାୟକ, ଓଡ଼ିଶା ରାଜନୀତିର ଜଣେ ସ୍ପର୍ଦ୍ଧିତ ବ୍ୟକ୍ତିତ୍ୱ। ଦୀର୍ଘ ଅଢ଼େଇ ଦଶନ୍ଧି ଧରି କ୍ଷମତାରେ ରହିବା ପରେ ମଧ୍ୟ ତାଙ୍କ ମ୍ୟାଜିକ୍‌ ଅକ୍ଷୁଣ୍ଣ ରହିଛି। ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଠାରୁ ଆରମ୍ଭ କରି ବିପର୍ଯ୍ୟୟ ମୁକାବିଲା ଦିଗରେ ତାଙ୍କ ବଳିଷ୍ଠ…

ତ୍ରୁଟି ସୁଧାରିଲେ ସରକାର

ଭୁବନେଶ୍ୱର,୨ା୬(ବ୍ୟୁରୋ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପିଲାଙ୍କୁ ଗୁଣବତ୍ତାର ଶିକ୍ଷା ପ୍ରଦାନ କରିବା ନାଁରେ ଅନେକ ତ୍ରୁଟି କରାଯାଉଛି। ତୃତୀୟ ଶ୍ରେଣୀର ଓଡ଼ିଆ ଭାଷା ପଠନ ପୁସ୍ତିକାରେ କେତେକ ଘରୋଇ ବ୍ରାଣ୍ଡେଡ୍‌ କମ୍ପାନୀ ସାମଗ୍ରୀର ଛବି ପ୍ରକାଶ ପାଇଛି। ଏହାସହ…

କିଡ୍‌ନୀ ର଼୍ୟାକେଟର ପର୍ଦ୍ଦାଫାଶ୍‌, ୧୦ ଗିରଫ…

ନୂଆଦିଲ୍ଲୀ, ୨।୬ : ଦିଲ୍ଲୀର ଦକ୍ଷିଣ ଜିଲାର ହୌଜଖାସ ପୋଲିସ ଷ୍ଟେଶନ ପକ୍ଷରୁ ଏକ ବଡ଼ କିଡ୍‌ନୀ ର଼୍ୟାକେଟର ପର୍ଦ୍ଦାଫାଶ କରାଯାଇଛି। ଓଟି ଟେକ୍ନିସିଆନ, ଦୁଇ ଡାକ୍ତରଙ୍କ ସମେତ ୧୦ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେମାନେ ସୋସିଆଲ ମିଡିଆ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri